January 22, 2025

Odia Express

Here, There and Everywhere

୨୭ ଅକ୍ଟୋବରରୁ ଆଗାମୀ ଦେଢ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କୁ ମିଳିବ ଅପାର ଧନ, ଆପଣଙ୍କ ରାଶି ନାହିଁ ତ ସାମିଲ୍ ?

1 min read

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆମର ଜୀବନରେ ରାଶି ଏବଂ ସେଥିରେ ପଡୁଥିବା ପ୍ରଭାବ ବହୁତ ମହତ୍ତ୍ୱ ହୋଇଥାଏ , ସମସ୍ତେ ନିଜ ଜୀବନରେ ସୁଖ ଶାନ୍ତି ଓ ଧନର ଅପାର ଭଣ୍ତାର ଚାହିଁଥାଏ । କିନ୍ତୁ ଗ୍ରହର ଦଶା ଓ ରାଶିର ଦିଗ ବଦଳିବା କାରଣରୁ କେବେ କେବେ ଯେଉଁ ସୁଖ ଓ ଶାନ୍ତି ଲୋକଙ୍କୁ ମିଳିବା ଦରକାର ତାକୁ ମିଳିପାରିବ ନାହିଁ , ଏଥିପାଇଁ ଜ୍ୟୋତିଷ୍ୟଶାସ୍ତ୍ର ଏହା ଉପଦେଶ ଦିଅନ୍ତି କି ଲୋକଙ୍କ ନିଜ ଗ୍ରହ ଦଶାକୁ ସୁଧାରିବାପାଇଁ ସମୟ ସମୟରେ ପ୍ରୟାସ କରିବା ଉଚିତ୍ , କିନ୍ତୁ ଏହିଥର କିଛି କରିବାର ଦରକାର ନାହିଁ , କାରଣ ଲକ୍ଷ୍ମୀ ନିଜ ଚାଲିକରି ଘରକୁ ଆସିବେ । ଆଜିକାଲି ବହୁତ ଲୋକ ଅଛନ୍ତି ଯିଏ ଗ୍ରହ ନକ୍ଷତ୍ରଙ୍କ ଉପରେ ବିଶ୍ୱାସ ରଖନ୍ତି ନାହିଁ,  କିନ୍ତୁ ତାଙ୍କୁ ଏହା ନିଶ୍ଚିତ ଜାଣିବା ଦରକାର , ରାଶି ଓ ଗ୍ରହ ନକ୍ଷତ୍ର ମଣିଷର ଜୀବନରେ ବହୁତ ଗୁରୁତ୍ୱ ହୋଇଥାଏ

ସେ ଏହି କଥାକୁ ନିଶ୍ଚିତ ମାନିନେବା ଉଚିତ୍ , ଜ୍ୟୋତିଷ୍ୟଶାସ୍ତ୍ରରେ ଏହା କୁହାଯାଇଛି କି ଗ୍ରହର ଦଶା ବଦଳିବା ସହ ରାଶିର ଦଶା ବଦଳିଥାଏ , ଓ ଏହାର ମଣିଷ ଜୀବନରେ ବହୁତ୍ ଗଭୀର ପ୍ରଭାବ ପକାଇଥାଏ । ଏମିତି କିଛି ପ୍ରଭାବ ୨୭ ଅକ୍ଟୋବରରୁ ନେଇକରି ଆସୁଥିବା ଅଢେଇ ବର୍ଷ ପର୍ଯ୍ୟନ୍ତ କିଛି ରାଶିର ଜୀବନରେ ହେଉଥିବା କିଛି ପରିବର୍ତ୍ତନ ହେବ , ତେବେ ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡୀକ ।

ମେଷ ରାଶି- ଏହି ଥର ଯେଉଁ ପ୍ରକାରର ଗ୍ରହ ଓ ରାଶିର ପରିବର୍ତ୍ତନ ହେବାକୁ ଯାଉଛି , ତାହାର ଫଳସ୍ୱରୁପ ମେଷ ରାଶିର ବାଲାଙ୍କ ଉପରେ ଖାସ୍ ପ୍ରଭାବ ପକାଇବ , ଆପଣଙ୍କୁ କହିଦେବୁ କି ଶନିଦେବଙ୍କ ଅପାର ମହିମା ତାଙ୍କ ଜୀବନରେ ଅନେକ ଖୁସି ନେଇକରିଆସିବ , ଧନର ପ୍ରାପ୍ତି ହେବାର ଅଛି , ଯେଉଁ ଲୋକ ବିଜନେସ୍ ରେ ନିବେଶ କରିବାକୁ ଚାହୁଁଛନ୍ତି , ତାଙ୍କ ପାଇଁ ସବୁଠାରୁ ଅନୁକୁଳ ସମୟ ହେବ , ଓ ପଇସାର ମାମଲାରେ ସେ କେଉଁ ବି ପ୍ରକାରର ଅସୁବିଧା ହେବ ନାହିଁ । ମେଷ ରାଶିର ପାଇଁ ସବୁଠାରୁ ଅଧିକା ଅନୁକୁଳ ହେବ ସେ ଏହି ସମୟରେ ଶନିଦେବଙ୍କ ପୁଜା ଅର୍ଚ୍ଚନା କରନ୍ତୁ ।

ମିଥୁନ ରାଶି- ଗ୍ରହ ନକ୍ଷତ୍ରରେ ହେଉଥିବା ଏହି ପରିବର୍ତ୍ତନ ପ୍ରତିକୁଳ ପ୍ରଭାବ ମିଥୁନ ରାଶିର ଉପରେ ପଡିବାକୁ ଯାଉଛି, ଏହି ରାଶିର ଜୀବନରେ ବହୁତଖୁସି ଓ ଧନର ପ୍ରବେଶ ହେବାକୁ ଯାଉଛି, ସେମିତି ଯାହାଙ୍କର ନୁଆ ନୁଆ ବିବାହ ହେଉଛି, ତାଙ୍କ ଜୀବନରେ ପ୍ରେମ ବଢିବ , ଓ ବିବାହିତ ଜୀବନରେ କେବଳ ଖୁସି ଓ ସୁଖ ସମୃଦ୍ଧି ପ୍ରବେଶ କରିବ, ଏହି ରାଶିର ଲୋକଙ୍କ ଭାଗ୍ୟ ଅକ୍ଟୋବର ଶେଷ ସପ୍ତାହରେ ପରିବର୍ତ୍ତନ ହେବାକୁ ଅଛି,  ତେବେ ଏହି ପରିବର୍ତ୍ତନ କୁ ସ୍ୱାଗତ କରିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।

କର୍କଟ ରାଶି- ଶନିଦେବଙ୍କ ଏହି ଅନାୟାସ ରୁ ହିଁ ଭଲ ପରିବର୍ତ୍ତନର ଫଳ କର୍କଟ ରାଶିର ଲୋକଙ୍କୁ ମିଳିବାକୁ ଯାଉଛି, ଏହି ରାଶିର ଲୋକଙ୍କ ପାଇଁ ବହୁତ ସାରା ଶୁଭେଚ୍ଛା ନେଇକରି ଆସୁଛି , କର୍କଟ ରାଶିରେ ଚାଲୁଥିବା ଆର୍ଥିକ ଅସୁବିଧା ପୁର୍ଣ୍ଣ ରୁପରେ ଅନ୍ତ ହେବାକୁ ଯାଊଛି, ଯାହାର କାରଣରୁ ବହୁତ ସାରା ଖୁସି ମିଳିବ , ଏହି ରାଶିର ଲୋକଙ୍କ ସବୁ ଅଟକିଥିବା କାମ ଏକା ସାଙ୍ଗରେ ପୁରା ହେବାର ସମୟ ଆସିଯାଈଛି , ଏହା ଥିଲା ସେହି ତିନି ରାଶି ଯାହା ଉପରେ ଶନିଦେବଙ୍କ ବହୁତ ମେହେରବାନ ରହିବ, ଓ ଏହି କାରଣରୁ ତାଙ୍କୁ ସବୁ ପ୍ରକାରର ସୁଖ ଶାନ୍ତି ଜୀବନରେ ଲାଭ ମିଳିବାର ଅଛି ତେବେ ଯଦି ଆପଣଙ୍କ ବି ଏହି ରାଶି ଅଛି ତେବେ ଜୀବନରେ ଆସୁଥିବା ଏହି ପରିବର୍ତ୍ତନକୁ ସ୍ୱାଗତ କରନ୍ତୁ

Leave a Reply

Your email address will not be published. Required fields are marked *