ଆଜିର ମଜାଦାର ଓଡିଆ ପଜଲ୍ : ଏମିତି କେଉଁ ଜିନିଷ ଅଛି ଯାହା ମୁଣ୍ତ ଓ ଲାଞ୍ଜ ଦୁହେଁ ଅଛି , କିନ୍ତୁ ଶରୀର ନାହିଁ , କଣ ଆପଣ କହିପାରିବେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇପାରିବେ…
1 min readଆମେ ଆପଣଙ୍କ ପାଇଁ ଓଡିଆର କିଛି ପଜଲ୍ ନେଇକରି ଆସିଛୁ, ଏହି ଓଡିଆ ପଜଲ କୁ ଆମେ ମଜାକିଆ ପ୍ରଶ୍ନ ଉତ୍ତର ବି କହିପାରିବା , ଆମର ଏହି ୱେବସାଇଡ୍ ରେ ଏତେ ଓଡିଆ ପଜଲ୍ ଅଛି , ଯାହା ଆଉ କେଉଁଠି ଦେଖିବାକୁ ପାଇବେନି, ଆମର ଏହି ୱେବସାଇଡ୍ ରେ ଓଡିଆ ପଜଲ୍ ଭରପୁର୍ ଅଛି , ଆସନ୍ତୁ ଜାଣିବା ସେହି ପଜଲ୍ ଗୁଡିକ ବିଷୟରେ ।
୧) ଏମିତି କେଉଁ ଜିନିଷ ଅଛି ଯାହା ମୁଣ୍ତ ଓ ଲାଞ୍ଜ ଦୁହେଁ ଅଛି , କିନ୍ତୁ ଶରୀରରେ ନାହିଁ , କଣ ଆପଣ କହିପାରିବେ ?
ଉତ୍ତର : ସଠିକ୍ ଉତ୍ତରଟି ହେଲା କଏନ ପଇସା | ଯାହାର ହେଡ୍ ଓ ଟେଲ୍ ଅଛି କିନ୍ତୁ ଶରୀର ନାହିଁ ।
୨) ଦିଆଯାଇଥିବା ଏହି ଚିତ୍ରରେ ୭ ଟି ଶବ୍ଦରେ କେଉଁଟା ଇଂରାଜୀ ଶବ୍ଦ ଅଟେ ? ଯାହାର ଆରମ୍ଭ ଓ ଅନ୍ତ S ଆଲଫାବେଟ୍ ରୁ ହୋଇଥାଏ ?
ଉତ୍ତର- ୭ ଟି ଶବ୍ଦର ଇଂରାଜୀ ୱାର୍ଡ- Success ।
୩) ରମେଶକୁ ଗଣିତର ପରିକ୍ଷା ପାସ୍ ହେବାପାଇଁ କମ୍ ସେ କମ୍ ୪୦ ପ୍ରତିଶତ ଅଙ୍କ ଆଣିବା ଦରକାର ଅଛି , କିନ୍ତୁ ରମେଶ କେବଲ ୪୦ ପ୍ରତିଶତ ଅଙ୍କ ପ୍ରାପ୍ତ କଲା, ପାସ୍ ହେବାପାଇଁ ୨୦ ଅଙ୍କର ଦରକାର ଅଛି , ତେବେ କୁହନ୍ତୁ ଗଣିତର ପେପରରେ କେତେ ଅଙ୍କର ଥିଲା ?
ଉତ୍ତର- ଗଣିତ୍ ପେପର ୧୫୦ ଅଙ୍କର ଥିଲା , ୧୫୦ ର ୪୦ ପ୍ରତିଶତ ୬୦ ହୋଇଥାଏ ।
୪) ଏମିତି ଏକ ଜିନିଷ ଯାହା ସଫା ହେବା ପରେ କଳା ହେଇଯାଏ?
ଉତ୍ତର :କଳାପଟା
୫) ସେ କେଉଁ ଜିନିଷ ଅଟେ ? ଯାହାର୍ କପଡା ବାହାର୍ କଲେ ଆପଣ କାନ୍ଦନ୍ତି ?
ଉତ୍ତର- ପିଆଜ
ପ୍ରଶ୍ନ ୫: ଏପରି କିଛି ମୋତି ଯାହା ରାତିରେ ଆସେ ଆଉ ସକାଲୁ ଚାଲିଯାଏ?
ଉତ୍ତର : କାକର
ପ୍ରଶ୍ନ ୬: ଏପରି ଏକ ଜିନିଷ ଯାହା ବର୍ଷା ଆସିବା କ୍ଷଣି ଉପରକୁ ଆସେ ଆଉ ବର୍ଷା ଛାଡିଲେ ତଳକୁ ଯାଏ?
ଉତ୍ତର : ଛତା
ପ୍ରଶ୍ନ ୭: ନଦୀ ତଟ ରେ ମାଠିଆ ଚମକେ ଯାହାକୁ ଚୋର ବି ନେଇପାରେ ନାହିଁ?
ଉତ୍ତର : ଜହ୍ନ
ପ୍ରଶ୍ନ ୮: କେଉଁ ଜୀଵ ମୁହଁ ଦ୍ୱାରା ପାଣି ପିଇ ନଥାଏ?
ଉତ୍ତର : ବେଙ୍ଗ
ପ୍ରଶ୍ନ ୯: ବିଶ୍ୱର ସବୁଠୁ ମହଙ୍ଗା ଜୀଵ?
ଉତ୍ତର : ରେଶ ଘୋଡା
ପ୍ରଶ୍ନ ୧୦: ଇଣ୍ଡିଆ ଗେଟ କେଉଁଠି ଅଛି?
ଉତ୍ତର : ଦିଲ୍ଲୀ ରେ