ଭାରତ ଦେଶରେ ଏହି ଖତରନାକ୍ ରାଜ୍ୟରେ ଅଜଣା ସତ୍ୟତା ଜାଣିଲେ ଆପଣ ବି ଚକିତ ହୋଇଯିବେ
1 min read
ସେମିତି ଆମେ ସମସ୍ତେ ଭାରତ ବିଷୟରେ ଜାଣିଛେ , ଭାରତରେ ବହୁତ ରାଜ୍ୟର ଲୋକ ରହନ୍ତି , ସମସ୍ତଙ୍କ ଭାଷା ଓ ରହିବା ଚଳିବା କିଛି କିଛି ପରିବର୍ତ୍ତନ ହୋଇଥାଏ । କିନ୍ତୁ ଜଣେ ଅନ୍ୟଙ୍କ ସହ ପ୍ରେମରେ ରୁହନ୍ତି , ସେମିତି ଏହି ଲୋକଙ୍କର ରାଜ୍ୟ ଓ ଭାଷାଗୁଡିକ ଅଲଗା ଅଲଗା ହେବାରୁ ଅଲଗା ଅଲଗା ତରିକାରେ ରହନ୍ତି, କିନ୍ତୁ ଯେବେ ଦେଶର ସମ୍ମାନ କଥା ଆସେ ତେବେ ସମସ୍ତେ ଏକା ହୋଇଯାଆନ୍ତି , ଯାହା ଆମର ଦେଶପ୍ରେମ ଦର୍ଶାଇଥାଏ । କିନ୍ତୁ ଆଜି ଆମେ ଭାରତର ଏମିତି ଏକ ରାଜ୍ୟ ବିଷୟରେ କହିବାକୁ ଯାଉଛୁ ଯାହାର ବିଷୟରେ ଆପଣ କେବେ କଳ୍ପନା କରିନଥିବେ , ଭାରତ ପରି ଲୋକତାନ୍ତ୍ରିକ ଦେଶରେ କିଏ ଖତରନାକ୍ ଏମିତି ବି ହୋଇପାରେ , କହିଦେବୁ କି ଏହା ବିଲକୁଲ୍ ସତ ଅଟେ, ଆମେ କଥା ହେଉଛୁ ନାଗାଲାଣ୍ତର କିଛି ଖତରନାକ୍ ତଥ୍ୟ, ଯାହାକୁ ଜାଣିକରି ଆପଣଙ୍କ ରୋମ ଟାଙ୍କୁରି ଉଠିବ ।
କହିଦେବୁ କି ନାଗାଲାଣ୍ତ ଭାରତରସବୁ ଠାରୁ ଛୋଟ ରାଜ୍ୟରେ ଆସେ, ନାଗାଲ୍ୟାଣ୍ତ ରାଜ୍ୟ ଭାରତର ଉତ୍ତର ପୁର୍ବ ଭାଗରେ ଅଛି, ଏହି ସୀମାରେ ପଶ୍ଚିମ ଓ ଉତ୍ତରରେ ଆସାମ୍ ପୁର୍ବରେ ମିଆଁମାର୍ ଯାହାର୍ ପୁର୍ବ ନାଁ ବର୍ମା ଥିଲା, ଉତ୍ତରରେ ଅରୁଣାଚଲ ପ୍ରଦେଶ ଓ ଦକ୍ଷିଣରେ ମଣୀପୁର୍ ସ୍ଥିତ ଅଛି , ନାଗାଲ୍ୟାଣ୍ତ ରାଜଧାନୀ କୋହିମା ସହରରେ ଏମିତି ଜାଗା ଅଛି ଯାହା ସମୃଦ୍ଧ ଇତିହାସ ଜାଣିବାର ଦେଖିବା ଲାୟକ ଅଟେ, ଆପଣଙ୍କୁ କହିଦେବୁ କି ନାଗାଲାଣ୍ତରେ କେହି ବି ବ୍ୟକ୍ତି ଗୋଟିଏ ଭାଷାରେ କଥା ହୁଅନ୍ତି ନାହିଁ , ଓ ସେଠାରେ ଲୋକ କିଛି ଖାଇବାକୁ ପାଇଲେ ସେ କୁକୁର ମାଂସ ବି ଖାଇଦିଅନ୍ତି ।
ନାଗାଲାଣ୍ତ ଭାରତରେ ପୁର୍ବରେ ଅଛି ଯେଉଁଠି ସମୁଦାୟ ଜନସଂଖ୍ୟା ୧୯ ଲକ୍ଷରେ ଅଛି, ଭାରତରେ କିଛି ଲୋକ ଏମିତି ମାନନ୍ତି ନାଗାଲାଣ୍ତ ଏକ ପଛୁଆ ରାଜ୍ୟ ଅଟେ, କିନ୍ତୁ ତାଙ୍କୁ ଜଣାନାହିଁ କି ଏହି ରାଜ୍ୟରେ ଶିକ୍ଷାର ସ୍ତର ବହୁତ ଅଧିକା ଅଛି ଓ ଏଠାରେ ଶିକ୍ଷିତ ଲୋକଙ୍କ ମାତ୍ରା ୮୦-୮୫ ପ୍ରତିଶତ ଅଛି, ଏହି ରାଜ୍ୟର ବହୁତ ଖତରନାକ୍ ରହସ୍ୟ ଅଛି