ଏହି ୫ଟି ଜିନିଷ ଖାଆନ୍ତୁ ସୁଗାର କୋଲେଷ୍ଟ୍ରଲ ପରି ରୋଗରୁ ମୁକ୍ତି ପାଆନ୍ତୁ – ସାରାଜୀବନ ସୁସ୍ଥ ରହିବେ ଆପଣ..
1 min readପ୍ରତିଦିନ ଖାଆନ୍ତୁ ଏହି ୫ ଟି ଜିନିଷ ସୁଗାର,କୋଲେଷ୍ଟ୍ରଲ, ପେଟ ଜନିତ ସବୁ ସମସ୍ୟା, ଆଣ୍ଠୁ ଗଣ୍ଠି ବିନ୍ଧା, ମୋଟାପଣ ଆପଣଙ୍କ ର ଆଉ କିଛି ବି ରହିବ ନାହିଁ।ଏହାକୁ ଖାଇବା ପରେ ଏହାର ଚମତ୍କାର ବିଷୟରେ ଆପଣ ଜାଣିପାରିବେ।ଏହାକୁ ପ୍ରତିଦିନ ଖାଇବାଦ୍ୱାରା ଆପଣଙ୍କ ଡାଇବେଟିସ ଭଲ ହୋଇଯିବ।ଆପଣ ଙ୍କ ଶରୀରରେ ଖରାପ କୋଲେଷ୍ଟ୍ରଲ କୁ କମେଇ ଭଲ କୋଲେଷ୍ଟ୍ରଲ ର ମାତ୍ରା କୁ ବଢ଼େଇଥାଏ।ଏହା ଆପଣଙ୍କ ମୋଟାପଣ କୁ ବହୁତ ଜଲ୍ଦି କମେଇଦେଇଥାଏ। ଯଦି ଆପଣଙ୍କ ଆଖିର ସମସ୍ୟା କିଛି ଥାଏ ତେବେ ଏହାକୁ ପ୍ରତିଦିନ ଖାଇବାଦ୍ୱାରା ତାହା ଭଲ ହୋଇଯାଇଥାଏ।ଯଦି ଆପଣଙ୍କ ହାଡ ଦୁର୍ବଳ ଅଛି ତେବେ ଏହି ସବୁ ଆପଣ ଙ୍କ ହାଡ ମଜଭୂତ କରିବାରେ ଆପଣଙ୍କୁ ସାହାଯ୍ୟ କରିବ।
(୧)ସଫେଦ ତିଲ୍ ବା ରାଶି-ସଫେଦ ତିଲ୍ ବା ରାଶି ପଞ୍ଚତନ୍ତ୍ର କୁ ମଜଭୂତ କରିଥାଏ।ମୋଟାପଣ କୁ କମ କରିଥାଏ ଏବଂ ଆପଣଙ୍କ ଶରୀର କୁ ପତଳା କରିଥାଏ।ଶରୀରରେ ଶକ୍ତି କୁ ସ୍ଥିର ରଖିଥାଏ ଏବଂ ଶରୀର ର ସବୁ ପ୍ରକାର ଦୁର୍ବଳତାର ଉପଚାର କରିଥାଏ।
(୨) କିସମିସ୍ -କିସମିସ୍ ଆପଣଙ୍କ ଶରୀର ରେ ରକ୍ତ ତିଆରି କରିଥାଏ ଏବଂ ରକ୍ତକୁ ପରିଷ୍କାର ରଖିଥାଏ। ଶରୀରର ସବୁ ପ୍ରକାର ଦୁର୍ବଳତାର ଉପଚାର କରିଥାଏ।
(୩) ଫିଙ୍ଗର ମିଲେଟ ବା ବାଜରା -କର୍ଣ୍ଣାଟକ ରେ ବାଜରା ବହୁତ ମାତ୍ରା ରେ ମିଳିଥାଏ ଏବଂ ସେଠାକାର ଲୋକ ଏହାକୁ ବେଶୀ ଖାଇଥାନ୍ତି ।ଏହା ଆପଣଙ୍କ ଶରୀର ର ବହୁ ପ୍ରକାର ରୋଗ ର ଉପଚାର କରିଥାଏ।
(୪) ଚିଆ ମଞ୍ଜି – ଚିଆ ମଞ୍ଜି ଦ୍ୱାରା ମୋଟାପଣ ବହୁତ ଜଲ୍ଦି କମିଯାଇଥାଏ।ଶରୀର ରେ ସୁଗାର ର ମାତ୍ରା କୁ ନିୟନ୍ତ୍ରଣ କରିଥାଏ।କୋଲେଷ୍ଟ୍ରଲ କୁ ଠିକ କରିଥାଏ।ପେଟ ରୋଗ ର ଉପଚାର କରିଥାଏ।ପଞ୍ଚତନ୍ତ୍ର କୁ ମଜଭୂତ ରଖିବାରେ ସାହାଯ୍ୟ କରିଥାଏ ।
(୫) ସେଓ-ଯଦି କେଉଁ ବ୍ୟକ୍ତି ପ୍ରତିଦିନ ସେଓ ଖାଇଥାଏ ତେବେ ତାକୁ ଡାକ୍ତର ଙ୍କ ପାଖକୁ ଯିବାକୁ ପଡିନଥାଏ।
ଏହି ୫ ଟି ଜିନିଷ କୁ ଆପଣଙ୍କୁ ପ୍ରତିଦିନ ଖାଇବାକୁ ପଡିବ।ଏହି ୫ଟି ଜିନିଷ ରୁ ଅପଣଙ୍କୁ ଏତେ ଫାଇଦା ମିଳୁଛି ଯଦି ଆପଣ ଏହାକୁ ମିସେଇକି ଖାଇବେ ତେବେ ଆପଣଙ୍କୁ କେବେ ବି ପେଟ ସମସ୍ୟା ,ସୁଗାର , ମୋଟାପଣ, ଆଖି କୁ ଭଲରେ ନ ଦେଖାଯିବ ଏବଂ ଶରୀର ର ସବୁ ପ୍ରକାର ଦୁର୍ବଳତା କିଛି ବି ଆଉ ରହିବ ନାହିଁ।ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କିପରି ଖାଇବେ।ବାଜରା ରେ ଆପଣ ରୁଟି ବି କରିପାରିବେ ,ଇଟିଲି କରିପାରିବେ ନହଲେ ବାଜରା ହାଲୱା ବି ଆପଣ କରିପାରିବେ ।କୌଣସି ପ୍ରକାରରେ ଆପଣଙ୍କୁ ଏହାକୁ ପ୍ରତିଦିନ ଖାଇବାକୁ ପଡିବ।ଆପଣ ଏକ ଗ୍ଲାସ ପାଣି ରେ ଏକ ଚାମଚ ରାଶି ପକେଇବେ ,୧୦ ଟି କିସମିସ୍ ପକେଇବେ ଏବଂ ଏକ ଚାମଚ ଚିଆ ମଞ୍ଜି ପକେଇବେ।ଏହାକୁ ରାତିସାରା ଘୋଡେଇକି ରଖିଦେବେ।ସକାଳେ ଏହାକୁ କ୍ଷୀର ସହ ମିଶେଇକି ପିଇବେ ।ଏହି ୩ଟି କୁ ଆପଣ ଏହିପରି ଭାବରେ ପ୍ରତିଦିନ ଖାଇବେ ।
ଗୋଟେ ସେଓ କୁ ଆପଣ ପ୍ରତିଦିନ ଖାଆନ୍ତୁ। ତେବେ ଆପଣଙ୍କର କେଉଁ ପ୍ରକାରର ଦୁର୍ବଳତା ବି ରହିବ ନାହିଁ।ଆପଣଙ୍କ ତ୍ୱଚା ରେ ଚମକ ଆସିଯିବ।ଆପଣଙ୍କ ଡାଇବେଟିସ ନିୟନ୍ତ୍ରଣରେ ଆସିଯିବ।ଆପଣଙ୍କୁ ଡାଇବେଟିସ ର ସମସ୍ୟା ଦେଖାଯିବ ନାହିଁ।ଡାଇବେଟିସ ହୋଇଥିବା ବ୍ୟକ୍ତି କିସମିସ୍ କୁ ୪ ରୁ ୫ ଟା ପକେଇକି ଖାଇବେ।।କୋଲେଷ୍ଟ୍ରଲ ଠିକ ହୋଇଯିବ।ପେଟ ଜନିତ ସବୁ ସମସ୍ୟା ଦୂର ହୋଇଯିବ।ଆପଣ ଙ୍କ ମୋଟାପଣ କମିଯିବ ।ଆପଣଙ୍କ ହାଡ ମଜଭୂତ ହୋଇଯିବ।