February 9, 2025

Odia Express

Here, There and Everywhere

କଫର ୨୮ ରୋଗରୁ ରୁହନ୍ତୁ ଦୂରରେ – ଖାଆନ୍ତୁ ଏହି ଜିନିଷ – ସମସ୍ତେ ଜାଣିବା ନିହାତି ଦରକାର..

1 min read

ଆୟୁର୍ବେଦରେ କୁହାଯାଇଛି କି ଚିନି ଖାଆନ୍ତୁ ନାହିଁ।କଫର କୌଣସି ରୋଗ ଆପଣଙ୍କୁ ସ୍ପର୍ଶ କରିବ ନାହିଁ।କଫର ରୋଗ ଅର୍ଥାତ କାଶ,ଥଣ୍ଡା,ଜର,ଛିଙ୍କ,ଗଳାରେ ଦରଜ ଆଦି।କଫର ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ଚିନି ଛାଡି ଦିଅନ୍ତୁ।ବେଶି ଚିନି ଖାଆନ୍ତୁ ନାହିଁ।ଚିନି ଖାଇବା ପରିବର୍ତ୍ତେ ଆପଣ ଏହି ଦୁଇଟି ଜିନିଷକୁ ଖାଇ ପାରିବେ।ପ୍ରଥମଟି ହେଉଛି ମିଶ୍ରି।ମନେ ରଖନ୍ତୁ ଆପଣ ମିଶ୍ରିର ବଡ ଦାନାକୁ ଖାଇବେ ,ଛୋଟ ଦାନା ନୁହେଁ।କାହିଁକିନା ଛୋଟ ଦାନା ଚିନି ଭଳି ହୋଇଥାଏ।ଦ୍ୱିତୀୟରେ ହେଉଛି ଗୁଡ।ଜାଣିପାରୁଥିବେ ଆପଣ ଗୁଡ କଳା-ହଳଦିଆ ରଙ୍ଗର ହୋଇଥାଏ।ଆଉ ପାରୁଛନ୍ତି ଯଦି ଆପଣ ମହୁର ସେବନ କରନ୍ତୁ।ଯଦି ମହୁ ଖାଇ ପାରିବେ ନାହିଁ,ତେବେ କୌଣସି ଚିନ୍ତାର ବିଷୟ ନୁହେଁ,ଗୁଡ ଖାଆନ୍ତୁ।

ବଜାରରେ ଗୁଡ ଉପଲବ୍ଧ ଥାଏ।ହେଲେ ଯେତେବେଳେ ଆପଣ କିଣୁଛନ୍ତି କେବେଳ ଗୋଟିଏ ଜିନିଷ ମାର୍କ କରିବେ କି ତାହାର ରଙ୍ଗ କିପରି?ଆଉ ଯଦି ଗୁଡ ବେଶି ଧଳା ରଙ୍ଗର ହୋଇଥାଏ ତାହାଲେ ତାକୁ ଆଣିବେ ନାହିଁ।ଏହା ଏତେ ଲାଭଦାୟକ ହୋଇନଥାଏ।ତେବେ କେଉଁ ରଙ୍ଗର ଗୁଡ ନେବେ।ଦେଖିବେ ଯେଉଁ ଗୁଡର ରଙ୍ଗ କଲା ବା ଗାଢ଼ ଲାଲ ଦେଖା ଯାଉଥିବ।ତାହା ଅତ୍ୟନ୍ତ ଲାଭଦାୟକ ଅଟେ।ଯେଉଁ ଜିନିଷ ଦେଖିବାକୁ ଅସୁନ୍ଦର ହୋଇଥାଏ ତାହା ଖାଇବାକୁ ଭଲ ହୋଇଥାଏ।

ଆସନ୍ତୁ ଜାଣିବା ଗୁଡ ଓ ଚିନି ମଧ୍ୟରେ ଫରକ କଣ?।ଆପଣ ଅଧା କିଲୋ ଖାଦ୍ୟ ଖାଇଦିଅନ୍ତୁ।ଭାତ,ଡାଲି, ପରିବା, ରୁଟି ସବୁ ମିସେଇକି ଅଧା କିଲୋ।ଏହାପରେ କେବଳ ଏକ ଗ୍ରାମର ଗୁଡ ଖାଆନ୍ତୁ।ଏହି ଗୁଡ କେବଳ ୪ ଘଣ୍ଟାରେ ଆପଣଙ୍କ ଖାଦ୍ୟକୁ ହଜମ କରିଦେବ।ହେଲେ ଯଦି ଆପଣ ଅଧା କିଲୋ ଖାଦ୍ୟ ଖାଇ ଅଧା ଚାମଚ ଚିନି ଖାଉଛନ୍ତି ତେବେ ତାହା ଜମା ହଜମ କରେଇପାରିବ ନାହିଁ।ଯାହାଦ୍ଵାରା ଖାଦ୍ୟ ସଢ଼ିବ ଓ ଏହି ସଢା ଖାଦ୍ୟ ୧୦୩ ପ୍ରକାରର ରୋଗ ସୃଷ୍ଟି କରିବ।ଏହି ସଢା ଖାଦ୍ୟରୁ ବିଷ ତିଆରି ହବ ଓ ଯାହା ଜୀବନ ସାରା ଆପଣଙ୍କୁ କଷ୍ଟ ଦେବ।

ଏଥିପାଇଁ ଆୟୁର୍ବେଦରେ କୁହାଯାଇଛି ଖାଦ୍ୟ ଖାଇବାର ସାଙ୍ଗେ ସାଙ୍ଗେ ପାଣି ପିଇବା ଅନୁଚିତ।କେତେବେଳେ ପିଇବା?ଖାଇ ସାରିବାର ୧ ରୁ ୧.୫ଘଣ୍ଟା ପରେ ପାଣି ପିଇବା।କାହିଁକିନା ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ନିଆଁ ଜଳେ ଓ ଦେଢ ଘଣ୍ଟା ପରେ ତାହା ଆପେ ଆପେ ଶାନ୍ତ ହୋଇଯାଏ।ଯେତେବେଳେ ଅଗ୍ନି ଶାନ୍ତ ହୋଇ ସେତେବେଳେ ପାଣି ପିଇବା ଉଚିତ।ଯଦି ଆପଣ ୧୦ ତା ବେଳେ ଖାଦ୍ୟ ଖାଉଛନ୍ତି ତେବେ ୧୧.୩୦ ପରେ ପାଣି ପିଅନ୍ତୁ।ଯଦି ୧୧ ରେ ଖାଦ୍ୟ ଖାଉଛନ୍ତି ତେବେ ୧୨.୩୦ ରେ ପାଣି ପିଅନ୍ତୁ।ଏହି ନିୟମକୁ ମାନନ୍ତୁ ସବୁ ସନ୍ତୁଳିତ ହୋଇ ରହିବ।

Leave a Reply

Your email address will not be published. Required fields are marked *