October 24, 2024

Odia Express

Here, There and Everywhere

୫ ମିନିଟରେ ଦାନ୍ତର ବିନ୍ଧ ଠିକ କରିବାର ଘରୋଇ ଉପାୟ – ଏବେ ଜାଣିରଖନ୍ତୁ କେବେ ମଧ୍ୟ କାମରେ ଆସିପାରେ…

ଆଜି ଆମେ ଆପଣଙ୍କ ପାଖରେ ଦୁଇଟି ଉପାୟ ନେଇକରି ଆସିଛୁ ଯାହାକି ଆପଣଙ୍କର ଦାନ୍ତର ସମସ୍ତ ଦରଜ କୁ ଠିକ କରି ପାରିବ। ଆଜିର ଏହି ଉପାୟ ରେ ଆମେ ବ୍ୟବହାର କରୁ ଥିବା ସମସ୍ତ ଜିନିଷ ଆପଣଙ୍କୁ ଅତି ସହଜ ରେ ଆପଣଙ୍କ କିଚେନ ରେ ମିଳି ଯାଇ ପାରିବ। ତ ଆପଣ ଜାଣିଛନ୍ତି କି ଆମେ ଖାଉଥିବା ସମୟରେ ଯଦି ଆମ ଦାନ୍ତ ମଝିରେ ଚାଉଳ ଅଥବା ରୋଟି ଲାଗିକି ରହିଯାଏ ତ କିଛି ଦିନ ପରେ ତାହା ସଢ଼େଇ ଦିଏ। ଏହାଦ୍ୱାରା ଦାନ୍ତ ଖରାପ ହେଇଯାଏ ଆଉ ସେଥିରେ ଦରଜ ହୁଏ। ଆପଣଙ୍କୁ ପ୍ରାୟତଃ ଜଣା ଥିବ କି ଆମର ଦାନ୍ତର ଦରଜ ସେଠାରେ ଥିବା ବ୍ୟାକ୍ଟେରିଆ ମାନଙ୍କ ପାଇଁ ହି ହେଇଥାଏ। ତ ଆଜିର ଉପାୟ ରେ ଆମେ କିଛି ଏପରି ଜିନିଷ ବ୍ୟବହାର କରିବାକୁ ଯାଉଛୁ ଯେଉଁଥିରେ କି ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରପୁର ଥିବ।

ପ୍ରଥମ ଉପାୟ କୁ କରିବା ପାଇଁ ଆପଣ ୧୦ ରୁ ୧୨ଟା କଳା ମରିଚ ନେଇ ଯାଆନ୍ତୁ। ତା ପରେ ଆପଣ ତାକୁ ପେଷି ପେଷି ଗୁଣ୍ଡ କରି ଦିଅନ୍ତୁ। ଗୁଣ୍ଡ କରିବା ପରେ ଆପଣ ସେଥିରେ ଅଧା ଚାମଚ ନଡ଼ିଆ ତେଲ ନିଅନ୍ତୁ ଆଉ ତା ପରେ କିଛି ଧଳା ଲୁଣ ନେଇକି ତାକୁ ଭଲ ଭାବେ ଗୋଳାନ୍ତୁ। ଗୋଳେଇବା ପରେ ଆପଣ ତାକୁ ଆଙ୍ଗୁଳି ସହାୟତା ରେ ନିଜର ଦାନ୍ତର ଯେଉଁ ଜାଗା ରେ ଦରଜ ହେଉଛି ସେଠାରେ ଲଗାନ୍ତୁ। କଲା ମରିଚ ରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ଭରପୁର ଥାଏ ଆଉ ନଡ଼ିଆ ତେଲ ରେ ଲରିକ ଏସିଡ ଥାଏ ଯାହା କି ଆମ ଦାନ୍ତର ଦର୍ଜ କୁ ଠିକ କରାଏ। ହେଇପାରେ ଏହାକୁ ଲଗେଇବା ପରେ ଆପଣଙ୍କୁ କଷ୍ଟ ହେଇପାରେ ଆଉ ଦରଜ ବି ହେଇପାରେ ମାତ୍ର ଏହି ଉପାୟ କରିବା ଦ୍ୱାରା ଆପଣନ୍କର ଦାନ୍ତର ଦରଜ ସମ୍ପୂର୍ଣ ରୂପେ ଠିକ ହେଇ ଯାଇ ପାରେ।

୨: ଆପଣ ଦ୍ୱିତୀୟ ଉପାୟ କରିବା ପାଇଁ କିଛି ପିଆଜ ନିଅନ୍ତୁ। ତାକୁ ଭଲ ଭାବେ କାଟି ନିଅନ୍ତୁ ଆଉ କାଟିବା ପରେ ତାକୁ ଆପଣ ପେଷି ଦିଅନ୍ତୁ। ପେସିକି ଆପଣ ତାର ରସ ବାହାର କରି ଦିଅନ୍ତୁ। ପିଆଜ ରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ଆପଣଙ୍କ ଦାନ୍ତର ଯନ୍ତ୍ରଣା ଠିକ କରେଇବା ରେ ଭଲ କାମରେ ଆସିଥାଏ। ତ ଆପଣ ଏକ ତୁଲା ନେଇକି ତାକୁ ପିଆଜ ରସ ରେ ବୁଡ଼େଇକି ଆପଣଙ୍କ ଦାନ୍ତର ଦରଜ ହେଉଥିବା ଜାଗା ରେ ପ୍ରାୟ ୫ ମିନିଟ ଯାଏ ରଖନ୍ତୁ। ଯଦି ଆପଣ ତାହା କରି ନପାରୁଛନ୍ତି ତ ଆପଣ ଏକ କଞ୍ଚା ପିଆଜ ଖଣ୍ଡ ନେଇକି ତାକୁ ଦର୍ଜ ହେଉଥିବା ଦାନ୍ତରେ ରଖନ୍ତୁ ଆଉ ପାରିବେ ତ ଆପଣ ଚୋବେଇକି ଖାଇ ପାରିବେ।

ଏହି ଦୁଇଟି ଉପାୟ କରିବା ଦ୍ୱାରା ବି ଯଦି ଆପଣଙ୍କର ଦରଜ ଠିକ ହେଉନାହିଁ ତ ଆପଣ ପାଖରେ ଥିବା କେହି ଦାନ୍ତ ଡାକ୍ତର ଙ୍କୁ ଦେଖାନ୍ତୁ।ଏଠାରେ କହିରଖୁ ଆମେ ସମସ୍ତ ଖବର ଅନ୍ୟ ସଂସ୍ଥା ରୁ ସଂଗ୍ରହ କରିଛୁ | ନିଜର ରିସ୍କ ରେ ଉପଯୋଗ କରିବେ

Leave a Reply

Your email address will not be published. Required fields are marked *