ଯଦି ଆପଣ କରୁଛନ୍ତି ATM କାର୍ଡର ବ୍ୟବହାର, ତେବେ ନିଶ୍ଚିତ୍ ପଢନ୍ତୁ ଏହି ଖବରକୁ , ୧୦ ଲକ୍ଷ ପର୍ଯ୍ୟନ୍ତ୍ କରିପାରିବେ ଇନସୁରାନ୍ସ , ଜାଣନ୍ତୁ କ୍ଲେମ୍ କରିବାର ତରିକା…
ଏଟିଏମ୍ କାର୍ଡ ଆସିବାପରେ ବହୁତ ଲୋକଙ୍କୁ ବହୁତ କିଛି ସୁବିଧା ମିଳିଛି , ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏଟିଏମ୍ କାର୍ଡର ନାଁ କେବଳ ଏଟିଏମ୍ ରୁ ପଇସା ବାହାର କରିବା ନୁହେଁ ବରଂ ଏଥିରେ ବହୁତ୍ କିଛି ଫାଇଦା ଅଛି , ଯାହା ବିଷୟରେ ସାଧାରଣତଃ ବ୍ୟାଙ୍କରେ ଲୋକଙ୍କୁ ସୁଚନା ନଥାଏ , ଆଜି ଆମେ ଆପଣଙ୍କୁ ଏଟିଏମ୍ କାର୍ଡ ସହ ଯୋଡି ହୋଇଥିବା କିଛି ଗୁରୁତ୍ୱପୁର୍ଣ୍ଣ ଫାଇଦା ବିଷୟରେ କହିବାକୁ ଯାଊଛୁ , ଯାହାକୁ ଜାଣିବାପରେ ଆପଣ ବି ଚକିତ ହୋଇଯିବେ , ତେବେ ଆସନ୍ତୁ ଜାଣିବା କଣ ସେହି ତରିକା ଯାହାଦ୍ୱାରା ଏଟିଏମ୍ କାର୍ଡ ୟୁଜର୍ ହେବା ସହ ୧୦ ଲକ୍ଷ ଟଙ୍କାର ଜୀବନବୀମା ବି କ୍ଲେମ୍ କରିପାରିବେ ।ଆପଣଙ୍କୁ କହିଦେବୁ କି ଯଦି ଆପଣ କେଉଁ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ସେହି ବ୍ୟାଙ୍କ ର ଏଟିଏମ୍ କାର୍ଡ ଅଛି ତେବେ ଆପଣଙ୍କ ପାଖରେ ଏକ ଅଧିକାର ଅଛି ଯାହା ଆପଣ ଯଦି କେଉଁ ଦୁର୍ଘଟଣାର ଶିକାର ହେଲେ ବ୍ୟାଙ୍କ୍ ଆପଣଙ୍କୁ ଆକ୍ସିଡେଣ୍ଟାଲ୍ ଇନସୁରାନ୍ସ ପ୍ରଦାନ କରିବ , ଯାହାକି ୫୦ ହଜାରରୁ ନେଇକରି ୧ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ
ଏହି ସୁବିଧା ସବୁ ବ୍ୟାଙ୍କ୍ ଗ୍ରାହକ ଗଭରମେଣ୍ଟ ବ୍ୟାଙ୍କ୍ ରୁ ନେଇକରି ପ୍ରାଇଭେଟ୍ ବ୍ୟାଙ୍କ୍ ପର୍ଯ୍ୟନ୍ତ ଦିଆଯାଏ , କିନ୍ତୁ ବ୍ୟାଙ୍କରେ ମିଳୁଥିବା ଏହି ସୁବିଧା ପଛରେ ଏକ ଟର୍ମ ଆଣ୍ତ କଣ୍ତିସନ୍ ଅଛି , ଏହି ବିଶେଷ ସୁବିଧା କେବଳ ସେହି ଏଟିଏମ୍ କାର୍ଡ ଧାରକଙ୍କୁ ମିଳିବ ଯାହାଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ଅପସନାଲ୍ ହୋଇଥାଏ , ସେମିତି କେଉଁ ବ୍ୟାଙ୍କ୍ ଏହି ବିଷୟରେ କଷ୍ଟମରଙ୍କୁ କହିନଥାଏ , କିନ୍ତୁ ଏହା ଆପଣଙ୍କ ହକ୍ ଅଛି ଆପଣ ବ୍ୟାଙ୍କ୍ ରୁ ମିଳୁଥିବା ସୁବିଧା ବିଷୟରେ ଜାଣନ୍ତୁ ଓ ସଠିକ୍ ସମୟ ଆସିଲେ ଏହି ସୁବିଧାର ଲାଭ ଉଠାଇପାରନ୍ତୁ ।
ଏହି ବିଶେଷ ସୁବିଧା ଦ୍ୱାରା ଯଦି ଆପଣଙ୍କ ପରିବାରରେ କେଉଁ ବ୍ୟକ୍ତିର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ , କିମ୍ବା ଆଘାତପ୍ରାପ୍ତ ହୋଇଗଲେ, ତେବେ ଏହି ସ୍କିମ୍ ଦ୍ୱାରା ବ୍ୟାଙ୍କ୍ ଯାଇକରି କ୍ଷତି ପୁରଣ୍ ପାଇଁ ଆପ୍ଳାଇ କରିପାରିବେ , ଆପ୍ଲାଇ କରିବାପାଇଁ ଆପଣଙ୍କୁ ସେହି ବ୍ୟାଙ୍କର ବ୍ରାଞ୍ଚରେ ଯିବାକୁ ହେବ , ଯେଉଁଠି ବ୍ୟକ୍ତିର ଏକାଉଣ୍ଟ ଖୋଲା ହୋଇଥିବ, ଓ ଆପ୍ଲାଇ କରିବାର ଅବଧି ୨ ରୁ ୫ ମାସ ମଧ୍ୟରେ ହୋଇଥାଏ , ଏହାପରେ ବ୍ୟାଙ୍କ୍ ପ୍ରଥମେ ଚେକ୍ କରିଥାଏ କି ସଂମ୍ବନ୍ଧିତ ବ୍ୟକ୍ତି ତିନି ମାସ ମଧ୍ୟରେ ପଇସା ସଂମ୍ବନ୍ଧିତ କିଛି ଲେଣଦେଣ କରିନି ତ,
ଆପଣଙ୍କୁ କହିଦେବୁ କି ଏହି ଇନସୁରାନ୍ସ ସୁବିଧା ଦ୍ୱାରା ମୃତ୍ୟୁରୁ ନେଇକରି ବିକଳାଙ୍ଗ ହେବାର ସ୍ଥିତିରେ କିଛି ନା କିଛି ରାଶି ନିଶ୍ଚିତ ମିଳିଥାଏ, ଏହି ବିଶେଷ ସୁବିଧା ସବୁ ମାଷ୍ଟରକାର୍ଡ ଧାରକ , ରୁପେ କାର୍ଡ ଓ କ୍ଲାସିକ୍ କାର୍ଡ ଧାରକଙ୍କ ପାଇଁ ଉପଲ୍ଲବ୍ଧ ଅଛି, ଯେଉଁଥିରେ ଏଟିଏମ୍ କାର୍ଡ ଉପରେ ଅଲଗା ଅଲଗା ରାଶି ମିଳିବାର ସୁବିଧା ଅଛି