January 22, 2025

Odia Express

Here, There and Everywhere

ନିଜ ନେଲପୋଲିସ୍ ରେ ପକାନ୍ତୁ ରସୁଣର ପାଖୁଡା, ଓ ଲଗାଇ ଦେଖନ୍ତୁ କମାଲ୍, ଥରେ ଆପଣାଇ ଦେଖିଲେ ଆପଣ ଲାଭ ଜାଣିବେ..

1 min read

ଆପଣମାନେ ଭାବୁଥିବେ କି ନେଲପଲିସ୍ ରେ ରସୁଣ ପକାଇ ଲଗାଏ କିଏ ? କିନ୍ତୁ ବିଶ୍ୱାସ କରନ୍ତୁ ଆଜି ଆମେ ଆପଣଙ୍କୁ ନେଲପଲିସ୍ ରେ ରସୁଣ ପକାଇ ଏକ ଏମିତି ଫାଇଦା ବିଷୟରେ କହିବୁ ଯାହା ଜାଣିବାପରେ ଆପଣ ନିଶ୍ଚିତ ଭାବେ ଏହି ଉପାୟକୁ କରିବାକୁ ଚାହିଁବେ , ନେଲପଲିସ୍ ରେ ଯଦି ଆପଣ ରସୁଣର ପାଖୁଡା ପକାନ୍ତି ତେବେ ଆପଣଙ୍କ ନଖଗୁଡିକ ହେଲଦି ଓ ସୁନ୍ଦର ଦେଖାଯିବ, ଆଜି ଆମେ ଆପଣଙ୍କ ନଖର ସୁନ୍ଦରତା ବନାଇବାର ସ୍ପେଶାଲ୍ ଟ୍ରିକ୍ ଓ ଟିପ୍ସ ଦେବାକୁ ଯାଉଛୁ, ଯାହାକୁ ଜାଣିଲା ପରେ ଆପଣ ନିଜ ନଖକୁ ସୁନ୍ଦର ବନାଇପାରିବେ , ତେବେ ଆସନ୍ତୁ ଜାଣିବା ତାହା କେଉଁ ତରିକା ଅଛି, ଯାହାକୁ ଆପଣାଇବାପରେ ଆପଣ ନିଜ ନଖକୁ ସୁନ୍ଦର କରିପାରିବେ । ଆପଣଙ୍କୁ କହିଦେବୁ କି ଯଦି ଆପଣ କେବେ ଡେମିସିୟନ୍ ମହିଳାଙ୍କ ନଖ ଉପରେ ନଜର ପକାଇଥିବେ ତେବେ ଜାଣିବେ କି ଡେମିସିଅନ୍ ମହିଳାଙ୍କ ନଖ ବହୁତ ହିଁ ସୁନ୍ଦର ଓ ସୁସ୍ଥ୍ୟ ନଜର ଆସେ , ତାଙ୍କ ନଖରେ କୌଣସି ପ୍ରକାରର ହଳଦିଆ କିମ୍ବା ଫଙ୍ଗସ୍ ଦେଖାଯାଏ ନାହିଁ

ଆଜି ଆମେ ସେଇ ନଖର ବ୍ୟୁଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଆମେ ଆଜି ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା କରିଲେ ଆପଣଙ୍କୁ ଭବିଷ୍ୟତରେ ନଖ ସଂପ୍ରସାରଣ କରିବାକୁ ପଡିବନାହିଁ । କହିଦେବୁ କି ରସୁଣରେ ଆଣ୍ଟିଏକ୍ସିଡେଣ୍ଟ ହେବା ସହ ଆଣ୍ଟିସେପଟିକ୍ ଗୁଣ ବି ହୋଇଥାଏ , ଯାହା ଶରୀରରେ କିଟାଣୁ ଓ ବ୍ୟାକ୍ଟେରିଆ ଦୁର କରିବାରେ ସହାୟକ ହୋଇଥାଏ , ଏହି ପ୍ରକାରର ନଖ ଲଗାଇଲେ ବ୍ୟାକ୍ଟେରିଆଓ ଫଙ୍ଗସ୍ ଆସିବାରେ ରସୁଣ ତାହାକୁ ମୁଳପୋଛ କରିଦିଏ । ବହୁତ ମହିଳା ଅଛନ୍ତି ଯେଉଁମାନେ ବଡ ବଡ ନଖ ବନାଇ ତ ନିଅନ୍ତି କିନ୍ତୁ ତାହାର ଯତ୍ନ କିପରି ନେବେ ତାହା ଜାଣନ୍ତି ନାହିଁ , ନଖରେ ଫଙ୍ଗସ୍ ଲାଗିପାରେ ଏହି କଥାରେ ବହୁତ ଲୋକ ଅଜଣା ଅଛନ୍ତି, ହଁ ଆଜ୍ଞା, ବ୍ୟାକ୍ଟେରିଆଓ ଫଙ୍ଗସ୍ ପ୍ରହାରରେ ଆପଣଙ୍କ ନଖ ଉପରେ ବି ହୋଇପାରେ

ଯଦି ଆପଣ ସେହି ଲୋକଙ୍କ ମଧ୍ୟରୁ ଅଟନ୍ତି , ଯାହାଙ୍କୁ ଲାଗିଥାଏ କି ନଖରେ କେଉଁ ପ୍ରକାରର ଫଙ୍ଗସ୍ ଲାଗିଥା,ଏ ତେବେ କହିଦେବୁ କି ଯଦି ଆପଣଙ୍କ ନଖ ଜଲଦି ଭାଙ୍ଗିଯାଉଛି, କିମ୍ବା ଲମ୍ବା ହୋଇପାରୁନାହିଁ , ତେବେ ଏହାର କାରଣ ନଖରେ ଲାଗୁଥିବା ଫଙ୍ଗସ୍ ଓ ବ୍ୟାକ୍ଟେରିଆ କାରଣରୁ ହୋଇଥାଏ, ଫଙ୍ଗସ୍ ଓ ବ୍ୟାକ୍ଟେରିଆ ଏତେ ଶକ୍ତିଶାଳୀ ହୋଇଥାନ୍ତି କି ହାତ ଲକ୍ଷାଧିକ ଥର ଧୋଇଲାପରେ ବି ନଖ ମଧ୍ୟରେ ରହିଯାଆନ୍ତି, ଓ ସେମାନେ ଚାହିଁଲେ ବି ବାହାରକୁ ବାହାରିପାରନ୍ତି ନାହିଁ ।

ରସୁଣର ବ୍ୟବହାର ନେଲପୋଲିସ୍ ରେ କରିବାପାଇଁ ଆପଣଙ୍କୁ ସବୁଠାରୁ ପ୍ରଥମେ ରସୁଣକୁ କିଛି ପାଖୁଡା ନେଇକରି ତାହାର ଚୋପା ଛଡାଇ ତାକୁ ଚପ୍ କରିବେ , ଏହାପରେ ରସୁଣକୁ ବେସ୍ କୋଟ୍ ମାନେ ଟ୍ରାନ୍ସପରେଣ୍ଟ ନେଲ୍ ପୋଲିସ୍ ଶିଶିରେ ପକାଇ ତାହାକୁ ଟାଇଟ୍ ରେ ବନ୍ଦ କରିଦେବେ, ରସୁଣକୁ ଭଲ ଭଲ ଖଣ୍ତ ସେହି ନେଲ୍ ପେଣ୍ଟରେ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ବେସ୍ କୋଟ୍ ରେ ଲାଗୁଥିବ,  ଏହାପରେ ଶିଶିକୁ କେଉଁଅନ୍ଧାର ଜାଗାରେ ରଖିଦିଅନ୍ତୁ, ୬-୭ ଦିନ ପରେ ସେହି ଶିଶିକୁ ସେଠାରେ ରହିବାକୁ ଦିଅନ୍ତୁ, ଏହାପରେ ବାହାରକୁ ବାହାର କରନ୍ତୁ, ଏବେ ଆପଣଙ୍କ ନେଲପୋଲିସ୍ ପେଣ୍ଟ ଲଗାଇବାପାଇଁ ପ୍ରସ୍ତୁତି ହୋଇସାରିଛି

ଏହା କେଉଁ ପସନ୍ଦର ନେଲ୍ ପୋଲିସ୍ ଲଗାଇବାପରେ ଏହି ବେସ୍ କୋଟ୍ କୁ ଏକ କିମ୍ବା ଦୁଇ କୋଟ୍ ନେଲପୋଲିସ୍ ଉପରେ ଲଗାଇଦିଅନ୍ତୁ, ବିଶ୍ୱାସ କରିବେ ଆପଣଙ୍କ ନଖ ବହୁତ ସୁସ୍ଥ୍ୟ ଓ ଚିକଣିଆ ଖୁବ୍ ଅଳ୍ପ ଦିନରେ ନଜର ଆସିବ , ଯଦି ଆପଣ ଭାବୁଛନ୍ତି କି ବେସ୍ କୋଟ୍ ଲଗାଇକରି ଏହାର ବାସ୍ନା ଯଦି ନଖରେ ଆସିଯିବ , ତେବେ ଏମିତି ହେବ ନାହୀଁ , କାରଣ କିଛି ସେକେଣ୍ତରେ ଏହି ସ୍ମେଲ୍ ବେସ୍ କୋଟ ରେ ସ୍ପ୍ରିଟ୍ ହୋ ସ୍ମେଲ୍ ଗାୟବ ହୋଇଯିବ,  ଏହି ମିଶ୍ରଣକୁ ଉପଯୋଗ କରିବାପୁର୍ବରୁ ଏହି କଥାର ଧ୍ୟାନ ରଖିବେ କି ଯେବେ ଏହା ଅନ୍ଧାର ଜାଗାରେ ରଖିବେ ତେବେ ସେହି ମଧ୍ୟରେ ସେକ୍ କରିବା ଭୁଲିବେ ନାହିଁ, ନେଲ୍ କୋର୍ଟ ନହେଲେ ରସୁଣର ତତ୍ତ୍ୱକୁ ଭଲ ଭାବରେ ମିଶାଇପାରିବ ନାହିଁ

Leave a Reply

Your email address will not be published. Required fields are marked *