February 5, 2025

Odia Express

Here, There and Everywhere

୨୦ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାପରେ ବି କାର୍ ନା ଘର, ମୋବାଇଲ୍ ପର୍ଯ୍ୟନ୍ତ ନଥିଲା, ସାଇକେଲରେ ଯାଇ ଜନତାଙ୍କୁ ସାକ୍ଷାତ କରୁଥିଲେ…

1 min read

ନେତା କିମ୍ବା ମନ୍ତ୍ରୀ ହେଲେ ଆଜି ସେମିତି ଧନ ଅର୍ଜନ କରିବାର ମାଧ୍ୟମ ହୋଇଥାଉ କିନ୍ତୁ ଭାରତରେ କିଛି ଏମିତି ନେତା ଅଛନ୍ତି ଯାହାଙ୍କ ଏହି ଧାରଣା ସମୟରେ ସମୟରେ ଏକ ମିଶାଲ୍ ଦେଖାଇଥାଏ , ଲାଲବାହାଦୁର ଶାସ୍ତ୍ରୀ, ଚୌଧୁରୀ ଚରଣ ସିଂ, ଅରବିନ୍ଦ କେଜରିୱାଲ୍, ମନୋହର ପାରିକର ବହୁତ ନାଁ ନିଆଯାଇପାରିବ , କିନ୍ତୁ ମାଣିକ ସରକାର ବରାବରୀ କେହି ବି କରିପାରିବେ ନାହିଁ , ଯେବେ ଜୀବନରେ କିଛି ନଥିଲା ତେବେରୁ ନେଇକରି ତେବେ ସେ ତ୍ରିପୁରାର ଚାରିଥର ମାନେ ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ । ଯେଉଁଠି ନେତା ଥରେ ନିଗମ ପାର୍ଷଦ ହୋଇ ରାଜନୀତିରେ ପଶି ଧନ ସଂମ୍ପତ୍ତି ଅର୍ଜନ କରିବାକୁ ଲାଗିଯାଆନ୍ତି , ମାଣିକ ସରକାର ଚାରିଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି , ଓ ଏକ କାର୍ ବି କିଣିପାରିଲେ ନାହିଁ । ସେ ମୁଖ୍ୟମନ୍ତ୍ରୀ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ରହିଲେ , ଏହା ସହ ତାଙ୍କୁ ମୋବାଇଲ୍ ରଖିବାର ବି ସଉକ ନାହିଁ , ସେ ନିଜ ସରକାରୀ ଟେଲିଫୋନ୍ ଜରିଆରେ କାମ ସାରନ୍ତି

ସେ ନିଜ ସାରା ଜୀବନ ଦେଶ ଓ ରାଜ୍ୟ ପାଇଁ  ନିସ୍ୱର୍ଗ୍ କରିଦେଇଥିଲେ,  ମାଣିକ ସରକାରଙ୍କ ନାଁ ତ୍ରିପୁରାରେ ରହିଛି , ସେ ଲଗାତାର ମାନେ ୪ ଥର ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଛନ୍ତି , ୨୦୧୮ ରେ ଯେବେ ରାଜ୍ୟରେ ବିଧାନସଭା ହୋଇଥିଲା, ତେବେ ସେ ହାରିଗଲେ , ମାନେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ , ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହେଲେ , ବର୍ତ୍ତମାନ ରାଜ୍ୟ ବିଧାନସଭାରେ ବିପକ୍ଷ ନେତାରେ ଅଛନ୍ତି , ୨୦୧୮ ନିର୍ବାଚନର ପୁର୍ବରୁ ସିଏମ୍ ପଦର ନାମାଙ୍କନ କରି ସେ ନିଜ ସମୁଦାୟ ସଂମ୍ପତ୍ତି ୧୫୨୦ ଟଙ୍କା କ୍ୟାସ୍  ଓ ବାକି ଖାତାରେ ୨୪୧୦ ଟଙ୍କା ଦେଖାଇଥିଲେ,  ୨୦ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାପରେ ତାଙ୍କ ପାଖରେ କେଉଁ ବିଳାସବ୍ୟାସନ ବସ୍ତୁ ନଥିଲା,

ତାଙ୍କର କହିବା କଥାକି ସେ ଚାହିଁଲେ ସବୁ କିଛି ନେଇପାରିଥାନ୍ତେ କିନ୍ତୁ ତାଙ୍କର କିଛି ଦରକାର ନାହିଁ , ତାଙ୍କର କହିବା କଥାକି ବେକାର ଖର୍ଚ୍ଚରୁ ବଞ୍ଚାଇ ସବୁ ପଇସା ସେ ଜନ କଲ୍ୟାଣ ରେ ଲଗାଇଦେଲେ , ବାମପନ୍ଥୀ ବିଚାରଧାରାର ଉପଭୋଗ ରୁ ଅଧିକାରୁ ଅଧିକା ନୀତି ଆପଣାଇଲେ ସେ ମାଣିକ ସରକାର ନିଜ ଜୀବନରେ ବାହାର କଲେ , କମ୍ୟୁନିଷ୍ଟ ପାର୍ଟିର ନେତାଙ୍କପାଈଁ ସାମାନ୍ୟ ନିୟମ ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ଥିଲେ,  ତେବ୍ ତାଙ୍କୁ ମିଳୁଥିବା ଦରମା ପାର୍ଟୀଫଣ୍ତକୁ ଯାଉଥିଲା,  ଏହି ନ୍ନିୟମରେ ମାଣିକ ଆଜି ବି ଅଛନ୍ତି , ଘର ଚଳାଇବାପାଇଁ ସେ ପାର୍ଟିର ଖର୍ଚ୍ଚ ରୁପରେ ୫ ହଜାର ଟଙ୍କା ମିଳୁଥିଲା

ତାଙ୍କୁ ଯେବେ ଏକ ଇଣ୍ଟରଭ୍ୟୁରେ ପଚାରାଗଲା କି ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତି ତେବେ ସେ କେଉଁ ଆଡେ ଯିବେ , ଏହାର ଉତ୍ତରରେ କହିଲେ କି ମୋର ବ୍ୟକ୍ତିଗତ ଖର୍ଚ୍ଚ ବହୁତ କମ୍ ଅଟେ,  ସବୁଦିନ ଗୋଟେ ପ୍ୟାକେଟ୍ ଗୋଲମଞ୍ଜନ ଓ ଏକ ଚାରମିନାର ସିଗାରେଟ୍ ସେତିକି, ମୋର ସ୍ତ୍ରୀର ପେନସନରେ ଆମେ ଦୁହେଁ ଚଳିଯାଉଛୁ , ଘର କଥା କହିବାକୁ ଗଲେ ଦେଖାଯିବ , ଜମିବାଡି ହିସାବରେ ମୋ ମାଙ୍କ ଦ୍ୱାରା ଛଡା ହୋଇଥିବା ଘର ଅଛି,  ଯାହାକି ଟିଣ ଛାତରେ ତିଆରି ହୋଇଛି ।

ତାଙ୍କର ରାଜନୈତିକ ଯାତ୍ରା ବିଷୟରେ କହିବାକୁ ଗଲେ ୧୯୯୮ ର ସରକାରରୁ ବଡ ସଫଳତା ପାଇଥିଲେ , ସେ ୪୯ ବର୍ଷ ବୟସରେ ସେ ମାକପା ପୋଲିସ୍ ଦ୍ୱାରା ବ୍ୟୁରୋ ସଦସ୍ୟ ହେଲେ , ଯାହା ଏକ କମ୍ୟୁନିଷ୍ଟ୍ ପାର୍ଟିର ପ୍ରମୁଖ ନୀତି ନିର୍ମାଣ ପ୍ କାର୍ଯ୍ୟକାରୀ ସମିତି ଥିଲେ , ସେ ବର୍ଷ ତ୍ରିପୁରା ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ , ତେବେ ଠାରୁ ୨୦ ବର୍ଷ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ଥର ସେହି ପଦରେ ବଛାଗଲା,  ସେ ଭାରତର ସେହି ବଛା ବଛା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଟନ୍ତି , ଯିଏକି ଲମ୍ବା ସମୟ ପର୍ଯ୍ୟନ୍ତ ଏହି ପଦରେ ରହିସାରିଛନ୍ତି , ତାଙ୍କର ପାର୍ଟି ୨୦୧୮ ନିର୍ବାଚନରେ ବହୁତମତ ହରାଇଦେଲା,  ଓ ପରିଣାମସ୍ୱରୁପ ତାଙ୍କୁ ପଦ ଛାଡିବାକୁ ପଡିଲା ।

Leave a Reply

Your email address will not be published. Required fields are marked *