June 25, 2025

Odia Express

Here, There and Everywhere

R ଓ P ନାମ ଧାରୀ ଲୋକଙ୍କ ଯୋଡି କିଭଳି ହୋଇଥାଏ – ଯଦି ଆପଣଙ୍କ କିମ୍ବା ଆପଣଙ୍କ ସାଥି ଙ୍କ ନାମ ତେବେ ନିଶ୍ଚୟ ପଢନ୍ତୁ…

1 min read

ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ସବୁଥର ଭଳି ଆଜି ବି ଆମେ ଆପଣଙ୍କ ପାଇଁ ଏକ ଲେଖା ନେଇକି ଆସିଛି ଏହାକୁ ଭଲ ଭାବରେ ପଢନ୍ତୁ। ସାଙ୍ଗେ ମାନେ ଆଜି ଆମେ ଆପଣଙ୍କୁ ଏପରି ଯୋଡି ବିଷୟରେ କବିବୁ ଯାହା ଯଦି ମିଶି ରହିଲା ବହୁତ ଭଲ ରହିଥାଏ କିନ୍ତୁ ଯଦି କୌଣସି ଅସୁବିଧା ଆସିଲା ଏହି ଯୋଡି ଏପରି ଭାଙ୍ଗିଥାଏ ଆଉକେବେ ଏମାନେ ମିଶିପାରି ନଥାନ୍ତି।ଆଜି ଆମେ କହିବୁ R ଓ P ନାମ ଵାଲା ଯୋଡ଼ିଙ୍କ ବିଷୟରେ। ଏମାନେ କିପରି ରହିଥାନ୍ତି, ଏମାନଙ୍କ ଜୀବନରେ କଣ ଅଶୁବିଧା ଆସିଥାଏ ଓ କିପରି ତାର ସମାଧାନ କରି ପାରିବେ ତାହା ବିଷୟରେ ଜାଣିବା।

ସାଙ୍ଗ ମାନେ ସବୁ କଥା ଆମେ ୬ ଟି ପଏଣ୍ଟ ରେ ବୁଝିବା
୧-Personality
୨-Nature
୩-Financial
୪-Behaviour
୫-Life
୬-Spiritual

୧-Personality-R ଓ P ନାମ ଵାଲା ବହୁତ ଭଲ ହୋଇଥାନ୍ତି।ଦୁଇଜଣ ହିଁ ସୁନ୍ଦର ଦେଖାଯାଇଥାନ୍ତି।ଏଥିପାଇଁ Personality ମାମଲାରେ ଏମାନଙ୍କୁ କୌଣସି ଅଶୁବିଧା ହୋଇନଥାଏ।

୨-Nature-ସାଙ୍ଗ ମାନେ R ରାଶି ଵାଲା ତୁଳା ରାଶି ଅଟେ ଓ P ରାଶି ବାଲ କନ୍ୟା ରାଶି ଅଟେ।ତୁଳା ରାଶିର ଗ୍ରହ ଶୁକ୍ର ଓ କନ୍ୟା ରାଶିର ଗ୍ରହ ବୁଧ ଅଟେ।ଏହି ଦୁଇ ଗ୍ରହ ଙ୍କ ଭିତରେ ଭଲ ସମ୍ପର୍କ ରହିଥାଏ।କୁହାବି ଯାଇଥାଏ ନା ଯେତେ ବଡ ସଙ୍ଗ ହେବେ ଯଦି କୌଣସି ଅସୁବିଧା ହୋଇଯାଏ ସେମିତି ବଡ ଶତ୍ରୁ ହୋଇଯାଇଥାନ୍ତି।ସେଥିପାଇଁ ଯଦି ଦୁଇଜଣ ଭଲସେ ନରହିଲେ ବହୁତ ଖରାପ ହୋଇଥାଏ।

୩-Financial-ପଇସା ମାମଲାରେ R ନାମ ବାଲ ଧନୀ ହୋଇଥାନ୍ତି।ଏମାନେ ଅନେକ ପଇସା କମାଇଥାନ୍ତି।ବଡ ବ୍ୟବସାୟ କରିବା ଏମାନେ ଜାଣିଥାନ୍ତା।ସେହିପରି P ନାମ ଵାଲା କେବେବି କ୍ଷତି ସହି ନଥାନ୍ତି।ସେଥିପାଇଁ ସେ ବି ଭଲ ପଇସା କମାଇ ଥାନ୍ତି।ସେଥିପାଇଁ ପଇସା ମାମଲାରେ ଏମାନଙ୍କୁ କୌଣସି ଅଶୁବିଧା ହୋଇନଥାଏ।


୪-Behaviour-R ନାମ ବାଲ ଲୋକ ମାନଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି।P ବାଲା ବି ଭଲ ହୋଇଥାନ୍ତି କିନ୍ତୁ ଯଦିଆ ହୋଇଥାନ୍ତୁ।ସେଥିପାଇଁ ଦୁଇଜଣ ପରସ୍ପର କୁ ଭଲସେ ବୁଝିବା ଆବଶ୍ୟକ।

୫-Life-R ନାମ ଵାଲା ନିଜ ଜୀବନକୁ ଏକ ଭଲସେ ବିତାଇବାକୁ ଚାହିଁଥାନ୍ତି ।କୌଣସି ଇଚ୍ଛା ଥିଲେ ତାକୁ କୌଣସି ଉପାୟରେ ପୁରା କରିଥାନ୍ତି। ସେହିପରି P ନାମ ଵାଲା ବି ଏପରି ହୋଇଥାନ୍ତି।କିନ୍ତୁ ଦୁଇ ଜଣ ପରସ୍ପର ର ଭାବନାକୁ ଯଦି ନ ଭୁଝିଲେ ଝଗଡା ହୋଇପାରେ।

୬-Spiritual-ଦୁଇ ନାମ ଵାଲା ଅଧିକ ଧାର୍ମିକ ହୋଇଥାନ୍ତି।ସେମାନେ ଭାବିଥାନ୍ତି କି ଭଗବାନଙ୍କ ବିନା କୌଣସି କାଯ୍ୟ ହୋଇପାରିବାନି।ସେଥିପାଇଁ ଏହି ମାମଲାରେ ଏମାନଙ୍କୁ କୌଣସି ଅଶୁବିଧା ହୋଇନଥାଏ।

Leave a Reply

Your email address will not be published. Required fields are marked *