October 22, 2024

Odia Express

Here, There and Everywhere

୫ ଜୁନ ୨୦୨୦ ରେ ଲାଗିବାକୁ ଯାଉଥିବା ଚନ୍ଦ୍ରଗ୍ରହଣରେ ଜାଣନ୍ତୁ ଆପଣଙ୍କ ଉପରେ କଣ ପ୍ରଭାବ ପକଉଛି – ଏହି ରାଶି ସବୁ ସାବଧାନ ରୁହନ୍ତୁ..

ସଙ୍ଗମାନେ ୫ ଜୁନ ୨୦୨୦ ରେ ହେବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଏହା ଉପ ଛାୟା ଗ୍ରହଣ ବୋଲି ଆମେ ଜାଣିବା ଯାହା ଭାରତରେ ଦେଖାଯିବ ନାହିଁ ଓ ଏହାର ପ୍ରଭାବ ବି ପଡିବ ନାହିଁ। ଏହା ୫ ଜୁନର ରାତି ୧୧ ଟା ବାଜି ୧୫ ମିନିଟରେ ଲାଗିବ ଯାହା ୬ ଜୁନ ସକାଳ ୨ ଟା ବାଜି ୩୪ ମିନିଟରେ ସମାପ୍ତି ହେବ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣର ପ୍ରଭାବ ସବୁ ରାଶି ଉପରେ ପଡିଥାଏ ଏହି ସମୟରେ ୬ ଟି ଗ୍ରହ ବକ୍ର ଦିଶାରେ ଚାଲୁଛନ୍ତି ରାହୁ କେତୁକୁ ଛାଡି ଶନି,ବୃହସ୍ପତି,ଶୁକ୍ର ଓ ପ୍ଲୁଟୋ ଏ ଚାରିଟି ଗ୍ରହବି ବକ୍ର ଦିଶାରେ ଚାଲିଥାନ୍ତି।ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ବିଛା ରାଶି ଉପରେ ପଡିବାର ଅଛି ଜ୍ୟୋତିଶ ଅନୁସାରେ ଆମେ ମାନୁକୀ ଏହି ଚନ୍ଦ୍ର ଗ୍ରହଣର ସବୁ ରାଶି ଉପରେ କଣ ପ୍ରଭାବ ପଡିବ ମେଶ ରାଗି ପରିବାର ସଦସ୍ୟ ମାନଙ୍କର ଦେହ ପାଇଁ ଅଧିକ ଚିନ୍ତା କରନ୍ତୁ ମନରେ ବହୁତ ପ୍ରକାରର ମନାନ୍ତର ଆସି ପାରେ କଳି ଝଗଡା ଠାରୁ ଦୁରେଇ ରହିବ ପରିବାର କୁ ନେଇ ସମସ୍ୟା ଆସିପାରେ ଓ ନିର୍ଣ୍ଣୟ ନେବାରେ କିଛି ଅସୁବିଧା ଆସି ପାରେ ଏହି ସମୟରେ ନିଜକୁ ସମ୍ବାଳିକି ରଖିବା ଅତ୍ୟନ୍ତ ଆଵଶ୍ୟକ।

ଗ୍ରହଣ କାଳରେ ମନ୍ତ୍ରର ଜାପ କରି ନିଜ ରାଶିର ସ୍ୱାମୀ ମଙ୍ଗଳଙ୍କୁ ସନ୍ତୁଷ୍ଟ ରଖିବା ଆବଶ୍ୟକ ଓ ଗ୍ରହଣ କାଳ ସରିବା ପରେ ଆପଣ ତାଙ୍କୁ ଗୁଡ଼ ଓ ଚାଉଳ ସେବନ କରିବାକୁ ଦେବା ଆବଶ୍ୟକ।ବୃକ୍ଷବ ରାଶି ଗ୍ରହଣର ପ୍ରଭାବ ଆପଣମାନଙ୍କ ସମ୍ପର୍କୀୟମାନଙ୍କ ଉପରେ ପଡିବ କହିବାକୁ ଗଲେ ଆପଣଙ୍କ କୌଣସି ସମ୍ଵନ୍ଧ ହଠାତ ନଷ୍ଟ ହୋଇପାରେ କାହା ସହିତ ବେପାରରେ ହିସା ଦାରୀ ଶେଷ ହୋଇପାରେ ଏହା ପାଈଁ ଆପଣ ଟିକେ ଚିନ୍ତିତ ବା ମାନସିକ ଅଶାନ୍ତିରେ ଆସି ପାରନ୍ତି।

ନିଜ ନିଜ ପତ୍ନୀର ଦେହର ସମ୍ପୂର୍ଣ୍ଣ ଧ୍ୟାନ ରଖିବେଓ ଦୁଇଜଣଙ୍କ ଭିତରେ ମତାନ୍ତର ଆସିପାରେ।ଗ୍ରହଣ କଅଳପରେ କୌଣସି ଗରିବ ବ୍ୟକ୍ତିକୁ ଖୀରର ଦାନ କରିବେ।ମିଥୁନ ରାଶି ଆପଣଙ୍କୁ ଏ ସମୟରେ କୌଣସିବି ମହିଳାର ଆରୋପ ବା ନିନ୍ଦାରୁ ବଞ୍ଚୀକି ରହିବାର ଅଛି ସେ ଛୋଟ କଥାରୁ ଏମିତି ମତାନ୍ତର ହବଯେ କଥା କୋର୍ଟ କଚେରୀ ପର୍ଯ୍ୟନ୍ତ ପଳେଇବ ସେଥିପାଇଁ ଆପଣଙ୍କୁ ବହୁତ ସାବଧାନ ରହିବାର ଆଵଶ୍ୟକତା ଅଛି ମାନସିକ ଦୁଶ୍ଚିନ୍ତାରେ ଆପଣ ବ୍ୟତୀତ ହୋଇପାରିବେ ।


ଆପଣଙ୍କ ଦେହବି ଖରାପ ହୋଇପାରେ ଏହି ରାଶିର ମହିଳା ମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।କରଜ ଓ ଆର୍ଥିକ କ୍ଷେତ୍ରରେ ବହୁତ ହଇରାଣ ହୋଇପାରନ୍ତି ବୁଦ୍ଧ ଦେବଙ୍କ ମନ୍ତ୍ର ଜାପନ କରିବେ।ଗ୍ରହଣ କାଳ ସରିଲେ କୌଣସି ବି ନିର୍ଦ୍ଧନକୁ ମିଠା ଖିରି ଖାଇବାକୁ ଦିଅନ୍ତୁ।କର୍କଟ ରାଶି ଚନ୍ଦ୍ର ଗ୍ରହଣ ଲାଗିବା ମାତ୍ରେ ଏମାନଙ୍କ ଉପରେ ସିଧା ପ୍ରଭାବ ପଡିଥାଏ କାହିଁକିନା ଏ ରାଶିର ସ୍ୱାମୀ ଚନ୍ଦ୍ରମାହିଁ ଅଟନ୍ତି।ସେମିତିରେ ବି ଶିକ୍ଷା,ଧନ,ସନ୍ତାନ କ୍ଷେତ୍ରରେ ଆପଣ ମାନଙ୍କୁ ବହୁତ ଧ୍ୟାନ ଦେବାକୁ ପଡିବ ଗର୍ଭବତୀ ମହିଳାଙ୍କୁ ନିଜର ବିଶେଷ ଧ୍ୟାନ ରଖିବା ଉଚିତ।

ସମ୍ପର୍କରେ ଭୁଲ ବୁଝାବଣା ଠାରୁ ବଞ୍ଚିବା ଅତ୍ୟନ୍ତ ଆବଶ୍ୟକ ଅଟେ।ନିଜ ମାଆଙ୍କୁ ଚାନ୍ଦିର ଗ୍ଲାସ ଦେବା ଆବଶ୍ୟକ।ସିଂହ ରାଶି ଏ ଗ୍ରହଣ କାଳ ସମୟରେ ନିଜ ମାଆଙ୍କୁ ଚିନ୍ତା ହୋଇପାରେ ଓ ତାଙ୍କର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ।ନିଜ ମା ଙ୍କ ସହ ବାଦ ବିବାଦ କରିବାରୁ ରକ୍ଷା ପାଇବା ଉଚିତ ଓ ଟିକେ ଟିକେ କଥାରୁ ଝଗଡା ବଢି ପାରେ।ଗ୍ରହଣ ବେଳେ ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କର ଜାପ କରିବା ଉଚିତ ଓ ଗ୍ରହଣ ପରେ ଗୁଡ଼ ଓ ଚିନି ଦୁଇଟିର ଦାନ କରିବେ।କନ୍ୟା ରାଶି ଏହି ସମୟରେ ଆତ୍ମବିଶ୍ୱାସରେ କମି ଆସିବ କାହା ସହିତ ମିତ୍ରତା ସରିପାରେ।

ଗ୍ରହଣ ବେଳେ ବୁଦ୍ଧଙ୍କ ଜପ କର ଓ ଗ୍ରହଣ ପରେ ଭିକାରିକୁ ସବୁଜ ପରିବାର ଦାନ କର।ତୁଳା ରାଶି ଏହି ଗ୍ରହଣ କାଳ ସମୟରେ ନିଜ ବାଣୀ ଉପରେ ଧ୍ୟାନ ଦେବେ ମୁହଁ,ଦାନ୍ତ,ଆଖିର କୌଣସି ସମସ୍ୟା ହୋଇପାରେ।ଏହି ସମୟରେ ଶୁକ୍ରଙ୍କ ମନ୍ତ୍ରର ଜାପ କରନ୍ତୁ ଓ ଗ୍ରହଣ କାଳ ସରିବା ପରେ କୌଣସି ନିର୍ଦ୍ଧନ ବ୍ୟକ୍ତିକୁ ଘିଅ ଦାନ କରିବା ଉଚିତ।ଏବେ ଆସିବ ବିଛା ରାଶି ଆପଣଙ୍କ ରାଶିରେ ହିଁ ଚନ୍ଦ୍ର ଗ୍ରହଣ ପଡି ପାରିବ ଓ ଆପଣଙ୍କ ପାଇଁ ମାନସିକ ତନାଵ ଅଧିକ ହୋଇପାରିବ ଆପଣ ନିଜେ ଆଧ୍ୟାତ୍ମିକତା ଆଡ଼କୁ ନଇଁ ଯିବେ ଯାହା ଦ୍ୱାରା ଆପଣଙ୍କୁ ବହୁତ ସାହାର୍ଯ୍ୟ ମିଳିବ।ଗ୍ରହଣ ସରିବା ପରେ ଆପଣ ଗୋଟେ ତମ୍ବା ଲୋଟାରେ କ୍ଷୀର ଭରିକରି ମନ୍ଦିର ସାମ୍ନାରେ ରଖି ଆସିବେ।ଧନୁ ରାଶି ଏହି ସମୟରେ ଆପଣଙ୍କ ନିର୍ଣ୍ଣୟ ନେବା କ୍ଷମତା ବହୁତ ଖରାପ ହୋଇପାରେ ଓ କୌଣସି ପ୍ରକାରର ନାକରାତ୍ମକ ଭାବନା ଆସିନଥାଏ ଆପଣଙ୍କ ନମନୀୟତା ଆଧ୍ୟାତ୍ମିକ ଆଡ଼କୁ ହେବ।

ବୃହସ୍ପତି ମନ୍ତ୍ର ଯାପନ କରିବେ ଓ ହଳଦୀ ପ୍ୟାକେଟର ଦାନ କରିବେ।ମକର ରାଶି ଆପଣଙ୍କ ଧନ ଲାଭରେ କମ ହେବ କେଉଁଠି ପଇସା ଆସିବାର ଥିବ ତ ଅଟକି ଜୀଵ ଜୀବନ ସାଥୀଙ୍କର ସହଯୋଗ ମିଳିବ ନାହିଁ ଶନି ମନ୍ତ୍ରର ଯାପନ କରିବେ ଓ ଗୋଟେ ପ୍ୟାକେଟ କ୍ଷୀର ଓ ସୋରିଷତେଲ ଦାନ କରିବେ।କୁମ୍ଭ ରାଶି ଏ ସମୟରେ ପିତାଙ୍କ ଦେହକୁ ନେଇ ସାବଧାନ ରହିବା ଆବଶ୍ୟକ ଆପନଙ୍କ ଶତ୍ରୁ ପ୍ରଭାବୀ ହୋଇପାରନ୍ତି।ଶନିଙ୍କ ମନ୍ତ୍ର ଯାପନ କରିବା ଶହ ସୋରିଷ ତେଲ ନହେଲେ ୫ ଟି ଧଳା ମିଠେଇ ର ଦାନ କରିବେ। ମିନ ରାଶି ଧର୍ମକୁ ନେଇ କୌଣସି କଥାରେ ସନ୍ଦେହ କରି ପାରନ୍ତି ବାହାନ ଶହ ଜଡିତ କୌଣସି ସମସ୍ୟା ଆସିବ।ଏ ସମୟରେ ବୃହସ୍ପତି ମନ୍ତ୍ରର ଯାପନ କରିବା ଶହ ଗ୍ରହଣ କାଳ ସରିବା ପରେ ଚଣା ଡାଲିର ଦାନ କରିବା ଉଚିତ।୨୦୨୦ ରେ ଚାରିଟି ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା ବିଭିନ୍ନ ଜାଗାରେ ଦେଖାଯିବ।

Leave a Reply

Your email address will not be published. Required fields are marked *