November 30, 2024

Odia Express

Here, There and Everywhere

ଜାଣନ୍ତୁ IPL ମ୍ୟାଚରେ ଚିୟରଲିଡର୍ ଙ୍କୁ ମିଳିଥାଏ ଏତେ ଟଙ୍କା, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ ଆପଣ..

ଏଥିରେ କୌଣସି ସନ୍ଦେହ ନାହିଁ କି ଆଇପିଏଲ୍ ମ୍ୟାଚ୍ ହେଉ କିମ୍ବା କେଉଁ ବି ମ୍ୟାଚରେ ଚିୟରଲିଡର୍ କେତେ ମହତ୍ତ୍ୱ ରହିଥାଏ , ହଁ ଆଜ୍ଞା, ଚିୟରଲିଡର୍ ମ୍ୟାଚରେ ସମୟରେ ସେହି ଟିମ୍ ପାଇଁ ଚିୟର୍ ଲିଡର୍ ଚିୟର୍ କରନ୍ତି , ଯେଉଁ ଟିମ୍ ବାଜି ମାରିଥିବ , ମାନେ ଯଦି ଆମେ ସିଧା ଶବ୍ଦକୁ କହିଲେ କେଉଁ ବି ଟିମ୍ ର ତରଫରୁ ହୋଇନଥାନ୍ତି , ବାସ୍ତବରେ ଏମାନଙ୍କ କାମ କେବଳ ଡ୍ୟାନ୍ସ କରି ଖେଲାଳୀଙ୍କୁ ଚିୟର୍ କରିବା , ଏମାନଙ୍କ କାମ ଦେଖିବାକୁ ଯେତେ ସହଜ ଲାଗିଥାଏ , ସେତେ ସହଜ ହୋଇନଥାଏ , ଏବେ ଆପଣ ଏହି ବିଷୟରେ ଜାଣିବାକୁ ଚାହିଁବେ , ତେବେ ନିଜେ ବୁଝିପାରୁଥିବେ କି ଆମେ ଏମିତି କାହିଁକି କହୁଛୁ , ଜଣାଇଦେବୁ କି ଚିୟରଲିଡର୍ ଙ୍କ ଜୀବନ ଅସଲରେ ସେତେ ସହଜ ହୋଇନଥାଏ,  ଯାହା ଆମେ ଭାବିଥାଉ । ହଁ ଆଜ୍ଞା ଏଠାରେ ପହଞ୍ଚିବାପାଇଁ ଏହି ଚିୟରଲିଡର୍ ଙ୍କୁ ବହୁତ୍ ପରିଶ୍ରମ କରିବାକୁ ପଡୀଥାଏ , ତେବେ କେଉଁଠି ଯାଇକରି ତାଙ୍କୁ ମ୍ୟାଚ୍ ମଧ୍ୟରେ ଏଣ୍ଟ୍ରି ମିଳିଥାଏ , ଏହା ଛଡା ତାଙ୍କୁ ମ୍ୟାଚ୍ ପୁରା ସମୟ ପ୍ରଦର୍ଶନ କରିବାକୁ ପଡିଥାଏ , ତାଙ୍କର ପ୍ରଦର୍ଶନ୍ କାରଣରୁ ନା ହିଁ ଖେଳାଳୀ ବରଂ ଦର୍ଶକ ମାନେ ବି ବେଶୀ ପ୍ରୋତ୍ସାହନ ହୁଅନ୍ତି

ଏଇ  କାରଣରୁ ମ୍ୟାଚ୍ କୁ ବୁଝିବିଚାରି ଚିୟରଲିଡର୍ ଙ୍କୁ ବଛାଯାଏ , କହିଦେବୁ କି ଚିୟରଲିଡର୍ ମ୍ୟାଚ୍ ସମୟରେ ଯାହା ପରଫରମାନ୍ସ ଦିଅନ୍ତି , ତାହା ପାଇଁ ବହୁତ କିଛି କରିବାକୁ ପଡିଥାଏ , ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଚିୟରଲିଡରଙ୍କ ଜୀବନ ମୁସକିଲ୍ ଭରା ହୋଇଥାଏ , ତାଙ୍କୁ ଏହି ବଦଳରେ ଯେତେ ବି ପଇସା ମିଳେ ସେତିକି ଯଥେଷ୍ଟ ହୋଇନଥାଏ , ଆପଣଙ୍କୁ କହିଦେବୁ କି ସବୁ ଫ୍ରାଞ୍ଚାଇଜ୍ ନିଜ ଚିୟରଲିଡର୍ ସବୁ ମ୍ୟାଚ୍ ପାଈଁ ଛଅ ରୁ ଆଠ୍ ହଜାର ଟଙ୍କା ମିଳିଥାଏ , ସେମିତି ଆଇପିଏଲ୍ ସମୟରେ ଏକ ଚିୟରଲିଡର୍ ବାର୍ଷିକ ଆଧାରରେ ପଚିଶ ହଜାର ଡଲାର୍ କମଇଥାନ୍ତି ,ବର୍ତମାନ କରୋନା ସ୍ତିତି ପାଇଁ ଚିୟର ଗାର୍ଲ ମାନେ ଆଉ ନାଚିବାର ଦେଖାଯାଉନି ଏ ବର୍ଷ

ଏହା ଛଡା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଇପିଏଲ୍ ମ୍ୟାଚ୍ ସମୟରେ ଚିୟରଲିଡର୍ ପ୍ରଦର୍ଶନ୍ କରିବାପାଇଁ କେବଳ ପଇସା ହିଁ ଦିଆଯାଏ , ମାନେ ଆଇପିଏଲ୍ ମ୍ୟାଚ୍ ସମୟରେ ଦୁଇଥର ଜାଗା ବଦଳାଇବା ସବୁ ଫ୍ରାଞ୍ଚାଇଜ୍ ହୋଟେଲ୍ ରେ ରହିବା, ଭୋଜନ କରିବା ଓ ବାକି ଯାତ୍ରାର ଖର୍ଚ୍ଚ ଚିୟରଲିଡରଙ୍କୁ ଉଠାଇବାକୁ ପଡିଥାଏ । ଏମିତି କହିବା ଭୁଲ୍ ହେବ ନାହିଁ ଏତେ ଖର୍ଚ୍ଚ କରିବାପରେ ବିଚାରି ଚିୟରଲିଡର୍ ଙ୍କ ପାଖରେ କିଛି ରହିନଥାଏ

ଯେବେ ଖେଳାଳୀଙ୍କୁ କେବଳ ଲୋକପ୍ରିୟତା ମିଳେ ବର୍ଂ କୋଟିଏ ଟଙ୍କା ପଇସା ଦିଆଯାଏ , ଏହା ସତ କି ଚିୟରଲିଡରଙ୍କ କାମ ଖେଳାଳୀଙ୍କୁ ଯେତେ ମୁସକିଲ୍ ହୋଇନଥାଏ , କାରଣ ଖେଳାଳୀ ନିଜ ପୁରା ସମୟର ସାଥିରେ ନେଇକରି ମ୍ୟାଚ୍ ଜିତିବାର ପ୍ରେସର୍ ହୋଇଥାଏ , କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ କି ଯଦି ଚିୟରଲିଡର୍ ସମୟ ଅନୁସାରେ ଖେଳାଳୀଙ୍କୁ ଚିୟର୍ କରନ୍ତେ ନାହିଁ , ତେବେ ଦର୍ଶକ ବି ମ୍ୟାଚ୍ ଦେଖିକରି ବୋର୍ ହୋଇଯାଇଥାନ୍ତେ ।

ଏଥିପାଇଁ ଆମେ ଏହା ହିଁ କହିବୁ କି ଚିୟରଲିଡର୍ ଙ୍କ ପ୍ରତି ଟିକିଏ ନ୍ୟାୟ୍ ଦେଖାନ୍ତୁ , ଓ ତାଙ୍କ ସ୍ୟାଲେରି ଟିକିଏ ବୃଦ୍ଧି କରନ୍ତୁ , ହୋଇପାରେ କି ସ୍ୟାଲେରି ବଢିବାପରେ ତାଙ୍କର ଜୋସ୍ ବଢିଯିବ , ଓ ସେ ଖେଳାଳୀଙ୍କୁ ଅଧିକା ଜୋସ୍ ପ୍ରୋତ୍ସାହନ କରିପାରିବେ ।

Leave a Reply

Your email address will not be published. Required fields are marked *