June 25, 2025

Odia Express

Here, There and Everywhere

ଏହି ହୋଟେଲ୍ ରେ ନା ଛାତ ଅଛି ନା କେଉଁ କବାଟ , ତା ସତ୍ତ୍ୱେ ବି ଏଠାରେ ରାତି ଯାପନ କରିବାକୁ ଆସନ୍ତି ଓ ଦେଇଥାନ୍ତି ଏତେ ମୋଟା ରାଶି

ମଣିଷ ନିଜ ଅଧିକାଂଶ ସମୟ ଘରେ, କଲେଜ କିମ୍ବା ସ୍କୁଲରେ କଟାଇଥାଏ, ଏହି ସବୁ ଜିନିଷକୁ ନେଇ ତାହାକୁ ଅଧିକାଂଶ ସମୟ ସହରରେ ରହିବାକୁ ପଡିଥାଏ , ଏମିତି ସବୁବେଳେ ସେହି ଗୋଟେ ଜାଗାରେ ରହିକରି ସେ ଗୋଟେ କାମ କରି ସେ ବୋର୍ ହୋଇଯାଏ , ଏହି କାରଣରୁ ଲୋକେ କେବେ ନିଜ କାମରୁ ବ୍ରେକ୍ ନେଇକରି ବାହାରକୁ ବୁଲିବାକୁ ଯାଆନ୍ତି , ସେମିତି ବୁଲିବା ବହୁତ୍ ପ୍ରକାରର ହୋଇଥାଏ , କିନ୍ତୁ ଅସଲ ମଜା ସେଠାରେ ଆସେ ଯେଉଁଠି ଭଲ ପ୍ରାକୃତିକ ନଜାରା ଦେଖିବାକୁ ମିଲେ , ଯେମିତି ନଦୀ ପାହାଡ ଆଦି ସବୁ ଜାଗା ବେଶୀ ଆକର୍ଷଣର ସ୍ଥାନ ହୋଇଥାଏ , ସେମିତି ଆମେ କେବେ ବାହାରକୁ ବୁଲିବାକୁ ଯାଇଥାଉ ତେବେ ରାତିରେ ଅଟକିବାପାଇଁ ଆମେ କେଉଁ ହୋଟେଲର ସାହାରା ନେଇଥାଉ । ଆଜିକାଲି ହୋଟେଲ ବି ନାନାପ୍ରକାରର ଭେରାଇଟିର ହୋଇଥାଏ , ଆପଣ ଆଜି ପର୍ଯ୍ୟନ୍ତ ବହୁତପ୍ରକାରର ହୋଟେଲ୍ ଦେଖିଥିବେ ,ଓ ଶୁଣିଥିବେ , ବହୁତ ଜାଗାରେ ଅଟକିଥିବେ

ଅଧିକାଂଶ ହୋଟେଲ୍ ଲକ୍ଜୁରୀ ଜିନିଷ ତରଫକୁ ଜୋର୍ ଦିଆଯାଏ , କିନ୍ତୁ ଏଇ ଅଜବ ଦୁନିଆଁରେ କିଛି ଅଜବ ହୋଟେଲ୍ ଏମିତି ହୋଇଥାଏ , ଯେଉଁଠି ନିଜ ଅଲଗା ହେବାର ଯୋଗୁଁ ଫେମସ୍ ହୋଇଯାଏ , ଆଜି ଆମେ ସେମିତି ଏକ ହୋଟେଲ୍ ବିଷୟରେ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ସେହି ହୋଟେଲ୍ ବିଷୟରେ । ଆଜି ପର୍ଯ୍ୟନ୍ତ ଆପଣ ବହୁତ ସାରା ହୋଟେଲ୍ ଦେଖିଥିବ୍ ଯାହା ବହୁତ ସୁନ୍ଦର ଦେଖାଯାଏ , ଏମାନଙ୍କ ବିଲଡିଙ୍ଗ୍ ଡିଜାଇନ୍ ବହୁତ ସୁନ୍ଦର ଲାଗିଥାଏ

ଆପଣ ଯେବେ ଭିତରେ ପଶିଥାନ୍ତି , ତେବେ ରୁମ୍ ବହୁତ ଆକର୍ଷକ ହୋଇଥାଏ , କିନ୍ତୁ କଣ ହେବ ଯଦି କେଉଁ ହୋଟେଲ୍ ରେ ଏମିତି ଯେଉଁଠି ରୁମ୍ ନାଁରେ କେବଳ ଗୋଟିଏ ବିଛଣା ଲଗାଇଦିଆଯାଏ , ଏହି ହୋଟେଲ୍ ରେ ନା କେଉଁ ଛାତ ଅଛି ନା କବାଟ ,ଏବେ ଆପଣ କହିବେ ସେମିତି ହୋଟେଲ୍ ମେକାନ୍ ଅଟକିବାକୁ ଚାହିଁବ , କିନ୍ତୁ ଟିକିଏ ଭାବନ୍ତୁ ଯଦି ଏହା ଖୋଲା ଛାତ ବାଲା ରୁମ୍ ହୋଇଥିବ ତାହା ପୁଣି ଶାନଦାର୍ ଲୋକେସନ୍ ତେବେ ନିଶ୍ଚିତ ରହିବାକୁ ଚାହିଁବେ ।

ଏହି ଭାବନା ସହ ଫ୍ରେଙ୍କ୍ ଓ ରିକଲିନ୍ ନାମକ ଦୁଇ ଆର୍ଟିଷ୍ଟ ସ୍ୱିଜରଲ୍ୟାଣ୍ତର ଏକ ଅନୋଖା ହୋଟେଲ୍ ତିଆରି କରିଛନ୍ତି , ନୁଲ୍ ଷ୍ଟ୍ରେନ୍ ନାମକ ଏହି ହୋଟେଲ୍ ରେ ଖାସ୍ କଥା ଏହା କି ଏଥିରେ ନା କୌଣସି କବାଟ ଅଛି ନା ଛାତ, ଖାଲି ହୋଟେଲ୍ ର୍ମ୍ ନାଁରେ ଏକ ଭଲ ବେଡ୍ ପଡିଛି, ଏହି ହୋଟେଲ୍ ସ୍ୱିଜରଲ୍ୟାଣ୍ତର ସୁନ୍ଦର ପାହାଡ ଘେରାରେ ଅଛି , ଏଇ କାରଣରୁ ୨୪ ଘଣ୍ଟା ଆପଣ ରୁମରେ ରହିକର୍ ସୁନ୍ଦର ପାହାଡ ଦେଖିବାର ଆନନ୍ଦ ଉଠାଇପାରିବେ , ଏତିକି ନୁହେଁ ହୋଟେଲ୍ ରେ ଅତିଥି ଆସିଲେ ଆପଣଙ୍କ ଦାୟିତ୍ୱ ନେବାପାଇଁ ଜଣେ ଲୋକ ଅଛି । ଆସନ୍ତୁ ଆପଣଙ୍କୁ ହୋଟେଲ୍ ରେ ରହିବାର ଦାମ୍ ବିଷୟରେ କହିବୁ , ବିନା ଛାତ ଓ କବାଟ ବାଲା ଏହି ହୋଟେଲ୍ ରେ ଗୋଟେ ରାତି ରହିବାକୁ ୨୫୦ ସ୍ୱିସ୍ ଫ୍ରେକ୍ସ ମାନେ ପ୍ରାୟ ୧୭,୦୦୦ ଟଙ୍କା ରଖାଯାଇଛି ଏହି ଅନୋଖା ଅନ୍ଦାଜ ଯୋଗୁଁ ଏଠାରେ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ହୋଇଛି ଓ ଧୀରେ ଧିରେ ଫେମସ୍ ହେଉଛି

Leave a Reply

Your email address will not be published. Required fields are marked *