October 9, 2025

Odia Express

Here, There and Everywhere

ଭାଇରାଲ୍ ହେଉଛି ବଲିଉଡ୍ ର ଲୋକପ୍ରିୟ ଭିଲେନ୍ ଡ୍ୟାନି ଙ୍କ ଝିଅର ଫଟୋ , ଦେଖିବାକୁ ଲାଗନ୍ତି ବିଲକୁଲ୍ ବାର୍ବୀ ଡଲ୍ ପରି..

ହିନ୍ଦୀ ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି ବହୁତ୍ ଭିଲେନ୍ ଅଛନ୍ତି କିନ୍ତୁ ଡ୍ୟାନି ଏକେଲା ଏମିତି ଭିଲେନ୍ ଅଟନ୍ତି ଯିଏ ନେପାଳରୁ ଆସିବାପରେ ବି ନିଜ ଅଭିନୟର ଦମରେ ଫିଲ୍ମ ଇଣ୍ତଷ୍ଟ୍ରିରେ ନିଜ କ୍ୟାରିୟର୍ ବନାଇଥିଲେ । ଡ୍ୟାନିଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ ବହୁତ କମ୍ ଲୋକଙ୍କୁ ମାଲୁମ୍ ଥିବ କି ସେ ନିଜ ଫ୍ୟାମିଲି କୁ ସବୁବେଳେ ଲାଇମ୍ ଲାଇଟ୍ ରୁ ଦୁରେଇ ରଖିଲେ , କିନ୍ତୁ ଏବେ ଡ୍ୟାନିଙ୍କ ଝିଅଙ୍କ ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଉଛି , ଏହି ଫଟୋରେ ଡ୍ୟାନିଙ୍କ ଝିଅ କେଉଁ ବାର୍ବି ଡଲରୁ କମ୍ ନଜର ଆସୁନାହାନ୍ତି , ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି କଥା ଜାଣିବା ।

କହିଦେବୁ କି ହିନ୍ଦୀ ଫିଲ୍ମରେ ନିଜ ଷ୍ଟ୍ରଗଲ ଦିନରେ ଡ୍ୟାନି ହିନ୍ଦୀ ଓ ନେପାଳୀ ଭାଷାରେ ଗୀତ୍ ଗାଉଥିଲେ,  ଡ୍ୟାନି ନେପାଳର ବାସିନ୍ଦା ଥିବାରୁ ସେ ହିନ୍ଦୀ ଭାଷା ବିଷୟରେ ଭଲରେ ଅବଗତ ହୋଇଥିଲେ,  ଏହାପରେ ସେ ପ୍ରାରମ୍ଭିକ ଦିନରେ ରେଡିଓରେ କାମ କରିଥିଲେ, ଏହାପରେ ସେ ହିନ୍ଦୀ ଫିଲ୍ମରେ କାମ ପାଇଥିଲେ,  ସେ ରେଡିଓ ଛାଡିକରି ଯେବେ ହିନ୍ଦୀ ଫିଲ୍ମରେ କାମ କରିବାକୁ ଲାଗିଲେ ସେ ଭଲ ଭଲ ଫିଲ୍ମରେ କାମ କରିବାକୁ ଲାଗିଲେ , ଯେପରି ହମ୍, ଖୁଦା ଗବାହ୍, ଚାଇନା ଗେଟ୍, ଇଣ୍ତିଆନ୍ ପରି ଆଦି ଫିଲ୍ମରେ ଡ୍ୟାନି ଅଭିନୟ କରିଥିଲେ ଯାହାକି ତାଙ୍କର ଦମଦାର୍ ଅଭିନୟ ରହିଥିଲା । ଡ୍ୟାନି ବାହାର ଦେଶର ହୋଇକରି ବି ହିନ୍ଦୀ ଫିଲ୍ମରେ ଏକ ଭଲ ସଫଳତା ଅର୍ଜନ କରିଥିଲେ,  ଯାହା କେବେ ବି ବଲିଉଡ୍ ଇଣ୍ତଷ୍ଟ୍ରି ଭୁଲିପାରିବ ନାହିଁ ।

ଆପଣଙ୍କୁ କହିଦେବୁ କି ଡ୍ୟାନିଙ୍କ ଦୁଇଟି ଛୁଆ ଅଛନ୍ତି , ଗୋଟେ ପୁଅ ଓ ଆଉ ଗୋଟେ ଝିଅ ଡ୍ୟାନିଙ୍କ ଝିଅ ପେମା ଡେଞ୍ଜୋଗପା ଲୁକ୍ସ ମାମଲାରେ ନିଜ ବାପାଙ୍କ ପରି ଲାଗନ୍ତି , ଓ ପୁରା ବାପାଙ୍କ ପରି ଲାଗନ୍ତି , ସିକିମ୍ ରେ ଜନ୍ମ ନେଇଥିବା ପେମା ଦେଖିବାକୁ କେଉଁ ବାର୍ବୀ ଡଲ୍ ରୁ କମ୍ ଲାଗୁନାହାନ୍ତି , ଓ ପେମା ନିଜ କ୍ୟାରିୟର୍ ଆଡକୁ ଅଗ୍ରସର ହେଉଛନ୍ତି , ପେମା ନିଜ ଶିକ୍ଷା ଲଣ୍ତନରୁ ଓ ମୁମ୍ବାଇ ସ୍କୁଲ୍ ଅଫ୍ କମ୍ୟୁନିକେଶନ୍ ରୁ ପ୍ରାପ୍ତ କରିଥିଲେ,  ସେ ସେଠାରେ ବିଏ ର ଡିଗ୍ରୀ ବି ପୁରା କଲେ , ପେମା ନିଜ ବାପାଙ୍କ ପରି ଫିଲ୍ମରେ ନ ଯାଇକରି ନିଜ କ୍ୟାରିୟର୍ ଏକ ବିଜନେସ୍ ୱୁମେନ୍ ହିସାବରେ ବନାଇବାକୁ ଚାହୁଁଥିଲେ

ଡ୍ୟାନିଙ୍କ ପୁଅ ଗାବା ନିଜ କ୍ୟାରିୟର୍ ଏକ ବିଜନେସ୍ ମ୍ୟାନ୍ ହିସାବରେ ଦେଖିବାକୁ ଚାହଁନ୍ତି , ଡ୍ୟାନି ନିଜ ଛୁଆଙ୍କ ଫଇସଲାରେ ତାଙ୍କ ସାଥିରେ ଅଛନ୍ତି , ଫିଲ୍ମରେ ଯିବାକୁ ସେ ନିଜ ଛୁଆଙ୍କୁ କୌଣସି ପ୍ରକାର ଦାବି କରୁନାହାନ୍ତି , ପେମା ଦେଖିବାଉ କେଉଁ ବଲିଉଡ୍ ଅଭିନେତ୍ରୀରୁ କମ୍ ନୁହନ୍ତି , କିନ୍ତୁ ତାଙ୍କର ନିଜର ଚୟସ୍ ଅଛି ଯାହା ଉପରେ ବାପା ଡ୍ୟାନି ବହୁତ ଗର୍ବ କରନ୍ତି

Leave a Reply

Your email address will not be published. Required fields are marked *