January 28, 2025

Odia Express

Here, There and Everywhere

ଆଜିର ସବୁଠୁ କୌତୁହଳ ହସକଥା : ଝିଅ ପଟେଇବା ଚେଷ୍ଟା କରୁଥିବା ବେଳେ ଚିଣ୍ଟୁ କହିଲା, ହାଏ ସ୍ୱିଟି, ୫୦ ଟଙ୍କା ରିଚାର୍ଜ କରିଦେବି କି ? ଓ ତାପରେ ଝିଅ ଯାହା କହିଲେ ହସି ହସି ବେଦମ ହେଇଯିବେ ଜାଣିଲେ..

1 min read

ଜୋକ୍ସରେ ବଡ ଶକ୍ତି ହୋଇଥାଏ , ଏହି ଶକ୍ତି ଦୂଃଖ ଓ ଉଦାସ ଚେହେରାରେ ହସ ଆଣିଦେଇଥାଏ , ଏହି ଚୁଟକୁଲା କୁ ପଢିଲେ ଆପଣ ନିଜ ଚେହେରାରେ ହସ ଚାଲିଆସେ , ଏହି କାରଣରୁ ଦୁନିଆଁ ସାରା ଏହାର ଉପଯୋଗ ମନୋରଞ୍ଜନ ପାଇଁ କରାଯାଏ , ଜୋକ୍ସ ଲାଇଫ୍ ର ବହୁତ ପୁରୁଣା ଅଟେ, ପ୍ରାଚୀନ ସମୟରେ ଲୋକେ ଏହି ଚୁଟକୁଲା ର ଉପଯୋଗ ଅନ୍ୟଙ୍କ ଚେହେରାରେ ହସ ଦେଖାଇବାପାଇଁ କରୁଥିଲେ , ଆଜି ଲୋକଙ୍କର ଏହି କ୍ରେଜ୍ ସେହିପରି ଅଛି, ଏହି ଜୋକ୍ସ ପଢିବା ସମସ୍ତେ ପସନ୍ଦ କରନ୍ତି, ଆଜି ଆମେ ଆପଣଙ୍କ ପାଇଁ ବହୁତ ସାରା ଜୋକ୍ସ ନେଇକରି ଆସିଛୁ, ଆସନ୍ତୁ ଫଟାଫଟ ଜାଣିବା ସେହିଗୁଡିକ ।

୧) ମୁଁ ବଡଙ୍କର ଇଜ୍ଜତ କରୁଛି ଏଥିପାଇଁ,  କାରଣ ଭଲ କରିବା ମୋତେ ପସନ୍ଦ ହୋଇଥାଏ , ଓ ଛୋଟଙ୍କୁବ୍ ଭଲ ପାଏ ଏଥିପାଇଁ କାରଣ ତାଙ୍କର ଯେତେ ଦୋଷ ଅଛି ମୋର ଠୁ କମ୍ ଅଛି ।

୨) ଜଣେ ବୁଢିଆ କୁ ଏକ ଭିକାରୀ ମନ୍ଦିର ବାହାରେ ଦେଖା ହେଲା , ଭିକାରୀ- ଭଗବାନଙ୍କ ନାଁରେ କିଛି ଦିଅ ମା , ଚାରିଦିନରୁ କିଛି ଖାଇନି, ବୁଢି ୫୦୦ ଟଙ୍କା କାଢିକରି କହିଲା, ଖୁଚୁରା ଅଛିକି ? ଭିକାରୀ-ହଁ ମା, ବୁଢିଆ, ତ ସେଥିରୁ ନେଇକରି ଖାଇଦେ ।

୩)ଗୋଟେ ଝିଅକୁ ଗୁଣ୍ତା ମାନେ କିଡନାପ୍ କରିନେଲେ , ଝିଅକୁ କହିଲେ- ନିଜ ବାପାଙ୍କୁ ଫୋନ୍ କର ଓ ୧୦ ଲକ୍ଷ ଟଙ୍କା ଆଣିବାକୁ କହ ! ଝିଅଟି ନିଜ ବାପାଙ୍କୁ ଫୋନ୍ ଲଗାଇଲା । କହିଲା- ବାପା ମୋତେ ଗୁଣ୍ତା ନେଇ ଆସିଛନ୍ତି ପ୍ଲିଜ୍ ୧୦ ଲକ୍ଷ ଟଙ୍କା ନେଇକରି ଆସ, ବାପା- ଝିଅ ଆରେ ଠିକ୍ ଅଛି ବ୍ୟସ୍ତ ହୁଅନି,ତୁମେ ଠିକ୍ ଅଛ ତ? ଝିଅ- କହିଲା ବିଲକୁଲ୍ ଠିକ୍ ଅଛି, ହଁ ଖାଲି ଗୋଟେ କଥାର ଧ୍ୟାନ ରଖିବ , ପୋଲିସ୍ କୁ ମୋର ବିନା ମେକଅପ୍ ର ଫଟୋ ଦେବନାହିଁ ।

୪) କୁଣ୍ତଳୀ ମିଶାଇବାର ଅଛି ଯଦି ଶାଶୁ ଓ ବୋହୁର ମିଳାଅ, ପୁଅଙ୍କ କଣ ଅଛି, ଭଗବାନଙ୍କ ଇଚ୍ଛା ଭାବିକରି ଆଡଜଷ୍ଟ କରିନେଇଥାଏ ।

୫) ଆଲମୀରା ଖୋଲିଲେ ସ୍ତ୍ରୀଲୋକଙ୍କୁ ଦୁଇଟି ଅସୁବିଧା ହୋଇଥାଏ , ପିନ୍ଧିବାପାଇଁ କପଡା ନାହିଁ,  ଓ ରଖିବାପାଇଁ ଜାଗା ନାହିଁ ।

୬) ବିଦେଶରେ କେଉଁ ସଂମ୍ପର୍କୀୟ ରୋଗରେ ପଡେ, ତେବେ ତାକୁ ହସ୍ପିଟାଲରେ ଦେଖାକରୁଥିବା ସମୟରେ get well soon କହିଥାଉ, ଯାହା ଦ୍ୱାରା ସେ ଜଲଦି ଠିକ୍ ହୋଇଯାଉ, ଆମର ଭାରତରେ କହନ୍ତି ଟିକିଏ ଧ୍ୟାନ ରଖିବ ଭାଇ, ଆମର ପଡୋଶୀ ବି ଏହି ରୋଗରେ ରୋଗାକ୍ରାନ୍ତ ଅଛନ୍ତି ।

୭) ଝିଅ- କାନ୍ଦୁଛ କଣ ପାଇଁ? ପୁଅ- ମୁଁ ଆଜିପର୍ଯ୍ୟନ୍ତେ କେଉଁ ଝିଅକୁ କିସ୍ କରିନି, ଝିଅ- କାନ୍ଦନି ମୋତେ କିସ୍ କରିନିଅ, କିସ୍ କରିବାପରେ , ଝିଅ- ଏବେ ଏତେ ହସୁଛ କଣ ପାଇଁ ? ପୁଅ- ମୁଁ ଏମିତି କାନ୍ଦି କାନ୍ଦି ଆମ ମୋହଲ୍ଲାରେ ସବୁ ଝିଅଙ୍କୁ କିସ୍ କରିଦେଇଛି ।

୮) ଯେଉଁ ଲୋକଙ୍କୁ ଆରକ୍ଷଣ ଦରକାର ଅଛି, ତାଙ୍କୁ ହିଁ ଗାର୍ଲଫ୍ରେଣ୍ତଦରକାର, କିନ୍ତୁ ଇତିହାସ ସାକ୍ଷୀ ଅଛି ମୁଁ ଏଥିପାଈଁ କେବେ ହିଂସକ ପ୍ରଦର୍ଶନ କରିନାହିଁ ।

୯) ଅପରେସନ ପରେ ରୋଗୀ କହିଲା, ଡାକ୍ତର ସାହେବ, କେବେ ମୁଁ ରୋଗରୁ ମୁକ୍ତ ହେବି, ସାମ୍ନା ବାଲାଙ୍କ ଜବାବ୍ ମିଳିଲା- ପୁଅ ଡାକ୍ତର ସାହେବ ତ ପୃଥିବୀ ଉପରେ ହିଁ ରହି ଆସିଛି, ମୁଁ ତ ଚିତ୍ର୍ ଗୁପ୍ତ ଅଟେ ।

୧୦)ଗୋଟେ ବ୍ୟକ୍ତି ଚିକିତ୍ସା ପାଇଁ ଡାକ୍ତର ପାଖକୁ ଗଲା , ଡାକ୍ତର- ଯଦି ଭିଡରୁ ଦୁରରେ ରହିବେ ,ତେବେ ଜଲଦି ଠିକ୍ ହୋଇଯିବ , ବ୍ୟକ୍ତି କଣ କରିବି ଡାକ୍ତର ସାହେବ , ନିଜ ପେଶାରେ ମଜବୁର୍ ଅଛି, ଡାକ୍ତର- ଏମିତି କଣ କରୁଛନ୍ତି ଆପଣ , ବ୍ୟକ୍ତି- ହଁ ମୁଁ ପ୍ରକୃତରେ ପକେଟ୍ ମାର୍ କରୁଛି ।

୧୧) ହାତରେ ଫୋନ୍ ଅଛି ତ ଖାଇବା ପାଇଁ ୧ ଘଣ୍ଟା ଓ ନିଜ ଫୋନ୍ କେଉଁ ଅନ୍ୟର ହାତରେ ଖାଲି ଦୁଇ ମିନିଟ୍ ଲାଗିଥାଏ

୧୨) ଡାକ୍ତର- ତୁମର ତିନୋଟି ଦାନ୍ତ କିପରି ଭାଙ୍ଗିଲା ? ରୋଗୀ- ସ୍ତ୍ରୀ ଏକ ଟାଣ ରୁଟି କରିଥିଲା , ଡାକ୍ତର- ତ ଖାଇବାକୁ ମନା କରିଦେଲନି, ରୋଗୀ- ହଁ ତାହା ତ କଲି,

୧୩) ଦୁବେ ଜି ମାନସିକ ରୋଗ ବିଶେଷଜ୍ଞ ଙ୍କ ପାଖରେ ପହଞ୍ଚିଲେ , ଡାକ୍ତର ପଚାରିଲେ –କଣ ହେଇଛି ? ଦୁବେଜୀ- ଆମର କିଛି ସମସ୍ୟା ନାହିଁ, ଆମେ ବାଦଶାହ ଆକବର , ବାଦଶାହର କିଛି ସମସ୍ୟା ସେମିତି କିପରି ହୋଇପାରିବ? ସମସ୍ୟା ତ ଆମର ବେଗମ୍ ଯୋଦ୍ଧାବାଇଙ୍କ ଅଛି ।ଡାକ୍ତର- ତାଙ୍କର କଣ ସମସ୍ୟା ଅଛି,  ଦୁବେଜି- ସେ ବୁଝୁଛନ୍ତି କି ସେ ମିସେସ୍ ଦୁବେ ବୋଲି ।

୧୪) ଝିଅ ପଟେଇବାକୁ ଚେଷ୍ଟା କରୁଥିବା ବେଳେ ଚିଣ୍ଟୁ- ହାଏ ସ୍ୱିଟି ୫୦ ଟଙ୍କା ରିଚାର୍ଜ କରିଦେବି କି ଝିଅ- ନା , ଚିଣ୍ଟୁ –ମନେ ମନେ ୱାହ୍ କେତେ ଭଦ୍ର ଝିଅ ଟି, ଝିଅ- ଭଲ ୫୦୦ ଟଙ୍କା କରିଦିଅ, ଫୁଲ୍ ଟକଟାଇମ୍ ଅଫର୍ ଚାଳୁଛି, ଚିଣ୍ଟୁ- ଯା ଭଉଣୀ, ତୋର କ୍ଳାସ୍ ଆରମ୍ଭ ହେବାକୁ ଅଛି ।

Leave a Reply

Your email address will not be published. Required fields are marked *