December 26, 2024

Odia Express

Here, There and Everywhere

ଘରର ଏହି କୋଣରେ ଚୁପ୍ ଚାପ୍ ରଖିଦିଅନ୍ତୁ ପାରାର ପର, ତାପରେ ଦେଖନ୍ତୁ କମାଲ୍ , ଜୀବନରେ ଭରିଯିବ ସୁଖ…

ଏକ ସୁଖମୟ ଜୀବନ ବ୍ୟତିତ କରିବାପାଇଁ ମଣିଷର ଜୀବନରେ କେବଳ ଦୁଇଟି ଜିନିଷର ଆବଶ୍ୟକତା ହୋଇଥାଏ, ପ୍ରଥମେ ହେଲା ଆତ୍ମାଶାନ୍ତି ଓ ଆଉଗୋଟେ ହେଲା ଠିକ୍ ଠାକ୍ ପଇସା, ଏହି ଦୁହେଂ ଜିନିଷ ବହୁତ କମ୍ ଲୋକଙ୍କୁ ମିଳିଥାଏ,  ଯାହାଙ୍କ ଲାଇଫ୍ ରେ କେଉଁ ଲଢେଇ ଝଗଡା କିମ୍ବା ଦୁଃଖ ନଥାଏ, ତାହାଙ୍କ ପାଖରେ ପଇସାର ଅଭାବ ଦେଖାଯାଏ , ଯାହାପାଖରେ ବହୁତ ସାରା ପଇସା ଥାଏ ସେ ମାନସିକ ରୁପେ ସନ୍ତୁଷ୍ଟ ରହିପାରିନଥାଏ,  ଏମିତି ଏକ ଭଲ ଜୀବନ ବଞ୍ଚିବାପାଇଁ ମନର ଶାନ୍ତି ଓ ଧନରପ୍ରାପ୍ତି ହେବା ନିହାତି ଜରୁରୀ । ଆପଣ ସମସ୍ତେ ଜାଣିଛନ୍ତି କି ପାରା ଶାନ୍ତିର ସନ୍ଦେଶ ଦେଇଥାଏ  ସେଥିପାଇଁ ଧଳା ପାରାକୁ ସବୁବେଳେ ସ୍ୱାଧିନତା ଦିଆଯାଏ , ଏମିତି କୁହାଯାଏ କି ପାରା ଯେଉଁଠାରେ ଥାଏ ସେଠାରେ ସକରାତ୍ମକ ଉର୍ଜା ମିଳିଥାଏ,

ଏବେ ଆମେ ଏମିତି ଉପାୟ କହିବୁ ଯାହା ଆପଣଙ୍କ ଜୀବନର ସବୁ ଅସୁବିଧାକୁ ଦୁର କରିଦେବ , ଏବେ ସେମିତି ଆମେ ପାରାକୁ ଘରେ ରଖିପାରିବାନାହିଁ ତେଣୁ ଆମେ ପାରାର ପରକୁ ବ୍ୟବହାର କରିପାରିବା । ସେମିତି ଆପଣ ଯଦି ପାରାର ପର ନେଇପାରିବେ , କିନ୍ତୁ ଯଦି ଆପଣ ଧଳା ପାରାର ପର ନେବେ ଓ ଉପାୟ କରିବେ ତେବେ ଆପଣଙ୍କୁ ଅଧିକା ଲାଭ ହେବ , ତେବେ ଆସନ୍ତୁ ଜାଣିବା ଏହାପାଇଁ କଣ କରିବାକୁ ହେବ ।

୧) ଧନ ପାଇବାକୁ ହେଲେ – ଯଦି ଆପଣଙ୍କ ଘରେ ଧନ ସଂବନ୍ଧିତ କିଛି ବି ସମସ୍ୟା ଅଛି ତେବେ ଏହି ଉପାୟ କରନ୍ତୁ , ପାରାର୍ ପର୍ ନିଅନ୍ତୁ, ଓ ଧଳା କଲର କପଡାରେ ରଖିଦିଅନ୍ତୁ  ଏବେ ଏହି କପଡାରେ ଲାଲ ରଙ୍ଗର ଫିତା ଲଗାଇଦିଅନ୍ତୁ , ଏହି ପାରାର ପର କପଡାକୁ ନେଇ ଆଲମୀରାରେ ରଖିଦିଅନ୍ତୁ , ଓ ଆଲମୀରାର କୌଣସି ସ୍ଥାନରେ ଟାଙ୍ଗିଦିଅନ୍ତୁ , ଏମିତି କରିଲେ ସିନ୍ଦୁକରେ ରଖିଥିବା ଧନ କେବେ କମ୍ ହେବ ନହିଁ , ଓ ତାହା ସହ ଏହା ଦିନକୁ ଦିନ ବଢିବାକୁ ଲାଗିବ ।

୨) ଶାନ୍ତି ପାଇଁ – ବନ୍ଧୁଗଣସେ ପଇସା ଓ ଏମିତି ଆରାମ କେଉଁ କାମର ଯାହା ସହ ଆପଣ ଶାନ୍ତିରେ ଘରେ ରହିପାରିବେ ନାହିଁ , ଆପଣ ବହୁତଥର ଦେଖିଥିବେ କି ଘରେ ପଇସା କେଉଁ ଜିନିଷକୁ ନେଇକରି ଆପଣଙ୍କ ମଧ୍ୟରେ ଚିନ୍ତା ଲାଗିରହିଥାଏ , ଏହି ଲଢେଇ ଝଗଡାରୁ ଘରେ ନାନାପ୍ରକାରଅ ଚିନ୍ତାଜନକ ପରିସ୍ଥିତି ହୋଇଥାଏ , ଏହି ନକରାତ୍ମକ ଉର୍ଜାକୁ ଶେଷ କରିବାକୁ ଏହି ଉପାୟ କରନ୍ତୁ , ପାରାର ପର ନିଅନ୍ତୁ , ପ୍ରଥମ ପର ଘରର ମୁଖ୍ୟ ହଲ୍ କିମ୍ବା ରୁମର ଦକ୍ଷିଣ ଦିଗରେ କେଉଁଠି ଲୁଚାଇଦିଅନ୍ତୁ

ଆଉଗୋଟେ ପର ଘରର କିଚେନ୍ ରେ ଉତ୍ତର ଦିଗରେ ରଖିଦିଅନ୍ତୁ ,ଓ ତୃତିୟ ପର ଘରର ବାଥରୁମ୍ ର ପୁର୍ବଦିଗରେ କିମ୍ବା ଉତ୍ତର ଦିଗରେ ରଖିଦିଅନ୍ତୁ , ଏହି ସବୁ ଜାଗାକୁ ଘରର ସଦସ୍ୟ ଥରେ ନା ଥରେ ନିଶ୍ଚିତ ଯାଇଥାନ୍ତି , ଏହି ପାରାର ପର ଘରୁ ନକରାତ୍ମଅକ୍ ଉର୍ଜାକୁ ଶେଷ କରିଦେବ, ଓ ସକରାତ୍ମକ ଉର୍ଜା ବ୍ୟାପିବ, ଏହି ଉପାୟ ଆପଣଙ୍କ ଘରେ ହେଉଥିବା ଲଢେଇ ଝଗଡାକୁ ଶେଷ୍ କରିଦେବ

Leave a Reply

Your email address will not be published. Required fields are marked *