ଖୋଲିଗଲା ରହସ୍ୟ ଉପରୁ ପର୍ଦା , କାହିଁକି ଅମିତାଭ ବଚ୍ଚନ ଜୟା ଭାଦୁରୀଙ୍କୁ କରିଲେ ବିବାହ କାହାଣୀ ଶୁଣିକରି କାନ୍ଦିପକାଇବେ ଆପଣ..
କୁହନ୍ତି ଯୋଡି ଉପରୁ ତିଆରି ହୋଇଆସେ , ଓ ପୃଥିବୀରେ ଯେବେ ସମୟ ଆସିଥାଏ , ତେବେ ସେ ନିଜେ ପରସ୍ପର ଏକାଠି ହୋଇଯାଆନ୍ତି , କିଛି ଏମିତି ହୋଇଛି , ମହାନାୟକ ଅମିତାଭ ବଚ୍ଚନଙ୍କ ସହ ହଁ ଆଜ୍ଞା କହିଦେବୁ କି ନିଜ ବଲିଉଡ୍ ରେ ବହୁତ କଳାକାର ଅଛନ୍ତି ଯିଏକି ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ , କିନ୍ତୁ ଅମିତାଭ ଓ ଜୟାଙ୍କ ଯାତ୍ରା ସବୁଠାରୁ ଅଲଗା ଥିଲା । ଆମେ କଥା ହେଉଛୁ ସଦିର ମହାନାୟକ ଅମିତାଭ ବଚ୍ଚନ ଓ ଜୟା ଭାଦୁରୀଙ୍କ ବିଷୟରେ , ଯାହାଙ୍କ ମିଳନ ହେଲା ପରସ୍ପର୍ ଏକାଠି କାମ କରୁଥିବା ସମୟରେ , ଓ ତାପରେ ଜୀବନ ସାରା ଜଣେ ଅନ୍ୟ ଜଣଙ୍କର ହୋଇଗଲେ , ଏମାନଙ୍କ କାହାଣୀ କିଛି ଏମିତି ଥିଲା ଯାହାର ପଟକଥା ଉପର ବାଲା ଲେଖିଥିବେ ।ବୋଧେ ଆପଣଙ୍କୁ ମାଲୁମ୍ ନଥିବ କି ଅମିତାଭ ଓ ଜୟାଙ୍କ ପ୍ରଥମ ସାକ୍ଷାତ ସେହି ସମୟରେ ହୋଇଥିଲା ଯେବେ ଜୟାବଚ୍ଚନ ବଲିଉଡ୍ ରେ ପାଦ ଥାପିସାରିଥିଲେ , କିନ୍ତୁ ଅମିତାଭ ବଚ୍ଚନ ନିଜ କ୍ୟାରିୟର ବନାଇବାପାଇଁ ବହୁତ ଚିନ୍ତାର ସାମ୍ନା କରୁଥିଲେ, ମାତ୍ର ୧୫ ବର୍ଷ ବୟସରେ ଜୟା ୧୯୬୩ ରେ ସତ୍ୟଜୀତ୍ ବଙ୍ଗାଳୀ ଫିଲ୍ମ ମହାନଗରରେ କାମ କଲେ , ଏକ ସହାୟକ ଅଭିନେତ୍ରି ରୁପଏ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ତାହାପରେ ଜୟା ବହୁତ ଫିଲ୍ମରେ ଅଭିନୟ କରିଥିଲେ, ଏହି ସମୟରେ କୁହାଯାଉଛି କି ଯେବେ ଅମିତାଭ ବଚ୍ଚନ ଫିଲ୍ମକାର ଅବାସ୍ ଙ୍କ ସହ ଗୋଟିଏ ଷ୍ଟୁଡିଓରେ ଥିଲେ ତେବେ ତାଙ୍କର ପ୍ରଥମ ସାକ୍ଷାତ ଜୟା ବଚ୍ଚନଙ୍କ ସହ ହୋଇଥିଲା, ଏହି ସମୟରେ ଜୟା ଯେବେ ଅମିତାଭଙ୍କୁ ପ୍ରଥମ ଥର ଦେଖିଲେ ତେବେ ତାଙ୍କର ସରଳ ସ୍ୱଭାବ ଜୟାବଚ୍ଚନଙ୍କ ହୃଦୟକୁ ଛୁଇଁଗଲା, ଜୟାବଚ୍ଚନ ପ୍ରଥମ ନଜରରେ ଜାଣିପାରିଲେ କି ତାଙ୍କ ମଧ୍ୟରେ କେତେ ପ୍ରତିଭା ଅଛି । ଜୟା ଭାଦୁଡି ଅମିତାଭ ବଚ୍ଚନଙ୍କୁ ଗୁଡ୍ଡିର ସେଟ୍ ରେ ପ୍ରପୋଜ କଲେ , ସେହି ସମୟରେ ଲୋକେ ଏହାକୁ ଇଗ୍ନୋର୍ କରିଦେଇଥିଲେ , କିନ୍ତୁ କୁହନ୍ତି ନା ଇଶ୍ୱର ଯୋଡି ବନାଇଛି ତେବେ କେହି ବି ଭାଙ୍ଗିପାରିବେ ନାହିଁ
ଅମିତାଭ ବଚ୍ଚନଙ୍କ ବିବାହ ୩ ଜୁନ୍ ୧୯୭୩କୁ ଜୟାଭାଦୁରିଙ୍କ ସହ ହୋଇଥିଲା, ଓ ଆଜିର ସମୟରେ ବଲିଉଡ୍ ରେ ସଫଲ ଯୋଡି ହିସାବରେ ଜଣାଯାଉଛି , ସେମିତି ଏହି କଥା ବି ସତ କି ଅମିତାଭ ଓ ରେଖାଙ୍କର ପ୍ରେମ ସଂମ୍ପର୍କ ଥିଲା, ଏହା ସହ ଅମିତାଭଙ୍କ ବହୁତ ଆଫେୟାର୍ ଖବର ଚର୍ଚ୍ଚିତ ହୋଇଥିଲା , କିନ୍ତୁ ଏବେ ସେ ସବୁ ଅଭିନେତ୍ରୀଙ୍କ ପରେ ବି ଜୟା ବଚ୍ଚନ ଏମିତି ଏକ ଅଭିନେତ୍ରୀ ଥିଲେ ଯିଏ ଅମିତାଭଙ୍କୁ ହୃଦୟରୁ ଭଲ ପାଇବସିଥିଲେ ।
ଅମିତାଭ ଓ ଜୟା ପ୍ରଥମ ଥର ଫିଲ୍ମରେ କାମ କଲେ , ଏହି ସମୟରେ ଅମିତାଭ ଙ୍କୁ ନିଜର ଦିୱାନା ବନାଇଥିଲେ , କୁହାଯାଉଛି କି ଯେବେ ଏହି ଦୁହେଁ ଫିଲ୍ମ ଜଞ୍ଜିର ସୁପରହିଟ୍ ହେଲ ତେବେ ଏହି ଦୁହେଁ ବିଦେଶ ଯିବାର ପ୍ଲାନ୍ କଲେ , କିନ୍ତୁ ଯେବେ ଅମିତାଭଙ୍କ ବାପା ବିନା ବିବାହ କରି ବିଦେଶ ଯିବା ଦରକାର ନାହିଁ ବୋଲି କହିଲେ ଅମିତାଭ ଆଉ ଡେରି ନକରି ନିଜ ବାପାଙ୍କ କଥା ରଖି ଜୟାଙ୍କୁ ବିବାହ କରିନେଲେ ।
କହିଦେବୁ କି ଜୟା ବଚ୍ଚନ ଓ ଅମିତାଭ ବଚ୍ଚନ ସାଥିରେ ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମ କରିଛନ୍ତି , ସେଥିରୁ ଜଞ୍ଜିର୍(୧୯୭୩) ଅଭିମାନ୍(୧୯୭୩) ଚୁପକେ ଚୁପକେ(୧୯୭୫) ମିଲି(୧୯୭୫) ଶୋଲେ(୧୯୭୫) ଓ କଭି ଖୁସି କଭି ଗମ୍(୨୦୦୧) ରେ କରିଥିଲେ , ଜୟାଙ୍କ ଅନ୍ୟ ହିଟ୍ ଫିଲ୍ମରେ ସିଲ୍ ସିଲା,(୧୯୮୧) କଲ୍ ହୋ ନା ହୋ(୨୦୦୩) ଦ୍ରୋଣ(୨୦୦୮) ସାମିଲ୍ ଅଛି