January 21, 2025

Odia Express

Here, There and Everywhere

ଗାଧୋଇବା ପାଣିରେ କରିନିଅନ୍ତୁ ଏହି ଉପାୟ , ସବୁଦିନ ପାଇଁ ଦୁର ହୋଇଯିବ ଆପଣଙ୍କ ଦାରିଦ୍ରତା

ଆପଣ ନିଜେ ବି ଏହି କଥା ଅନୁଭବ କରିଥିବେ କି ଯେବେ ଆପଣ ଗାଧୋଉଥିବେ ତେବେ ଆପଣଙ୍କୁ ନାନାପ୍ରକାରର ସ୍ୱାସ୍ଥ୍ୟ ଲାଭ ଓ ପବିତ୍ରତା ମିଳିଥାଏ , ଆପଣଙ୍କୁ ଏହା ବି ଜଣାଥିବ କି ସବୁ ପ୍ରକାରର ପୁଜନ କାର୍ଯ୍ୟ ଆଦି ଗାଧୋଇବାପରେ କରାଯାଇଥାଏ  ଓ ଏହା ଏକ ମହତ୍ତ୍ୱପୁର୍ଣ୍ଣ କାରଣ ଅଟେ କି ସ୍ନାନ ବହୁତ ଅଧିକା ମହତ୍ତ୍ୱ ରଖିଥାଏ , କହିବାକୁ ଚାହିଁବୁ କି ପ୍ରାଚିନ ସମୟରେ ଯେତେ ବି ସାଧୁ ସନ୍ଥ ଆଦି ନଦୀରେ ଗାଧୋଉଥିବା ସମୟରେ ସୁର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରୁଥିଲେ ଓ ତାହା ସହ କିଛି ମନ୍ତ୍ରର ଉଚ୍ଚାରଣ ବି କରୁଥିଲେ,  ତାଙ୍କ ଅନୁସାରେ ମାନାଯାଉଥିଲା କି ଏମିତି କରିଲେ ନାନାପ୍ରକାରର ଅକ୍ଷୟ ପୁଣ୍ୟ ମିଳିଥାଏ,  ଓ ପାପ ଆଦି ନଷ୍ଟ ହୋଇଯାଏ , ଯଦି ଆମେ କଥା ହେବା ଜ୍ୟୋତିଷ୍ୟଶାସ୍ତ୍ରର ତେବେ କହିବାକୁ ଚାହିଁବୁ କି ଜ୍ୟୋତିଷ୍ୟନୁସାରେ ଗାଧୋଇବା ସମୟରେ କିଛି ମହତ୍ତ୍ୱପୁର୍ଣ୍ଣ ଉପାୟ କୁହାଯାଇଛି ଓ ଏମିତି କୁହାଯାଇଛି କି ଯଦି ଆପଣ ଗାଧୋଇବା ସମୟରେ ଏହି ଉପାୟ ବିଧିବଦ୍ଧ ତରିକାରେ ଆପଣାଇନିଅନ୍ତି , ତେବେ ଆସୁଥିବା ସମୟରେ ଭବିଷ୍ୟରେ ଆପଣଙ୍କୁ ନିଶ୍ଚିତ ରୁପରେ ଏହାର ସକରାତ୍ମକ ଫଳ ପ୍ରାପ୍ତି ହେବ । ସବୁଠାରୁ ପ୍ରଥମେ କହିବାକୁ ଚାହିଁବୁ କି ସବୁଦିନ ଗାଧୋଇବାକୁ ଗଲାବେଳେ ନିଜ ଗାଧୋଇବା ବାଲଟି କିମ୍ବା କୁଣ୍ତରେ ପାଣି ଭରନ୍ତୁ ।

ଓ ସେଥିରେ ଆପଣଙ୍କ ତର୍ଜନୀ ଆଙ୍ଗୁଠିରେ ପାଣି ଭରିକରି ତ୍ରିଭୁଜର ଏକ ଚିହ୍ନ କରନ୍ତୁ , ତ୍ରିଭୁଜ କରିବାପରେ ଏକ ଅକ୍ଷର ବିଜ ମନ୍ତ୍ର ହିଂ ସେହି ଚିହ୍ନର ମଧ୍ୟମ ସ୍ଥାନରେ ଲେଖିଦିଅନ୍ତୁ , ଏହା ସବୁ କରିବାପରେ ଆପଣଙ୍କ ସବୁ ଇଷ୍ଟଜନଙ୍କୁ ମଙ୍ଗଳପ୍ରାର୍ଥନା କରନ୍ତୁ , ଯଦି ଆପଣ ଏମିତି କରୁଛନ୍ତି ତେବେ ନିଶ୍ଚିତ ଭାବେ ଆପଣଙ୍କ ଘରେ କେଉଁ ପ୍ରକାରର ସମସ୍ୟା ଆଉ ଆସିବ ନାହିଁ , ଓ ତାହା ସହ ଘରେ ଖୁସିମୟ ପରିବେଶ ଆସିବ । କହିଦେବୁ କି ଶାସ୍ତ୍ରରେ ଦିନ ସାରା ସବୁ ଆବଶ୍ୟକ କାର୍ଯ୍ୟ ପାଇଁ ଅଲଗା ଅଲଗା ମନ୍ତ୍ର କୁହାଯାଈଛି

ଯେପରି ସ୍ନାନ କରୁଥିବା ସମୟରେ କେଉଁ ମନ୍ତ୍ରର ଜପ କରିବା ଉଚିତ୍ , ତଥା ପୁଜା କରିବା ସମୟରେ କେଉଁ ମନ୍ତ୍ରର ତଥା ଅନ୍ୟ କେଉଁ କାର୍ଯ୍ୟ ଯେପରି ଆମର ଜୀବନରେ ମହତ୍ତ୍ୱ ରଖୁଥିବ , ତାହା କେଉଁ ସମୟରେ ମନ୍ତ୍ରର ଜପ କରିବା ଉଚିତ୍ , ଏହି ସବୁ ବିଷୟରେ ବହୁତ ବିସ୍ତାରରେ କୁହାଯାଇଛି , ଏହି ସବୁର ପଛରେ କାରଣ କୁହାଯାଇଛି, ଯଦି ଆପଣ ଜୀବନରେ ନିୟମିତ ରୁପରେ କରିଥାନ୍ତି ତେବେ ଏହା ତୟ କି ଆପଣ ଏମିତି କରିଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ଅବଶ୍ୟ କରିବେ ।

ଏମିତି ମାନାଯାଏ କି ଯଦି କେଉଁ ବ୍ୟକ୍ତି ସ୍ନାନ କରୁଥିବା ସମୟରେ ପାଣିରେ ଓଁର ପ୍ରତୀକ କରି ତତ୍କାଳ ସେହି ସ୍ଥାନରେ ପାଣିରେ ବୁଡା ମାରିଥାଏ , ତେବେ ନିଶ୍ଚିତ ରୁପରେ ନଦୀର ସ୍ନାନର ପୁରା ପୁଣ୍ୟ ପ୍ରାପ୍ତି ହୋଇଥାଏ , ଏହା ଛଡା ଆପଣଙ୍କୁ କହିଦେବୁ କି ଆପଣଙ୍କ ଆଖପାଖ ଯେତେ ବି ନକରାତ୍ମକ ଉର୍ଜା ଅଛି ଯାହାର କାରଣରୁ ଆପଣଙ୍କ କେଉଁ ନା କେଉଁ କାର୍ଯ୍ୟ ବିଗିଡିଯାଉଛି, କିମ୍ବା ସମସ୍ୟା ଆସୁଛି , ତେବେ ସେହି କାମ ପୁରା ହୋଇଯାଏ , ଓ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ସମୃଦ୍ଧି ମାହୋଲ୍ ରହିଥାଏ

Leave a Reply

Your email address will not be published. Required fields are marked *