ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ଦୁଇ ରାଶିର ଝିଅମାନେ , ବଡ ଭାଗ୍ୟ ଥିଲେ ମିଳିଥାଏ ଏମାନଙ୍କ ସାଥ୍ – ଦେଖନ୍ତୁ ଆପଣଙ୍କ ରାଶି ସାମିଲ ଅଛି କି..
1 min readଯେପରି ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁରେ ସମସ୍ତଙ୍କୁ ଏହା ଇଚ୍ଛା ଥାଏ କି ତାଙ୍କ ଜୀବନରେ ସଚ୍ଚା ପ୍ରେମ ମିଳୁ କିନ୍ତୁ ବହୁତ କମ୍ ଲୋକ ଏମିତି ଭାଗ୍ୟଶାଳି ହୋଇଥାନ୍ତି ଯାହାଙ୍କ ଜୀବନରେ ସଚ୍ଚା ପ୍ରେମ ମିଳିପାରେ , କୁହନ୍ତି ନା ଯାହାର ଜୀବନରେ ସଚ୍ଚା ପ୍ରେମ ଥରେ ମିଳିଯାଏ ତାର ଜୀବନ ସ୍ୱର୍ଗ ହୋଇଯାଏ , କିନ୍ତୁ ଜଦି ସେମିତି ପ୍ରେମରେ ଧୋକା ମିଳେ ତେବେ ପୁରା ଜୀବନ ଏହି କଥାର ଦୁଃଖ ରହିଯାଏ । ଏହି ଦୁନିଆଁରେ ସବୁ ବ୍ୟକ୍ତିର ଇଚ୍ଛା ଥାଏ କି ସେ ତାର ଜୀବନରେ ଏମିତି ଜୀବନସାଥି ପାଉ ଯିଏ ତାକୁ ସଚ୍ଚା ଭଲ ପାଉଥିବ , ତାହାର ସୁଖ ଦୁଃଖରେ ତାର ସାଥିରେ ରହିବ , ଓ କେବେ ବି ଧୋକା ଦେବନାହିଁ , କିନ୍ତୁ ବହୁତଥର ଦେଖାଯାଉଛି କି କିଛି ଝିଅମାନେ ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତି , କିନ୍ତୁ ଏମିତି ନୁହେଁ ଦୁନିଆଁରେ ସବୁ ଝିଅ ଏକାପରି ନଥାନ୍ତି କିଛି ଏମିତି ହୋଇଥାନ୍ତି ଯେଉଁମାନେ ମରିଲାପର୍ଯ୍ୟନ୍ତ ନିଜ ପାର୍ଟନରଙ୍କ ସାଥିରେ ରୁହନ୍ତି , ଓ ଜ୍ୟୋତିଷ୍ୟଶାସ୍ତ୍ରରେ କିଛି ଏମିତି ଝିଅଙ୍କ ବିଷୟରେ କୁହାଯାଇଛି ଯାହାଙ୍କ ମନ ବହୁତ ସଫା ହୋଇଥାଏ
ତାଙ୍କ ମନରେ କୌଣସି ପ୍ରକାରର ଖରାପ ଚିନ୍ତାଧାରା ନଥାଏ , ଓ ସେମାନେ ସଂମ୍ପର୍କକୁ ବହୁତ ଭଲ ଭାବେ ନିଭାଇଥାନ୍ତି । ଶାସ୍ତ୍ରର ମୁତାବିକ କୁହାଯାଉଛି କି ଏମିତି କିଛି ଝିଅ ଗଙ୍ଗା ପରି ପବିତ୍ର ହୋଇଥାନ୍ତି , ତାଙ୍କ ଉପରେ ଆଖି ବନ୍ଦ କରି ଭରସା କରାଯାଇପାରିବ , ଓ ଏମିତି ଝିଅ ବି ଅଛନ୍ତି ଯାହାଙ୍କୁ ଚିହ୍ନା ତାଙ୍କ ରାଶି ଦ୍ୱାରା ହୋଇଥାଏ , ଆପଣଙ୍କୁ କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏମିତି ଦୁଇଟି ରାଶି ଅଛନ୍ତି ଯିଏକି ଗଙ୍ଗା ପରି ପବିତ୍ର ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ରାଶି ବିଷୟରେ ।
୧) କୁମ୍ଭ ରାଶି :- କୁମ୍ଭ ରାଶିର୍ ଝିଅମାନେ ଗଙ୍ଗା ପରି ସମାନ ପବିତ୍ର ବୋଲି ମାନାଯାଇଛି , ଏହି ରାଶିର ଝିଅଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇପାରିବ , ସେମାନେ ନିଜ ପାର୍ଟନରର ବିଶ୍ୱାସ କେବେ ବି ଭାଙ୍ଗନ୍ତି ନାହିଁ , ଯଦି ଏହି ରାଶିର ଝିଅମାନଙ୍କ ଜୀବନର୍ କିଛି ବି ଅସୁବିଧା ଆସିଯାଏ ତେବେ ସେମାନେ ନିଜ ପ୍ରେମୀଙ୍କ ଠାରୁ ଅଲଗା ହୋଇପାରନ୍ତି ନାହିଁ , ଏମାନେ ବହୁତ ମଜାଳିଆ ବ୍ୟକ୍ତିତ୍ୱ ହୋଇଥାନ୍ତି , ଏମାନେ ଆଖପାଖ ଲୋକଙ୍କ ମନରେ ଖୁସି ଦେଖିବାକୁ ଚାହଁନ୍ତି , ଏମାନେ ଘରକୁ ଆସିଲେ ଖୁସିର ବାତାବରଣ ଆସିଯାଏ , ଏମାନଙ୍କ ମଧ୍ୟରେ ବହୁତ ପ୍ରକାରର ଦକ୍ଷତା ହୋଇଥାଏ , ଯାହାର ଦମରେ ପରିବାରର ଆର୍ଥିକ ସ୍ଥିତିରେ ସାହାଯ୍ୟ କରିବାରେ ସକ୍ଷମ ହୋଇଥାନ୍ତି ।
୨) କର୍କଟ ରାଶି :- ଏହିରାଶିର ଝିଅଙ୍କ ମନ ବିଲକୁଲ୍ ଗଙ୍ଗା ପରି ପବିତ୍ର ହୋଇଥାଏ , ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଓ ନିଜ ପାର୍ଟନରଙ୍କୁ ବହୁତ୍ ଅଧିକା ଭଲ ପାଆନ୍ତି , ସେମାନେ ନିଜ ପାର୍ଟନରକୁ କେବେ ଧୋକା ଦିଅନ୍ତି ନାହିଁ , କୁହାଯାଏ କି ଏହି ରାଶିର ଝିଅ ଯେଉଁ ପୁଅଙ୍କୁ ବାହା ହୋଇଥାନ୍ତି ତାଙ୍କର ଭାଗ୍ୟ ଚମକିଯାଏ , ଏମାନେ ଘର ପରିବାରରେ ଆସିଲେ ଇଜ୍ଜତ ଓ ମାନ ସମ୍ମାନ ଦୁଇଗୁଣା ବଢିଯାଏ , ଏମାନେ ନିଜ ସ୍ୱାମୀ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥାନ୍ତି , କର୍କଟ ରାଶିର ଝିଅଙ୍କୁ ବାହାହୋଇ ପୁଅର ଲାଇଫ୍ ରେ ବହୁତ ଉନ୍ନତି ହୁଏ ।