October 10, 2024

Odia Express

Here, There and Everywhere

ରାମାୟଣ ଭିତିକ ଚତୁର ପ୍ରଶ୍ନ ଓ ଉତ୍ତର – ରାମାୟଣ କିଏ ରଚନା କରିଥିଲେ ? ମାୟା ମୃଗକୁ କିଏ ଚିନ୍ହି ପାରିଥିଲେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ଆଜି ଆମେ ଏଠାରେ ରାମାୟଣ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଭିତ୍ତିକ ୧୮ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଗୁଡିକ ଉତର ଆମର ଜେଜେ ବାପା ଓ ବାପା ମାନେ ଅତି ସହଜରେ ଦେଇ ପାରିବେ | ସେମାନଙ୍କ ପୌରାଣିକ ଜ୍ଞାନ ବହୁତ ଅଧିକ |ତେବେ ଆପଣ ମଧ୍ୟ ଚେଷ୍ଟା କରନ୍ତୁ ସଠିକ ଉତ୍ତର ଦେବାକୁ | ଓ କେତେ ସଠିକ ଉତ୍ତର ଆପଣ ଦେଇ ପାରିଲେ ସେଇଟା ମଧ୍ୟ ଆପଣଙ୍କ ଚତୁରତାର ପରିଚୟ କହିବା |ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ହନୁମାନ ସୀତାଙ୍କୁ ଖୋଜିବା ପାଇଁ ଯିବା ସମୟରେ ଭଗବାନ ରାମଙ୍କ ଠାରୁ କଣ ନେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାମଙ୍କର ମୁଦ୍ରିକା।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ମହୀରାଵଣ ବିଭିଶଣଙ୍କର ରୂପ ଧାରଣ କରି ରାମ ଓ ଲକ୍ଷ୍ମଣଙ୍କୁ କେଉଁ ସ୍ଥାନକୁ ନେଇ ଯାଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାତାଳ ଭିତରକୁ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଖୋଜିବା ସମୟରେ କାହା ସହ ଭେଟ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜଟାୟୁ ସହିତ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଶିଵଙ୍କର ଧନୁ ସଭାସ୍ଥଳରେ କିଏ ଭାଙ୍ଗି ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ରୀ ରାମ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-ଅଗସ୍ତ୍ୟ ମୁନି ନହୁସଙ୍କୁ କି ଅଭିଶାପ ଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାପ ହୋଇଯିବା ପାଇଁ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ରାବଣ କାହାଠାରୁ ବର ଲାଭ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମା।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ବ୍ରହ୍ମ ହତ୍ୟା ପାପରୁ ଇନ୍ଦ୍ର କିପରି ମୁକ୍ତି ପାଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଶ୍ୱମେଧ ଯଜ୍ଞ କରି।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ମାୟା ମୃଗକୁ କିଏ ଚିନ୍ହି ପାରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲକ୍ଷ୍ମଣ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ସେତୁବନ୍ଧ ନିର୍ମାଣ କରିବାକୁ କେତେ ଦିନ ସମୟ ଲାଗିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଞ୍ଚ ଦିନ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-ଶୁଦ୍ରମୁନିଙ୍କୁ କିଏ ହତ୍ୟା କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ରୀ ରାମ।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-ମିଥିଳାରୁ ଫେରିବା ପରେ ଭରତ ଓ ସତୃଘ୍ନ କେଉଁ ଠାକୁ ଯାଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାମୁଁ ଘରକୁ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୨:-ସୂର୍ପଣରେଖାର ସ୍ୱାମୀଙ୍କୁ କିଏ ମାରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ରୀ ରାମ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-ବୈଷ୍ଣବ ଧନୁକୁ ରାମ କାହାକୁ ପ୍ରଦାନ କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବରୁଣ ଦେବଙ୍କୁ।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୪:-ପଞ୍ଚବଟି କେଉଁ ଠାରେ ଅବସ୍ଥିତ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୋଦାବରୀ ନଦୀ କୂଳରେ।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୫:-ରାବଣ ସୀତାଙ୍କୁ କେଉଁଥିରେ ବସାଇ ଲଙ୍କାକୁ ନେଇ ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପୁଷ୍ପକ ବିମାନରେ।

ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୬:-ରାବଣ ସୀତାଙ୍କୁ ନେଇ କେଉଁଠାରେ ରଖିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଶୋକ ବନରେ।

ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୭:-ରାମାୟଣ କିଏ ରଚନା କରିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଲ୍ମୀକି।

ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୮:-ବାଲ୍ମୀକିଙ୍କୁ ରାମାୟଣ ରଚନା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ରହ୍ମା।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ।

Leave a Reply

Your email address will not be published. Required fields are marked *