October 28, 2024

Odia Express

Here, There and Everywhere

ଆଜିର ମଜାଦାର ୨୦ ଓଡ଼ିଆ ହସକଥା: ଗାଁ ପୁଅ ଗୋଟିଏ ସହରର ଝିଅକୁ ଫୋନ କରି କରିଲା, ଆଉ କହିଲା ଏଭଳି କଥା ଯେ ହସି ହସି ବେଦମ ହେଇଯିବେ ଆପଣ..

1 min read

ମନୁଷ୍ୟ ସାରା ଦିନ ଅଫିସ କିମ୍ବା ଘରର କାମରେ ଲାଗିରହିଥାଏ। ସାରା ଦିନ ବ୍ୟସ୍ତ କାର୍ଯ୍ୟସୂଚୀ ପରେ ଯେବେ ଅଳ୍ପ ସମୟ ମିଳିଥାଏ ତ ସେ ନିଜର ପରିବାର ସହିତ ହସିଖେଳି ବିତାଇବାକୁ ଚାହେଁ । କିନ୍ତୁ ପରିବାର ସହିତ ସେ ଖୁସି ସେତେବେଳେ ରହିପାରିବ ଯେବେ ସେ ମନରୁ ଖୁସି ହେବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି ଚୁଟୁକୀରେ ଦୂର କରିଦେବ। ଏହି ଜୋକ୍ସ ପଢିକି ଆପଣଙ୍କ ମନ ପ୍ରସନ୍ନତାରେ ପୂର୍ଣ୍ଣ ହୋଇଯିବ ଏବଂ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେବେ ବିଳମ୍ବ କେଉଁ କଥା ପାଇଁ? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

ବସରେ ଗୋଟିଏ ପୁଅ ଗୋଟିଏ ଝିଅ ପାଖରେ ଠିଆ ହୋଇଥିଲା। ଅଚାନକ ପୁଅଟି ଝିଅକୁ ଚିଡେଇବାରେ ଲାଗିଲା। ପୁଅ- କିପରି ଅଛ ଡାର୍ଲିଂ? ଝିଅ- ତୋ ଘରେ ମାଆ ଭଉଣୀ ନାହାନ୍ତି କି? ପୁଅ- ନାହିଁ । ଝିଅ- ତାହେଲେ ଘରକୁ ନେଇ ଚାଲେ ପାଗଳ, ଏଠାରେ କାହିଁକି ଟାଇମ ପାସ କରୁଛୁ ।

ଆଜିକାଲି ଯେଉଁ ବୟସରେ ହୃଦୟ ଭଙ୍ଗୁଛି…. । ସେହି ବୟସରେ ଆମର ନଟରାଜର ପେନ୍ସିଲ ଭାଙ୍ଗୁଥିଲା ।

ଭିକାରି (କାରରେ ବସିଥିବା ମାଲିକାଣୀଙ୍କୁ)- ମାଡାମ 10ଟଙ୍କା ଦିଅ! ମାଡାମ ପଇସା ଦେଇଦେଲେ… ଭିକାରି ଯିବାକୁ ଲାଗିଲା ସେତେବେଳେ…. । ମାଡାମ କହିଲେ- ବାବା, ଆଶୀର୍ବାଦ ତ ଦେଇକି ଯାଅ । ଭିକାରି- BMWରେ ତ ବସିଛୁ ମୋଟୀ, ଆଉ କଣ ରକେଟରେ ବସିବୁ!

10ଜଣ ଝିଅ ହାତର ଶିରା କଟିଦେଲେ । 15ଜଣ ଝିଅ ଆତ୍ମହତ୍ୟା କରିବାର ଚେଷ୍ଟା କଲେ । ଜଣା ନାହିଁ କିଏ ମୋର ବିବାହର ମିଛ ଖବର ପ୍ରଚାର କରିଦେଇଛି ।

ପପ୍ପୁ ନିଜର ଜେଜେଙ୍କୁ- ଜେଜେ , ଏହି ପରିବାର ନିୟୋଜନ କଣ ହୋଇଥାଏ? ଜେଜେ- ପଳା ଏଠାରୁ, ମୋତେ ଜଣା ନାହିଁ । ପପ୍ପୁ- ମୋତେ ତ ଆଗରୁ ଜଣା ଥିଲା ଯେ ଆପଣଙ୍କୁ ଜଣା ନଥିବ । ଯଦି ଜଣା ଥାନ୍ତା ତେବେ ଆମ ସମ୍ପତ୍ତିର 9ଭାଗ ହେଇନଥାନ୍ତା ।

ପତ୍ନୀ ବାପଘରୁ ଫେରି ଆସିଲେ…. । ସ୍ଵାମୀ କବାଟ ଖୋଲିବା ସମୟରେ ଜୋର ଜୋରରେ ହସିବାକୁ ଲାଗିଲେ । ପତ୍ନୀ- ଏପରି କାହିଁକି ହସୁଛ? ସ୍ଵାମୀ- ଗୁରୁଜୀ କହିଥିଲେ ଯେବେ ମଧ୍ୟ ବିପଦ ଆଗକୁ ଆସିବ ତେବେ ତାର ମୁକାବିଲା ହସିକି କର ।

ପତ୍ନୀ- ଚାଲ ଏକ ଖେଳ ଖେଳିବା, ମୁଁ ଲୁଚିବି ଏବଂ ତୁମେ ମୋତେ ଖୋଜିବ । ଯଦି ତୁମେ ଖୋଜି ଦେବ ତେବେ ତୁମ ସହିତ ସପିଙ୍ଗ କରିବାକୁ ଯିବି । ସ୍ଵାମୀ- ଆଉ ଯଦି ଖୋଜି ପାରିବି ନାହିଁ ତେବେ? ପତ୍ନୀ- ଏପରି କୁହ ନାହିଁ ପୃଏ, କେବଳ କବାଟ ପଛରେ ଲୁଚିବି ।

ପପ୍ପୁ ଜଣେ ସ୍ତ୍ରୀ ଲୋକଙ୍କୁ ଚାହିଁ ଚାହିଁ ଯାଉଥିଲା…. । ସ୍ତ୍ରୀ ଲୋକ- କଣ ଦେଖୁଛ? ତୋର ମାଆ ବୟସର ଅଟେ ମୁଁ । ପପ୍ପୁ- ମୁଁ ମଧ୍ୟ ମୋ ବାପା ପାଇଁ ଖୋଜୁଛି ….!

ସାନ୍ତା ଚିଡିଆଖାନାରେ ଚାକିରି କଲା । ସେ ସିଂହର ପିଞ୍ଜରାକୁ ତାଲା ଲଗେଇଲା ନାହିଁ । ଅଫିସର- ତୁମେ ସିଂହ ପିଞ୍ଜରାକୁ ତଳ କାହିଁକି ଲଗେଇନ? ସାନ୍ତା- କଣ ଆବଶ୍ୟକ ଅଟେ! ଏତେ ଭୟଙ୍କର ପଶୁକୁ କିଏ ଚୋରୀ କରିବ? ଅଫିସର ବେହୋଶ…

କିଛି ଲୋକ ଧର୍ମ ନାମରେ ଲଢନ୍ତି , ତ କିଛି ଧନ ନାମରେ… କିଛି ଜାତି ନାମରେ … ତ କିଛି ଗୁଣ୍ଡାଗିରି ନାମରେ… । କେବଳ ପତି ପତ୍ନୀ ହିଁ ଅଟନ୍ତି ଯେଉଁମାନେ ନିସୱର୍ଥ ଭାବରେ ବିନା କାରଣରେ ଲଢନ୍ତି।

ସ୍ଵାମୀ ସ୍ତ୍ରୀଙ୍କୁ ନିଜର ବଶରେ କରିବା ପାଇଁ ଗୋଟିଏ ତାବିଜ ଆଣିଲା। ଏକ ମାସ ପରେ … ସ୍ଵାମୀ-ବାବା, ପତ୍ନୀଙ୍କ ଉପରେ ତ କୌଣସି ପ୍ରଭାବ ପଡିଲା ନାହିଁ , କିନ୍ତୁ ପଡୋଶିନୀ କାବୁ ହେଇଗଲା… ବାବା- ଠିକ ଅଛି ଇଫେକ୍ଟ ନହେଉ ପଛକେ ସାଇଡ ଇଫେକ୍ଟ ତ ହେଲା…

କେବେ ଆପଣ ଭାବିଛନ୍ତି ଯେ ଔଷଧ ପକେଟରେ 10ଟି ଔଷଧ କାହିଁକି ଥାଏ, ସୂଚନା ନିମନ୍ତେ ଜଣେଇ ଦେଉଛି ଯେ ଏହି ପ୍ରଥା ସେତେବେଳେ ଆରମ୍ଭ ହୋଇଥିଲା ଯେବେ ରାବଣର ମୁଣ୍ଡବିନ୍ଧା ହୋଇଥିଲା ।

ଚମ୍ପୁ(ଗାର୍ଲଫ୍ରେଣ୍ଡକୁ)- ଦେଖ, ସେହି ଝିଅ ମୋତେ ଦେଖି ହସୁଛି । ଗାର୍ଲଫ୍ରେଣ୍ଡ- ଆରେ, ସେ ତ କେବଳ ହସୁଛି॥ ମୁଁ ଯେବେ ତୁମକୁ ପ୍ରଥମ ଥର ଦେଖିଲି ତ 3ଦିନ ପର୍ଯ୍ୟନ୍ତ ହସ ବନ୍ଦ ହେଲା ନାହିଁ ।

ଗ୍ରାମର ପୁଅ ଗୋଟିଏ ସହରର ଝିଅକୁ ଫୋନ କରୁଛି… । ପୁଅ- କିପରି ଅଛ ରାଣୀ? ଝିଅ- କିଏ ଅଭଦ୍ର କହୁଛୁ। ପୁଅ- କଣ କିରେ, ନିଜ ପ୍ରେମିକ କୁ ଚିହ୍ନି ପାରୁନାହୁଁ ? ଝିଅ(କ୍ରୋଧରେ)- ମୋର ନମ୍ବର କଉଠୁ ପାଇଲୁ? ପୁଅ(ଖଇନି ଚୋବେଇକି)- ସୁଲଭ ଶୌଚଳୟର କାନ୍ଥରୁ

ମାଡାମ- ଥରେ ଆକବର ବାଦଶାହ ନିଜ ବିଛଣାରେ ଶୋଇଥିଲେ କି…. (ଗୋଟିଏ ଛୁଆ ତାଙ୍କ ମଝିକୁ ଆସିଲା ଭାରି) ଛୁଆ- ମିସ, ରାହୁଲ ମୋର ଲଞ୍ଚ ବାକ୍ସକୁ ଖୋଲୁଚି । ମାଡାମ- ରାହୁଲ, ମୁଁ ଚାପୁଡା ମାରିବି, ବସି ଯାଅ । ମାଡାମ- ଆଚ୍ଛା ପିଲାମାନେ ମୁଁ କୌଠି ଥିଲି? ଛୁଆ- ଆକବରଙ୍କ ବିଛଣାରେ! ନୀରବତା ଖେଳିଗଲା … ।

Leave a Reply

Your email address will not be published. Required fields are marked *