February 12, 2025

Odia Express

Here, There and Everywhere

କଣ ଆପଣ କେବେ ଭାବିଛନ୍ତି କି ପବ୍ଲିକ୍ ଟୟଲେଟ୍ସରେ କବାଟ ତଳେ ଖାଲି ଜାଗା କଣ ପାଇଁ ଛଡାଯାଇଥାଏ ? କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ..

ବହୁତଥର ଯେବେ ଲୋକେ ବାହାରେ ରୁହନ୍ତି ତେବେ କେବେ ନା କେବେ ପବ୍ଲିକ୍ ଟୟଲେଟ୍ସର ବ୍ୟବହାର କରିବାକୁ ପଡିଥାଏ,  ସେ ଆପଣ ପିଭିଆର୍ ରେ ଫିଲ୍ମ ଦେଖିବାକୁ ଯାଆନ୍ତୁ କିମ୍ବା କେଉଁ ମଲରେ ଯାଇଥିବେ କିମ୍ବା କେଉଁ ରେଷ୍ଟୁରାଣ୍ଟରେ ଦିନେ ନା ଦିନେ ଲୋକେ ପବ୍ଲିକ୍ ଟୟଲେଟ୍ ବ୍ୟବହାର କରିବାକୁ ପଡିଥାଏ,  ଆପଣ କେବେ ଦେଖିଥିବେ କି ପବ୍ଲିକ୍ ଟୟଲେଟ୍ସର କବାଟ ତଳେ ଖାଲି ଜାଗା ଛଡାଯାଇଥାଏ,  କିନ୍ତୁ ବୋଧେ କିଏ ଜାଣିନଥିବ ଏହି ଖାଲି ଜାଗା କଣ ପାଇଁ ଛଡାଯାଇଥାଏ,  ଆଜି ଆମେ ଆପଣଙ୍କୁ କହିବୁ କି କଣ ପାଇଁ ପବ୍ଲିକ୍ ଟୟଲେଟ୍ସର କବାଟ ତଳ ଖାଲି ଜାଗା ଛଡାଯାଇଥାଏ ।

ଆପଣଙ୍କୁ କହିଦେବୁ କି ପବ୍ଲିକ୍ ଟୟଲେଟ୍ସର କବାଟରେ ଖାଲି ଜାଗା ଏଥିପାଇଁ ଛଡାଯାଇଥାଏ , କାରଣ ସଫାଇ କର୍ମୀ ଠିକ୍ ଭାବରେ ୱାସରୁମ୍ ଓ ଟୟଲେଟ୍ ର ସଫାଇ କରିପାରିବେ , କାରଣ ପବ୍ଲିକ୍ ଟୟଲେଟ୍ ରେ ଲୋକଙ୍କର ଯିବା ଆସିବା ଲାଗି ରହିଥାଏ , ଯାହାର କାରଣରୁ ମହଜୁଦ୍ ସଫାଇ କର୍ମଚାରୀଙ୍କ ବହୁତଥର ଏମିତି ଆଙ୍ଗେଲରେ ସଫା କରିବାକୁ ସୁବିଧା ମିଳିଥାଏ,  ଓ ସହଜରେ ସେମାନେ ଟୟଲେଟ୍ ରୁମ୍ କୁ ସଫା କରିପାରନ୍ତି , ଏଥିପାଇଁ ପବ୍ଲିକ୍ ଟୟଲେଟ୍ସର କବାଟ ଟିକିଏ ଉପରକୁ ବନା ହୋଇଛି , ଓ ତଳେ କିଛି ଜାଗା ଛଡାଯାଇଛି , ସଫାଇ କର୍ମଚାରୀଙ୍କ ପାଇଁ ଟୟଲେଟ୍ ର ସଫାଇ କରିବାରେ ସହଜ ହୋଇପାରିବ , ପବ୍ଲିକ୍ ଟୟଲେଟ୍ ହାଇଜିନ୍ ରହିପାରୁ ।

ପବ୍ଲିକ୍ ଟୟଲେଟ୍ ର ବ୍ୟବହାର ଛୁଆରୁ ନେଇକରି ବୁଢା ବୟସ୍କ ଲୋକ କରିଥାନ୍ତି , ସଫାଈର ଦୃଷ୍ଟିକୋଣର ଛଡା ପବ୍ଲିକ୍ ଟୟଲେଟ୍ସର କବାଟ ତଳ ଏଥିପାଇଁ ଛଡାଯାଏ ଯାହାଦ୍ୱାରା ଛୋଟ ଛୁଆ ସହଜରେ ବାହାରିପାରିବେ,  ବହୁତଥର ଏମିତି ହୋଇଥାଏ କି ଯେବେ ପବ୍ଲିକ୍ ଟୟଲେଟ୍ସରେ ଛୁଆ ଯାଆନ୍ତି ତେବେ ସେ କବାଟ ଖୋଲି ନପାରିବାରୁ ଟୟଲେଟରେ ଫସି ରୁହନ୍ତି , ଓ ତାଙ୍କୁ ବାହାରିବା ମୁସକିଲ୍ ହୋଇଯାଏ , ଏଥିପାଇଁ ଯେବେ ପବ୍ଲିକ୍ ଟୟଲେଟ୍ ତଳେ ଜାଗା ଥିବ ସେମାନେ ସହଜରେ ବାହାରିପାରିବେ , ତେବେ ଏହି ସବୁ କାରଣରୁ ପବ୍ଲିକ୍ ଟୟଲେଟ୍ସରେ କବାଟ ତଳ ଭାଗ ଖାଲି ଛଡାଯାଏ , ଯାହା ଦ୍ୱାରା ସଫାସଫି କରୁଥିବା କର୍ମଚାରୀଙ୍କୁ ସଫା କରୁଥିବାବେଳେ ସହଜତା ହେବ , କେଉଁ ଛୁଆ ବି ଟୟଲେଟ୍ ରେ ଲକ୍ ହୋଇଗଲେ ସହଜରେ ବାହାରିପାରିବେ

Leave a Reply

Your email address will not be published. Required fields are marked *