ଓଡ଼ିଆ ହସକଥା : ଗୋଟେ ଝିଅ ଗୁପଚୁପ୍ ଖାଉଥିଲା, ୧୫-୨୦ ଟି ଗୁପଚୁପ୍ ଖାଇବାପରେ ସେ ବୟଫ୍ରେଣ୍ତକୁ ପଚାରିଲା ଡାର୍ଲିଙ୍ଗ୍ ଆଉ ଖାଇବି କି – ତା ପରେ ପୁଅ ଯାହା କହିଲା ଜାଣିଲେ ହସିବେ ଆପଣ..
1 min read
ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ବହୁତ ସୋସିଆଲ୍ ମିଡିଆରେ ଟ୍ରେଣ୍ତିଙ୍ଗ୍ ଅଛି, ଆମେ ବିଶ୍ୱାସ୍ କରୁଛୁ କି ଏହି ଜୋକ୍ସ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧) ଅମିତାଭ ବଚ୍ଚନ ନିଜ ଜନ୍ମଦିନରେ ନିଜ ହ୍ୱାଟ୍ସଆପ୍ ଗ୍ରୁପରେ ପୋଷ୍ଟ କଲେ ଆଜି ସଂନ୍ଧ୍ୟାକୁ ମୋର ଜନ୍ମଦିନ ପାଳୁଛି, କିଏ କିଏ ଆସିବ ? ଜିତେନ୍ଦ୍ର- ମୁଁ ଆସିବି, ଧର୍ମେନ୍ଦ୍ର- ମୁଁ ତ ଆସିବି, ଶକ୍ତି କାପୁର୍- ମୁଁ ବି ଆସିବି, ହେମା ମାଳିନୀ- ମୁଁ ବି ଆସିବି, ରେଖା – ମୁଁ ବି ଆସିବି, ପାର୍ଟି କାନସେଲ୍ ।
୨) ଜଣେ ୬୦ ବର୍ଷର ବୁଢା ସବୁ ବର୍ଷ ନିଜ ସ୍ତ୍ରୀକୁ ବିବାହ କରୁଥିଲା , ପଣ୍ତିତ- ଆପଣ ଏମିତି କାହିଁକି କରୁଛନ୍ତି ? ବୁଢା- ଖାଲି ଗୋଟେ ଶବ୍ଦ ଶୁଣିବାକୁ , ପଣ୍ତିତ –କଣ ସେହି ଶବ୍ଦ ? ବୁଢା- ଆଜ୍ଞା ଆପଣ ସବୁବେଳେ ଯାହା କହନ୍ତି ପୁଅକୁ ଡାକ , ପଣ୍ତିତ ଏହା ଶୁଣି ବେହୋସ୍ ଅଛି ।
୩) ଥରେ ରାତିରେ ଶାଳି ନିଜ ରୁମରେ ବସିକରି କିଛି ଭାବୁଥିଲା, ତେବେ ତାର ଭିଣେଇ ପେପର ନେଇକରି ଆସିଲା, ଭିଣେଇ – ବହୁତ ସାହାସ କରି ଶାଳୀକୁ କହିଲା_ ଖବରକାଗଜରେ ଏକ ଲେଖକ ଲେଖିଛନ୍ତି କି ସ୍ତ୍ରୀଙ୍କୁ ବି କହିବାର ହକ୍ ରହିବା ଦରକାର । ଶାଳୀ ଏତିକିରେ ହସିକରି – ଦେଖ ତ ସେ ବିଚରା ଖାଲି ଲେଖିପାରିଲା ।
୪) ପପୁ – ମେଡିକାଲରେଏକ ନର୍ସକୁ କହେ , ଆଇ ଲଭ୍ ୟୁ, ତୁମେ ମୋର ମନ ଚୋରି କରିଦେଇଛ , ନର୍ସ- ଲାଜେଇକି କହିଲା- ଚାଲ୍ ମିଛୁଆ, ଆମେ ତ ହୃଦୟରେ ହାତ ଦେଇନୁ, ଖାଲି କିଡନୀ ଚୋରିକରିଚୁ, ପପୁ- ଏବେ କୋମାରେ ଚାଲିଯାଇଛି ।
୫) କ୍ଲାସରୁମରେ ଏକ ପୁଅ ଝିଅ କଥାବାର୍ତ୍ତା କରୁଥିଲେ, ତେବେ ଶିକ୍ଷୟତ୍ରୀ ଆସିଲେ , ଛୁଆମାନେ କୁହ, ଯଦି ଦୁନିଆଁରେ ଝିଅ ନଥାନ୍ତା ତେବେ କଣ ହୋଇଥାନ୍ତା , ଚିଣ୍ଟୁ କହିଲା- କଲେଜ ଶୁନଶାନ୍, ଗଳିଗୁଡିକ ବି ଶୁନଶାନ୍, ଦୁନିଆଁ ବି ଚିନ୍ତାରେ , ଛୋଟ ମଣିଷ, ନା ଜାନୁ ନା ଜାନ୍, ସବୁଆଡେ ଖାଲି ଜୟ ଶ୍ରୀରାମ ।
୬) ଶିକ୍ଷୟତ୍ରୀ କ୍ଲାସରେ ଛୁଆଙ୍କୁ କହିଲେ କାଲି ମୁଁ ସୁର୍ଯ୍ୟଙ୍କ ଉପରେ ଲେକଚର୍ ଦେବି , କିଏ ବି କ୍ଲାସ୍ ମିସ୍ କରିବନି, ଗୋଲୁ- କିନ୍ତୁ ମ୍ୟାଡାମ୍ ମୁଁ ଆସିପାରିବିନି, ଶିକ୍ଷୟତ୍ରୀ କଣ ପାଇଁ ? ଗୋଲୁ- ମୋର ମା ଏତେ ଦୁରକୁ ଯିବାକୁ ଦେବନି ।
୭) ଛୁଆ ନିଜ ମାଙ୍କୁ ପଚାରେ ମା କଣ ମୁଁ ଭଗବାନଙ୍କ ପରି ଦେଖାଯାଉଛି ? ମା- ନା କିନ୍ତୁ ତୁ ଏମିତି କଣ ପାଇଁ ପଚାରିଲୁ ପୁଅ ? ଛୁଆ- କାରଣ ମା ମୁଁ କେଉଁଆଡେ ଗଲେ ତେବେ ଲୋକେ କହୁଛନ୍ତି କି ହେ ଭଗବାନ ଆଉଥରେ ଆସିଗଲା ।
୮) କିଛି ଝିଅ ଅଛନ୍ତି ଯିଏ ଏତେ ଲିପିଷ୍ଟିକ୍ ଲଗାନ୍ତି , କି ତାଙ୍କ ମୁହଁକୁ କବାଟରେ ରଗଡିଦେଲେ ନେରୋଲାକ୍ସ ପେଣ୍ଟ୍ ପରି କମ୍ପାନୀ ବନ୍ଦ ହୋଇଯିବ ।
୯) ଥରେ ଗୋଟେ ଝିଅ ଗୁପଚୁପ୍ ଖାଉଥିଲା , ୧୫-୨୦ଟା ଗୁପଚୁପ୍ ଖାଇବାପରେ ସେ ବୟଫ୍ରେଣ୍ତକୁ ପଚାରିଲା ଡାର୍ଲିଙ୍ଗ୍ – ଆଉ ଖାଇଦେବି କି ? ପୁଅ- ରାଗରେ- ନାଗୁଣି ଖାଇନେ , ଝିଅ- ଜୋରଦାର୍ ଚାପୁଡା ମାରିଲା ଓ କହିଲା- ନାଗୁଣୀ କାହାକୁ କହିଲୁ ? ପୁଅ- ମାରୁଛୁ କଣ ପାଇଁ , ମୁଁ କହିଲି ନ ଗଣିକି ଖାଇଦେ ।
୧୦) ସୋନାକ୍ଷୀ ସିହ୍ନା ସନ୍ତାର କବାଟ ଠକ୍ ଠକ୍ କଲେ, କଣ ତୁମ ଟୁଥପେଷ୍ଟରେ ଲୁଣ ଅଛି ? ସାନ୍ତା- ଚାଲ୍ ଭାଗ୍ ମୋଟି , କାଲି ପଚାରିବୁ କଣ ଆପଣଙ୍କ ସ୍ୟାମ୍ପୁରେ ଚାଟମସଲା ଅଛି ,
୧୧) ଏକ ପାଗଳ ଆଇନାରେ ନିଜକୁ ଦେଖିକରି ଭାବିଲା ଆରେ ଏଇ ଲୋକକୁ କେଉଁଠି ଦେଖିଛି, ତାପରେ ବହୁତ ଭାବିଭାବି କହିଲା- ଆରେ ଧେତ୍ ତେରିକି ଏଇ ଲୋକଟା ସିଏ ତ ଯିଏ ମୋର ସହ ବାଳ କାଟୁଥିଲା ।
୧୨) ଝିଅ ନିଜ ପ୍ରେମୀ ସହ ଲଢୁଥିଲା , ଝିଅ- ମୋତେ ବ୍ରେକ୍ ଅପ୍ ଦରକାର, ପୁଅ- ନା ମୋର ପ୍ରିୟେ , ଝିଅ- ମୁଁ ଯାହା ଗିପ୍ଟ ଦେଇଛି ଫେରା ଏବେ , ଘଡି,ଜିନ୍ସ, ସୁଜ୍, ବେଲଟ୍ ସବୁ ଫେରାଇଦେ ମୋର, ପୁଅ- ଠିକ୍ ଅଛି ତୁ ଯେଉଁ ବାଇକ୍ ଏତେ ଦିନ ବସି ବୁଲୁଥିଲୁ, ତାହାର ପେଟ୍ରୋଲ୍ ଫେରା ଏବେ , ଝିଅ- ଜାନୁ ଏତେ ଜଲଦି ରାଗିଯାଉଛ କଣ , ମୁଁ ମଜାକ୍ କରୁଥିଲି ।
୧୩) ସ୍ତ୍ରୀ- ତୁମେ କିଛି ବି କାମ ଠିକ୍ ଭାବରେ କରୁନ , ସ୍ୱାମୀ-ଏବେ କଣ କଲି କି ? ସ୍ତ୍ରୀ- ତୁମେ ଯେଉଁ ସିଲିଣ୍ତର ଲଗାଇଥିଲ , ସ୍ୱାମି-ହଁ ଲଗାଇଥିଲି । ସ୍ତ୍ରୀ-କେମିତି ଜଣାନାହିଁ , କାଲି ଦୁଇଥର କ୍ଷୀର ସିଝାଇଥିଲି ଫାଟିଗଲା ।
୧୪) ଥରେ ଗୋଟେ ଭିକାରୀକୁ ୧୦୦ ଟଙ୍କା ମିଳିଲା ତ , ଭିକାରୀ ଗୋଟେ ପଞ୍ଚତାରକା ହୋଟେଲ୍ କୁ ଖାଇବାକୁ ଗଲା , ପେଟ ଭରା ଖାଇବାପରେ ବିଲ୍ ୧୦୦୦୦ ହଜାର ଆସିଗଲା , ଭିକାରୀ ପଇସା ଦେବାକୁ ମନା କରିଦେଲା ତେବେ ମ୍ୟାନେଜର ସେହି ପୋଲିସ୍ କୁ ଦେଇଦେଲା । ଭିକାରୀ ପୋଲିସ୍ କୁ ୧୦୦ ଟଙ୍କା ଦେଇ ବାହାରି ଆସିଲା, ଏହାକୁ କହନ୍ତି ଅସଲ ମ୍ୟାନେଜମେଣ୍ଟ ।
୧୫) ହ୍ୱାଟ୍ସଆପ୍ ଇନଷ୍ଟଲ୍ କରିବାପରେ ବାପା ପୁଅକୁ ମେସେଜ୍ କଲେ , ବାପା- ଆସିଥିବା ଜୋକ୍ସ ପଠା, ପୁଅ- ଏବେ ମୁଁ ପଢୁଛି , ଟିକିଏ ସମୟ ପରେ , ବାପା- ମସ୍ତ ଥିଲା ଆହୁରି ପଠା ।
୧୬) ଥରେ ଏକ ଭିଣେଇ ନିଜ ଶାଳୀ ସହ ରୋଡରେ ବୁଲୁଥିଲା , ଭିଣେଇ ଶାଳିକୁ- ଚାଲ ତୁମର ଭଉଣୀ ସହ ବିବାହ କରି ମୋତେ ବଡ ଫାଇଦା ହେଲା , ଶାଳୀ-କଣ ଫାଇଦା ? ଭିଣେଇ- ମୋତେ ମୋର ଭୁଲ୍ ପାଈଁ ଦଣ୍ତ ମିଳିବା ଏବେ ମିଳିଯାଇଛି ।୧୭) ଥରେ ଚମ୍ପୁ ନାମକ ଏକ ହାତି କାଠରେ ତିଆରି ବନାଇ ହୋଇଥିବା ପୋଲ ପାର୍ କରୁଥିଲା , ଓ ତାହାର୍ ଉପରେ ଏକ ମୁଷା ବସିଥିଲା , ଯେପରି ଚମ୍ପୁ ହାତି ପୋଲ ଅଧା ରାସ୍ତାରେ ପହଞ୍ଚିଲା , ପୋଲ ଖସିବାକୁ ଲାଗିଲା, ମୁଷା ହାତିକୁ- ପୋଲ ସେହି ପଟକୁ ବାହାରିଯିବ ନା , କି ମୁଁ ତଳକୁ ଓହ୍ଲାଇବି