December 26, 2024

Odia Express

Here, There and Everywhere

ବୁଧ ଗ୍ରହର ହେଉଛି ରାଶି ପରିବର୍ତ୍ତନ ୯ ରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିର ହେବ ଭାରି ଧନ ଲାଭ, ହୋଇଯିବେ ମାଲାମାଲ୍

1 min read

ଆମର ପ୍ରାଚୀନ ଜ୍ୟୋତିଷ୍ୟ ଅନୁସାରେ ମଣ୍ତଳରେ ପ୍ରାୟ ୧୨ ଟି ଗ୍ରହ ଅଛନ୍ତି , ସବୁ ଗ୍ରହ ମଧ୍ୟରେ ବୁଧ ଙ୍କୁ ଯୁବରାଜ ଉପାଧିରେ ସୁଶୋଭିତ କରାଯାଈଛି । ବୁଧଗ୍ରହକୁ ବୁଦ୍ଧିର କାରକ ବୋଲି କୁହାଯାଏ , ସୁର୍ଯ୍ୟ ସବୁଠାରୁ ପାଖାପାଖି ଗ୍ରହ ଅଟନ୍ତି , ବୁଧ ଯଦି ଆପଣଙ୍କ କୁଣ୍ତଳୀରେ ବଳବାନ ହୋଇଯିବେ , ତେବେ ଆପଣଙ୍କ ବୁଦ୍ଧି, ବାକଚାର୍ତୁଯ୍ୟ , ସ୍ୱମତା ଓ ବୁଝିବାର ଶକ୍ତି ଆଦି ଗୁଣରେ ପରିପୁର୍ଣ୍ଣ ରହିବେ , ବୁଧ ଶୁଭ ରହିଲେ ଆପଣ ନିଜ କଥାର ଦ୍ୱାରା ସାମ୍ନା ବାଲାର କଥାକୁ ମନାଇପାରିବେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ସବୁବେଳେ ନିଜ ଚାଲି ବଦଳାଇଥାଏ, ଓ ଏହି ଚାଲି ବଦଳାଇବା କାରଣରୁ ଆସୁଥିବା ଦିନରେ ଏହାର ପ୍ରଭାବ କିଛି ରାଶି ଉପରେ ପଡୀବାର ଅଛି , ଜ୍ୟୋତିଷ୍ୟବିଦ୍ୟାନଙ୍କ କଥାରୁ ଜଣାଯାଏ କି ବୁଧ ରାଶିର ପରିବର୍ତ୍ତନ ହେବାର ଅଛି,  ବୁଧ ଗ୍ରହ ୯ ଅକ୍ଟୋବର ରୁ ମୀନ ରାଶିରୁ ମେଷ ରାଶିରେ ଆସିବ , ଓ ୨୭ ଅକ୍ଟୋବର ପର୍ଯ୍ୟନ୍ତ ଏହି ରାଶିରେ ରହିବ , ଏହାର ଶୁଭ ଓ ଅଶୁଭ ପ୍ରଭାବ ସବୁ ରାଶି ଉପରେ ପଡିବ , ବୁଧ ଏହି ରାଶିର ପରିବର୍ତ୍ତନ ହେବା କାରଣରୁ କିଛି ରାଶିର ବିଶେଷ ଜାତକରେ ଧନ ଲାଭ ହେବ , ତେବେ କିଛି ରାଶିରେ ଏହାର ହାନି ଦେଖାଦେଇପାରେ,  ଆସନ୍ତୁ ଜାଣିବା ଏହି ବୁଧ ଗ୍ରହର ରାଶିର ପରିବର୍ତ୍ତନ କିପରି ୧୨ ଟି ରାଶିଗୁଡିକ ଉପରେ ପ୍ରଭାବ ପକାଉଛି ।

୧)ମେଷ ରାଶି : ଏହି ରାଶିପାଈଁ ଏହା ଶୁଭଫଳଦାୟୀ ହେବ , ଫାଲତୁ ଖର୍ଚ୍ଚ କମ୍ ହେବ , ଆପଣ ଜବ୍ କିମ୍ବା ବିଜନେସ୍ ସହ ଯୋଡି ହୋଇଥିବା ଫଇସଲା ନେଇପାରିବେ , ଯାହାର ଫାଇଦା ଆପଣଙ୍କୁ ମିଳିବ , ଧନ ଲାଭ ହେବ ।

୨) ବୃଷ ରାଶି : ଏହି ରାଶି ଲୋକଙ୍କ ପାଇଁ ବୁଧ ଗ୍ରହର ରାଶି ବଦଳାଇବା ଫଳଦାୟୀ ରହିବ , ଏହା ଆପଣଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ହେବ , କାରଣ ଫାଲତୁ ଖର୍ଚ୍ଚ ବଢାଇପାଏ, ସେମିତି ନ ଚାହିଁକି ବି ଆପଣ କାହାକୁ ପଇସା ଉଧାର ଦେଇପାରନ୍ତି , ଆପଣଙ୍କୁ ଯାତ୍ରା କରିବାର ଯୋଗ ରହୁଛି, ଲଭ୍ ଲାଇଫ୍ ରେ ଭଲ ସମୟ ଅତିବାହିତ ହେବ ।

୩) ମିଥୁନ ରାଶି- ମିଥୁନ ରାଶିର ଭାଗ୍ୟ ସାଥିରେ ଅଛି, ଓ ଏଥିରେ ଆୟର ବୃଦ୍ଧି ହେବ , କ୍ୟାରିୟରରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ , ନିଜ କ୍ୟାରିୟରରେ ସଠିକ୍ ଦିଗରେ ନେଇଯିବାପାଇଁ ଆପଣଙ୍କ ମନରେ ଭଲ ବିଚାର ଆସିବ ।

୪) କର୍କଟ ରାଶି – ଏହି ରାଶିର ଲୋକଙ୍କୁ ବହୁତ ଲାଭକାରୀ ହେବ , ଜବ୍ ଓ ବିଜନେସ୍ ରେ ଫାଇଦାଦାୟକ ଫଇସଲା ନେବେ , ଏହି ସମୟରେ ବିଜନେସ୍ ରେ ଯାହା ପଇସା ନିବେଶ କରିବେ ତାହା ଫାଇଦା ଦେବ , ଆପଣଙ୍କ ସମୟ ଭଲରେ କଟୀବ ,ଚାକିରି ପେଶା ଲୋକଙ୍କୁ ସମୟ୍ ଭଲ କଟିବାର ଅଛି ।

୫) ସିଂହ ରାଶି- ଏହି ରାଶିକୁ ଏହି ପରିବର୍ତ୍ତନ ସକାଶେ ଧନ ଲାଭ ହେବ , ଓ ଜୀବନରେ ଆୟର ସ୍ରୋତ ମିଳିବ , ତାହା ସହ ଉଚ୍ଚ ଅଧିକାରୀଙ୍କର ସହଯୋଗ ମିଳିବ , ସେମିତି ସମାଜରେ ଆପଣଙ୍କୁ ଉଚିତ୍ ମାନସମ୍ମାନ ମିଳିବ , ଆପଣଙ୍କ ଅଟକିଥିବା ପଇସା ମିଳିପାରେ , ଆପଣଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବାର ଅଛି ।

୬) କନ୍ୟା ରାଶି- ଏହି ରାଶିର ଲୋକଙ୍କୁ ଏହି ପରିବର୍ତ୍ତନ ସକାଶେ କିଛି ଭଲ ପରିବର୍ତ୍ତନ ଦେଖାଯାଉନାହିଁ , ଏହାର୍ କାରଣରୁ କାମ କାର୍ଯ୍ୟ ଓ ବିଜନେସ୍  ରେ ଉତ୍ ଥାନପତନ ଦେଖାଦେବ , ସେମିତି କାମକାର୍ଯ୍ୟ ଆପଣଙ୍କ ଅଧୁରା ରହିପାରେ , ଏହା ସହ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ।

୭) ତୁଳା ରାଶି- ଏହି ରାଶି ପାଇଁ ଏହି ପରିବର୍ତ୍ତନ ଶୁଭ ରହିବାର ଅଛି , ବୁଧ ରାଶିର ଏହି ପରିବର୍ତ୍ତନ ସକାଶେ ବହୁତ ଫଳଦାୟୀ ପ୍ରମାଣିତ ହେବ , ଏହା କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ମନ ମୁତାବିକ ସଫଳତା ମିଳିବ , ଏହା ଛଡା ଆପଣଙ୍କୁ ବହୁତ ମାମଲାରେ ଭାଗ୍ୟର ସାଥ୍ ମିଳିବ , ଓ ଆପଣଙ୍କ ଘରେ ସୁଖଶାନ୍ତି ଆସିବ ।

୮) ବିଛା ରାଶି- ଏହି ରାଶିର ଲୋକଙ୍କୁ ଅଚାନକ ଧନ୍ ଲାଭ ହେବାର ଦେଖାଯାଉଛି , ଆପଣଙ୍କ ଖର୍ଚ୍ଚରେ ବୃଦ୍ଧି ହେବ , କାମ କାର୍ଯ୍ୟରେ ଅସୁବିଧା ଦେଖାଯାଇପାରେ , ସେମିତି କେଉଁ ଜରୁରୀ କାମ ଅଟକିପାରେ,  ସବୁ ମିଶାଇକରି ଆପଣଙ୍କ ବିଜନେସ୍ ରେ ପରିଶ୍ରମ ଅଧିକା କରିବାକୁ ପଡିପାରେ ।

୯) ଧନୁ ରାଶି- ଧନୁ ରାଶିର ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ସକାଶେ ବହୁତ ଶୁଭ ଫଳ ମିଳିବ , ଏହାର କାରଣରୁ  ଜବ୍ ଓ ବିଜନେସ୍ ରେ ଆପଣଙ୍କୁ ଅଧିକା ଫାଇଦା ମିଳିବ , ତାହା ସହ୍ ଅଧିକାରୀଙ୍କ ସହଯୋଗ ପ୍ରାପ୍ତି ହେବ , ସେମିତି ଆପଣଙ୍କ ଆଇଡିଆ ଓ ପ୍ଲାନିଙ୍ଗ୍ ବହୁତ୍ ପ୍ରଶଂସା ପାଇବେ , ଏହି ଦିନରେ ଜବ୍ ବଦଳାଇବାର ମନ କରୁଥିଲେ , ଭଲ ଅପସନ୍ ଅଟେ ।

୧୦) ମକର ରାଶି- ମକର ରାଶିର ଲୋକଙ୍କ ପାଇଁ ଭାଗ୍ୟ ଖୋଲିଯିବାର ଦେଖାଯାଉଛି, ଓ ଆପଣଙ୍କ ଜବ୍ ଓ ବିଜନେସ୍ ରେ କିଛି ପରିବର୍ତ୍ତନ ଆଣିପାରନ୍ତି , କାମକାର୍ଯ୍ୟରେ ଟିକିଏ ଅଧିକା ପରିଶ୍ରମ କରିବାକୁ ପଡିପାରେ,  ସେମିତି ଘର ପରିବାର ରେ ପୈତୃକ ସଂମ୍ପତ୍ତିକୁ ନେଇ ବିବାଦ ହୋଇପାରେ , ଏମିତିରେ ବିବାଦରୁ ଦୂରେଇ ରହିବା ଭଲ ହେବ ।

୧୧) କୁମ୍ଭ ରାଶି- କୁମ୍ଭ ରାଶି ପାଇଁ ବୁଧ ଗ୍ରହର ପରିବର୍ତ୍ତନ ସକାଶେ ଭଲ ପରିବର୍ତ୍ତବ ହେବ , ଏହି ସମୟରେ କିଛି ପୁରୁଣା ଯୋଜନାରେ କାମକରିବାକୁ ହେବ , ଓ ସେଥିରେ ସଫଳତା ମିଳିବ , ଓ ଲଭ୍ ଲାଇଫ୍ ରେ ଭଲ ସମୟ ଅତିବାହିତ ହେବ ।

୧୨) ମୀନ ରାଶି-ମୀନ ରାଶିର ଜାତକ ପାଇଁ ବୁଧ ରାଶିର ଏହି ପରିବର୍ତ୍ତନ ଧନ ଲାଭ ନେଇକରି ଆସିଛି  ଏହାର କାରଣରୁ ଆପଣଙ୍କ ପ୍ରୋପଟୀ ସଂବନ୍ଧି ଲେଣଦେଣରେ ଫାଇଦା ପାଇବେ , ଏହି ସମୟରେ ଆପଣଙ୍କୁ ବିଜନେସ୍ ରେ ବଡ୍ ଫାଇଦା ମିଳିପାରେ ।

Leave a Reply

Your email address will not be published. Required fields are marked *