October 10, 2024

Odia Express

Here, There and Everywhere

ଆଜିର ବାପା ପୁଅ ଓଡ଼ିଆ ମଜାଳିଆ ହସକଥା : ପୁଅ- ବାପା ମୋର ମ୍ୟାଡାମ୍ କେତେ ମସ୍ତ ଅଟନ୍ତି ନା, ବାପା- ପୁଅ ମ୍ୟାଡାମ୍ ମା ସମାନ ହୋଥାନ୍ତି ପୁଅ ତାପରେ ଯାହା କହିଲେ ବାପା ଶୁଣିକି ବେହୋସ…

1 min read

ସବୁଥର ପରି ଏହି ଥର ଆପଣ ସମସ୍ତଙ୍କ ପାଇଁ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଆମର ଦାବି ଅଛି କି ଏହି ଜୋକ୍ସକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ , ଏହା ଆପଣଙ୍କ ସବୁ ଟେନସନ୍ ଦୁର କରିଦେବ,  ଯଦି ଆପଣ ହସିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ସେହି ଜୋକ୍ସଗୁଡିକ ବିଷୟରେ ଜାଣିବା ।

୧) ଗୋଟେ ପାର୍ଟିରେ ଏକ ସୁନ୍ଦର ଝିଅ ଗୋଟେ ପୁଅ ପାଖକୁ ଗଲା , ଝିଅ କହିଲା- ଏକ୍ସକ୍ୟୁଜ୍ ମି ମୋର ଗୋଟେ ହାତରେ ପ୍ଲେଟ୍ ଅଛି, ଓ ଅନ୍ୟ ହାତରେ ଗିଲାସ ଆପଣ ପ୍ଲିଜ୍ , ମୋର ଚେହେରାରୁ ଗୋଟେ ଜିନିଷ ହଟାଇଦେବେ , ପୁଅ- ହଁ ହଁ କଣ ପାଇଁ ନୁହେଁ , କୁହନ୍ତୁ କେଉଁ ଜିନିଷ ହଟାଇବୁ ? ଝିଅ- ନିଜ କୁକୁର ପରି ଚେହେରାକୁ ହଟା ବେ ।

୨) ପପୁ- ପଣ୍ତିତ ମହାଶୟ ମୋର ବାହାଘର ହେଉନି, କିଛି ଉପାୟ କୁହନ୍ତୁ , ପଣ୍ତିତ ବଡଙ୍କ ଠାରୁ ସବୁବେଳେ ଖୁସିରେ ରୁହ, ଆଶିର୍ବାଦ ନେବା ବନ୍ଦ କର ।

୩) ବିବାହର ପାଞ୍ଚ ବର୍ଷ୍ ପରେ ଭ୍ୟାଲେଣ୍ଟଟାଇନ୍ ଡେ ଦିନ ସ୍ତ୍ରୀ ପାଇଁ ଧଳା ଗୋଲାପ ଆଣିଲା , ସ୍ତ୍ରୀ –କଣ ଧଳା ଗୋଲାପ, ଭ୍ୟାଲେଣ୍ଟଟାଇନ୍ ଡେ ଦିନର ଲାଲି ଗୋଲାପ ଦିଅନ୍ତି ନା, ସ୍ୱାମୀ- ଏବେ ଜୀବନରେ ପ୍ରେମରୁ ଅଧିକା ଶାନ୍ତିର ଦରକାର ଅଛି

୪) ଭଗବାନ ସବୁ ମଣିଷକୁ ଅଲଗା ଅଲଗା ବନାଇଛନ୍ତି କିନ୍ତୁ ଯେବେ ବାରି ଚିନ୍ ର ଆସିଲା ତେବେ ସେ ଥକି ସାରିଥିଲା,  ଓ ତାପରେ ଦେଲେ କପି ପେଷ୍ଟ ଦେଲେ କପି ପେଷ୍ଟ ।

୫) ଏକ ମହିଳା ହାତରେ ଆଇଫୋନ୍ ୬ ନେଇକରି ରାସ୍ତାରେ ଯାଉଥିଲେ , ତାଙ୍କ ପାଦ ଖସିଲା , ଓ ତଳେ ପଡିଗଲେ , ତେବେ କିଛି ଭାଙ୍ଗିବାର ଆବାଜ୍ ଆସିଲା , ହୃଦୟକୁ ଶାନ୍ତ କରି କହିଲା- ଭଗବାନ ହାଡ ଭାଙ୍ଗିଥାଉ ହେଲେ ।

୬) ରିକ୍ସାବାଲା- ଝିଅ କଣ କରିଛି ? ଘର ଲୋକେ- ସିଏ ଆମ ନାକରେ ଦମ୍ ବାହାର କରିଦେଇଛି, ତାକୁ ନେଇଯାଆନ୍ତୁ ଜଲଦି ଖାଲି ।

୭) ଗ୍ରାହକ- ଟି ସାର୍ଟ ଦେଖେଇଲ ଭାଇ, ଦୋକାନୀ- ଏଇ ନିଅନ୍ତୁ ପିଟର ଇଂଲଣ୍ତର ଶାନଦାର୍ ସାର୍ଟ, ଗ୍ରାହକ- କେତେ ଟଙ୍କା- ଦୋକାନୀ- ମାତ୍ର ୩୫୦୦ ଟଙ୍କା ଆଜ୍ଞା, ଗ୍ରାହକ- ଆପଣଙ୍କ ପାଖରେ ପିଟର ଅହମଦାବାଦ୍ ନାହିଁ କି ?

୮) ବିବାହିତ ପୁରୁଷଙ୍କ ପରିଚୟ ଅଫିସ୍ ଯାଉଥିଲେ ତାଙ୍କ ହାତରେ ଟିଫିନ୍ ଓ ଆସିଲା ବେଲେ ପରିବା ବ୍ୟାଗ୍, ଏହା ତାଙ୍କର ସିନ୍ଦୁର ଓ ମଙ୍ଗଳସୁତ୍ର ହୋଇଥାଏ ।

୯) ଏକ ମହିଳା କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ,  ଚେହେରାରେ ଭାରତର ପତାକା ଅଙ୍ଗୀତ ହୋଇଥିଲା,  ତେବେ ଶକ୍ତି କାପୁର୍ ଆସିଲେ ଓ ଚୁମା ଦେଇଦେଲେ , ମହିଳା କଣ ପାଇଁ ଏମିତି କଲେ ? ଶକ୍ତିକାପୁର୍- ଆଓ, କାରଣ ଆଇ ଲଭ୍ ମାଇଁ ଇଣ୍ତିଆ ୟେ ମେରା ଇଣ୍ତିଆ ।

୧୦) ସାନ୍ତା ପେଣ୍ଟିଙ୍ଗ୍ କିଣିବାକୁ ଗଲା,  ସେଲ୍ସମ୍ୟାନ୍- ଏହା ୧୦ ହଜାର ଟଙ୍କାର ଅଟେ, ଓ ଅୟେଲ୍ ପେଣ୍ଟରେ ତିଆରି ହୋଇଛି, ସାନ୍ତା- ପଇସାର ଚିନ୍ତା କରନି, ଦେଶୀ ଘିଅର କିଛି ଦେଖାଅ ।

୧୧) ଥରେ ବାରରେ ଏକ ପାଗଳ ବିନା ଜଳିଥିବା ବିଡି ପିଉଥିଲା,  ଦ୍ୱିତୀୟ ପାଗଳ- ସାଙ୍ଗ ବିଡି ସିଙ୍କୁଡିଯାଇ ଧୁଆଁ ବାହାରୁନି । ପ୍ରଥମ ପାଗଳ- କରିଦେଲୁ ନା ପାଗଳପରି କଥା ଏହି ବିଡି ସିଏନ୍ ଜି ବିଡି ଅଟେ ।

୧୨) ୧୦ ଜଣ ଇଂରେଜ, ୫ ଜଣ ଆଫଗାନ୍, ୧ ଜଣେ ଇଣ୍ତିଆନ୍ ହେଲିକାପ୍ଟର ରସିରେ ଲଟକିଥିଲେ,  ପାଇଲଟ୍- ଓଜନ ଅଧିକା ଅଛି , ୧ ବ୍ୟକ୍ତିକୁ ରସିଛାଡିବାକୁ ପଡିବ,  ଇଣ୍ତିଆନ୍- ଏହି କୁରବାନୀ ଆମେ ଦେବୁ , କାରାଣ ଆମେ ଇଣ୍ତିଆନ୍ ଅଟୁ, ତ ସମସ୍ତେ ବଜାଅ ତାଳି, ସବୁ ଇଂରେଜ ଓ ଆଫ୍ରିକାନ୍ ତାଳି ବଜାଇବାକୁ ଲାଗିଲେ ଓଜନ୍ ନିଜେ କମ୍ ହୋଇଗଲା,  ସେ ଇଂରେଜ୍ ହେଉ କିମ୍ବା ଆଫ୍ରିକା ଇଣ୍ତିଆନ୍ କେବଳ ଇଣ୍ତିଆନ୍ ହୋଇଥାଏ ।

୧୩) ପୁଅ- ବାପା ମୋର ମ୍ୟାଡାମ୍ କେତେ ମସ୍ତ ଲାଗୁଛନ୍ତି ନା , ବାପା- ପୁଅ ମ୍ୟାଡାମ୍ ମା ସମାନ ହୋଇଥାନ୍ତି , ପୁଅ- ଆପଣଙ୍କୁ ତ ସବୁବେଳେ ନିଜ ଖୁସି ଦେଖାଯାଏ ।

୧୪) ଅଧ୍ୟାପିକା- ଆରେ ଏଠିକି ଆସ , ଚପରାସୀ- ମ୍ୟାଡ୍ୟାମ୍ ମୋର ନାଁ ଆରେ ନୁହେଁ , ମୋତେ ନାଁ ନେଇକରି ଡାକ, ଅଧ୍ୟାପିକା- ଭଲ କୁହ ତୁମ ନାଁ କଣ ? ଚପରାଶୀ- ପ୍ରାଣନାଥ, ଅଧ୍ୟାପିକା ନା କିଛି ଅଲଗା ନାଁ କୁହ, ଚାଲ ଘର ଲୋକେ କେଉଁ ନାଁରେ ଡାକୁଛନ୍ତି , ଚପରାସୀ-ବଲମ୍ , ଅଧ୍ୟାପିକା ଏହା ବି ସଠିକ୍ ନୁହେଁ ଆଉ କଣ କୁହ , ପଡୋଶୀ ବାଲା କଣ ନାଁ ରେ ଡାକନ୍ତି , ଚପରାସୀ- ସାଜନ୍, ଅଧ୍ୟାପିକା ଏଇ ନାଁ ବି ଠିକ୍ ନୁହେଁ , ସର୍ ନେମ୍ କଣ ବ୍ୟବହାର କରୁଛ ? ଚପରାସୀ- ସ୍ୱାମୀ। ଅଧ୍ୟାପିକା ବେହୋସ୍ ।

ସେମିତି ସରକାରୀ ଚାକିରି ମିଳିଯାଉ, ସୋନି ଟିଭିରେ ସିଆଇଡି ରେ ପ୍ରଦ୍ୟୁମନ୍ ଟିମ୍ ର ରୋଲ୍ କେବେ ଅଲଗା କାମ ଖୋଜିବାକୁ ଦରକାର ପଡିବ ନାହିଁ

Leave a Reply

Your email address will not be published. Required fields are marked *