February 9, 2025

Odia Express

Here, There and Everywhere

କିସମିସ୍ ରୁ ତିଆରି ଏହି ଡ୍ରିଙ୍କ୍ ମାତ୍ର ୩ ଦିନରେ ସେବନ କରିଲେ ହୋଇଯିବ ଲିଭରରୁ ସବୁ ମଇଳା ସଫା, ଓ ହେବ ଆଶ୍ଚର୍ଯ୍ୟ ଜନକ ଲାଭ ..

1 min read

ଆଜିକାଲି ବ୍ୟସ୍ତ ଜୀବନ ଶୈଳୀ କାରଣରୁ ଲୋକେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ବିଲକୁଲ୍ ରଖିପାରୁନାହାନ୍ତି , ଯାହା ଦ୍ୱାରା ସେ ସାଘାଂତିକ ରୋଗରେ ପିଡୀତ ହୋଇଯାଉଛନ୍ତି , କିନ୍ତୁ ବହୁତ ବିଳମ୍ବ ହୋଇସାରିଛି,  ଏଥିପାଇଁ ଆମେ ଆପଣଙ୍କ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନେବାପାଇଁ କହୁଛୁ,  ଗୋଟେ ଲୋକକଥା ତ ଶୁଣିଥିବେ କି ଜୀବନ ଅଛି ତ ସବୁ କିଛି ଅଛି, ଏଥିପାଈଁ ଆଗରୁ ଜଣେଉଛୁ କି ଏବେ ଠାରୁ ଯତ୍ନବାନ ହୋଇଯାଆନ୍ତୁ , ନହେଲେ ଆପଣଙ୍କ ବ୍ୟସ୍ତ ଦୀନଚର୍ଚ୍ଚାରେ ଶରୀର ପାଈଁ କିଛି ସମୟ ବାହାର କରିବା ଉଚିତ୍ । ଆମର ବ୍ୟସ୍ତ ଦିନଚର୍ଚ୍ଚାରେ ଆମର ଲିଭର ଉପରେ ବହୁତ ପ୍ରଭାବ ପକାଇଥାଏ,  ଯାହାର କାରଣରୁ ଆମର ହୃତପିଣ୍ତ ଭଲ ଭାବେ କାମ କରିପାରେନାହିଁ , ଏମିତି ବହୁତ ସାରା ବିଷାକ୍ତ ଜିନିଷ ଆମେ ବ୍ୟବହାର କରିଥାଉ, ଯାହା ଆମର ଶରୀରରେ ପ୍ରଭାବ ପକାଇଥାଏ , ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏମିତି ଏକ ଡ୍ରିଙ୍କ୍ ବିଷୟରେ କହିବୁ ଯାହା ଆପଣଙ୍କ ଲିଭର୍ ଏକଦମ୍ ସଫା କରିଦେବ,  ଓ ଲିଭରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଦେବ,  ଏହାର ଉପଯୋଗରେ ଆପଣଙ୍କ ଲିଭର୍ ବିଷାକ୍ତ ତତ୍ତ୍ୱ ମୁକ୍ତ ହୋଇଯିବ,  ଆପଣଙ୍କୁ ଜଣେଇଦେବୁ କି ଏହି ଡ୍ରିଙ୍କ୍ କିସମିସ୍ ରୁ ତିଆରି ହୋଇଥଏ

ଏହାକୁ ପିଇଲେ କେବଲ ୩ ଦିନରେ ଆପଣଙ୍କ ଲିଭରରୁ ସବୁ ମଇଳା ବାହାରିଯିବ । କିସମିସ୍ ର ପାଣିରେ ଭିଟାମିନ୍ସ ଓ ମିନେରାଲ୍ସ ରହିଥାଏ , ଏହା ଏନର୍ଜୀରେ ଭରପୁର୍ ଲୋ ଫ୍ୟାଟ୍ ଫୁଡ୍ ଅଟେ,  ଓ ଏଥିରେ ବହୁତ ମାତ୍ରାରେ ଆଇରନ୍, ପୋଟାସିୟମ୍, ଭିଟାମିନ୍ ଓ ଆଣ୍ଟିଏକ୍ସିଡେଣ୍ଟ ରହିଥାଏ , ଏହାକୁ ପାଣିରେ ବତୁରାଇଲେ ବହୁତ ଫାଇଦା ବଢିଯାଏ , ଲିଭର୍ ସଫା କରିବା ଏହି କିସମିସ୍ କୁ ତିଆର୍ରି କରିବା ବହୁତ ସହଜ ଅଟେ , ଆସନ୍ତୁ ଆପଣଙ୍କୁ କହିବୁ କିସମିସ୍ ଲିଭର ଡିଟକ୍ସ କରିବାର ଡ୍ରିଙ୍କ୍ ବନାଇବାର ବିଧି , ସବୁଠାରୁ ପ୍ରଥମେ ଜାଣିନିଅନ୍ତୁ , ଏହି ଡ୍ରିଙ୍କ୍ କୁ ବନାଇବାରେ କେଉଁ କେଉଁ ସାମଗ୍ରୀ ଦରକାରପଡିବ , ସାମଗ୍ରୀ-ଦୁଇ କପ୍ ପ୍ରାୟ ୪୦୦ ମିଲିଗ୍ରାମ୍ ପାଣି, ଓ ୧୫୦ ଗ୍ରାମ କିସମିସ୍ ।

ଏହି ଖାସ୍ ଡ୍ରିଙ୍କ୍ କୁ ବନାଇବାପୁର୍ବରୁ ସବୁଠାରୁ ପ୍ରଥମେ ୨ କପ୍ ପାଣିକୁ ସିଝାଇଦିଅନ୍ତୁ , ଯେବେ ପାଣି ସିଝିବା ଆରମ୍ଭ ହୋଇଯିବ ତେବେ ସେଥିରେ କିଛି କିସମିସ୍ ପକାଇଦିଅନ୍ତୁ , ଏହାପରେ ଧିମା ଆଞ୍ଚରେ ଏହାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ପକାନ୍ତୁ , ଏବେ ଏହି ପାଣିକୁ ରାତିସାରା ଛାଡିଦିଅନ୍ତୁ । ଏହି ଡ୍ରିଙ୍କ୍ କୁ ସବୁଦିନ ପିଇବାର ଅଛି, ପାଣିରେ ବଞ୍ଚିଥିବା କିସମିସ୍ କୁ ବାହାରେ ପକାଇଦେବାର ଭୁଲ୍ କରନ୍ତୁ ନାହିଁ , ଏହାକୁ ଆପଣ ଜଳଖିଆରେ ଖାଇପାରିବେ , ଆପଣଙ୍କୁ ଏହା ତିନିଦିନ ପିଇବାର ଅଛି ,ଏହାର ସେବନରେ ଆପଣଙ୍କ ଲିଭର୍ ସବୁ ମଇଳା ସଫା ହୋଇଯିବ , ଏହା ସହ କିଶମିସ୍ ପାଣିରେ କୋଲେଷ୍ଟ୍ରୋଲ୍ ଠିକ୍ କରିଥାଏ , ଯାହା ଅଧିକାଂଶ ଲୋକ ଅନିୟିମିତ ରୁପରେ ଖାଇବା କାରଣରୁ ହୋଇଥାଏ , ଏଥିପାଇଁ ଏହାର ସେବନ କରନ୍ତୁ , ତାହା ସହ ଶରୀରର ଟ୍ରାଇଗ୍ଲିସେରାଇଡ୍ସ ସ୍ତରକୁ କମ୍ କରିବାରେ ସାହାଯ୍ୟ ବି କରେ ।

ଲିଭର୍ ଖରାପ ହେବାର ମୁଖ୍ୟ କାରଣ : – ଧୁମ୍ରପାନ କରିବା, ଅଧିକା ମଦପାନ କରିବା,  ଅଧିକା କୋଲେଷ୍ଟ୍ରୋଲ୍ ଯୁକ୍ତ ଜିନିଷର ସେବନ କରିବା ।

ଲିଭର ଖରାପ ହେବାର ଲକ୍ଷଣ- ପେଟ ଫୁଲିବା, ମୁହଁରୁ ଦୁର୍ଗନ୍ଧ ଆସିବା,  ପାଚନ କ୍ରିୟା ଖରାପ ହେବା , ତ୍ୱଚାରେ ଧଳା ଦାଗ ଦେଖାଦେବା,  ଆଖି ହଳଦିଆ ଦେଖାଦେବା ଇତ୍ୟାଦି କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *