February 9, 2025

Odia Express

Here, There and Everywhere

ଏହି ରାଶିର ଲୋକ ନିଜ କଠୋର ପରିଶ୍ରମରୁ ହାସିଲ୍ କରନ୍ତି ଅପାର ସଫଳାତା, ନୁଆ ବର୍ଷରୁ ମିଳିବ ସରକାରୀ ଚାକିରି

ଯଦି କେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ତେବେ ଏହା ନିଶ୍ଚିତ କି ତାକୁ ଦିନେ ନା ଦିନେ ସଫଳତା ମିଳିବା ତୟ ଅଟେ, ଏହା ଅଲଗା କଥା ହୋଇଥାଏ କି ଟିକିଏ କାହାକୁ ଜଲଦି ମିଳିଯାଏ , ଓ କାହାକୁ ଟିକିଏ ବିଳମ୍ବରେ,  ବହୁତଥର ଏମିତି ହୁଏ କି ଲୋକ ନିଜ ଭାଗ୍ୟକୁ କୋଷନ୍ତି , ତେବେ ତାଙ୍କ ଉପରେ ଲଜ୍ଜିତ ହୁଅନ୍ତି,  କିନ୍ତୁ କହିଦେବୁ କି ଏଠାରେ ଭାଗ୍ୟ ବି ତାଙ୍କ ଉପରେ ମେହେର୍ ବାନ୍ ହୋଇଥାଏ,  ଯାହାଙ୍କ ରାଶି ଓ ଗ୍ରହ ଉପରେ ଭଲ ସଂଯୋଗ ଅଛି , ଆଯି ଆମେ ଆପଣଙ୍କୁଏମିତି କିଛି ରାଶିଗୁଡିକ ବିଷୟରେ କହିବୁ , ଯିଏ ୨୦୨୧ ରେ ନିଜ ପରିଶ୍ରମ ବଳରେ ସଫଳତାର ସିଡି ଚଢିପାରିବେ , ଓ ସମ୍ମାନର୍ ହକଦାର୍ ବି ହେବେ ।ଆପଣଙ୍କୁ କହିଦେବୁ କି ଏହା ପ୍ରକୃତିର ନିୟମ ଅଟେ ବିନା ପରିଶ୍ରମ କରି ଆପଣଙ୍କୁ କିଛି ବି ହାସିଲ୍ ହେବ ନାହିଁ , ଓ ଏହି ନିୟମ ନା କେବଳ ମଣିଷଙ୍କ ପାଇଁ ବରଂ ଜୀବଜନ୍ତୁଙ୍କ ଉପରେ ଲାଗୁ ହୋଇଥାଏ , ଦେଖିବାକୁ ଗଲେ କେଉଁ କାମରେ ସଫଳତା ହାସିଲ୍ କରିବାକୁ ହେଲେ କଠିନ ପରିଶ୍ରମ କରିବା ସହ ଆତ୍ମବିଶ୍ୱାସ ହେବା ଜରୁରୀ ହୋଇଥାଏ

ଯେବେ ନିଜ ଲକ୍ଷ୍ୟରେ ଫୋକସ୍ କରିବା ଠିକ୍ ହୋଇଥାଏ , କିନ୍ତୁ ଦେଖାଯାଏ କି ବହୁତ ରାଶିର ଲୋକେ ପରିଶ୍ରମ ଓ ଲକ୍ଷ୍ୟ ପ୍ରତି ଲଗନ ଦେଖାଇବା ଗୁଣ ହୋଇଥାଏ , ଓ ଆଜି ଆମେ ସେହି ରାଶିର ଜାତକ ବିଷୟରେ ଆଲୋଚନା କରିବୁ ।ସବୁଠାରୁ ପ୍ରଥମେ ଆମେ କଥା ହେବା ବିଛା ରାଶି କହିଦେବୁ କି ଏହି ରାଶିର ଲୋକେ ଅନ୍ୟଙ୍କ ମନୋଭାବକୁ ବହୁତ ଜଲଦି ଓ ସହଜରେ ବୁଝିପାରନ୍ତି , ଏମିତି ଦେଖାଯାଇଛି କି ଏହି ରାଶିର ଜାତକର ନେତୃତ୍ୟ ଭଲ କ୍ଷମତା ହୋଇଥାଏ, ଏହି ଲୋକ ଅନ୍ୟଙ୍କୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ , ଓ ଦେଖାଯାଇଛି କି ଏହି ଲୋକଙ୍କର ମିତ୍ରତା ଗୁଣ ଅଧିକା ହୋଇଥାଏ ।

ଯାହାର କାରଣରୁ କଠିନରୁ କଠିନ କାମ ବଡ ସହଜରେ ହୋଇଯାଇପାରେ । ଏହାପରେ କଥା ହେବା ସିଂହ ରାଶିର ତେବେ ଏହି ରାଶିର ଲୋକ ସବୁ ସମୟରେ ଆତ୍ମବିଶ୍ୱାସରେ ଭରା ହୋଇଥାନ୍ତି , ଏହି କାରଣରୁ ଏମାନେ ନିଜ ସହଯୋଗୀଙ୍କ ସହାୟତା କରିବାରେ କେବେ ଡରନ୍ତି ନାହିଁ,  ଏହା ସହ ଦେଖାଯାଇଛି କି ଏମାନଙ୍କ ଦୟାଭାବ ବହୁତ ଅଧିକା ହୋଇଥାଏ , ଓ ଏମାନେ ନିଜର ଏକ ଲକ୍ଷ୍ୟ ନିର୍ଦ୍ଧାରିତ କରି ପୁରା କରିବାରେ ଦିନ ରାତି ପରିଶ୍ରମ କରିଥାନ୍ତି ।

ଶେଷରେ କଥା ହେବା ମୀନ ରାଶିର ତେବେ କହିବାକୁ ଚାହିଁବୁ କି ଏହି ଲୋକ ଭଲ ଉପଦେଶ କର୍ତ୍ତା ହୋଇଥାନ୍ତି , କିନ୍ତୁ ବହୁତଥର ଦେଖାଯାଇଛି କି ଏହି ଲୋକଙ୍କୁ ବୁଝିପାରିବା ଟିକିଏ ମୁସକିଲ୍ ହୋଇଥାଏ , କିନ୍ତୁ ଆପଣଙ୍କୁ ଏହା ଜାଣିକରି ବହୁତ ଭଲ ଲାଗିବ କି ଏମାନେ ଅନ୍ୟଙ୍କ ଅପେକ୍ଷା କାର୍ଯ୍ୟକ୍ଷମତାରୁ ବହୁତ ଆଗରେ ରୁହନ୍ତି , ଓ ଏହି କାରଣରୁ ଏମାନେ ଉଚ୍ଚ ପଦ ପାଇବାରେ ସଫଳ ହୁଅନ୍ତି

Leave a Reply

Your email address will not be published. Required fields are marked *