ଆଜିର ଚତୁର ଜ୍ଞାନ ପ୍ରଶ୍ନ ଉତ୍ତର – କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ,ତାହାର ନାମଟି କଣ ? ସଠିକ ଉତ୍ତର ଦେଲେ ଆପଣ ବୁଦ୍ଧିମାନ ବୋଲି ଜଣ ପଡିବ..
1 min readନମସ୍କାର, ଆମେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆଜି ଆମେ ଏଠାରେ ବିଜ୍ଞାନ ସମ୍ଵନ୍ଧିୟ କିଛି ସାଧାରଣ ଜ୍ଞାନ ଭିତ୍ତିକ କେତେଟି ଚତୁର ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଉତ୍ତର ଗୁଡିକ ଆପଣ ଖୁବ ଭଲ ପାଇବା ଦେଉଛନ୍ତି ସେଠି ପାଇଁ ଆନ୍ତରିକ ଧନ୍ୟବାଦ ଓ ଆପଣ ଏହା ମଧ୍ୟ ପ୍ରମାଣ କରୁଛନ୍ତି ଯେ ସବୁଦିନ କିଛି ନୂଆ ଶିଖିବାର ଚେଷ୍ଟା ଆପଣଙ୍କ ଭିତରେ ରହିଛି |ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଉତ୍ତର ଆରମ୍ଭ କରିବା
ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୧:-କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ,ତାହାର ନାମଟି କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋଇଲି ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଇ ନଥାଏ।କୋଇଲି ଆଣ୍ଡ କୁ କାଉ ଛୁଆ ଫିଟେଇ ଥାଏ
ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଏମିତି ଏକ ଜୀବର ନାମ କୁହ ଯାହାର ଚାରୋଟି ପାକସ୍ଥଳୀ ରହିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାଈ।ଏହାର ପାକସ୍ଥଳୀ ଗୋଟେ ଥାଏ କିନ୍ତୁ ହଜମ ଚାରିଟି ପ୍ରକ୍ରିୟାରେ ହୋଇଥିବାରୁ ତେଣୁ କୁହାଯାଏକି ଏହାର ଚାରିଟି ପକସ୍ଥଳୀ ଅଛି।
ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଏମିତି ଏକ ଜୀବର ନାମ କୁହ ଯିଏ ତିନି ବର୍ଷ ସୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗେଣ୍ଡା ତିନି ବର୍ଷ ଶୋଇଥାଏ।
ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ଏମିତି ଏକ ଜୀବର ନାମ କୁହ ଯିଏ ଠିଆ ହୋଇ ସୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘୋଡା।
ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ଏମିତି ଏକ ଜୀବର ନାମ କୁହ ଯିଏ ଆଦୋୖ ଶୋଇନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିମ୍ପୁଡି।
ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ଏମିତି ଏକ ଜୀବର ନାମ କୁହ ଯିଏ ୧୦୦ ଟି ଶବ୍ଦ କରିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିରାଡ଼ି।
ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ଏମିତି ଏକ ଜୀବର ନାମ କୁହ ଯିଏ ନିଜ ପାଟିରେ ଚାଲିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗେଣ୍ଡା।
ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ସେ ଏମିତି କେଉଁ ଜୀଵ ଅଟେ ଯାହାର ରକ୍ତର ରଙ୍ଗ ନିଳ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝିଣ୍ଟିକା।
ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ବିଶ୍ୱରେ କେଉଁ ଦେଶରେ ପ୍ରାୟ ଦୁଇ ମୁଣ୍ଡିଆ କଇଁଛ ଅଧିକ ମାତ୍ରାରେ ଦେଖାଯାଆନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେରିକା।
ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢ଼ି ଉଠିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଥୋପିଆ।
ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।