ଛୁଆଙ୍କ ଉଚ୍ଚତା ପାଇଁ ଏବେ ଆଉ ହୁଅନ୍ତୁ ନାହିଁ ଚିନ୍ତିତ , ଖାଲି ଆପଣାନ୍ତୁ ଏହି ଟିପ୍ସ – ନିଶ୍ଚୟ ଜାଣିରଖନ୍ତୁ..
1 min readଆଜିର ସମୟରେ ସବୁ ବ୍ୟକ୍ତି ସେ ବଡ ହେଉ କିମ୍ବା ଛୋଟ ସମସ୍ତେ ନିଜ ପର୍ସନାଲିଟି ଭଲ ଦେଖାଇବାକୁ ସଉକ ରଖନ୍ତି , ଓ ଶରୀରରେ କିଛି ଏମିତି ପରିବର୍ତ୍ତନ କରନ୍ତି ଯାହା ଆମର ପର୍ସନାଲିଟି ଆପେ ଆପେ ବଢିଯାଇଥାଏ , ଏଥିରୁ ଗୋଟେ ହେଲା ଶରିରର ଲମ୍ବା, ଲମ୍ବା ହେବା ଯାହା ଆମର ବୟସର ପରିବର୍ତ୍ତନ ସହ ବଦଲିଥାଏ , କିନ୍ତୁ ବହୁତଥର ଏପରି ହୁଏ କି ଆମ ଶରୀରରେ ହର୍ମୋନ୍ ପୁରା ଭାବେ ବିକଶିତ ହୋଇପାରେ ନାହିଁ , ଯାହାର କାରଣରୁ ଆମର ଉଚ୍ଚତା ବଢିପାରେ ନାହିଁ , ଉଚ୍ଚତା ଅଧିକା ହେବା କିନ୍ତୁ ଆମର ଅଧିକା ପସନ୍ଦ ହୋଇଥାଏ । ଛୁଆଙ୍କର ହାଇଟ୍ କୁ ନେଇକରି ମା ବାପା ବହୁତ ଚିନ୍ତିତ ରୁହନ୍ତି , କାରଣ ସେ ଚାହଁନ୍ତି କି ତାଙ୍କର ଛୁଆ ଲମ୍ବା ଓ ଉଚ୍ଚା ହେଉ , ହାଇଟ୍ କମ୍ ହେବା କାରଣରୁ ବଡ ନୁହେଁ ଛୁଆ ବି ନିଜ ପର୍ସନାଲିଟିର କମି ଅନୁଭବ କରନ୍ତି , ଅଧିକାଂଶ ମା ବାପାଙ୍କର ଏହି ଧାରଣା ହୋଇଥାଏ କି ହାଇଟ୍ କେବଲ ୧୮ ବର୍ଷ ଯାଏଁ ବଢିପାରିବ , କିନ୍ତୁ ଏହା ଭୁଲ୍ ଧାରଣା ଅଟେ, ଯଦି ଆପଣଙ୍କ ଛୁଆଙ୍କ ଲାଇଫ୍ ଷ୍ଟାଇଲ୍ ରେ କିଛି ପରିବର୍ତ୍ତନ କରିବେ ତେବେ ସଠିକ୍ ଖାଦ୍ୟପେୟ ଦେଲେ ଛୁଆଙ୍କ ହାଇଟ୍ ଭଲ ହେବ , ଓ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପାରିବେ । ଆଜିଆମେ ଆପଣଙ୍କୁ ହାଇଟ୍ ବଢାଇବାର କିଛି ଟିପ୍ସ ଦେବାକୁ ଯାଉଛୁ ଦେଖିନିଅନ୍ତୁ ।
୧) କ୍ୟାଲସିୟମ୍ ଓ ମିନେରାଲ୍ସ ଯୁକ୍ତ ଭୋଜନ- ଶରୀରରେ ବିକାଶରେ ବାଧା ଆଣିବାର ମୁଖ୍ୟ କାରଣ ହୋଇଥାଏ ଖାଦ୍ୟପେୟର ଅଭାବ, ସଠିକ୍ ସମୟରେ ଭୋଜନ ନ କରିଲେ ପୋଷ୍ଟିକ ଆହାର ନ ପାଇଲେ ଆମର ଶରୀରରେ ଆବଶ୍ୟକୀୟ ଭିଟାମିନ୍ ପ୍ରୋଟିନ୍ ଓ ଅନ୍ୟ ପୋଷକ ତତ୍ତ୍ୱ ମିଳିପାରେ ନାହିଁ , ସବୁଜ ପରିବା, କ୍ଷୀର୍ , ଆଦିରେ ଭରପୁର୍ ପ୍ରୋଟିନ୍ ଥାଏ , ଯାହା ସହ ପ୍ରୋଟିନ୍ ରେ ଭରା ବ୍ୟଞ୍ଜନ ଖାଇଲେ ଯେପରି ଡାଲି, ସିରିଅଲ୍ , ଓ ମାଛ ଆଦିରେ ମିଳିଥାଏ ।
୨) ଯୋଗ ଓ ବ୍ୟାୟାମ୍- ସବୁଦିନ ଏକ୍ସର ସାଇଜ୍ କରିଲେ ଛୁଆଙ୍କ ଉଚ୍ଚତା ଭଲ ହୋଇପାରେ , ଯୋଗା ଆସନ ଓ ଜିମ୍ ରେ ପୁସ୍ ଅଫ୍ସ କଲେ ଛୁଆଙ୍କ ହାଇଟ୍ ଭଲ ହୋଇଥାଏ ।
୩) ବାଦାମ ମଞ୍ଜି ଓ ନଟସ୍ : ବାଦାମ, ଗୁଆ, ଓ ପିସ୍ତା ପରି ନଟସ୍ କୁ ଛୁଆଙ୍କ ହାଇଟ୍ ରେ ଜରୁର୍ ସାମିଲ୍ କରନ୍ତି , ଏଥିରେ ବଡୀରେ ମେଟାବଲିଜିମ୍ ଓ ବ୍ଲଡ୍ ସର୍କୁଲେସନ୍ ଭଲ ହୋଇଥାଏ , ଯାହାଦ୍ୱାରା ଗ୍ରୋଥ୍ ହରମୋନ୍ ବୁଷ୍ଟ ହୋଇଥାଏ , ଯାହା ଦ୍ୱାରା ଛୁଆଙ୍କ ହାଇଟ୍ ବଢିବାରେ ସାହାଯ୍ୟ କରେ ।
୪) କ୍ଷୀର ଓ ସୋୟା- କ୍ଷୀରରେ ଭରପୁର୍ ପରିମାଣରେ କ୍ୟାଲସିୟମ୍ ହୋଇଥାଏ , ଯାହା ହାଇଟ୍ ବଢାଇବାରେ ସାହାଯ୍ୟ କରେ, ଏଥିପାଇଁ ସବୁଦିନ ଛୁଆଙ୍କୁ ଦିନରେ ତିନିଥର କ୍ଷୀର ପିଆନ୍ତୁ , ବଡିର ଗ୍ରୋଥ୍ ପାଇଁ ସୋୟା ବି ବହୁତ ଜରୁରୀ , ଏଥିରେ ମହଜୁଦ୍ ଆମିନୋ ଏସିଡ୍ ଆପଣଙ୍କ ବଡି ଗ୍ରୋଥ୍ କରିଥାଏ ।
୫) ଭଲ ନିଦ୍ରା- ଛୁଆଙ୍କୁ ୮ ଘଣ୍ଟାର ନିଶ୍ଚିତ ନିଦ୍ରା ଦରକାର, କାରଣ ଭରପୁର୍ ନିଦ ନହେଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ , ଓ ଛୁଆଙ୍କୁ ଖୋଲାଜାଗାରେ ଆରାମ ସେ ଶୋଇବା ଉଚିତ୍ , ତାଙ୍କ ହାଡ ଭଲରେ ବଢିବା ଦରକାର, ଏକ ବୈଜ୍ଞାନିଅ ରିସର୍ଚ୍ଚ ଅନୁସାରେ ଏହି କଥା ସାମ୍ନାକୁ ଆସିଛି କି ଛୁଆଙ୍କ ବେଡ୍ ବଡ ହେବା ଦରକାର କାରଣ ଶୋଇବା ସମୟରେ ଛୁଆ ଲମ୍ବା ଦରକାର କରେ ।
୬) ଏକ୍ସରସାଇଜ୍- ହାଇଟ୍ ବଢାଇବାପାଇଁ ସବୁଠାରୁ ଭଲ ତରିକା ହେଲା ସବୁଦିନ ୧୫ ମିନିଟ୍ ଷ୍ଟ୍ରେଚିଙ୍ଗ୍ ଏକ୍ସରସାଇଜ୍ , ଏଥିରେ ଅଣ୍ଟାର ହାଡ ଷ୍ଟ୍ରେଚ୍ ହୋଇକରି ମଜବୁତ୍ ହୋଇଥାଏ, ଯାହାଦ୍ୱାରା ଶରୀର ମଜବୁତ୍ ହୋଇଥାଏ, ଓ ହାଇଟ୍ ଲମ୍ବା ଦେଖାଯାଏ ।