October 10, 2024

Odia Express

Here, There and Everywhere

ପାଚନକ୍ରିୟା ବି ମଜବୁତ୍ ନେଇକରି ମସ୍ତିଷ୍କ ତେଜ୍ କରିବା ପର୍ଯ୍ୟନ୍ତ ବହୁତ ଫାଇଦା ଦେଇଥାଏ ଗାଈର କ୍ଷୀର, ଦେଖନ୍ତୁ ପୁରା ଲିଷ୍ଟ

1 min read

ହିନ୍ଦୁ ଧର୍ମରେ ଗାଇକୁ ପବିତ୍ର ପଶୁ ବୋଲି ମାନାଯାଏ , ଏମିତି କୁହାଯାଏ କି ଗାଇର ମଧ୍ୟରେ ୩୩ କୋଟି ଦେବିଦେବତାଙ୍କ ବାସ ହୋଇଥାଏ , ପ୍ରାଚିନ ସମୟରୁ ନେଇକରି ଏବେ ପର୍ଯ୍ୟନ୍ତ ବହୁତ ଗାଇକୁ ନେଇକରି ଘରେ ପାଳିବା ଓ ତାଙ୍କର ସେବା କରିବା ନିଜ ସୌଭାଗ୍ୟ ବୁଝୁଥିଲେ । ଧାର୍ମିକ ମହତ୍ତ୍ୱ ଛଡା ଗାଇ ଅନ୍ୟ କାମରେ ବହୁତ କାମରେ ଆସିଥାଏ , ଏହା ସହ ଗାଇର ଗୋବର ଓ ଗୋମୁତ୍ର ବି ବହୁତ କାମରେ ବ୍ୟବହାର କରାଯାଏ , କିନ୍ତୁ ଗାଇର ଗୋଟେ ଜିନିଷ ସବୁଠାରୁ ଅଧିକା ଫାଇଦା କରିଥାଏ , ଓ ସେଇଟା ହେଲା ଗାଇର ତାଜା କ୍ଷୀର । ଅଧିକାଂଶ ଲୋକେ ପ୍ୟାକେଟ୍ ବନ୍ଦ କ୍ଷୀର କିମ୍ବା ମଇଁଷିର କ୍ଷୀର ପିଇଥାନ୍ତି , ବହୁତ କମ୍ ଲୋକ ଏମିତି ହୋଇଥାନ୍ତି ଯାହାଙ୍କ ଘରେ ସବୁଦିନ ଗାଇର କ୍ଷୀର ବ୍ୟବହାର କରନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଗାଇର କ୍ଷୀରର କିଛି ଏମିତି ଫାଇଦା ବିଷୟରେ କହିବୁ ଯାହାଙ୍କୁ ଜାଣିବାପରେ ଆପଣ ଘରୁ ସବୁଦିନ ଗାଇର କ୍ଷୀର ଆଣିକରି ପିଇବାକୁ ଲାଗିବେ ।

ଗାଇର କ୍ଷୀର ପିଇବାର ଫାଇଦା-

୧) ଗାଇର କ୍ଷୀର ପିଇଲେ ଖାଦ୍ୟ ଜଲଦି ହଜମ ହୋଇଥାଏ , ଓ ତାହା ସହ ପାଚନକ୍ରିୟା ବି ମଜବୁତ୍ କରେ ।

୨) ଯେଉଁ ପୁରୁଷଙ୍କ କମ୍ ବିଜ୍ୟ ଆସିବା, ଶୁକ୍ରାଣୁର କମ୍ ହେବା ଓ ସଂବନ୍ଧ ସମୟରେ ଦୁର୍ବଳତା ଅନୁଭବ ହେବାର ସମସ୍ୟା ହୋଇଥାଏ , ତାଙ୍କୁ ସବୁଦିନ ସଂନ୍ଧ୍ୟାକୁ ଗାଇର କ୍ଷୀର ପିଇବା ଉଚିତ୍ , ଏଥିରେ ଥିବା ପୋଷକ ତତ୍ତ୍ୱ ପୁରୁଷତ୍ୱ ବଢାଇବା ଦୁର୍ବଳତା ଦୁର କରିବାରେ ସହାୟକ ହୋଇଥାଏ ।

୩) ସବୁ ଦିନ ଗାଇର କ୍ଷୀର ସେବନ କରିଲେ ଟିଭି ପରି ରୋଗରୁ ମୁକ୍ତି ମିଳିଥାଏ ।

୪) ଯେଉଁ ଲୋକ ନିଜ ତ୍ୱଚାକୁ ଗୋରା ଓ ବେଦାଗ ବନାଇବାକୁ ଚାହୁଁଛନ୍ତି ତାଙ୍କୁ ଗାଇର କଞ୍ଚା କ୍ଷୀରରୁ ସବୁଦିନ ଚେହେରାରେ ମାଲିସ୍ କରିବା ଉଚିତ୍ ।

୫) ଗାଇର କ୍ଷୀରରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ମିଳିଥାଏ , ଯାହା ଜ୍ୱର, ପେଟ ହୃଦୟଓ ମାନସିକ ରୋଗ ସହ ଲଢିବାରେ ସାହାଯ୍ୟ କରେ ।

୬) ଛୁଆଙ୍କୁ ସବୁଦିନ ଗାଇର କ୍ଷୀର ପିଆଇଲେ ତାଙ୍କ ଦିମାଗ ବହୁତ ତେଜ୍ ହୋଇଯାଏ , ଓ ମେମୋରି ପାୱାର୍ ବି ବଢିଯାଏ

୭) ଆଖିରେ ଜଳାପୋଡା କିମ୍ବା ପୀଡା ହେଲେ ଗାଇର କ୍ଷୀରରେ ବତୁରାଇଥିବା କପଡା କୁ ଆଖି ପତ୍ତା ଉପରେ ରଖିଲେ ଆରାମ ମିଳିଥାଏ ।

୮) ଯଦି ଆପଣଙ୍କୁ ପତଳା ଝାଡା ହେଉଛି, ତେବେ ଏହି ଉପାୟ ଆପଣାନ୍ତୁ , ଗାଇର ଏକ ଗିଲାସ ଗରମ କ୍ଷୀର ନିଅନ୍ତୁ ଓ ଏକ ଚୁଟୁକି ଡାଲଚିନି ମିଶାଇଦିଅନ୍ତୁ , ଏହି ମିଶ୍ରଣକୁ ସେବନ କରିଲେ ପତଳାଝାଡାରୁ ଆରାମ ମିଳିଥାଏ ।

୯) ଯଦି ଆପଣ କଳା ଓ ଫଟା ଓଠ ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଗାଇର କଞ୍ଚା କ୍ଷୀରରେ କେଶର ମିଶାଇକରି ଓଠରେ ଲଗାନ୍ତୁ , ଏହା ନରମ ଓ ଲାଲ ହୋଇଯିବ ।

୧୦) ଯେଉଁ ଲୋକଙ୍କୁ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀର ଅସୁବିଧା ଅଛି ,ସେମାନେ ଗରମ କ୍ଷୀର ସହ ଜିଲାପି କିମ୍ବା ରାବିଡି ଖାଆନ୍ତୁ , ଧ୍ୟାନ ରଖିବେ ଏହାକୁ ଖାଲି ପେଟରେ ଖାଇବେ ନାହିଁ , ଯଦି ଆପଣ ଚାହିଁବେ ତେବେ ଏହି ଗାଇର କ୍ଷୀରରେ ବାଦାମ ବି ମିଶାଇପାରିବେ ।

Leave a Reply

Your email address will not be published. Required fields are marked *