ଯଦି ଆପଣଙ୍କ ଆଖିର ସାମ୍ନାରେ ଅଚାନକ ଘୋଟିଯାଏ ଅନ୍ଧକାର, ତେବେ ବିନା ଭାବି କରିନିଅନ୍ତୁ ଏହି ଉପାୟ
1 min readବହୁତଥର ଆପଣ ଅନୁଭବ କରିଥିବେ କି କେବେ କେବେ ଆପଣଙ୍କ ସହ ସ୍ୱାସ୍ଥ୍ୟ ସଂବନ୍ଧି କିଛି ଏମିତି ସମସ୍ୟା ଆସିଯାଏ , ଯାହାଙ୍କ ବିଷୟରେ ଆପଣ ବୁଝିପାରିନହିବେ ଏମିତି କିପରି ଓ ଏହାର ପଛରେ କଣ କାରଣ ଅଛି , ବହୁତଥର ଏପରି ହୋଇଥାଏ କି ଏହିପରି ସମସ୍ୟାକୁ ଆମେ ଅଣଦେଖା କରିଦେଇଥାଉ, ଓ ଆଉଥରେ ସେ କାମରେ ବ୍ୟସ୍ତ ହୋଇଯାଉ , କିନ୍ତୁ ଆପଣଙ୍କୁ କହିଦେବୁ କି ଏହି ପରି ଅନିୟମିତତା ଆପଣଙ୍କୁ କେବେ କେବେ ବହୁତ ଭାରି ପଡିପାରେ , କହିବାକୁଚାହିଁବୁ କି ଆଖିର ଆଗରେ ଅଚାନକ ଅନ୍ଧକାର ଆସିବା, ଗୋଟେ ଜାଗାରେ ଠିଆ ରହିବା କିମ୍ବା ନଇଁବାର କିମ୍ବା ମୁଣ୍ତ ବୁଲାଇଦେବା ଅଚାନକ ଆଖିର ଆଗରେ ଅନ୍ଧକାର ଆସିଯିବା କିମ୍ବା ବହୁତଥର ଏପରି ସ୍ଥିତିରେ ଚକ୍କର ଆସିବା ପରି ସବୁ କଥା କିଛି ସଙ୍କେତ ଦେଇଥାଏ , ଯାହାଉପରେ ଆମେ ଅଣଦେଖା କରିଦେଇଥାଉ, କିନ୍ତୁ ଆପଣଙ୍କୁ କହିଦେବୁ କି ଏହାକିଛି ନୁହେଁ ବରଂ ଆପଣଙ୍କ ଶାରରୀକ ଦୁର୍ବଳତାର ସଙ୍କେତ ହୋଇପାରେ ।
ଆପଣଙ୍କୁ କହିବାକୁ ଚାହିଁବୁକି ଏହିପ୍ରକାରର ସମସ୍ୟା ତେବେ ହୋଇଥାଏ ଯେବେ ଆପଣଙ୍କ ଶରୀର କେଉଁ ରୋଗ୍ ଦ୍ୱାରା ଗ୍ରସ୍ତିତ ହୋଇଥିବ ,କିମ୍ବା ଆପଣ ଲମ୍ବା ସମୟରୁ କେଉଁ ଦୁର୍ବଳତା ଓ ଥକାପଣରେ ଥିବେ , ଏହାର ଆଉ ଏକ କାରଣ ବି ହୋଇପାରେ , ଆପଣ ଦରକାର ମୁତାବିକରୁ ଅଧିକା କାମ କରୁଥିବେ କିମ୍ବା ପର୍ଯ୍ୟାପ୍ତ ନିଦ ନେଇପାରୁନଥିବେ , ଏହା ସହ ଆଖିର ସାମ୍ନାରେ ଅଚାନକ ଅନ୍ଧକାର ଆସିବାର ଅନ୍ୟ କାରଣ ବି ହୋଇପାରେ, ଯେପରି ନିଜ ଭୋଜନରେ ପୋଷ୍ଟିକ ଆହାର ମାତ୍ରା ପର୍ଯ୍ୟାପ୍ତ ନ ହେବା , କିମ୍ବା ଅଧିକା ମସଲାଦାର୍ କିମ୍ବା ତେଲରେ ଭଜା ହୋଇଥିବା ଖାଦ୍ୟ ଗ୍ରହଣ କରିବା, ଏତିକି ନୁହେଁ ଏହା ବହୁତ ଗଂମ୍ଭୀର ରୋଗ ଅଟେ , କିନ୍ତୁ ହଁ ତେବେ ଗଂମ୍ଭୀର ହୋଇପାରେ , ଯେବେ ଆପଣ ଏହା ପାଇଁ କିଛି ପ୍ରୟାସ କରୁନଥିବେ , ଓ ଲଗାତାର ନଜର ଅନ୍ଦାଜ କରୁଥିବେ ।
କହିଦେବୁ କି ଯେବେ ଆପଣଙ୍କୁ ଏହିପରି କିଛି ସମସ୍ୟା ଆସିବ ତେବେ କହିବାକୁ ଚାହିଁବୁ କି ଆପଣ ୮-୧- ରୁ ଖଜୁରୀକୋଳିକୁ ଦେଢରୁ ୨ ଗିଲାସ କ୍ଷୀରରେ ଏକ ଗିଲାସ ପାଣି ପକାଈ ହାଲକା ଆଞ୍ଚରେ ଭାଜିଦିଅନ୍ତୁ , ଓ ଯେବେ ଭଲ ଭାବରେ ଭାଜି ହୋଇଯୀବ ତେବେ କ୍ଷୀରର ଆଞ୍ଚକୁ ବାହାର କରି ସେଥିରେ ଭଜା ହୋଇଥିବା ଖଜୁରକୁ ଖାଇନିଅନ୍ତୁ , ଓ ପରେ କ୍ଷୀର ପିଇଦେଲେ ଆପଣଙ୍କ ଶରୀରରେ ଶକ୍ତି ଆସିଯିବ , ଓ ଆପଣଙ୍କ ଶରୀରରେ ଜରୁରୀ ଜିନିଷ ଓ ପୋଷକ ଶକ୍ତି ମିଳିଯାଏ ।
ଏହା ଛଡା ଆପଣଙ୍କୁ କହିବାକୁ ଚାହିଁବୁ କି ପ୍ରତିଦିନ ତୁଳସୀର ରସରେ ଚିନି କିମ୍ବା ମହୁ ମିଶାଈକରି ପିଇପାରିବେ , ଏଥିରେ ଆପଣଙ୍କୁ ବାରମ୍ବାର ଆସୁଥିବା ଚକ୍କର ବନ୍ଧ ହୋଇଯିବ, ତଥା ପ୍ରତିଦିନ ଗୋଟେ ଗିଲାସ କ୍ଷୀରରେ ଏକ ଚାମଚ ଶୁଦ୍ଧ ଦେଶୀ ଘିଅ ପକାଇପିଇପାରିବେ , ଏଥିରେ ଆପଣଙ୍କୁ ବହୁତ ଲାଭ ହେବ , ଆପଣଙ୍କୁ କହିଦେବୁ କି ଖାଇବା ପିଇବାରେ ଟିକିଏ ସତର୍କତା ଓ ସାବଧାନୀ ରଖନ୍ତୁ , ଓ ଯେତେ ହୋଇପାରିବ ନିଜ ଖାଦ୍ୟରେ ଲାଲ ଲଙ୍କାର ପ୍ରୟୋଗ କରନ୍ତୁ ନାହିଁ, ଓ ଯେଉଁଠି ସଂମ୍ଭବ ହୋଇପାରିବ ବିନା ମସଲାଯୁକ୍ତ ଆହାର ଗ୍ରହଣ କରନ୍ତୁ