September 8, 2024

Odia Express

Here, There and Everywhere

ମହାଭାରତ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ ଉତ୍ତର – ଶକୁନି କେଉଁ ରାଜ୍ୟର ରାଜା ଥିଲେ ? ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲୁ ରହିଥିଲା ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

1 min read

ଆଜି ଆମେ ଏଠାରେ ମହାଭାରତ ସମ୍ଵନ୍ଧିୟ କିଛି ସାଧାରଣ ଜ୍ଞାନ ଭିତ୍ତିକ କେତେଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଯଦି ଆମଧର୍ମ ଓ ସଂସ୍କୃତି କୁ ନେଇ ଆପଣ ନୂଆ ନୂଆ କଥା ଜାଣିବ ପାଇଁ ଇଚ୍ଛା ରଖିଛନ୍ତି ତେବେ ନିଶ୍ଚୟ ଆମକୁ କମେନ୍ଟ କରିବେ ଓ ଏହି ପ୍ରଶ୍ନ ର ସଠିକ ଉତ୍ତର ଦେବାକୁ ଚେଷ୍ଟା କରିବେ |ଯଦି ଆପଣଙ୍କ ଅଧିକ ସଠିକ ଉତ୍ତର ହେଲେ ତବେ ଆପଣ ଜାଣିବେ ଆପଣଙ୍କ ଜ୍ଞାନ ଶକ୍ତି ଅଧିକ ରହିଛି |ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଜାଣିବା

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-ମହାଭାରତ ଯୁଦ୍ଧ ଲଗାତାର କେତେ ଦିନ ଧରି ଚାଲୁ ରହିଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮ ଦିନ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ମହାଭାରତ ଅନୁସାରେ ଦୁର୍ଯ୍ୟୋଧନଙ୍କ ଭଉଣୀଙ୍କ ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦୁଃସାଲା।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଦୁଃସାଲା କାହାକୁ ବିବାହ କରିଥଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜୟଦ୍ରଥ।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-କର୍ଣ୍ଣଙ୍କ ପ୍ରଥମ ପତ୍ନୀଙ୍କର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୃଷାଲି।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-କର୍ଣ୍ଣଙ୍କର କେତେଟି ପତ୍ନୀ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨ ଟି।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-କର୍ଣ୍ଣଙ୍କ ଦ୍ଵିତୀୟ ପତ୍ନୀଙ୍କର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉର୍ବୀ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-କୁନ୍ତୀଙ୍କର ପ୍ରିୟ ପୁତ୍ର କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅର୍ଜୁନ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-କର୍ଣ୍ଣଙ୍କର କେତେଟି ପୁତ୍ର ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୯ ଟି।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ରଙ୍କର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଶ୍ଵତ୍ଥାମା।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ଅଶ୍ଵତ୍ଥାମାଙ୍କର ମାତାଙ୍କର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୃପି।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ଅଭିମନ୍ୟୁଙ୍କର ପୁତ୍ରଙ୍କର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପରୀକ୍ଷିତ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ଶକୁନି କେଉଁ ରାଜ୍ୟର ରାଜା ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାନ୍ଧାର।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ପିତାମହ ଭୀଷ୍ମଙ୍କ ଶଙ୍ଖର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଣ୍ଡ୍ରିକ।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ପିତାମହ ଭୀଷ୍ମଙ୍କର ପିଲାଦିନର ନାମ କଣ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେବବ୍ରତ।ଆଉ ପିତାମହ ଭୀଷ୍ମଙ୍କର ଏହି ନାମ ତାଙ୍କ ଗଙ୍ଗା ମା ରଖିଥିଲେ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *