September 9, 2024

Odia Express

Here, There and Everywhere

ମାତ୍ର ସାତ ଦିନରେ ଯେକୌଣସି ଥାଇରଏଡ଼ ଜନିତ ସମସ୍ୟା ହେଉ,ଏହା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ..

1 min read

ଯଦି ଆପଣ ଥାଇରଏଡ଼ କୁ ନେଇ ବହୁତ ଚିନ୍ତିତ ଅଛନ୍ତି, ଆପଣଙ୍କର ଥାଇରଏଡ଼ ୫୦ବର୍ଷ ର ହେଉ କିମ୍ବା ୨୦ ବର୍ଷ ର ପୁରୁଣା ହେଉ କିମ୍ବା ବର୍ତ୍ତମାନ ଆରମ୍ଭ ହେଉଥିବା ଥାଇରଏଡ଼ ର ସମସ୍ୟା କୁ ଦୂର ହୋଇଯିବ। ଆପଣଙ୍କ ଥାଇରଏଡ଼ ହଇପୋ ହେଉ କିମ୍ବା ହାଇପର ହେଉ ସବୁ କିଛି ସମସ୍ୟା ମୂଳରୁ ଦୂର ହୋଇଯିବ। ଯଦି ଆପଣ ଅନେକ ପ୍ରକାର ର ଦାମୀ ମେଡିସିନ ଖାଇଛନ୍ତି, ବହୁତ ପ୍ରକାର ଦେଶୀ ଉପଚାର କରିଛନ୍ତି କିମ୍ବା କୌଣସି ଆୟୁର୍ବେଦିକ ଚିକିତ୍ସା କରିବା ପରେ ମଧ୍ୟ ସେହି ସମସ୍ୟା ଦୂର ହୋଇନାହିଁ ତେବେ ଆଜି ଆମେ ଜାଣିବା କିଛି ଉପାୟ ବିଷୟରେ ଯାହା ଦ୍ୱାରା ଆପଣଙ୍କର ଥିବା ଥାଇରଏଡ଼ ଜନିତ ସମସ୍ୟା ଦୂର ହୋଇଯିବ।

ଥାଇରଏଡ଼ ସମସ୍ୟା ପାଇଁ ଅନେକ ମହିଳା ମାନେ ଗର୍ଭବତୀ ହୋଇପାରନ୍ତି ନାହିଁ। ଚାଲନ୍ତୁ ସର୍ବପ୍ରଥମେ ଜାଣିବା ଥାଇରଏଡ଼ କଣ ? ଆଜିକାଲି ଜୀବନ ଶୈଳିରେ ଥାଇରଏଡ଼ ସାଧାରଣ ସମସ୍ୟା ହୋଇଗଲାଣି ଯାହାକୁ ନେଇ ବହୁତ ଲୋକ ଚିନ୍ତାରେ ରହୁଛନ୍ତି। ଥାଇରଏଡ଼ ହେଉଛି ଏକ ପ୍ରକାର ର ହର୍ମୋନ, ଯାହାକୁ ଥାଇରଏଡ଼ ଗ୍ଲାଣ୍ଡ୍ ଶରୀରରୁ ଆଇଓଡ଼ିନ ନେଇ ତାହା ସୃଷ୍ଟି କରିଥାଏ। ମେଟାବୋଲିଜିମ୍ କୁ ଠିକ୍ ରଖିବା ପାଇଁ ହର୍ମୋନ ବହୁତ ମାତ୍ରାରେ ଆଵଶ୍ୟକ ହୋଇଥାଏ। ଯେତେବେଳେ ଥାଇରଏଡ଼ ଗ୍ଲାଣ୍ଡ ଅଧିକ ମାତ୍ରା ରେ ହର୍ମୋନ୍ ସୃଷ୍ଟି କରିଥାଏ ସେତେବେଳେ ଥାଇରଏଡ଼ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ଥାଇରଏଡ଼ ବଢିବା ଦ୍ବାରା ଅନେକ ପ୍ରକାର ର ସମସ୍ୟା ସୃଷ୍ଟି ହୋଇଥାଏ। ଏହି ସମସ୍ୟା ରେ ମହିଳା ମାନେ ଅଧିକ ପୀଡିତ ହୋଇଥାନ୍ତି। ଯେପରି ଓଜନ ବଢିବା,ଅସ୍ତବ୍ୟସ୍ତ ଲାଗିବା, ନିଦ୍ରା ନଆସିବା, ପିରିଅଡ୍ ସମସ୍ୟା, ଗର୍ଭବତୀ ହୋଇନପାରିବା,ଆଣ୍ଠୁରେ କିମ୍ବା ମାଂସ ପେଷିରେ କୌଣସି ପ୍ରକାରର ସମସ୍ୟା ନଆସିବା ଭଳି ଅନେକ ପ୍ରକାର ର ସମସ୍ୟା ସୃଷ୍ଟି ହୋଇଥାଏ ଯାହା ଆ।କୁ ଅନେକ ଅସୁବିଧାରେ ପକେଇଥାଏ। ଆଜି ଆମେ ଜାଣିବା କିଛି ଘରୋଇ ଉପାୟ ବିଷୟରେ ଯାହା କୁ ଆପଣ ସଠିକ ଭାବରେ ୭ ଦିନ ପର୍ଯ୍ୟନ୍ତ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ ର ଥିବା ଥାଇରଏଡ଼ ଜନିତ ସମସ୍ତ ପ୍ରକାର ର ସମସ୍ୟା ଦୂର ହୋଇଯିବ ଆଉ ଜୀବନ କାଳ ଭିତରେ କେବେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିବି ନାହିଁ।

ଚାଲନ୍ତୁ ଜାଣିବା କିପରି ତିଆରି କରିବା ଏହି ଘରୋଇ ଉପାୟକୁ ଆଉ ଏହି ଉପାୟ ତିଆରି କରିବା ପାଇଁ ଆଵଶ୍ୟକ ହେଉଥିବା ଜିନିଷ ଓ ଏହାକୁ ସେବନ କରିବାର ବିଧି ବିଷୟରେ ଭଲ ଭାବରେ ଜାଣିବା।ତେବେ ଏହି ଉପାୟ ପାଇଁ ଆପଣଙ୍କୁ ପାଞ୍ଚୋଟି ଲେମ୍ବୁ ଓ ଗୋଟିଏ ମୂଳା ନେବାକୁ ପଡିବ ଏହି ଦୁଇଟି ଜିନିଷ ଆପଣଙ୍କୁ ଅତି ସହଜରେ ସବୁ ଋତୁରେ ଚାରି ଆଡ଼େ ମିଳିଯିବ।ଆପଣଙ୍କୁ ଏଠାରେ ଗୋଟିଏ କଥାର ଧ୍ୟାନ ରଖିବାର ଅଛି ସେ ହେଉଛି ଆପଣଙ୍କୁ ଏଠାରେ ମାତ୍ର ପାଞ୍ଚୋଟି ଲେମ୍ବୁ ନେବାର ଅଛି ସେଥିରୁ ନା ଗୋଟେ କମ ନା ଗୋଟେ ଅଧିକ,ସମାନ ପାଞ୍ଚଟି ଲେମ୍ବୁ ହିଁ ନେବାର ଅଛି ଏବଂ ତାପରେ ଆପଣଙ୍କୁ କେବଳ ଗୋଟିଏ ମୂଳା ହିଁ ନେବାର ଅଛି ନା ତାଠାରୁ ଅଧିକ ନା ତାଠାରୁ କମ୍ ନେବାର ଅଛି। ପ୍ରଥମେ ମୂଳା କୁ ଭଲ ଭାବେ ଧୋଇଦିଅନ୍ତୁ ଆଉ ତାକୁ ସମ୍ପୂର୍ଣ୍ଣ ଭାବରେ ସଫା କରିନେବେ।

ଆଉ ତାପରେ ତାକୁ ଛେଲି ତାର ଉପର ପରସ୍ତ କୁ ଅଲଗା କରିନେବେ ଏବଂ ସେହି ମୂଳା କୁ ୩୦ ଖଣ୍ଡ କରି ଦିଅନ୍ତୁ,ଆଉ ଧ୍ୟାନ ରଖିବେ ଏହି ମୂଳାକୁ କେବଳ ୩୦ ଖଣ୍ଡ କରିବେ ନା ତାଠାରୁ ବେଶି ନା ତାଠାରୁ କମ। ଏକ ପାତ୍ର ରେ ସେହି ମୂଳା ଖଣ୍ଡ ଗୁଡିକ ରଖିଦିଅନ୍ତୁ ଆଉ ମୂଳାକୁ କାଟିବା ସମୟରେ ଧ୍ୟାନ ରଖିବେ ସବୁ ଯେମିତି ସମାନ ଖଣ୍ଡ ହୋଇଥିବ, ଏହା ପରେ ନେଇଥିବା ପାଞ୍ଚୋଟି ଲେମ୍ବୁ କୁ ମଝିରୁ କାଟି ତାକୁ ଦୁଇ ଭାଗ କରି ନିଅନ୍ତୁ ଓ ତାପରେ ତାର ରସ କୁ ସେହି ମୂଳା ଉପରେ ଭଲ ଭାବରେ ଚୁପୁଡି ଦିଅନ୍ତୁ।ତାପରେ ମୂଳା ଏବଂ ଲେମ୍ବୁ ରସ କୁ ଚାମୁଚ କିମ୍ବା ହାତ ସାହାଯ୍ୟ ରେ ଭଲ ଭାବରେ ମିଶାଇ ଦିଅନ୍ତୁ।

ମୂଳା ଓ ଲେମ୍ବୁ ରସ ମିଶାଇ ରଖିଥିବା ପାତ୍ର କୁ ନେଇ ଫ୍ରିଜ୍ ରେ ରଖିଦିଅନ୍ତୁ। ସବୁଦିନ ସକାଳୁ ଉଠି ଫ୍ରେସ ହୋଇସାରିବା ପରେ ଖାଲି ପେଟରେ ଦୁଇ ଖଣ୍ଡ ମୂଳା କୁ ଯାହା ଲେମ୍ବୁ ରସରେ ବୁଡ଼ା ହୋଇଥିବ ତାକୁ ଖାଆନ୍ତୁ। ଏହି ଉପାୟ ଆପଣ ଦିନକୁ ଦୁଇ ଥର କରିପାରିବେ। ଏହି ଉପାୟ କୁ ଆପଣ ଲଗାତର ଭାବେ ସାତ ଦିନ କରନ୍ତୁ।ଆପଣ ଯଦି କୌଣସି ଔଷଧ ଖାଉଛନ୍ତି ତାହେଲେ ଆପଣ ପ୍ରଥମେ ଏହାକୁ ଖାଆନ୍ତୁ ଆଉ ତାର ୧୦-୧୫ ମିନିଟ ପରେ ଯେକୌଣସି ଔଷଧ ଖାଆନ୍ତୁ।ଆଉ ସନ୍ଧ୍ୟା ସମୟରେ ଖାଲି ପେଟରେ କୌଣସି ଖାଦ୍ୟ ଖାଇବାର ଅଧଘଣ୍ଟା ପୂର୍ବରୁ ଏହାକୁ ସେବନ କରିବାର ଅଛି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ଥିବ ଥାଇରଏଡ଼ ଜନିତ ଯେକୌଣସି ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ।

ତାପରେ ବଳିଥିବା ଏହି ମୂଳାକୁ ଆପଣ ଫ୍ରିଜ ଭିତରେ ରଖି ନେବେ,ଭୁଲରେବି ଫ୍ରିଜ ବାହାରେ ରଖିବେ ନାହିଁ।ସର୍ବଦା ଧ୍ୟାନ ରଖିବେ ଗୋଟିଏ ମୂଳା ଓ ପାଞ୍ଚୋଟି ଲେମ୍ବୁ ନେବେ ଏବଂ ସେହି ମୂଳା ଓ ଲେମ୍ବୁ ରସ କୁ ସକାଳେ ଏବଂ ସନ୍ଧ୍ୟା ରେ ଖାଲି ପେଟରେ ଖାଇବେ।ଏହି ଉପାୟ କୁ ମାତ୍ର ସାତ ଦିନ ପର୍ଯ୍ୟନ୍ତ କଲେ ଆପଣଙ୍କର ଥାଇରଏଡ଼ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *