ସ୍ତ୍ରୀର ଏହି ଛୋଟ ଭୁଲ୍ ପାଇଁ ସ୍ୱାମୀ ଉପରେ ପକାଇପାରେ ଭାରି କରଜର ବୋଝ , ପଢନ୍ତୁ ପୁରା ଖବର
ଆପଣମାନେ ଦେଖିଥିବେ କି ଆମର ସମାଜରେ ନାନାପ୍ରକାର ରୀତିନୀତି ଆଦି ମାନାଯାଏ , ଯାହା ବହୁତ ମାଇନାରେ ସଠିକ୍ ହୋଇଥାଏ, ଓ କେବେ କେବେ ନୁହେଁ , କିନ୍ତୁ ବର୍ଷରୁ ଚାଲିଆସୁଥିବା ସେହି ରୀତିନୀତିକୁ ମାନିବାକୁ ପଡିବ, କିଛି ଏମିତି ରୀତି କିମ୍ବା ଏମିତି କହିପାରିବା ପରମ୍ପରା ବି ଅଛି ଯାହା ପ୍ରାୟ ସବୁ ବିବାହିତ ମହିଳାଙ୍କୁ ନିଭାଇବାକୁ ପଡେ ଖାସ୍ କରି ଆମର ହିନ୍ଦୁ ଧର୍ମରେ ମହିଳା ଏଠାରେ ବହୁତ ସାରା ପରମ୍ପରା ଅଛି , ଏହି ପରମ୍ପରାରୁ ଗୋଟେ ହେଲା ଗୋଡ ମୁଦି ପିନ୍ଧିବା ଯାହା ବିବାହ ପରେ ମହିଳାଙ୍କୁ ପିନ୍ଧିବାକୁ ପଡିଥାଏ, ଆପଣଙ୍କୁ କହିଦେବୁ କି ପାଦରେ ପିନ୍ଧାଯାଉଥିବା ଏହି ଗୋଡ ମୁଦି ସଠିକ୍ ଢଙ୍ଗରେ ପିନ୍ଧିବା ଉଚିତ୍ ନହେଲେ ଏହା ଚିନ୍ତାର ବିଷୟ ପାଲଟିଯାଏ , ହଁ ଆଜ୍ଞା, ଆପଣ ଠିକ୍ ଶୁଣିଛନ୍ତି , ଆଜି ଆମେ ଆପଣଙ୍କୁ ଗୋଡ ମୁଦି ବିଷୟରେ କିଛି ମହତ୍ତ୍ୱପୁର୍ଣ୍ଣ କଥା କହିବାକୁଯାଉଛୁ ।
ଆପଣଙ୍କୁ ଜଣେଇଦେବୁ କି ଭାରତୀୟ ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ଗୋଡ ମୁଦି ଚନ୍ଦ୍ରମାଙ୍କ ପ୍ରତୀକ ବୋଲି ମାନାଯାଏ , ଏହି କାରଣରୁ ବିବାହିତ ମହିଳାଙ୍କୁ ସବୁବେଳେ ରୁପାର ଗୋଡ ମୁଦି ପିନ୍ଧିବାର ଉପଦେଶ ଦିଆଯାଇଥାଏ, ଯାହା ଦ୍ୱାରା ସେ ଚନ୍ଦ୍ରମାଙ୍କ କୃପା ପ୍ରାପ୍ତି କରିପାରିବେ , ଓ ସବୁବେଳେ ଶୀତଳତା ମିଳୁଥିବା ଦରକାର, ଏକ ଜଣାଶୁଣା ଜ୍ୟୋତିଷ୍ୟଆଚାର୍ଯ୍ୟ ଙ୍କ କଥା ଅନୁସାରେ ଯେବେ କେଉଁ ବିବାହିତ ମହିଳା ପାଦରେ ଗୋଡ ମୁଦି ଥରେ ପିନ୍ଧିନିଏ ତେବେ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ୍ କି କେବେ ସେହି ଗୋଡ ମୁଦି ତାଙ୍କ ପାଦରୁ ହଜିବା ଉଚିତ୍ ନୁହେଁ
ଯଦି ଭୁଲ୍ ରେ କେବେ ବି ସେ ନିଜ ପାଦରୁ ବାହାର କରି ଅନ୍ୟ କାହାକୁ ଦେବାକୁ ଚାହେଁ ତେବେ ଏହାର ପ୍ରଭାବ ସ୍ୱାମୀ ଉପରେ ପଡେ , ଓ ବହୁତଥର ଏମିତି ହୋଇପାରେ କି ତାଙ୍କ ସ୍ୱାମୀ ଅଚାନକ ରୋଗାଗ୍ରସ୍ତ ହୋଇପାରନ୍ତି , ଓ କେବେ କେବେ ଏମିତି ହୋଇଥାଏ କି ସବୁ କିଛି ଭଲ ହେବା ପରେ ବି ଘରର ଆର୍ଥିକ ସ୍ଥିତି ଅଚାନକ ଖରାପ୍ ହୋଇଯାଏ , ଓ ସ୍ୱାମୀ ଉପରେ ଋଣର ଭାବ ଅଧିକା ହୋଇଯାଏ । ଶାସ୍ତ୍ରନୁସାରେ ଦେଖିବାଉ ଗଲେ ଏମିତି କୁହାଯାଈଛି କି କେଉଁ ବି ବିବାହିତ୍ ମହିଳାଙ୍କୁ ଗୋଡ ମୁଦି ସବୁବେଳେ ନିଜ ଡାହାଣ ତଥା ବାମ ପାଦର ଦ୍ୱିତୀୟ ଆଙ୍ଗୁଠିରେ ପିନ୍ଧିବା ଉଚିତ୍ , ମାନାଯାଏ କି ରୁପାର ପାଉଁଜି ଓ ଗୋଡମୁଦି ସବୁ ବେଳେ ମା ଲକ୍ଷ୍ମୀଙ୍କର ବାହକ ମାନାଯାଏ
ଏଥିପାଇଁ ଏହାକୁ ହଜାଇବା ବିଲକୁଲ୍ ଭଲ ହୋଇନଥାଏ, ଏହି କାରଣରୁ ଏହାକୁ ସଂମ୍ଭାଳିକରି ରଖିବା ଉଚିତ୍ । ଏହା ଛଡା ମହିଳାଙ୍କ ଗୋଡମୁଦି ବିଷୟରେ ଏମିତି କୁହାଯାଏ କି ଜ୍ୟୋତିଷ୍ୟ ଛଡା ବିଜ୍ଞାନ ଦୃଷ୍ଟିକୋଣରୁ ଏହା ଅଧିକା ମହତ୍ତ୍ୱପୁର୍ଣ୍ଣ ଅଛି, ଅସଲରେ ଆପଣଙ୍କୁ କହିଦେବୁ କି ମହିଳାଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠିର ତନ୍ତ୍ରିକା ସିଧା ସଂବନ୍ଧ ଗର୍ଭାଶୟ ସହ ହୋଇଥାଏ, ଯାହା ହୃଦୟ ଦେଇ ଯାଇଥାଏ , ଏହି କାରଣରୁ ଗୋଡ ମୁଦି ସବୁବେଳେ ଡାହାଣ ଓ ବାମ ପାଦର ଦ୍ୱିତିୟ ଆଙ୍ଗୁଠିରେ ପିନ୍ଧିବାକୁ କୁହାଯାଏ , ଯାହା ଏହି କାରଣରୁ ମହିଳାଙ୍କୁ ଗର୍ଭାଶୟ ସୁସ୍ଥ୍ୟ ରହୁ, ଓ ତାହା ସହ ତାଙ୍କୁ ରକ୍ତଚାପ ବି ସନ୍ତୁଳିତ ରହୁ, ଏବେ ତ ଆପଣ ଜାଣିପାରିଥିବେ କି ଗୋଡମୁଦି ପିନ୍ଧିବାର ଗୋଟେ ନୁହେଁ ବହୁତ ସାରା ଫାଇଦା ଅଛି