ଆଜିର ଓଡ଼ିଆ ହସକଥା – ସ୍ତ୍ରୀ ସ୍ୱାମୀକୁ ପଚାରିଲା- ଶୁଣୁଛ, ଏହି Complete ଓ Finish ରେ କଣ ଫରକ୍ ହୋଇଥାଏ ? ସ୍ୱାମୀ ଦେଲେ ଏପରି ଉତ୍ତର ଯେ ସ୍ତ୍ରୀ କହିଲେ..
1 min readଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡୀଆରେ ବହୁତ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ବିଶ୍ୱାସ୍ କରୁଛୁ କି ଏହି ଜୋକ୍ସ ପଢିକରି ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।
୧) ଯଦି ସ୍ତ୍ରୀ ନିଜ ଶାଢୀର କାନି ଅଣ୍ଟାରେ ଭିଡିଦିଏ ତେବେ ବୁଝିବ କି ସେ ଘରର କାମ ନିପଟାଇବ ନହେଲେ ସ୍ୱାମୀକୁ ।
୨) ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ କଲ୍ କଲା ଓ ପଚାରିଲା କଣ କରୁଛ? ସ୍ୱାମି-ବେବି ମୁଁ ଅଫିସରେ ଅଛି, ବହୁତ ବିଜି ଅଛି ଓ ତୁମେ କଣ କରୁଛ ? ସ୍ତ୍ରୀ- ମ୍ୟାକ୍ ଡୋନାଲ୍ଡ ରେଷ୍ଟୁରାଣ୍ଟରେ ତୁମର ପଛରେ ବସିଛି, ଓ ତୁମ ଛୁଆ ପଚାରୁଛନ୍ତି କି ବାପାଙ୍କ ସହ କେଉଁ ପିଇସି ବସିଛନ୍ତି ?
୩) ଆମେରିକାରେ ଆକ୍ସିଡେଣ୍ଟ୍ ହେଲେ ଲୋକ କହନ୍ତି କି ଓହ୍ଃ ମାଇଁ ଗଡ୍, ପାକ୍ ରେ ଆକ୍ସିଡେଣ୍ଟ ହେଲେ ୟା ଅଲ୍ଲାହ୍ , ଭାରତରେ ଆକ୍ସିଡେଣ୍ଟ୍ ହେଲେ ଆୟା ମଜ୍ଜା, ଆହୁରି ତେଜ୍ ଚଲା ଗାଡି ।
୪) ସାନ୍ତା ଉଡାଜାହାଜରେ ଯାତ୍ରା କରୁଥିଲା, ଏୟାରହୋଷ୍ଟେସ୍ ହସିକରି ତାର ଅଭିବାଦନ କଲା , ଅଭିବାଦନ ପ୍ରତିଉତ୍ତର ଦେଇକରି ସନ୍ତା କହିଲେ କି ଆପଣଙ୍କ ମୁହଁ ମୋର ସ୍ତ୍ରୀ ସହ ମିଶୁଛି, ଏହି କଥାରେ ଏୟାର୍ ହୋଷ୍ଟେସ୍ ତାକୁ ଏକ ଚାପୁଡା ମାରିଲା ଗାଲକୁ ଆଉଁସି କହିଲା କି ଚେହେରା ନୁହେଁ , ଅଭ୍ୟାସ ବି ମିଶୁଛି ତା ସାଙ୍ଗରେ ।
୫) ସ୍ତ୍ରୀ ଇଂରାଜୀ ବହି ପଢୁଥିଲା ନିଜ ସ୍ୱାମୀକୁ ପଚାରିଲା- ଆରେ ଶୁଣୁଛ Complete ଓ Finish ରେ କଣ ଫରକ୍ ହୋଇଥାଏ ସ୍ୱାମୀ- ଯଦି ବାହାଘର ସଠିକ୍ ଝିଅ ସହ ହେଇଯାଏ ତେବେ ବୁଝିନେବେ କି ଜୀବନ Complete ଯଦି ଭୁଲ୍ ଝିଅ ସହ ହୋଇଯାଏ ତେବେ ବୁଝିବେ କି ଜୀବନ Finish.ତାପରେ ତ ଘର ଖାଲି ଉଠିଲା ପଡିଲା ଆଉ
୬) ସ୍ତ୍ରୀ ଆରେ ଶୁଣୁଛ ଆଜିକାଲି ଚୋରି ବହୁତ ବଢିଯାଇଛି, ଆଯି ଆମର ଧୋବା ବେଡସିଟ୍ ଚୋରି କରିନେଇଛି, ସ୍ୱାମୀ-କେଉଁଟା, ସ୍ତ୍ରୀ- ଆରେ ସେଇଟା ଯେଉଁଟା ତୁମେ ଶିମଲାର ହୋଟେଲରୁ ଚୋରି କରି ଆଣିଥିଲ ।
୭) ଝିଅ- ଜେଜେମା ମୁଁ ସ୍କୁଲ୍ ଯିବିନାହିଁ , ରାସ୍ତାରେ ପୁଅ କମେଣ୍ଟ କରୁଛନ୍ତି , ଜେଜେମା- ବାହାନା କରନି, ମୁଁ ସବୁଦିନେ ସେଇ ରାସ୍ତାରେ ଯାଉଛି, ମୋତେ ତ କିଏ କମେଣ୍ଟ୍ ପାସ୍ କରୁନାହାନ୍ତି ।
୮) ସ୍ୱାମୀ ନିଜ ନାରାଜ୍ ଥିବା ସ୍ତ୍ରୀକୁ ମନାଇବାକୁ ସବୁଦିନ ଶଶୁରଘରକୁ ଫୋନ୍ କରିଥାଏ , ଦିନେ ଶାଶୁମା-କେତେ ଥର କହିଛି ମୋର ଝିଅ ଏବେ ତୁମର ଘରକୁ ଯିବନାହିଁ କଣ ପାଇଁ ତୁମେ ସବୁଦିନ ଫୋନ୍ କରୁଛ ? ଜ୍ୱାଇଁ- ଏମିତି ଶୁଣିକରି ଭଲ ଲାଗୁଛି ସେଥିପାଇଁ ।
୯) ମାଲିକାଣୀ- ତୁମେ ବାଥରୁମ୍ ରେ କଣ ପାଇଁ ପଶିଗଲ ଯେବେ ଜାଣିଥିଲ କି ମୁଁ ଗାଧୋଉଥିଲି, ଚାକର- କ୍ଷମା କରିବେ ମାଲିକାଣୀ-ମୋତେ ଲାଗିଲା ଶାନ୍ତାବାଇ ବୋଲି, ମାଲିକାଣୀ- ଆଚ୍ଛା, ତେବେ ଏବେ ଶାନ୍ତାବାଇ ପରି ଦେଖାଗଲିଣି, ନୋଟ୍- ମହିଳାଙ୍କୁ କେହି ବି ବୁଝିପାରିବେନାହିଁ ।
୧୦)ଗୋଟେ ଚୋର ଚୋରି କରିବାକୁ ଗଲା ତେବେ ଜଣେ ମୋଟି ମହିଳା ତାକୁ ଧରିନେଲା ଓ ତାଉପରେ ବସିପଡିଲା, ସେ ନିଜ ସ୍ୱାମୀକୁ କହିଲା- ଜଲଦି ଯାଅ ପୋଲିସ୍ କୁ ଡାକିକି ଆଣ, ସ୍ୱାମୀ- ମୋର ଚପଲ ମିଳୁନାହିଁ ,ଚୋର କହିଲା- ଭାଇ ମୋର ଚପଲ ପିନ୍ଧିକି ଯା , କିନ୍ତୁ ଜଲଦି ଯା
୧୧) ପୁଜା ସମୟରେ ସ୍ତ୍ରୀ ସ୍ୱାମୀକୁ ପଚାରିଲା ଶୁଣ ହୋ ତୁମକୁ ଆରତୀ ମନେ ଅଛି ନା ନାହିଁ , ସ୍ୱାମୀ- ହଁ ସେ ପତଳା କଳା ଆଖି ସୁନ୍ଦର ଝିଅ ନା, ଯିଏ ୪୦୨ ନମ୍ବର ଫ୍ଲାଟ୍ ରେ ରହେ ସେ ନା? ତାପରେ ସ୍ୱାମୀଙ୍କ ପୁଜା ହେଲା , ସତ୍ୟନାରାୟଣ ଭଗବାନଙ୍କ ପୁଜା ପରେ ହେଲା ।
୧୨) ବହୁତ ବର୍ଷ ପରେ ଶାଳି ନିଜ ଭୀଣେଇ ଘରେ ରହିବାକୁ ଆସିଲା, ଦିନେ ସେ ବୁଲିବାକୁ ଗଲେ , ଶାଳୀ ଭିଣେଇଙ୍କୁ ଚିଡେଇକି- ଭିଣେଇ ଦେଖ ମୋତେ , ସେ ପୁଅର୍ ଆଖି କେମିତି ଚମକୁଛି, ଭିଣେଇ- ଚିଡିକରି ଆସିବୁ କି ନାହିଁ , ସେ କବାଡିବାଲା, କବାଡି ଜିନିଷ ଦେଖିକରି ତା ଆଖି ଚମକିବାକୁ ଲାଗେ ।
୧୩)ସକାଳୁ ସକାଳୁ ସ୍ତ୍ରୀ ନିଦରୁ ଉଠିକରି କହିଲା ଆରେ ଶୁଣୁଛ, ସ୍ୱାମୀ- କଣ ହେଲା କୁହ , ସ୍ତ୍ରୀ- ମୋତେ ଗୋଟେ ସ୍ୱପ୍ନ ଆସିଲା ତୁମେ ମୋର ପାଇଁ ହୀର୍ ହାର୍ ନେଇକରି ଆସିଛ, ସ୍ୱାମୀ-ଠିକ୍ ଅଛି ତେବେ ଆଉଥରେ ଶୋଇଯା, ଓ ପିନ୍ଧିଦିଅ।
୧୪) ସ୍ୱାମୀ- ତୁମେ ସବୁ କଥାରେ ମୋର ମୋର କହୁଛ, ତୁମେ ଆମର କହିବା କଥା, ସ୍ତ୍ରୀ-କିଛି ଖୋଜୁଥିଲା, ଆଲମୀରାରୁ ସ୍ୱାମୀ-କଣ ଖୋଜୁଛ? ସ୍ତ୍ରୀ- ଆମର ଶାଢୀ ।
୧୫) ବେଇଜ୍ଜତି ଓ ସ୍ତ୍ରୀ ଅଜବ ଜିନିଷ ହୋଇଥାଏ , ନଜର ପକାଇବେ , ବେଇଜ୍ଜତ ଓ ସ୍ତ୍ରୀ ଅଜବ ଜିନିଷ ହୋଇଥାଏ, ଭଲ ତେବେ ଲାଗିଥାଏ , ଯେବେ ଅନ୍ୟର ହୋଇଥାଏ ।
୧୬) ଯଦି ବିନା ନିମନ୍ତ୍ରଣରେ ବାହାଘରକୁ ମୁଁ ଯାଏ , ତେବେ ଖାଇ ଷ୍ଟଲର ପାଖାପାଖି ସବୁ ବ୍ୟକ୍ତି ଘରର ମାଲିକ ଭଳି ଲାଗିଥାଏ ।
୧୭) ପପୁ- ସାଙ୍ଗ ମୁଁ ବହୁତ ଚିନ୍ତାରେ ଅଛି, ମୋର ସ୍ତ୍ରୀ ସବୁବେଳେ ତାର ପୁର୍ବତନ୍ ସ୍ୱାମୀ ବିଷୟରେ କଥା ହେଉଛି, ଗପୁ- ଧନ୍ୟବାଦ କହ ଭାଇ, ମୋର ସ୍ତ୍ରୀ ତ ଆଗାମୀ ସ୍ୱାମୀ ବିଷୟରେ କଥା ହେଉଛି