October 1, 2024

Odia Express

Here, There and Everywhere

ଗାଧୋଇବା ପରେ ତୁରନ୍ତ କରିଦିଅନ୍ତୁ ଏହି ୩ ଟି କାମ, ଜୀବନର ସବୁ ଅସୁବିଧା ଚୁଟକି ବଜାଇଲେ ଶେଷ ହୋଇଯିବ..

1 min read

ବନ୍ଧୁଗଣ, ଆମକୁ ଗାଧୋଇବାକୁ ବହୁତ ଭଲ ଲାଗେ,  ଖାସ୍ କରି ଖରାଦିନରେ ଦୁଇଥର ଗାଧୋଇବାର ମଜା ଅଲଗା ଥାଏ , ଗାଧୋଇବାପରେ ଆମେ ନିଜକୁ ଫ୍ରେସ୍ ଫିଲ୍ କରିଥାଉ , ଏହା ଦ୍ୱାରା ଆମର ଦିମାଗ ଓ ଶରୀର ଦୁହେଁ ସତେଜ ହୋଇଯାଏ , ଗାଧୋଇବା ଦ୍ୱାରା ଶରୀରରୁ ମଇଳା ଓ ଦୁର୍ଗନ୍ଧ ଦୁର ହୋଇଯାଏ , ଏଥିପାଇଁ କୁହାଯାଏ କି ସବୁଦିନ ଗାଧୋଇବାପାଇଁ , କିନ୍ତୁ କଣ ଆପଣ ଜାଣିଛନ୍ତି ଗାଧୋଇବାପରେ ମଣିଷ ମଧ୍ୟରେ ଅଧିକା ମାତ୍ରାରେ ପଜେଟିଭ୍ ଏନର୍ଜୀ ରହିଥାଏ , ଏମିତିରେ ପଜେଟିଭ୍ ଏନର୍ଜୀ ସଠିକ୍ ଉପଯୋଗ ବହୁତ କମ୍ ଲୋକ କରନ୍ତି, ଏହି ଲୋକ ଗାଧୋଇବାପରେ କିଛି ଜରୁରୀ କାମ କରିବା ପରିବର୍ତ୍ତେ ସେମାନେ ଫାଲତୁ କାମ କରିବାକୁ ଲାଗନ୍ତି , ଓ ଏହି ପଜେଟିଭ୍ ଏନର୍ଜୀକୁ ବର୍ବାଦ କରିଦିଅନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ୩ ଟି ଏମିତି କାମ କହିବୁ ଯାହା ସବୁ ବ୍ୟକ୍ତି ଗାଧୋଇବାପରେ କରିଥାଏ , ଯଦି ଆପଣ ସବୁଦିନ ଗାଧୋଇବାପରେ ଏହି ତିନୋଟି କାମ କରନ୍ତି ତେବେ ନା କେବଳ ଆପଣଙ୍କ ଅସୁବିଧାଗୁଡିକ ଦୁର ହେବ , ବରଂ ଆପଣଙ୍କ କାମରେ ଫୋକସ୍ ବଢିବ , ଓ ଅଧିକା କାମ କରିବେ ।

ଗାଧୋଇବାପରେ କରନ୍ତୁ ଏହି ତିନୋଟି କାମ :-

୧) ଭଗବାନଙ୍କ ପୁଜା- ଗାଧୋଇବାର ତୁରନ୍ତ ପରେ ପ୍ରଥମ କାମ ଭଗବାନଙ୍କ ପୁଜା କରିବା ଉଚିତ୍ , ଗାଧୋଇବାପରେ ଆପଣଙ୍କ ମାଇଣ୍ତ୍ ଅଧିକା କ୍ଲିୟର୍ ହୋଇଥାଏ , ଯାହା ଆପଣଙ୍କ ମଧ୍ୟରେ ସକରାତ୍ମକ ଉର୍ଜା ଅଧିକା ରହିଥାଏ , ଏମିତିରେ ଯେବେ ଆପଣ ସିଧା ଘରେ ଯାଇକରି ଭଗବାନଙ୍କ ପୁଜା ଅର୍ଚ୍ଚନା କରନ୍ତି ତେବେ ଭଗବାନଙ୍କ ସହ ସଂମ୍ପର୍କ ହେବାର ଚ୍ୟାନ୍ସ ଅଧିକା ହୋଇଯାଏ , ଭଗବାନ ସକରାତ୍ମକ ଉର୍ଜା ଦେଉଥିବା ଭକ୍ତଙ୍କ ଆଡକୁ ବେଶୀ ଆକର୍ଷିତ ହୁଅନ୍ତି , ଏହି କାରଣରୁ ଶାସ୍ତ୍ରରେ ସ୍ନାନ ପରେ ଭଗବାନଙ୍କ ପୁଜା ଅର୍ଚ୍ଚନା କରିବାର ବିଷୟରେ କୁହାଯାଇଛି , ଗାଧୋଇବାପରେ ଯଦି ଆପଣ କିଛି ଅଲଗା କାମ କରୁଛନ୍ତି ତେବେ ଆପଣଙ୍କ ସକରାତ୍ମକ ଉର୍ଜା ନଷ୍ଟ ହୋଇଯାଏ , ଏଥିପାଇଁ ଗାଧୋଇବାପରେ ସବୁଠାରୁ ପ୍ରଥମ କାମ ଭଗବାନଙ୍କ ପୁଜା ଅର୍ଚ୍ଚନା ହିଁ କରନ୍ତୁ ।

୨) ତୁଳସୀ ମାଙ୍କ ନିକଟରେ ପାଣି ଅର୍ପଣ କରିବା- ତୁଳସୀ ମାଙ୍କୁ ଜଳ ଚଢାଇବା ଆମ ହିନ୍ଦୁ ଶାସ୍ତ୍ରରେ ବହୁତ ପବିତ୍ର ମାନାଯାଇଛି , ତୁଳସୀ ମାଙ୍କୁ ହିନ୍ଦୁ ଧର୍ମରେ ମା ବୋଲି ଆଖ୍ୟା ମିଳିଛି, ଏହି ମାଙ୍କ ପାଖରେ ସକରାତ୍ମକ ଭାବନା ନେଇକରି ଯିବା ଉଚିତ୍ ହେବ , ଯଦି ଆପଣ ଚିନ୍ତିତ ମାଇଣ୍ତରେ ନେଇକରି ତୁଳସି ମାଙ୍କ ପାଖକୁ ଜଳ ଅର୍ପଣ କରିବେ ତେବେ ପୁରା ଲାଭ ମିଳିବ ନାହିଁ , ତାହା ସହ ଯେବେ ବି ଆପଣ ତୁଳସୀମାଙ୍କୁ ଜଳ ଅର୍ପଣ କରିବେ ତେବେ ହାତଯୋଡି ପ୍ରସାଦ ହିସାବରେ ତୁଳସୀର ଏକ ପତ୍ର ଦେବେ , ଓ ତାହା ମଧ୍ୟରୁ ଗୋଟେ ଖାଇନେବେ , ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ସକରାତ୍ମକ ଉର୍ଜା ଅଧିକା ସମୟ ଯାଏଁ ଶରୀରରେ ରହିବ , ଓ ଆପଣଙ୍କ ଦିନ ପୁରା ଭଲରେ ଯିବ ।

୩) ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରିବା- ସକାଳୁ ସକାଳୁ ସୂର୍ଯୋଦୟ ସମୟରେ ସୁର୍ଯ୍ୟଙ୍କ କିରଣ ଆମ ପାଇଁ ବହୁତ୍ ଲାଭଦାୟକ ହୋଇଥାଏ , ସେଥିପାଇଁ ଯେବେ ଆପଣ ସ୍ନାନ କରି ସକରାତ୍ମକ ଉର୍ଜା ସହ ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ତେବେ ଏହାର କିରଣ ଆପଣଙ୍କ ସକରାତ୍ମକ ଉର୍ଜାକୁ ବୁଷ୍ଟ୍ କରିଦିଏ , ଅର୍ଥାତ୍ ଆପଣଙ୍କ ପଜେଟିଭ୍ ଏନର୍ଜୀ ଡବଲ୍ ହୋଇଯାଏ , ଯଦି ଆପଣଙ୍କୁ ଆମରଏହି କଥାରେ ବିଶ୍ୱାସ ହେଉନାହିଁ ତେବେ ଆପଣ୍ ଗାଧୋଇବାପରେ ସୁର୍ଯ୍ୟଙ୍କୁ ଜଳ ଚଢାଇକରି ଦେଖନ୍ତୁ , ଆପଣ ନିଜକୁ ଫ୍ରେସ୍ ଫିଲ୍ କରିବେ ,

ଏହି ତିନୋଟି କାମ କଲେ ମୁଡ୍ ଭଲ ହୋଇଯିବ , ଘରେ କେଉଁ ପ୍ରକାରର କଳହ ହେବ ନାହିଁ , କାମରେ ମନ ଲାଗିବ , ଓ ଆପଣଙ୍କ ଦିନ ଆରାମ ସେ କଟିବ ।

Leave a Reply

Your email address will not be published. Required fields are marked *