September 8, 2024

Odia Express

Here, There and Everywhere

ଆଜିର ମଜାଦାର ହସକଥା – ସ୍ୱାମୀ- ଆଜି ଖାଇବାରେ କଣ ତିଆରି କରିଛ ? ସ୍ତ୍ରୀ-ଆଳୁ ତରକାରି କରୁଛି, କିନ୍ତୁ ମୋତେ ବୁଝାପଡୁନି କି ଆଳୁ ଏବେ ପର୍ଯ୍ୟନ୍ତ୍ ସିଝିନି କଣ ପାଇଁ ? ସ୍ୱାମୀ କହିଲେ ଏପରି କଥା ଯେ…

1 min read

ଏହି ଚୁଟକୁଲାକୁ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ, ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଈବାର ମଜାଦାର୍ ସିଲସିଲା ।

୧) ପୁଅ ଝିଅକୁ ଦେଖିବାକୁ ଗଲା , ତାଙ୍କୁ କଥାବାର୍ତ୍ତା କରିବାପାଇଁ ଏକେଲା ବସାଇଦିଆଗଲା, ଝିଅଟି ଡରିଡରି କହିଲା- ଭାଇ ଆପଣ କେତେ ଭାଇ ଭଉଣୀ ଅଟ, ପୁଅ- ଏବେ ପର୍ଯ୍ୟନ୍ତ ତିନିଜଣ ଥିଲେ ଏବେ ଚାରି ଜଣ ହୋଇଗଲେ ।

୨) ସ୍ୱାମୀ- ଆଜି ଖାଇବାରେ କଣ ତିଆରି କରିଛ ? ସ୍ତ୍ରୀ-ଆଳୁ ତରକାରି କରୁଛି, କିନ୍ତୁ ମୋତେ ବୁଝାପଡୁନି କି ଆଳୁ ଏବେ ପର୍ଯ୍ୟନ୍ତ୍ ସିଝିନି କଣ ପାଇଁ ? ସ୍ୱାମୀ-ତେବେ ତୁମେ ଏମିତି କରୁନ କଣପାଇଁ ? ସ୍ତ୍ରୀ-କଣ କରିବି କହୁନ ? ସ୍ୱାମୀ-ତୁମେ ଟିକିଏ ଆଳୁ ସହ କଥାବାର୍ତ୍ତା କରିଦିଅ , ସେ ବୋଧେ ସିଝିଯିବ ।ତମ ସହ କଥା ହେଇକି ସେ ନିଶ୍ଚୟ ସିଝିଯିବ

୩) ଯମରାଜ ମହିଳାକୁ- ଚାଲ ମୁଁ ତୁମକୁ ନେବାକୁ ଆସିଛି, ମହିଳା- ଖାଲି ଦୁଇ ମିନିଟ୍ ସମୟ ଦିଅ, ଯମରାଜ- ଦୁଇ ମିନିଟ୍ ରେ ଏମିତି କଣ କରିନେବ କି? ମହିଳା- ଫେସବୁକ୍ ରେ ଷ୍ଟାଟସ୍ ପକାଇବାର ଅଛି, ଟ୍ରାଭେଲିଙ୍ଗ୍ ଟୁ ୟମଲୋକ, ଏହା ଶୁଣିରି ଯମରାଜ ବେହୋସ୍ ।

୪) ନୁଆ ନୁଆ ବାହାଘର ହେବାପରେ ପପୁ ନିଜ ସାଙ୍ଗକୁ ପଚାରେ , ସାଙ୍ଗ- ମୋର ସ୍ତ୍ରୀର ମନ କେମିତି ଜିତିବି ? ସାଙ୍ଗ- ତାଙ୍କ ପାଖରେ ଦୁଇ ମିନିଟ୍ ସିଗରେଟ୍ ଲଗାଇକରି ଯିବୁ, ଓ ଧୁଆଁ ବାହାରକରି କହିବୁ ଯଦି ତୁମେ କହିବ ତେବେ ମୁଁ ଏହି ଅଭ୍ୟାସ ଛାଡିପାରିବି, ସେ ଘରକୁ ଯାଇକରି ସେମିତି ହିଁ କଲା, ସ୍ତ୍ରୀ – ନା ନା ଯଦି ଗୋଲଡ୍ ଫ୍ଲେକ୍ ଅଛି ତ ମୋତେ ବି ମାରିବାର ଅଛି ।

୫) ସେ ପୁଅ ଯିଏ ଝିଅଙ୍କୁ ବଡ ବଡ କଥା କହନ୍ତି, ମୁଁ ତୁମକୁ କେବେ ଭୁଲିପାରିବି ନାହିଁ , ସେ ଦୋକାନ ଯାଇକଇ ଏହା ଭୁଲିଯାଆନ୍ତି କି ମା ଡାଲି କେଉଁଟା ମଗାଇଥିଲେ ।

୬) ଏକ ଲୋଭି ଗାର୍ଲଫ୍ରେଣ୍ତ ନିଜ ଧନୀ ବୟଫ୍ରେଣ୍ତକୁ ଆଜି ମୋର ଜନ୍ମଦିନ ଅଛି, ମୋର ଗିଫ୍ଟ କାଇଁ ? ବୟଫ୍ରେଣ୍ତ-ଦେଖ ରାସ୍ତାରେ ଲାଲ ରଙ୍ଗର କାର୍, ଦେଖୁଛ ତ ? ଗାର୍ଲଫ୍ରେଣ୍ତ- ଖୁସିରେ ଚିଲ୍ଲାଇଲା, ବୟଫ୍ରେଣ୍ତ- ଖାଲି ସେଇ ରଙ୍ଗର ନେଲପଲିସ୍ ଆଣିଛି ।

୭) ମୋର ମେସେଜ୍ ର ଯେବେ କିଏ ରିପ୍ଲାଇ ଦିଏନାହିଁ , ତେବେ ମୁଁ ଏହା ଜାଣିକରି ଖୁସି ହୋଇଯାଏ କି ମୁଁ ତାର ମୁହଁ ବନ୍ଦ କରିଦେଲି ।

୮) ଅଜଣା ନମ୍ବରଉ ନିଜ ସ୍ୱାମୀଙ୍କୁ ଫୋନ୍ କରି ଝିଅ କହେ- ହ୍ୟାଲୋ- କଣ ତୁମେ ବିବାହିତ୍ ଅଛ? ସ୍ୱାମୀ- ନା କିନ୍ତୁ ଆପଣ କିଏ ? ଝିଅ- ତୁମ ସ୍ତ୍ରୀ- ଆଜି ଘରକୁ ଆସିବ ତାପରେ କହୁଛି ।

୯) ପପୁ କାର୍ ଧୋଉଥିଲା, ତେବେ ପାଖରେ ଏକ ଆଣ୍ଟୀ ଯାଉଥିଲେ, ଆଣ୍ଟି- କାର୍ ଧୋଉଛ କି ? ପପୁ- ବ୍ୟଙ୍ଗରେ କହିଲା- ନା କାର୍ କୁ ପାଣି ପିଆଉଛି, ବୋଧେ ବଡ ହୋଇକରି ବସ୍ ହୋଇଯିବ ।

୧୦) ମୋଟୁ- ଆରେ ପତଲୁ ଆଜିକାଲି ଆଳୁ କଣପାଇଁ ଉଦାସ ରହୁଛି, ପତଳୁ- କାରାଣ ଆଳୁର ଗାର୍ଲଫ୍ରେଣ୍ତ ପିଆଜ ଏବେ ପଇସା ବାଲି ହୋଇଯାଈଛି, ମୋଟୁ- ତେବେ କଣ ହେଲା ସେଠୁ, ପତଳୁ- ତୁ ସାଙ୍ଗ ବୁଝିପାରିବୁନି, ସେ ମହଙ୍ଗା ଲୋକଙ୍କ ପରି ଆପଲ୍ ସହ ବସାଉଠା କରୁଛି ।

୧୧) ଗପୁ ଭଗବାନଙ୍କୁ- ଭଗବାନ ଆପଣଙ୍କ କୃପାରୁ ମୋତେ ରାସ୍ତାରେ ୧୦୦୦ ଟଙ୍କା ମିଳିଛି, ମୁଁ ତୁମ ଚରଣରେ ୫୦୦ ଟଙ୍କା ଚଢାଇବି, କିଛି ଦୁର ଯିବାପରେ ଆଉଗୋଟେ ପାଞ୍ଚଶହ ଟଙ୍କା ମିଳିଲା, ଗପୁ- ପ୍ରଭୁ ଆପଣଙ୍କୁ ଏତେ ବି ଭରସା ନଥିଲା , ଯାହା ଆପଣ ନିଜ ଭାଗରୁ ପଇସା କାଟିଦେଲେ ।

୧୨)ସ୍ୱାମୀ ଓ ସ୍ତ୍ରୀ ଏକ କୁଅ ପାଖକୁ ଗଲେ,  ଯେଉଁଠି ପଇସା ପକାଇଲେ ମାନସିକ ପୁର ହୋଇଯାଉଥିଲା,  ପ୍ରଥମେ ସ୍ୱାମୀ ପଇସା ପକାଇଲା,  ତାପରେ ସ୍ତ୍ରୀ ଯେମିତି ପଇସା ପକାଇଲା ତେବେ ପାଦ ଖସିଗଲା,  ଓ କୁଅରେ ଯାଇ ପଡିଗଲା , ସ୍ୱାମୀ- ଆଖିରେ ଲୁହ ଚାଲି ଆସିଲା, ଉପରକୁ ଦେଖିକରି କହିଲା ହେ ଭଗବାନ ଏତେ ଜଲଦି ଶୁଣିନେଲ ।

୧୩) ବିବାହରେ ଏକ ବ୍ୟକ୍ତି ୭-୮ ଟି ଗୋଲାପଜାମୁ ପାଇଁ ସମସ୍ତଙ୍କୁ ଟିକିଏ ଟିକିଏ ଖାଇକରି ପ୍ଲେଟରେ ରଖିଦେଇଥିଲା,  କିଏ ଜଣେ ପଚାରିଲା ଭାଇ ମିଠା ଅଛି କି ନାହିଁ , ଏହା ଚେକ୍ କରୁଛ ନା କଣ ? ତେବେ ସେ କହିଲା- ନା ନା, ଏବେ ଏହି ଗୁଲାବଜାମୁ ପ୍ଲେଟରୁ ବାହାରି ରାୟତା ଓ ଆଚାର ଚଟଣିରେ ପସିବନାହିଁ , ପରେ ଜଣେ ପଡିଲା କି ଜଣେ ଇଞ୍ଜିନିୟର ବୋଲି ।

୧୪) ସ୍ତ୍ରୀ ଆରେ ଶୁଣୁଚ ? ତୁମକୁ ଅଫିସର ଚିନ୍ତା ଅଛି ଘରର କିଚି ଚିନ୍ତା ନାହିଁ, ସ୍ୱାମୀ-କଣ ହେଲା କି ? ସ୍ତ୍ରୀ- ଲାଗୁଛି ଆମର ଝିଅ ବାହରେ କାହାସହ ସେଟିଙ୍ଗ୍ କରିନେଇଛି, ସ୍ୱମୀ- ତୁମେ କେମିତି ଜାଣିଲ ? ସ୍ତ୍ରୀ- ଆଜି କାଲି ମୋବାଇଲ୍ ରିଚାର୍ଜ କରିବାପାଇଁ ପଇସା ମାଗୁନି , ସ୍ୱାମୀ –ଏବେ ବେହୋସ୍

Leave a Reply

Your email address will not be published. Required fields are marked *