କେବଳ ଏହା ପିଇ ଦେଲେ ତ ସୁଗାର କୁଆଡେ ସମାପ୍ତ ହେଇଯିବ – ନିଶ୍ଚୟ ଏବେ ଜାଣିରଖନ୍ତୁ
ଆଜି ଆମେ ଆପଣଙ୍କ ପାଇଁ ଏକ ଅଲଗା ପ୍ରକାର ର ଖବର ତଥା ଉପାୟ ନେଇକି ଆସିଛୁ। ଆଜ୍ଞା ହଁ ଆଜି ଆମେ କଥା ହେବା ଡାଇବେଟିସ ଅଥବା ସୁଗାର ବାବଦରେ। ଆପଣଙ୍କୁ ଏହା ଜଣା ଥିବ କି ଡାଇବେଟିସ କେବଳ ଅଧିକ ବୟସ୍କ ଲୋକ ମାନଙ୍କୁ ହି ହୁଏ ମାତ୍ର ଆପଣ ମାନେ ଏହା ଦେଖିଥିବେ କି ଡାଇବେଟିସ ବହୁତ କମ ବୟସ ର ଲୋକ ମାନଙ୍କୁ ବି ହେଇଥାଏ। ଡାଇବେଟିସ ର ଅନେକ କାରଣ ଅଛିମ ଯେପରି କି ଅଧିକ ଧୂମ୍ରପାନ କରିବା, ଅଧିକ ଖାଇବା, ଅଧିକ ମଦ୍ୟ ପାନ କରିବା ଇତ୍ୟାଦି ରୁ ଡାଇବେଟିସ ହେଇପାରେ।
ଆପଣ ଯଦି ଡାଇବେଟିସ ପାଇଁ କିଛି ଔଷଧ ବ୍ୟବହାର କରୁଛନ୍ତି ତ ଆପଣଙ୍କୁ ୟା ପାଇଁ ବହୁତ କିଛି ଖର୍ଚ୍ଚ କରିବାକୁ ପଡିପାରେ। ବହୁତ ଲୋକ ଅଛନ୍ତି ଯେଉଁ ମାନେ କି ଡାଇବେଟିସ ପାଇଁ ଏତେ ଚିନ୍ତିତ କି ଯଦି ସେମାନଙ୍କୁ ଏହା ହେଇଯାଏ ତ ତାକୁ ଲାଗେ କି ଏହା ଜୀବନ ସାରା ରହିଯିବ ଆଉ ଏହା ଆମର ଜୀବନ ସାରା କ୍ଷତି କରିବ। ବହୁତ ସମୟରେ ଏହା ମରାନାନ୍ତକ ସାବ୍ୟସ୍ତ ହେଇପାରେ ମାତ୍ର ଏହାକୁ ଆମେ କିଛି ଆଦତ ଦ୍ୱାରା ନିୟନ୍ତ୍ରଣ କରି ପାରିବା।
ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଭଲ ଆଉ ପ୍ରଭାବଶାଳୀ ଉପାୟ ନେଇକରି ଆସିଛୁ ଯାହାର କି କିଛି ବି ସାଇଡ଼ ଇଫେକ୍ଟ ନାହିଁ। ଏହି ଉପାୟ ରେ ଆପଣଙ୍କୁ କିଛି ଜିନିଷ ର ସେବନ କରିବାକୁ ହେବନି ଆଉ ତାହା ସହ ହି ଆପଣଙ୍କର ସୁଗାର ଲେବୁଲ ବହୁତ ଭଲ ଭାବେ ନିୟନ୍ତ୍ରିତ ରହିବ।ଆପଣ ବାସ ଶେଷ ଯାଏ ଏହାକୁ ଦେଖନ୍ତୁ।
ପ୍ରଥମ ଜିନିଷ ଯାହା ଆପଣଙ୍କୁ ଦରକାର ତାହା ହେଉଛି ବେଲ ପତ୍ର। ଆଜ୍ଞା ହଁ ବେଲ ପତ୍ର ରେ ଆଣ୍ଟି କ୍ୟାଭିତି ଗୁଣ ଥାଏ ଆଉ ଏହାକୁ ଆମେ ସୁଗାର ସ୍ତର କୁ ନିୟନ୍ତ୍ରଣ କରିବା ପାଇଁ ବି ବ୍ୟବହାର କରିପାରିବା।
ଆପଣଙ୍କୁ ବାସ ୮ରୁ ୧୦ ବେଲ ପତ୍ର ନେବାର ଅଛି ଆଉ ତାକୁ ଗ୍ରାଇଣ୍ଡର ଅଥବା ଅନ୍ୟ କିଛି ଦ୍ୱାରା ପେଷି ଦେବାର ଅଛି। ତା ପରେ ଆପଣ ସେହି ପେଷ୍ଟ କୁ ଆଣିକି ଏକ ଚା ଛଙ୍କା ସାହାଯ୍ୟ ରେ ଛାଣି ଦେବାର ଅଛି ଆଉ ତାର ଯୁସ କୁ ବାହାର କରି ଦେବାର ଅଛି।
ତା ପରେ ଆପଣ କଳା ମରିଚ ନେଇ ତାକୁ ପେଷି ଦିଅନ୍ତୁ ଆଉ ଏହି ଗୁଣ୍ଡ ର ଦୁଇ ଚାମଚ ଆପଣ ଏହି ଯୁସ ରେ ପକେଇକି ମିସାନ୍ତୁ। ତା ପରେ ଆପଣ ଏହି ଯୁସ କୁ ରଖି ଦିଅନ୍ତୁ ଆଉ ତାକୁ ଆପଣ ଖାଇବା ପରେ ହାଲକା ଉଷୁମ ପାଣି ସହ ସେବନ କରିପାରିବେ। ଏହା ଆପଣଙ୍କର ସୁଗାର ସ୍ତର କୁ ନିୟନ୍ତ୍ରଣ ରେ ରଖିବାରେ ସହାୟକ ହେବ।