September 8, 2024

Odia Express

Here, There and Everywhere

ପାଦର ଆଙ୍ଗୁଠିରେ କଳା ଫିତା ବାନ୍ଧିବା ମହିଳାଙ୍କ ପାଇଁ ଅଟେ ବରଦାନ, ଏହି ରୋଗରୁ ମିଳିଥାଏ ମୁକ୍ତି …

ଆପଣମାନେ ବହୁତ ଝିଅଙ୍କର ଓ ମହିଳାଙ୍କ ପାଦରେ କିମ୍ବା ପାଦର ଆଙ୍ଗୁଠିରେ କଳା ଫିତା ବନ୍ଧା ହୋଇଥିବାର୍ ନିଶ୍ଚିତ ଦେଖିଥିବେ । କିନ୍ତୁ କଣ ଆପଣ ଅନ୍ଦାଜା ଲଗାଇପାରିବେ ନାହିଁ କି କାହିଁକି ଆପଣ କଳା ଫିତା କଣ ପାଇଁ ପିନ୍ଧନ୍ତି । ଆଜି ଆମେ ଆପଣଙ୍କୁ କଳା ଫିତା ବାନ୍ଧିବାର କିଛି ସତ୍ୟତା ବିଷୟରେ କହିବାକୁ ଯାଉଛୁ ,ଯାହାକୁ ଜାଣିକରି ନିଶ୍ଚିତ ରୁପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଓ ଆପଣ ଭାବିବାକୁ ପଡିଯିବେ , କେବଳ ଗୋଟିଏ କଳା ଫିତା ବାନ୍ଧିଲେ ଆପଣଙ୍କୁ ବହୁତ ରୋଗରୁ କିପରି ରକ୍ଷା କରିପାରିବ ? ତେବେ ଆସନ୍ତୁ କହିବୁ ଏହା କିପରି ସଂମ୍ଭବ ।ଆପଣଙ୍କୁ କହିଦେବୁ କି ଅଧିକାଂଶ ମହିଳା ଓ ଝିଅଙ୍କର ପାଦରେ କଳା ଫିତା ଏଥିପାଈଁ ବାନ୍ଧନ୍ତି କାରଣ ଯାହାଦ୍ୱାରା ସେ ନିଜ ନାଭି ଖସିବାରୁ ରୋକିପାରିବେ , ଏବେ ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ନାଭି ଖସିଆସିବା ମତଲବ କଣ ହୋଇଥାଏ , ଏତିକି ତ ଆପଣ ଜାଣିଥିବେ କି ନାଭି ମନୁଷ୍ୟର ଶରୀରରେ ଏକ ଅଭିନ୍ନ ଅଙ୍ଗ ହୋଇଥାଏ,  ଓ ଏଥିପାଇଁ ଯେବେ ନାଭିରେ କୌଣସି ଖରାପି ଆସେ ତେବେ ଏହାର ସିଧା ପ୍ରଭାବ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ପଡିଥାଏ

ଏବେ ଖାସ୍ କଥା ଏହା କି ଏହି ସମସ୍ୟା ଦୁର କରିବାପାଇଁ ବହୁତ ମହିଳା ନିଜ ପାଦରେ କଳା ଫିତା ବାନ୍ଧନ୍ତି , ଆପଣଙ୍କୁ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗୁଥିବ କି ଏହା କିପରି ରୋଗଗୁଡିକରୁ ରକ୍ଷା କରିଥାଏ,  ଓ କାହିଁକି ମହିଳାମାନେ ରୋଗରୁ ରକ୍ଷା ପାଇବା ପାଇଁ ମେଡିସିନ୍ ସେବନ କରୁନାହାନ୍ତି , ଓ ମେଡିସିନ୍ ଜାଗାରେ ଏହି ପ୍ରକିୟା ବ୍ୟବହାର କରୁଛନ୍ତି , କିନ୍ତୁ କହିଦେବୁ କି ଏହା ଦ୍ୱାରା ବହୁତ କିଛି ସମସ୍ୟା ଯେପରି ଗୋଳା ଖସିଯିବା, ଓ ନାଭି ଓଲଟିବା ପରି ସମସ୍ୟାରୁ ମୁକ୍ତି ମିଳିପାରିବ , କହିଦେବୁ କି କଳା ଫିତାର ବିଶେଷରୁପରେ ପାଦର ଡାହାଣ ଆଙ୍ଗୁଠିରେ ବନ୍ଧାଯାଇଥାଏ, ଓ କିଛି ଲୋକ ଏହାକୁ ଡାହାଣ ଗୋଡରେ ବି ବାନ୍ଧିନିଅନ୍ତି , ଆପଣଙ୍କୁ କହିଦେବୁ କି ଯଦି ସଠିକ୍ ସମୟରେ ନାଭି ସହ ଯୋଡି ହୋଇଥିବା ସମସ୍ୟାର ସମାଧାନ ନ କରାଯାଏ ତେବେ ଏହା ଆଗକୁ ଯାଇକରି ସ୍ୱାସ୍ଥ୍ୟ ସହ ଯୋଡି ହୋଇଥିବା ନାନାଦି ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

କହିଦେବୁ କି ନାଭି ସହ ଯୋଡି ହୋଇଥିବା ସମସ୍ୟା ବହୁତଥର ଅଜାଣତରେ ଆସିଯାଏ , ଯେପରି ଆପଣଙ୍କୁ ପେଟରେ ମାଂସପେଶୀର ଦୁର୍ବଳ ହୋଇଥାଏ , ଏଥିରେ ଆପଣଙ୍କ ନାଭି ଉପରେ ଖରାପ ପ୍ରଭାବ ପକାଇଥାଏ,  ଯାହା ଦ୍ୱାରା ନାଭି ଖସିଯିବାର ସମସ୍ୟା ଆସିଯାଏ । ଏହା ଛଡା ବହୁତଥର ଏମିତି ହୁଏ କି ଲୋକେ କାମ କରୁଥିବା ସମୟରେ କିମ୍ବା ଅନ୍ୟ କାମ କରୁଥିବାବେଳେ ଅଚାଣକରୁ ନାଭି ଖସିଯିବାର ସମସ୍ୟା ଆସିଯାଏ

ଯେପରି ଯଦି ଆପଣ ଗୋଟିଏ ହାତରେ କିଛି ଓଜନଦାର୍ ଜିନିଷ ଉଠାଇଥାନ୍ତି ତେବେ ଏଥିରେ ଆପଣଙ୍କ ନାଭି ଖସିବାର ସମସ୍ୟା ଆସିଯାଏ , ବହୁତଥର ପେଟ ଗ୍ୟାସ୍ ହେବା, ସିଢି ଚଢିବା ବ୍ୟସ୍ତତାରେ , ପେଟରେ ଆଘାତ ଲାଗିବା,  କେଉଁ ଉଚ୍ଛା ଜାଗାରୁ ଡେଇଁବା, ପାଦରେ ଚାଳୁଥିବା ବେଳେ ଅଚାନକ କେଉଁ ଉଚ୍ଛା ଜାଗାରେ ପାଦ ରଖିବା ଆଦି କାରଣରୁ ନାଭି ସହ ଯୋଡି ହୋଇଥିବା ସମସ୍ୟା ଆସିଯାଏ , ଓ ସବୁଠାରୁ ଖାସ୍ କଥା ଏହା କି ଏହି ସମସ୍ୟାରୁ କେଉଁ ମେଡିସିନ୍ ରୁ ନୁହେଁ ବରଂ ଆଙ୍ଗୁଠିରେ କଳା ଫିତା ବାନ୍ଧିନେଲେ ହିଁ ନାଭି ସହ ଯୋଡି ହୋଇଥିବା ସବୁ ସମସ୍ୟାରୁ ନିଦାନ ହୋଇପାରିବ

Leave a Reply

Your email address will not be published. Required fields are marked *