January 22, 2025

Odia Express

Here, There and Everywhere

ମାସରେ କେବଳ ଚାରିଥର କରନ୍ତୁ ଏହି ଜିନିଷର ଉପଯୋଗ, ୮୦ ବର୍ଷ ପର୍ଯ୍ୟନ୍ତ ଦୁର୍ବଳତାରୁ ବଞ୍ଚିପାରିବ ଆପଣଙ୍କ ଶରୀର

ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିର ସମୟରେ ଲୋକଙ୍କ ଖାଦ୍ୟପେୟ କିଛି ଏପରି ହୋଇଗଲାଣି କି ତାଙ୍କ ଶରୀରରେ ପୁରା ମାତ୍ରାରେ ପୋଷକତତ୍ତ୍ୱ ମିଳିପାରିନଥାଏ, ଯାହାର କାରଣରୁ ବ୍ୟକ୍ତିର ଶରୀରରେ ସବୁବେଳେ ଦୁର୍ବଳ ଓ ଥକା ହୋଇଥିବାର ଲାଗେ,  ପୁର୍ବରୁ ଲୋକେ ଭରପୁର ମାତ୍ରାରେ କ୍ଷୀର ଓ ଘିଅର ସେବନ କରୁଥିଲେ , ଆଜିର ସମୟରେ ଲୋକେ କ୍ଷୀର ଓ ଘିଅର ସେବନ କରିବାକୁ ଇଚ୍ଛାକରୁନାହାନ୍ତି , ଆଜିର ସମୟରେ ଲୋକେ ପରିଶ୍ରମ କରିଥାଏ, ଯାହାର କାରଣରୁ ସେ ଯାହା ଖାଇଥାନ୍ତି ତାହା ଜଲଦି ହଜମ ହୋଇଯାଏ , ଏବେ ଏଥିରେ କୌଣସି ରାୟ ନାହିଁ କି ଦୁର୍ବଳ ବ୍ୟକ୍ତିର ଶରୀରରେ ରୋଗ ମାଡିଆସେ । ଏହା ସହ ଲୋକେ ୪୦ ବର୍ଷ ବୟସରେ ବୁଢାଦେଖାଯାଆନ୍ତି

ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରକିୟା କହିବୁ , ଯାହାର ବ୍ୟବହାର ପରେ ଆପଣ ୮୦ ବର୍ଷ ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କରିବେ ନାହିଁ , ଆଜି ଆମେ ତାହା ବିଷୟରେ ବିସ୍ତାରରେ କହିବୁ , ପୁର୍ବର ସମୟରେ ରାଜାମହାରାଜାଙ୍କ ଦ୍ୱାରା କଳା ଚାଉଳର ବହୁତ ସେବନ ହେଉଥିଲା , ଆଜିର ସମୟରେ କଳା ଚାଉଳ ସବୁ ଜାଗାରେ ସହଜରେ ମିଳିଯାଏ । ସେମିତି ଆପଣଙ୍କୁ କହିଦେବୁ କି କଳାଚାଉଳ କେଉଁ ଔଷଧୀରୁ କମ୍ ନୁହେଁ , ବାସ୍ତବରେ ଏହା ମଧ୍ୟରେ ବହୁତ ଔଷଧୀୟ ଗୁଣ ମିଳିଥାଏ,  ଏଥିରେ ପ୍ରୋଟିନ୍ , ଭିଟାମିନ୍, ଓନାନାପ୍ରକାରର ଖଣିଜ ତତ୍ତ୍ୱ ମିଳିଥାଏ

ଏଥିରେ ଆମର ଇମ୍ୟୁନୋ ସିଷ୍ଟମକୁ ଦୁର୍ବଳକରିବାକୁ ଦିଏ ନାହିଁ ଏହା ଛଡା କଳାଚାଉଳ ରେ ଆଣ୍ଟୀଏକ୍ସିଡେଣ୍ଟ ବି ମିଳିଥାଏ , ଯାହା ଆମର ଶରୀରରେ ମହଜୁଦ୍ ବିଷାକ୍ତ ପଦାର୍ଥ ବାହାରକୁ ବାହାର୍ କରିଦିଏ , ଏଥିରୁ ନାନାପ୍ରକାରର ରୋଗରୁ ବଞ୍ଚିପାରିବେ , ଏହା ସହ ଏଥିରେ ଫାଇବର୍ ମିଳିଥାଏ , ଯାହା ଆମର ଶରୀରରେ ମୋଟାପା ଦୂର କରିଥାଏ । କହିଦେବୁ କି ଯଦି ଆପଣଙ୍କ ଶରୀର ଦୁର୍ବଳ ଅନୁଭବ କରୁଛନ୍ତି ତେବେ ଏହି ଚାଉଳର ସେବନ କରନ୍ତୁ , ଏହି ଚାଉଳକୁ ସେବନ କଲେ ଶରୀରରୁ ଦୁର୍ବଳତା କିଛି ଦିନରେ ଶେଷ ହୋଇଯିବ , ଓ ଆପଣଙ୍କ ଶରୀରରେ ଶକ୍ତି ଯୋଗାଇଦେବ ,

ଏହା କ୍ୟାନସର୍ ପରି ରୋଗରୁ ବଞ୍ଚାଇଥାଏ,  ଯଦି ଆପଣ ପୁର୍ବରୁ ଏହାକୁ ସେବନ କରୁଛନ୍ତି , ତେବେ ଆପଣଙ୍କ ଭବିଷ୍ୟତରେ ସବୁ ସମସ୍ୟା ଦୁର ହୋଇଯିବ । କହିଦେବୁ କି କଳାଚାଉଳ ଏକ ମାସ ଯେଁ ଚାରିଥର ସେବନ କରିଲେ ଏଥିରେ ବୁଢାହେବାପରେ ଆପଣଙ୍କ ଶରିରରୁ ଦୁର୍ବଳତା ଅନୁଭବ କରିବାକୁ ଦେବନାହୀଁ , ଏବେ ଏମିତି ସମୟରେ ବହୁତ କମ୍ ଲୋକ ଥିବେ କି କଳାଚାଉଳ ସେବନ କରୁଥିବେ , କିନ୍ତୁ ଏହାର ଫାଇଦା ଏବେ ଜାଣିବାପରେ ଆପଣ ଏହାର ସେବନ ବିନା କରି ରହିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *