February 12, 2025

Odia Express

Here, There and Everywhere

ଦେଖନ୍ତୁ ଭାରତୀୟ ଆରବ ପତିଙ୍କ ଏହି ସୁନ୍ଦର ସ୍ତ୍ରୀମାନଙ୍କୁ – କିଏ ହିରୋଇନ ତ ଆଉ କିଏ ବିଜନେସ୍ ୱିମେନ୍ – ଏବେ ଦେଖି ନିୟନ୍ତୁ..

1 min read

ଦେଶରେ ବହୁତ ପ୍ରସିଦ୍ଧ ଆରବପତିଙ୍କ ନାଁ ତ ଶୁଣିଥିବେ ,କିନ୍ତୁ ତାଙ୍କ ସୁନ୍ଦର ସ୍ତ୍ରୀଙ୍କ ବିଷୟରେ ବି ଜାଣିବାକୁ ଚାହିଁଥିବେ , ଆଜି ଆମେ ଆପଣଙ୍କୁ ଭାରତର କିଛି ଆରବପତିଙ୍କ ସୁନ୍ଦର ସ୍ତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କୁ ଆଅଣ ପୁର୍ବରୁ ଦେଖିନଥିବେ , କୁହନ୍ତି କି ଏକ ସଫଳ ବ୍ୟକ୍ତି ହେବାପାଇଁ ତା ପଛରେ ତାର ସ୍ତ୍ରୀର ହାତ ଥାଏ, ଆଜି ଆମେ ଆପଣଙ୍କୁ ସେହି ଆରବପତିଙ୍କ ସୁନ୍ଦର ସ୍ତ୍ରୀଙ୍କୁ ଦେଖା କରାଇବାକୁ ଯାଉଛୁ, ଯାହାଙ୍କୁ ଦେଖିକରି ଆପଣ ଚକିତ ହୋଇଯିବେ , ଆସନ୍ତୁ ଜାଣିବେ ଭାରତର ପ୍ରସିଦ୍ଧ ଆରବପତି କିଏ ଓ ତାଙ୍କର ସୁନ୍ଦର ସ୍ତ୍ରୀଙ୍କ ବିଷୟରେ ।

୧) ନୀତା ଅମ୍ବାନୀ- ଦେଶର ଲୋକପ୍ରିୟ ଧନୀ ଲୋକଙ୍କ ଲିଷ୍ଟରେ ପ୍ରଥମ ନାଁ ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ନାଁ ଆସେ , ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ସମୁଦାୟ ଆୟ ମାସିକ ୨ ଲକ୍ଷ ୫୬ ହଜାର କୋଟି ଅଟେ , ନିତା ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ସବୁ ବିଜନେସରେ ସାହାଯ୍ୟ କରନ୍ତି , ଓ ତାହା ସହ ସେ ମୁମ୍ବାଇର ଧୀରୁ ଭାଇ ଇଣ୍ଟରନ୍ୟାଶାନାଲ୍ ସ୍କୁଲର ଚେୟାର୍ ପର୍ସନ୍ ଅଛନ୍ତି , କହିଦେବୁ କି ନୀତା ଅମ୍ବାନୀଙ୍କୁ ବିବାହ ପୁର୍ବରୁ ଶିକ୍ଷୟତ୍ରୀ ହେବାର ବହୁତ୍ ସଉକ ଥିଲା,  ଓ ସେ ଏକ ଶିକ୍ଷୟତ୍ରୀ ହିସାବରେ ପ୍ରଥମ କାମ କରିସାରିଛନ୍ତି , ଆଜି ନିତା ଅମ୍ବାନୀ ଗ୍ରୁପର ବିଜନେସ୍ ରେ ସହଯୋଗ ଦେବା ସହ ଆଇପିଏଲ୍ ରେ ମୁମ୍ବାଇ ଇଣ୍ତିଆନ୍ ଟିମ୍ ର ମାଲିକାଣୀ ଅଛନ୍ତି ,  ଓ ବହୁତଥର ଆଇପିଏଲ୍ ମ୍ୟାଚ୍ ସମୟରେ ପ୍ଲେୟାର୍ସଙ୍କ ହୋସଲା ବଢାଇବାପାଇଁ ଷ୍ଟାଡିୟମରେ ମହଜୁଦ୍ ରହନ୍ତି ।

୨) ଗାୟତ୍ରୀ ଜୋଶୀ- ହଁ ଆଜ୍ଞା ଆପଣ ଠିକ୍ ଜାଣିପାରିଲେ ଗାୟତ୍ରୀ ଜୋଶୀ ଜଣେ ଅଭିନେତ୍ରୀ ରହିସାରିଛନ୍ତି , ସେ ସାହାରୁଖ୍ ଖାନଙ୍କ୍ ସହ ସ୍ୱେଦେଶ ଫିଲ୍ମରେ ଅଭିନୟ କରିଥିଲେ , କହିଦେବୁ କି ଗାୟତ୍ରୀ ଜୋଶୀ ଦେଶର ବଡ ରିୟଲ୍ ଇଷ୍ଟେଟ୍ ଟାଇକୁନ୍ ବିକାଶ ଓବରାୟଙ୍କ ସ୍ତ୍ରୀ ଅଟନ୍ତି , କହିଦେବୁ କି ଗାୟତ୍ରୀ ଜୋଶୀ ଜଣେ ଅଭିନେତ୍ରୀ ହେବା ସହ ମିସ୍ ଇଣ୍ତିଆ ଫାଇନାଲିଷ୍ଟ ରହିସାରିଛନ୍ତି , ଗାୟତ୍ରୀ ଜୋଶୀ ନିଜ ସ୍ୱାମୀଙ୍କ ବିଜନେସ୍ ରେ ସହଯୋଗ ଦେଇଆସୁଛନ୍ତି , ଓ ବହୁତଥର ନିଜ ସ୍ୱାମୀ ବିକାଶଙ୍କ ସହ ପେଜ୍ ଥ୍ରୀ ପାର୍ଟିଜ୍ ରେ ଦେଖାଦିଅନ୍ତି ।

୩) ନୈନା ମିତ୍ତଲ୍- ଭାରତର ପ୍ରସିଦ୍ଧ ଟେଲିକମ୍ ବ୍ରାଣ୍ତ ଏୟାରଟେଲ୍ ମାଲିକ ସୁନିଲ୍ ମିତ୍ତଲଙ୍କ ସ୍ତ୍ରୀ ଅଟନ୍ତି , ନୈନା ମିତ୍ତଲ୍ , ଏକ ଆରବପତିଙ୍କ ସ୍ତ୍ରୀ ହେବା ସତ୍ତ୍ୱେ ନୈନା ମିତ୍ତଲ ସବୁବେଳେ ଚର୍ଚ୍ଚିତ ହେବାର ସଉକ ରହିନାହିଁ,  ଏଥିପାଈଁ ସେ ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରତା ରଖନ୍ତି , ନୈନା ନିଜ ସ୍ୱାମୀ ସୁନିଲ୍ ମିତ୍ତଲଙ୍କ ବିଜନେସ୍ ରେ ଭରପୁର୍ ସହଯୋଗ ଦିଅନ୍ତି , ଦୁହେଁଙ୍କ ତିନୋଟି ଛୁଆ ଅଛନ୍ତି , ଯେଉଁଠି ଜଣଙ୍କର ବାହାଘର ହୋଇସାରିଛି ।

୪) ନତାଶା ପୁନାବାଲା-ଏହାପରେ ଆସେ ଦେଶର ଆଉଜଣେ ଆରବପତି ଅଦାର ପୁନବାଲାଙ୍କ ହଟ୍ ଆଣ୍ତ ଗ୍ଲାମରସ୍ ସ୍ତ୍ରୀ ନତାଶା ପୁନାବାଲାଙ୍କର, ଆପଣଙ୍କୁ କହିଦେବୁ କି ନତାଶା ପୁନାବାଲା ପ୍ରସିଦ୍ଧ ଆରବପତି ସାଇରସ୍ ପୁନାବାଲାଙ୍କ ବୋହୁ ଅଟନ୍ତି , ତାଙ୍କର ପରିବାରରେ ତାଙ୍କ ପୁଅ ଅଦାର ପୁନାବାଲା ବୋହୁ ନତାଶା ପୁନାବାଲା ଓ ଏକ ନାତି ଅଛି, ନତାଶା ଓ ଅଦାର୍ ଙ୍କ ସାକ୍ଷାତ ଲଣ୍ତନରେ ଲଣ୍ତନ ସ୍କୁଲ୍ ଅଫି ଇକୋନୋମିକ୍ସରେ ହୋଇଥିଲେ, ଯେଉଁଠି ଦୁହେଁ ପାଠପଢିଥିଲେ,  ଦୁହେଁ ଘୋଡା ଦୌଡ, ଓ କାର୍ ରେସ୍ ଉପରେ ଅଧିକା ସଉକ ରଖନ୍ତି , ଏହା ଛଡା ଦୁହେଁ ବହୁତଥର ପେଜ୍ ଥ୍ରୀ ପାର୍ଟିଜ୍ ରେ ଦେଖାଦିଅନ୍ତି , ନତାଶା ପୁନାବାଲା ନିଜ ଷ୍ଟାଇଲ୍ ଷ୍ଟେଟମେଣ୍ଟରୁ ବହୁତ ଲୋକପ୍ରିୟତା ପାଇଛନ୍ତି ।

୫) ନିରଜା ବିର୍ଲା- ଆପଣଙ୍କୁ କହିଦେବୁ କି ନିରଜା ବିର୍ଲା ପ୍ରସିଦ୍ଧ ବିରଲା ଗ୍ରୁପର ମାଲିକ କୁମାର ମଙ୍ଗଳମ୍ ବିରଲାଙ୍କ ସ୍ତ୍ରି ଅଟନ୍ତି , ନିରଜା ଆଦିତ୍ୟ ବିର୍ଲା ଟ୍ରଷ୍ଟର ଚେୟାର୍ ପର୍ସନ୍ ଓ କୁମାର ମଙ୍ଗଳମ୍ ବିରଲାର ଛୁଆଙ୍କ ମା ବି ଅଟନ୍ତି , ଦୁହେଁଙ୍କ ବିବାହ କେବଳ ୨୨ ବର୍ଷ ବୟସରେ ହୋଇଥିଲା, ଏବେ ଦୁହେଁ ଏକାଠି ଅଛନ୍ତି , ନିରଜା ବହୁତଥର୍ ନିଜ ସ୍ୱାମୀ କୁମାର ମଙ୍ଗଳମ ବିର୍ଲାଙ୍କ ସହ ପେଜ୍ ଥ୍ରୀ ପାର୍ଟିରେ ବିଜନେସ୍ ମିଟିଙ୍ଗ୍ ରେ ଦେଖାଦିଅନ୍ତି

Leave a Reply

Your email address will not be published. Required fields are marked *