October 22, 2024

Odia Express

Here, There and Everywhere

ଆଜିର ମଜାଦାର ପ୍ରଶ୍ନ – ଏପରି ଏକ ଜାଗା ଅଛି ଯେଉଁଠାକୁ କେବଳ ଝିଅ ମାନେ ହି ଯାଇ ପାରିବେ ? ଉତ୍ତର ପ୍ରାୟ ୯୯ ପ୍ରତିଶତ ଲୋକ ଦେଇ ପାରିବେ ନାହିଁ…

ବନ୍ଧୁଗଣ ଆମେ ଆଶା କରୁଚୁ ଆପଣଙ୍କୁ ଆମର ଏହି ମଜାଦାର ପ୍ରଶ୍ନ ଉତ୍ତର ବିଭାଗ ନିଶ୍ଚୟ ଭଲ ଲାଗୁଥିବ|ଆପଣଙ୍କ ଭଲ ପାଇବା ପାଇଁ ଆମେ ସବୁଦିନ ଏହିପରି କିଛି ନୂଆ ନୂଆ ସାଧାରଣ ଓ କୌତୁହଳ ପୁର୍ନ ପ୍ରଶ୍ନ ଆପଣଙ୍କ ସାମ୍ନାକୁ ନେଇ ଆସୁଛୁ |ଯାହାର ଉତ୍ତର ସହଜ ହେଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଲଗେଇବା ପାଇଁ ପଡେ | ଓ ଆପଣଙ୍କ ମଧ୍ୟରୁ ଏଙ୍କ ଲୋକ ଏଥିରେ ସଫଳ ହୁଅନ୍ତି ଆଉ କିଛି ବିଫଳ ମଧ୍ୟ ହୁଅନ୍ତି |ଆଜି ଆମେ ଆପଣଙ୍କ ପାଖରେ ଜିକେ ର କିଛି ମହତ୍ତ୍ୱପୂର୍ଣ ପ୍ରଶ୍ନ ଆଉ ତାର ଉତ୍ତର କରେଇବା କୁ ଯାଉଛୁ। ତ ଚାଲନ୍ତୁ ଆରମ୍ଭ କରିବା।

୧: ବିଶ୍ୱର ପ୍ରଥମ କ୍ୟାସଲେସ ଦେଶ କେଉଁଟା ଅଟେ?

ଉତ୍ତର : ସ୍ଵିଡେନ, ବିଶ୍ୱର ପ୍ରଥମ କ୍ୟାସ୍ଲେସ ଦେଶ।

୨: ଇଣ୍ଟରନେଟ ର ପ୍ରୟୋଗ ସବୁଠୁ ପ୍ରଥମେ କେଉଁଠି ହେଇଥିଲା?

ଉତ୍ତର : ଆମେରିକା ରେ

୩: ସୂର୍ଯ୍ୟର ସବୁଠୁ ନିକର ଗ୍ରହ କେଉଁଟା?

ଉତ୍ତର : ବୁଧ, ସୂର୍ଯ୍ୟଙ୍କର ସବୁଠୁ ନିକଟତର ଗ୍ରହ

୪: ଲାଲ ଗ୍ରହ କାହାକୁ କୁହା ଯାଏ?

ଉତ୍ତର : ମଙ୍ଗଳ ଗ୍ରହ, ଲାଲ ଗ୍ରହ କୁହାଯାଏ

୫: କେଉଁ ଦେଶର ସମ୍ୱଦ୍ର ତଟରେଖା ବିଶ୍ୱର ସବୁଠାରୁ ଲମ୍ବା ଅଟେ?

ଉତ୍ତର : କ୍ୟାନାଡ଼ା, ସବୁଠୁ ଲମ୍ବା ସମୁଦ୍ର ତଟରେଖା ଵାଲା ଦେଶ

୬: ସେ କିଏ ଯିଏ କି ବେମାର ରହେ ନାହିଁ ତଥାପି ଗୁଳି ଖାଏ?

ଉତ୍ତର : ବନ୍ଧୁକ,

୭: ମାଉଣ୍ଟ ଏଭରେଷ୍ଟ ରେ ଚଢିଥିବା ପ୍ରଥମ ମହିଳା କେଉଁ ଦେଶର ଥିଲେ?

ଉତ୍ତର : ଜାପାନ, ଦେଶର ପ୍ରଥମ ମହିଳା ଏଭରେଷ୍ଟ ଚଢିଥିଲେ

୮: ଭାରତ ର କେଉଁ ବ୍ୟକ୍ତି କୁ କେବେ ବି ସଜା ହେଇ ପାରିବ ନାହିଁ?

ଉତ୍ତର : ରାଷ୍ଟ୍ରପତି କୁ ହି କେବେ କିଛି ସଜା ମିଳିପାରିବ ନାହିଁ।

୯: ପିତ୍ତଳ କେଉଁ ଧାତୁ ମାନଙ୍କର ସହଯୋଗ ରେ ତିଆରି ହେଇଥାଏ?

ଉତ୍ତର : ତମ୍ବା ଆଉ ଦସ୍ତା, ଏମାନଙ୍କର ମିଶ୍ରଣ ଦ୍ୱାରା ପିତ୍ତଳ ଧାତୁ ତିଆରି ହେଇଥାଏ।

୧୦: ସବୁଠୁ ବଡ଼ ତେଲ ନିର୍ଯ୍ୟଟକ ଦେଶ କେଉଁଟା ଅଟେ?

ଉତ୍ତର : ସାଉଦି ଆରବ, ଦୁନିଆ ର ସବୁଠୁ ବଡ଼ ତେଲ ନିର୍ଯ୍ୟଟକ ଦେଶ ଅଟେ।

୧୧: ସବୁଠୁ ବିଷାକ୍ତ ମାଛ କେଉଁଟା ଅଟେ?

ଉତ୍ତର : ଷ୍ଟନ ଫିଶ, ଏହାର ଗୋଟେ ବୁନ୍ଦା ବିଷ ୧୫ ଜଣ ଲୋକଙ୍କର ହତ୍ୟା କରିବା ବରାବର ହେଇଥାଏ।

୧୨: ଧାତୁ ଙ୍କର ରାଜା କାହାକୁ କୁହାଯାଏ?

ଉତ୍ତର : ସୁନା କୁ ହି ଧାତୁ ଙ୍କର ରାଜା କୁହା ଯାଏ।

୧୩: କେଉଁ ଜିନିଷ କୁ ଫ୍ରିଜ ରେ ରଖିବା ଦ୍ୱାରା ତାହା ଜଳିବାକୁ ଲାଗି ଯାଏ?

ଉତ୍ତର : ଚୂନ ପଥର, ରାସାୟନିକ ପ୍ରତିକ୍ରିୟା ଦ୍ୱାରା ତାହା ଜଳିବାକୁ ଲାଗି ଯାଏ।

୧୪: ଏମିତି ଏକ ଜିନିଷ ଯାହା କି ପାଣି ପିଇବା କ୍ଷଣି ହି ମରିଯାଏ।

ଉତ୍ତର : ଶୋଷ, ଶୋଷ ଯାହା କି ପାଣିର ଅଭାବ ରେ ମଣିଷ ଅନୁଭବ କରିଥାଏ।

୧୫: ଏପରି ଏକ ଜାଗା ଯେଉଁଠାକୁ କେବଳ ଝିଅ ମାନେ ହି ଯାଇ ପାରିବେ?

ଉତ୍ତର : ଲେଡିଜ ଟୋଇଲେଟ, ଏଠାକୁ କେବଳ ଝିଅ ମାନେ ହି ନିଯାଇ ପାରିବେ ନା କି କେଉଁ ପୁଅ ଯାଇ ପାରିବ। ତେଣୁ ଏଠାକେ କେବଳ ଝିଅ ମାନେ ହିଁ ଯାଇ ପାରିବେ।

Leave a Reply

Your email address will not be published. Required fields are marked *