February 14, 2025

Odia Express

Here, There and Everywhere

ନିଜ ରାଶି ହିସାବରେ ଜାଣନ୍ତୁ କେଉଁ ଭଗବାନଙ୍କୁ ପୁଜା ଅର୍ଚ୍ଚନା କରିଲେ ବର୍ଷିବ ଆପଣଙ୍କ ଉପରେ କୃପା

1 min read

ସେମିତି ସବୁ ଜାତକର ବ୍ୟକ୍ତି ସବୁ ଭଗବାନଙ୍କ ପୁଜା ଅର୍ଚ୍ଚନା କରିଥାନ୍ତି, କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଅଲଗା ଅଲଗା ରାଶିର ଅନୁସାରେ ଅଲଗା ଅଲଗା ଭଗବାନଙ୍କ ପୁଜାରୁ ଲାଭ ମିଳିଥାଏ, ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ, ଆପଣଙ୍କ ରାଶି କଣ ଅଟେ,  ଓ କେଉଁ ଭଗବାନଙ୍କୁ ପୁଜା ଅର୍ଚ୍ଚନା କରିଲେ ଆପଣଙ୍କୁ ମନୋବାଞ୍ଚିତ ଫଳ ମିଳିବ ।

୧) ମେଷ ରାଶି- ଏହି ଲିଷ୍ଟରେ ପ୍ରଥମ ନାଁ ଆସେ ମେଷରାଶିର, ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ମେଷ ରାଶିର ଜାତକ ସ୍ୱଭାବରୁ ବହୁତ ଚଞ୍ଚଳ ପ୍ରବୃତିର ହୋଇଥାନ୍ତି, ମେଷ ରାଶିର ଜାତକରେ ଲାଲ ଫୁଲରେ ହନୁମାନଙ୍କ ପୁଜା ଅର୍ଚ୍ଚନା କରିଲେ ସବୁଠାରୁ ଉଚିତ୍ ହୋଇଥାଏ , ଏମିତି କରିଲେ ମେଷ ରାଶିର ଜାତକ ଉପରେ ଆସୁଥିବା ସବୁ ଅସୁବିଧାର ସମାଧାନ ହୋଇଯାଏ

୨) ବୃଷ ରାଶି- ଏମାନଙ୍କ ଜାତକ ଜିଦ୍ଦି ସ୍ୱଭାବର ହୋଇଥାଏ, ଏଥିପାଇଁ ଏମାନଙ୍କୁ ଶିବଙ୍କୁ ପୁଜା କରିବା କୁହାଯାଇଛି, ଯଦି ଏହି ରାଶିର ଲୋକେ ଧଳା ଫୁଲ ଶିବଙ୍କୁ ଅର୍ପଣ କରିବେ ତେବେ ସଂସାରରେ ସବୁ ଐଶ୍ୱର୍ଯ୍ୟ ଓ ସୁଖ ମିଳିପାରିବ ।

୩) ମିଥୁନ ରାଶି- ଏହି ରାଶିର ଜାତକରେ ଶ୍ରୀକୃଷ୍ଣଙ୍କ ପୁଜା ଅର୍ଚ୍ଚନା କରିଲେ ଜୀବନରେ କେଉଁ ପ୍ରକାରର କଷ୍ଟ ଅନୁଭବ ହୁଏ ନାହିଂ ,ମିଥୁନରାଶିର ଜାତକରେ କୃଷ୍ଣଙ୍କୁ କଳା ଗୁଗୁଳ ଧୁପରୁ ପୁଜା କରିବାର୍ କୁହାଯାଇଛି ।

୪) କର୍କଟ ରାଶି- ଏହି ରାଶିର ଲୋକେ ଟିକିଏ ଭାବୁକ ପ୍ରବୃତିର ହୋଇଥାନ୍ତି , ଏହି ରାଶିର ଜାତକରେ ଶିବଙ୍କର ପୁଜା ଅର୍ଚ୍ଚନା କରିଲେ ଶୁଭ ହୋଇଥାଏ , ଏହି ରାଶିର ଜାତକ ମୁଖ୍ୟ ରୁପରେ ଶିବଙ୍କୁ ପୁଜା କରିବାପରେ ଶଙ୍ଖନାଦ କରିବେ , ତେବେ ସବୁ ଦୁଃଖ ଏହି ରାଶିର ସମାପ୍ତ ହୋଇଯିବ ।

୫) ସିଂହ ରାଶି- ଏହି ରାଶିର୍ ଜାତକର ଅଧିକାଂଷ ସମୟ ନିଜ ଜୀବନରେ ସବୁ ଜିନିଷ ପାଇଁ ଲଢାଇ କରୁଥିବା ବେଲେ କଟୀଛି, ଏଥିପାଇଁ ଏହି ରାଶିର ଲୋକଙ୍କ ଅନ୍ଧକାର ଦୁର କରିବାବାଲା ସୁର୍ଯ୍ୟଦେବଙ୍କ ପୁଜା ଅର୍ଚ୍ଚନା କରିବାକୁ କୁହାଯାଇଛି, ଏଥିପାଇଁ ତାଙ୍କୁ ଜୀବନରେ ସବୁ ଅସୁବିଧାର ସାମ୍ନା କରିବାର ଶକ୍ତି ମିଳିଛି ।

୬) କନ୍ୟା ରାଶି-କନ୍ୟା ରାଶିର ଲୋକଙ୍କୁ ମା ଦୁର୍ଗାଙ୍କ ନିକଟରେ ଲାଲ ଫୁଲରେ ପୁଜା କରିବାକୁ କୁହାଯାଇଛି, ଏହି ରାଶିର ଲୋକେ ସ୍ୱଭାବରୁ ଟୀକିଏ ଲୋଭି ପ୍ରବୃତିର ହୋଇଥାନ୍ତି , ଏଥିପାଇଁ ତାଙ୍କୁ ଜୀବନରେ ଆସୁଥିବା ସବୁ ଅସୁବିଧା ସାମ୍ନା କରିବାପାଇଁ ମା ଦୁର୍ଗାଙ୍କ ପୁଜା ଅର୍ଚ୍ଚନା କରିବା ଉଚିତ୍ ।

୭) ତୁଳା ରାଶି- ଏଇ ରାଶିର ଜାତକରେ ସବୁ କାମରେ ବିଳମ୍ବତା ହୋଇଥାଏ , ଓ ଏହି କାରଣରୁ ଏହି ରାଶିର ଲୋକଙ୍କୁ ସଫଳତା ମିଳିବାରେ ଡେରି ହୋଇଥାଏ, ତୁଳା ରାଶିର ଜାତକରେ ଧଳା ଫୁଲ ଶ୍ରୀକୃଷ୍ଣଙ୍କୁ ପୁଜା ଅର୍ଚ୍ଚନା କରିଲେ ସବୁ ଦୁଃଖର ନିବାରଣ ହୋଇଥାଏ ,

୮) ବିଛା ରାଶି : ଏହି ରାଶିର ଲୋକେ ଟିକିଏ ଆଳସି ଓ ସବୁ କାମ ନିଜ ସୁବିଧା ଅନୁସାରେ କରିବା ବାଲା ହୋଇଥାନ୍ତି , ଏହି ରାଶିର ଲୋକେ ଯଦି ସବୁ ପୁଜା ଅର୍ଚ୍ଚନାର ସାମଗ୍ରୀ ନେଇକରି ହନୁମାନଙ୍କୁ ପୁଜା ଅର୍ଚ୍ଚନା କରିବେ , ତେବେ ସବୁ ଦୁଃଖର ସମାଧାନ ଜଲଦି ହୋଇଯିବ ।

୯) ଧନୁ ରାଶି- ଏହି ରାଶିର ଲୋକେ ନିଜ ବାଣୀର କଟୁକତା କାରଣରୁ ସବୁ ଜାଗାରେ ଚର୍ଚ୍ଚିତ ହୋଇଯାଆନ୍ତି , ଓ ତାଙ୍କ କାମ ହେଉଥିବା ବେଳେ ବିଗଡିଯାଏ , ଏଥିପାଇଁ ଧନୁରାଶିର୍ ଲୋକେ ନିଜ ଜୀବନରେ ସୁଖର୍ ପ୍ରାପ୍ତି କରିବାକୁ ହେଲେ ସୁର୍ଯ୍ୟଙ୍କର ପୁଜା ଆରଧନା କରିବା ଉଚିତ୍ ।

୧୦) ମକର ରାଶି- ଏହି ରାଶିର ଜାତକ ନିଜ ଜୀବନର୍ ସବୁ କଷ୍ଟର ନିବାରଣ ପାଇଁ ମହାଦେବଙ୍କ ପୁଜା କରିବା ଉଚିତ୍, ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମକରରାଶିର ଜାତକର ଲୋକେ ଯଦି ହଳଦିଆ ଫୁଲରେ ମହାଦେବଙ୍କୁ ପୁଜା କରିବେ , ଜୀବନରେ ସୁଖ ଶାନ୍ତି ମିଳିବାକୁ ଲାଗିବ ।

୧୧) କୁମ୍ଭ ରାଶି- ଏହି ରାଶିର ଜାତକରେ ଜୀବନରେ କାହା ଉପରେ ବିଶ୍ୱାସ କରିବାର କାରଣରୁ ସବୁ ସମୟରେ ଧୋକା ମିଳିବ , ଏଥିପାଇଁ ଏହି ରାଶିର ଲୋକଙ୍କୁ ଚନ୍ଦନ ଓ ପୁଜା ସାମଗ୍ରୀରୁ କୃଷ୍ଣଙ୍କୁ ପୁଜା ଅର୍ଚ୍ଚନା କରିବା ଉଚିତ୍ , ଏମିତି କରିଲେ ତାଙ୍କ ସବୁ ଦୁଃଖର ନିବାରଣ ଜଲଦି ହୋଇଯାଏ , ଓ ଜୀବନରେ ଖୁସିର ମାହୋଲ୍ ରହିଥାଏ ।

୧୨) ମୀନ ରାଶି- ଏହି ରାଶିର ସବୁଠାରୁ ବଡ ଦୁର୍ବଳତା ହୋଇଥାଏ କି ଏମାନେ ନିଜ ଦାୟିତ୍ୱରୁ ସବୁବେଳେ ଦୁରରେ ରହିବାକୁ ଚାହଁନ୍ତି , ଏହି ରାଶିର ଲୋକଙ୍କୁ ସବୁ ଦୁଃଖର ନିବାରଣ ପାଇଁ ଗଣେଷଙ୍କ ପୁଜା ଅର୍ଚ୍ଚନା କରିବାର ଅଛି

Leave a Reply

Your email address will not be published. Required fields are marked *