January 22, 2025

Odia Express

Here, There and Everywhere

ଯେତେ ପୁରୁଣା ଥାଇରଏଡ଼ ଜନିତ ସମସ୍ୟା ହେଉ ତାହା ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯିବ – ଆଜି ଏହି ଉପାୟ କରି ଦେଖନ୍ତୁ..

1 min read

ଆମ ମାନଙ୍କ ଘରେ ଏକ ବହୁତ ଭଲ ଔଷଧ ଅଛି ତାହା ହେଉଛି ଧନିଆ ପତ୍ର। ଥାଇରଏଡ଼ ଜନିତ ଯେକୌଣସି ରୋଗ ପାଇଁ ସବୁଠାରୁ ଭଲ ଔଷଧ ହେଉଛି ଧନିଆ ପତ୍ର। ଧନିଆ ପତ୍ର କୁ ଚଟଣୀ କରି ଗରମ ପାଣିରେ ମିଶାଇ ସେବନ କରିବା ଦ୍ୱାରା ଏହା ୪୦-୫୦ ବର୍ଷ ର ପୁରୁଣା ଥାଇରଏଡ଼ ଜନିତ ବହୁତ ରୋଗ କୁ ମାତ୍ର ୨୦ ରୁ ୨୫ ଦିନ ମଧ୍ୟରେ ଠିକ୍ କରିଥାଏ। ଯେଉଁ ବ୍ୟକ୍ତି ମାନଙ୍କର ଏହି ପରି ଥାଇରଏଡ଼ ଜନିତ କୌଣସି ରୋଗ ଅଛି ତେବେ ସେହି ବ୍ୟକ୍ତି ଧନିଆ ପତ୍ରକୁ ଚଟଣୀ କରି ଗରମ ପାଣିରେ ମିଶାଇ ସେବନ କଲେ ସେହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଚଟଣୀ କିପରି ପ୍ରସ୍ତୁତ କରିବେ ଆପଣ ହୁଏତ ଗ୍ରାଇଣ୍ଡରରେ ନହେଲେ ଶୀଳପୁଆରେ ବାଟୀ ଚଟଣି ପ୍ରସ୍ତୁତ କରି ପାରିବେ, ମନେ ରଖିବେ ଏହି ଚଟଣୀ ପ୍ରସ୍ତୁତ କରିବା ପାଇଁ କେବଳ ଧନିଆ ପତ୍ର ହିଁ ଆବଶ୍ୟକ ଅଟେ, ଏଥିରେ ଲୁଣ,ଲଙ୍କା ଆଦି କିଛି ମିଶାଇବାର ଆବଶ୍ୟକତା ନାହିଁ। ଏକ ଚାମଚ୍ ଚଟଣୀକୁ ଅଧ ଗ୍ଲାସ୍ ପାଣିରେ ମିଶାଇ ସେବନ କରନ୍ତୁ ଏବଂ ଯଦି ଦୁଇ ଚାମଚ ଚଟଣୀ ନେବେ ତାହେଲେ ଏକ ଗ୍ଲାସ୍ ପାଣିରେ ତାହାକୁ ମିଶାଇ ସେବନ କରନ୍ତୁ। ଏହିପରି ଭାବରେ ନିୟମିତ ସକାଳୁ ଖାଲି ପେଟରେ ପିଅନ୍ତୁ। ଥାଇରଏଡ଼ ଜନିତ ସମସ୍ତ ସମସ୍ୟା ଯଥା ହାଇପର ଥାଇରଏଡ଼, ହାଇପୋ ଥାଇରଏଡ଼ କିମ୍ବା ଥାଇରଏଡ଼ କୁ ନେଇ ହେଉଥିବା ମେଦ ବହୁଳତା କୁ କମ୍ କରିଥାଏ ଏହି ଧନିଆ ପତ୍ର।

ଏହିପରି ପୋଦିନା ପତ୍ରର ଚଟଣୀ, ଏହାକୁ ଶରୀରର ଯେକୌଣସି ସ୍ଥାନରେ ଲଗାଇବା ଦ୍ବାରା ସେହି ସ୍ଥାନରେ ହୋଇଥିବା ଯାଦୁ, କାଛୁ, କୁଣ୍ଡିଆ ଆଦି ସବୁ ରୋଗ ଭଲ ହୋଇଥାଏ। ଏହା ନିଆଁରେ ପୋଡ଼ି ହୋଇଥିବା ସ୍ଥାନରେ ଥିବା ଚିହ୍ନକୁ ମଧ୍ୟ ଲିଭାଇ ଦେଇଥାଏ। ଘରେ ଥିବା ଲିମ୍ବ ପତ୍ର ଯାହାକି ମିଠା ଲିମ୍ବ ପତ୍ର ବା ଭୃସଙ୍ଗ ପତ୍ର। ଯଦି ଆପଣଙ୍କ ବ୍ଲଡ଼ ପ୍ରେସର୍ ଅଧିକ ହୋଇଯାଇଛି ତେବେ ଏହି ମିଠା ଲିମ୍ବ ପତ୍ରର ବା ଭୃସଙ୍ଗ ପତ୍ରର ଚଟଣୀକୁ ଉଷୁମ ପାଣିରେ ମିଶାଇ ସେବନ କରିବା ଦ୍ୱାରା ଏହା ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିଥାଏ ଏବଂ ଯଦି ବ୍ଲଡ଼ ପ୍ରେସର୍ କମ୍ ଥାଏ ତେବେ ମଧ୍ୟ ଏହା ତାକୁ ଆବଶ୍ୟକ ପରିମାଣର କରିଥାଏ।

ଯଦି ଆପଣଙ୍କର ରକ୍ତ ମୋଟା ହୋଇଯାଇଛି, କୋଲେଷ୍ଟ୍ରୋଲର ଅଧିକ ମାତ୍ରାରେ ବୃଦ୍ଧି ପାଇଁ ତେବେ ଏହା ମଧ୍ୟ ରକ୍ତକୁ ପତଳା କରିଥାଏ। ଏହି ସବୁ ଜିନିଷ ଆପଣଙ୍କ ଘରେ ବହୁତ ସୁବିଧାରେ ମିଳିପାରିବ କିନ୍ତୁ ନିଜ ଘରେ ଥିବା ଏହି ସବୁ ଜିନିଷ ଦ୍ବାରା ଏପରି ରୋଗର ଚିକିତ୍ସା କରାଯାଇ ପାରେ ତାହା ଆପଣ ଜାଣିନଥିଲେ କିନ୍ତୁ ଏବେ ସେହି ସବୁ ଜିନିଷକୁ ବ୍ୟବହାର କରି ନିଜର ରୋଗକୁ ଦୂର କରିପାରିବେ। ଆମ ମାନଙ୍କ ଘରେ ରୋଗର ପ୍ରତିକାର ଥାଇ ମଧ୍ୟ ତାହା ଆମେ ଜାଣିପାରୁ ନାହେଁ, ଏହାର କାରଣ ହେଉଛି ଆମେ ମାନେ ସବୁବେଳେ ଯେକୌଣସି ରୋଗ ପାଇଁ ଡାକ୍ତର ମାନଙ୍କ ପରାମର୍ଶ ନେଇ ମେଡିସିନ ଖାଇ ଥାଉ ଆଉ ସମ୍ପୂର୍ଣ୍ଣ ରୂପରେ ସେମାନଙ୍କ ଉପରେ ନିର୍ଭର ରହିଥାଉ ଯାହାଫଳରେ ଆମକୁ ଏହି ସବୁ ପ୍ରାକୃତିକ ଔଷଧି ବିଷୟରେ ଧାରଣା ନଥାଏ।

ଯଦି ଆମେ ଡାକ୍ତର ମାନଙ୍କ ପାଖରୁ ମେଡିସିନ ପାଖରୁ ଦୂରେଇ ରହି ନିଜ ପାଖରେ ଥିବା ପ୍ରାକୃତିକ ଔଷଧିକୁ ରୋଗର ପ୍ରତିକାରରେ ବ୍ୟବହାର କରିବା ତେବେ ଆମେ ମାନେ ମଧ୍ୟ ସୁସ୍ଥ ରହିବା ଏବଂ ଏହା କରିବା ପାଇଁ ଆପଣଙ୍କୁ କୌଣସି ଅତ୍ୟଧିକ ଖର୍ଚ୍ଚ ମଧ୍ୟ କରିବା ପାଇଁ ପଡ଼ିବ ନାହିଁ, କାରଣ ଏହି ସବୁ ରୋଗ ପାଇଁ ଆବଶ୍ୟକ ହେଉଥିବା ପ୍ରତ୍ୟେକ ଜିନିଷ ଆପଣଙ୍କ ଘରେହିଁ ବହୁତ ସହଜରେ ମିଳିଯିବ ଏବଂ ଏହାର ବ୍ୟବହାର କରି ନିଜ ରୋଗର ପ୍ରତିକାର ନିଜେହିଁ କରି ପାରିବେ। ତେଣୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇବା ବନ୍ଦ କରି ନିଜେ ଏହି ଘରୋଇ ଉପାୟକୁ ଅବଲମ୍ବନ କରି ସର୍ବଦା ସୁସ୍ଥ ରୁହନ୍ତୁ।

Leave a Reply

Your email address will not be published. Required fields are marked *