December 1, 2024

Odia Express

Here, There and Everywhere

ଯେବେ କେଉଁ ଝିଅ ଆପଣଙ୍କୁ ପଚାରେ ଏହି ୩ ଟି ପ୍ରଶ୍ନ ! ତ ସବୁବେଳେ ନା ରେ ଦିଅନ୍ତୁ ଜବାବ୍ , ନହେଲେ ଜୀବନ ହୋଇଯିବ ନର୍କ

1 min read

ଏଥିରେ କୌଣସି ସନ୍ଦେହ ନାହିଁ କି ସବୁ ମଣିଷଙ୍କୁ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ ହୋଇଥାଏ,  ଏମିତିରେ ପୁଅ ହେଉ କିମ୍ବା ଝିଅ କିନ୍ତୁ ନିଜ ପ୍ରଶଂସା ଶୁଣିକରି ସମସ୍ତଙ୍କ ଚେହେରାରେ ଏକ ଅଲଗା ପ୍ରକାରର ଖୁସି ଆସିଯାଏ , ହଁ ଆଜ୍ଞା ଏହି ଦୁନିଆଁରେ ଏମିତି କି ଥିବ ଯାହାକୁ ନିଜର ପ୍ରଶଂସା ଶୁଣିବାକୁ ପସନ୍ଦ ଲାଗୁନଥିବ , ସେମିତି ଝିଅଙ୍କର୍ କଥା କହିଲେ ତାଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ , ଖାସ୍ କରି ଯେବେ ଝିଅଙ୍କୁ ନିଜ ବୟଫ୍ରେଣ୍ତ କିମ୍ବା ତାଙ୍କ ସ୍ୱାମୀଙ୍କର୍ ପ୍ରଶଂସା ଶୁଣିବାକୁ ମିଳେ , ତାଙ୍କୁ ବହୁତ ଭଲ ଲାଗେ,  ଏହା ଛଡା ଯଦି ଝିଅର ସ୍ୱାମୀ କିମ୍ବା ବୟଫ୍ରେଣ୍ତ ତାର ପ୍ରଶଂସା କରେ ନାହିଁ ତେବେ ଝିଅ ବୁଲାଇ କରି ପ୍ରଶ୍ନ ପଚାରନ୍ତି , ଓ ଯାହାର ଜବାବ୍ ଦେବାକୁ ପଡିଥାଏ,  ମାନେ ସତ୍ ବାହାର୍ କରିବାକୁ କିଛି ରାସ୍ତା ସେମାନେ ଖୋଜିଥାନ୍ତି । ଏମିତିରେ ଯଦି ଝିଅର ସ୍ୱାମୀ କିମ୍ବା ବୟଫ୍ରେଣ୍ତ ତାର ସତ ଓ ସଠିକ୍ ଜବାବ୍ ଦେଇଥାଏ ତେବେ ଝିଅ ବହୁତ ଖୁସି ହୋଇଯାଏ , ଯେପରି ସବୁଥର ଝିଅ ହଁରେ ହଁ ମିଶାଇବାରେ ବି ସେ ଚିଡିଯାଏ , ଏଥିପାଇଁ ଆପଣଙ୍କୁ ସବୁବେଳେ ସତ କହିବା ଉଚିତ୍ , ଏହି ପୁଅଙ୍କ ପାଇଁ ଭାବିବାର କଥା ଅଟେ କି ସେ ଝିଅର କେଉଁ ପ୍ରଶ୍ନର ଉତ୍ତର ନଦେବେ , ଯାହାଦ୍ୱାରା ଝିଅଙ୍କୁ ଖରାପ ନଲାଗୁ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ସହ ଜଣାଇବାକୁ ଚାହୁଁଛୁ ଯାହାର ଜବାବ୍ ଶୁଣିବାକୁ ଝିଅମାନେ ଶୁଣିବାକୁ ପସନ୍ଦ କରନ୍ତି , ତେବେ ଆସନ୍ତୁ ବିସ୍ତାରରେ ଜାଣିବା ।

ପ୍ରଥମ ପ୍ରଶ୍ନ- ଯଦି କେଉଁ ଝିଅ ଆପଣଙ୍କୁ ପଚାରେ କି ମୁଁ ମୋଟି ଲାଗୁଛି କି ତେବେ ଏହା ତ ସମସ୍ତେ ଜାଣିଛନ୍ତି କି ଯଦି ଏହି ପ୍ରଶ୍ନର ଉତ୍ତର ହଁରେ ଦେଲେ ତେବେ ଝିଅଙ୍କୁ କେତେ ଖରାପ ଲାଗିବ,  ଅଧିକାଂଶ ମହିଳା ନିଜ ପାର୍ଟନରଙ୍କୁ ଏହି ପ୍ରଶ୍ନ ପଚାରନ୍ତି , ମହିଳାଙ୍କ ଲୁକ୍ କୁ ନେଇକରି ଚିନ୍ତିତ ରୁହନ୍ତି , ଯାହାକୁ ନେଇ ସେ ଏହି ପ୍ରଶ୍ନ ପଚାରିକରି ପୁଅମାନଙ୍କୁ ଚିନ୍ତାରେ ପକାଇଦିଅନ୍ତି , ସେମିତି ଆପଣଙ୍କୁ କହିଦେବୁ କି ଏହି ପ୍ରଶ୍ନରୁ ବଞ୍ଚିବାପାଇଁ ଆପଣ ତାଙ୍କୁ ନା ରେ ଉତ୍ତର ଦେବା ଉଚିତ୍ ।

ସେମିତି ପାର୍ଟନରର ଓଜନ ଅଧିକା ହେଉ କିନ୍ତୁ କେବେ ତାଙ୍କୁ ହଁ କହିବେ ନାହିଁ, ଏହା ଛଡା ଯଦି କେଉଁ ଡ୍ରେସ୍ ରେ ସେ ଭଲ ଲାଗୁନାହାନ୍ତି ତେବେ ଆପଣଙ୍କୁ ତାଙ୍କର ପ୍ରଶଂସା କରିବାରେ ଭୁଲିବେ ନାହିଁ , ବାସ୍ତବରେ ସେ କେଉଁ ଡ୍ରେସ୍ ରେ ଭଲ ଲାଗୁନାହାନ୍ତି ତେବେ ଏମିତି କିଛି କହିବେ ଯାହା ତାଙ୍କୁ ଖରାପ ନ ଲାଗିବ ଓ ସେ ବୁଝିବି ପାରିବେ ।

ଦ୍ୱିତୀୟ ପ୍ରଶ୍ନ- କଣ ମୋର ସାଙ୍ଗ ମୋ ଠାରୁ ଅଧିକା ସୁନ୍ଦରୀ ଅଟେ?  ହଁ ନାହିଁ ର ଏହି ପ୍ରଶ୍ନ ଆମେ ଆପଣଙ୍କୁ ପଚାରୁନାହୁଁ,  ବରଂ ଏହି ପ୍ରଶ୍ନ ଯାହାକୁ ଝିଅ ହତିଆର୍ ପରି ବ୍ୟବହାର କରନ୍ତି , ଏମିତି ପ୍ରଶ୍ନ କରି ସେ ପୁଅଙ୍କ ଠାରୁ ପ୍ରଶଂସା ଶୁଣିବାକୁ ଆଗ୍ରହୀ ରୁହନ୍ତି , ଏବେ ଜାହିର୍  କଥା କି ନିଜ ପାର୍ଟନରର ଫ୍ରେଣ୍ତ ଅଧିକା ସୁନ୍ଦର ହୋଇଥାଉ, କିନ୍ତୁ ଏହାର ଜବାବ୍ ନ ହେବା ଉଚିତ୍ , ହଁ ଆଜ୍ଞା ଏହି ପ୍ରଶ୍ନର ଉତ୍ତର ଯଦି ହଁରେ ଦେଲେ ତେବେ ଆପଣଙ୍କ ପାର୍ଟନରଙ୍କୁ ଖରାପ୍ ଲାଗିପାରେ , ଏଥିପାଇଁ ଏହି କଥାକୁ ଧ୍ୟାନରେ ରଖିବେ ।

ତୃତୀୟ ପ୍ରଶ୍ନ- ଅଧିକାଂଶ ଝିଅ ଏହି ପ୍ରଶ୍ନ ବହୁତଥର୍ ପଚାରିଥାନ୍ତି ପ୍ରଶ୍ନଟି ହେଲା କଣ ମୁଁ ତୁମକୁ ଅଧିକା ହଇରାଣ କରୁଛି କି ? ଏବେ ଏହି ପ୍ରଶ୍ନ ବି ଆପଣଙ୍କୁ ଆମେ ପଚାରୁନାହୁଁ,  ବରଂ କିଛି ଝିଅ ନିଜ ପାର୍ଟନରଙ୍କୁ ପଚାରିଥାନ୍ତି , ଯଦି କେଉଁ ଝିଅ ଏହି ପ୍ରଶ୍ନ ଆପଣଙ୍କୁ ପଚାରେ ତେବେ ବୁଝିଯିବେ କି ସେ ଜାଣିବାକୁ ଚାହେଁକି ଆପଣ ତାଙ୍କ ସହ ସମୟ ବିତାଇବା ଭଲ ଲାଗେ କି ନାହିଁ ଓ ତାଙ୍କର୍ ସ୍ୱଭାବ କିପରି ଲାଗେ ଆପଣଙ୍କୁ,  ଏମିତିରେ ଆପଣଙ୍କ ପାର୍ଟନର ଆପଣଙ୍କୁ କେତେ ବି ହଇରାଣ କରୁ ନା କାହିଁକି, କିନ୍ତୁ ତାଙ୍କ ମନ ରଖିବାପାଇଁ ଆପଣଙ୍କୁ ଏହାର ଉତ୍ତର ନାହିଁ ରେ ଦେବା ଉଚିତ୍ ।

ଏମିତିରେ ଆପଣ ସିଧା ସିଧା କହିବା ପରିବର୍ତ୍ତେ ଆପଣ ତାଙ୍କୁ ପ୍ରେମରେ କହିପାରିବେ,  ହଁ ତାଙ୍କୁ ଏହିଭଳି ବୁଝାନ୍ତୁ ଯାହାଦ୍ୱାରା ତାଙ୍କ ମନକୁ ଆଘାତ ନହେଉ ଓ କଥା ବି ଠିକ୍ ଲାଗୁ, ଏହି ସବୁ କଥାକୁ ପଢିକରି ଆପଣଙ୍କୁ ଲାଗୁଥିବ କି ଆମେ ଆପଣଙ୍କୁ ମିଛ କହୁଛୁ,  ବରଂ ଏମିତି ନୁହେଁ , କେବେ କେବେ ନିଜ ପାର୍ଟନରଙ୍କ ଖୁସି ପାଇଁ ଏତିକି ତ କରିପାରିବେ , ଓ ଏହି ମିଛରୁ ଯଦି କାହାର କ୍ଷତି ନ ହେଉ ସେତିକି ଆମେ ଚାହୁଁ

Leave a Reply

Your email address will not be published. Required fields are marked *