October 17, 2024

Odia Express

Here, There and Everywhere

R ନାଁ ଧାରୀ ବ୍ୟକ୍ତିଙ୍କ ଗୁଣ ଓ ସ୍ଵଭାଵ ବିଷୟରେ ଏବେ ଜାଣିରଖନ୍ତୁ – ଯଦି କେହି ନିଜର ଅଛନ୍ତି ତେବେ ନିଶ୍ଚୟ ପଢନ୍ତୁ …

ଜୀବନର ସବୁ ମୋଡ଼ରେ ଆମ ସହ ବିଭିନ୍ନ ପ୍ରକାରର ଲୋକ ଭେଟ ହୁଅନ୍ତି।ତାଙ୍କ ଭିତରୁ କେତେକ ଲୋକ ଆମ ସହ ଚାଲନ୍ତି ଓ କେତେ ଲୋକଙ୍କ ସାଥି ଆମେ ଛାଡି ଦେଇ ଥାଉ ତ ସବୁଠାରୁ ଦରକାରୀ ଜିନିଷ ଏଇଆ ଅଟେ କି ଯେଉଁମାନେ ଆମ ସହ ଚାଲନ୍ତି ସେମାନଙ୍କ ବ୍ୟକ୍ତିତ୍ୱ କିପରି ଅଟେ ତା ସହିତ ଆମେ ସମ୍ମୁଖୀନ ରହିବା ଉଚିତ ଯେଉଁଟା ଆମପାଇଁ ଲାଭ ଦାଇ ଭାବେ ପରିଚିତ ହେବ।ଚାଲନ୍ତୁ ଜାଣିବାକି ଆର ଅକ୍ଷର ନାଁ ରେ ନାମିତ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କେମିତି ହୋଇଥାଏ।

ଆର ନାଁ ରେ ଥିବା ବ୍ୟକ୍ତି ମାନଙ୍କ ସ୍ଵଭାଵ ବହୁତ ଗୁପୁଡା/ଗପୁଡି ନହେଲା ପୁରା ଶାନ୍ତ ସ୍ୱଭାବର ଅଟନ୍ତି,ଶାନ୍ତ ରହୁଥିବା ବ୍ୟକ୍ତିଙ୍କୁ ଫାଲତୁ କଥା ଅପେକ୍ଷା ନିଜ କାମ ବିଷୟରେ କେବଳ କଥା ହୋଇଥାନ୍ତି କମ କଥା ହେବା ନିଜଦୁନିଆରେ ମଗ୍ନ ରହିବାହିଁ ଏମାନଙ୍କ ପ୍ରବୃତ୍ତି ଅଟେ ସେହି ସମୟରେ ଯେଉଁମାନେ ବହୁତ ଗୁପୁଡା/ଗପୁଡି ଅଟନ୍ତି ସେମାନେ ନିଜ ଗୁଣ କାରଣରୁ ଆଖପାଖରେ ଥିବା ଲୋକଙ୍କୁ ବହୁତ ହଇରାଣ କରିଥାନ୍ତି ଓ ଏମାନେ ସବୁବେଳେ କୌଣସି ନୂଆ ଜିନିଷ ଖୋଜିବାରେ ନିଜର ସମୟକୁ ବ୍ୟତୀତ କରିଥାନ୍ତି ଏମାନଙ୍କୁ ଏଇଟା ଭଲ ଲାଗେ ଯେତେବେଳ ତାଙ୍କୁ କେଉଁଠି ଜ୍ଞାନ ମିଳିଥାଏ ଏହି ନାଁର ଲୋକ ବହୁତ ଶୀଘ୍ର ଆଗକୁ ବଢି ପାରନ୍ତି।

ଏ ଜାତକ ଲେଖକ କ୍ଷେତ୍ରରେ ଯୋଡ଼ିହୋଇଥାନ୍ତି।ଏପ୍ରକାରର ବ୍ୟକ୍ତି ଯେକୌଣସି କ୍ଷେତ୍ରକୁ ଯାଇଥାନ୍ତି ସେଠି ପ୍ରଥମ ହୋଇଥାନ୍ତି ବା ସମସ୍ତଙ୍କ ଉପରେ ରହିଥାନ୍ତି ଆଉ କାର୍ଯ୍ୟ କୁ ମନ ଭିତରୁ କରିଥାନ୍ତି ଆଙ୍କୁ ସମ୍ମାନ ଓ ପଇସା ଦୁଇଟି ଜାଙ୍କ ମିଳିଥାଏ।ସମୟ ପଡିଲେ ଏମାନେ ଅନ୍ୟ ମାନଙ୍କ ସାହାର୍ଯ୍ୟ ମଧ୍ୟ କରିଥାନ୍ତି।ଆର ନାଁ ରେ ଥିବା ଲୋକମାନେ ନିଜ ପରିଶ୍ରମ ବଳରେ ତାଙ୍କୁ ସବୁଠାରେ ସଫଳତା ପାଇଥାନ୍ତି।ଅନ୍ୟମାନଙ୍କୁ ଚିନ୍ହିବାରେ ଏମାନଙ୍କର ଅଦ୍ଭୂତ କୌଶଳ ରହିଥାଏ।

ଏମାନେ ପରିଶ୍ରମୀ ଓ ଲଗ୍ନଶୀଳ ଲୋକ ଅଟନ୍ତି।ଆର ନାଁ ଧାରି ବ୍ୟକ୍ତି ବହୁତ ସୁନ୍ଦର ଓ ଚତୁର ଅଟନ୍ତି।ଆଙ୍କ ଆଡକୁ ଆପେ ଆପେ ଲୋକ ଆକର୍ଷିତ ହୋଇ ଆସନ୍ତି।ଏହି ଲୋକଙ୍କୁ ଭଲପାଉଥିବା ଲୋକଙ୍କ ଗୋଟେ ଲମ୍ବା ଲାଇନ ଥାଏ।ଆଙ୍କ କଥାକହି ବାତ ଏମାନେ ନିଜ୍ ଜୀବନ କେବଳ ଜଣଙ୍କୁ ଭଲ ପାଇବାରେ କାଟିଦିଅନ୍ତି ଏମିତି ଲୋକ ନିଜ ଭଲପାଇବା ପାଇଁ ବହୁତ ହତଭାଗା ଅଟନ୍ତି କାହିଁକି ନା ଆଙ୍କୁ ସବୁବେଳେ ଭଲପାଇବାରେ ପ୍ରତାରଣା ମିଳିଥାଏ।

ନିଜ ଭଲପାଇବାକୁ ନେଇ ଏମାନେ ସ୍ୱାର୍ଥୀ ଅଟନ୍ତି।ଯେଉଁମାନେ ଆଙ୍କୁ ଜୀବନ ସାଥି ଭାବେ ପାଇଥାନ୍ତି ସେମାନେ ବହୁତ ଭାଗ୍ୟସାଳି ଅଟନ୍ତି।ଆସନ୍ତୁ ଜାଣିବା ର ଅକ୍ଷର ବ୍ୟକ୍ତିଙ୍କ ଗୁଣ ବିଷୟରେ।ପ୍ରଥମ ଗୁଣ ଏ ମାନଙ୍କୁ ଜ୍ଞାନର ଭଣ୍ଡାର ବୋଲି କୁହାଯାଏ ଏମାନେ ବାହାରୁ ଗମ୍ଭୀର ଓ ଭିତରୁ ପ୍ରେମଭାବରେ ଲିପ୍ତ ଅଟନ୍ତି।ଦ୍ୱିତୀୟ ଗୁଣ ନିଜ ଉଚ୍ଚ ଅଧିକାରୀ ବା କାହାଠାରୁ ବି କାମ ହାସଲ କରିବା ଏମାନଙ୍କ ପାଇଁ ବାମ ହାତର ଖେଳଟେ।

ଯେମିତି ଯେମିତି ଏମାନଙ୍କ ଆୟୁ ବଢେ ସେମିତି ଏମିତି ଏ ଲୋକ ଜୀବନରେ ମାନ,ପ୍ରତିଷ୍ଠା,ଇଜ୍ଜତ,ସମ୍ମାନ ରେ ଅଧିକ ବୃଦ୍ଧି କରିଥାନ୍ତି।ତୃତୀୟ ଗୁଣ ଏମିତି ଲୋକ ସୁନିଶ୍ଚିତ ସ୍ୱର୍ଥୀ ଅଟନ୍ତି କୋଉ ଅଲଗା ମଣିଷ କଣ କରେ କଣ ନାହିଁ ଏମାନଙ୍କ ଉପରେ କିଛି ଫରକ ପଡେ ନାହିଁ ତେଣୁ ଏମାନଙ୍କ ବୈବାହିକ ଜୀବନରେ ଏ କଥାକୁ ନେଇ ଝଗଡା ହୁଏ।

ଚତୁର୍ଥ ଗୁଣ ଏମାନଙ୍କୁ ପଇସା ଓ ଇଜ୍ଜତ ବହୁତ ଶୀଘ୍ର ମିଳିଯାଏ ଓ ଏ ଲୋକ ହୃଦୟରୁ ବହୁତ ଭଲ ଅଟନ୍ତି।ପାଞ୍ଚରେ ଏ ଲୋକ କୌଣସି ବି କଥାକୁ ଭଲ ଭାବରେ ମନ୍ଥନ କରନ୍ତି ଓ ତାପରେ ନିର୍ଣ୍ଣୟ ନିଅନ୍ତି ଯେଉଁଟାକି ପ୍ରାୟ ପରିସ୍ଥିତିରେ ଠିକ ପ୍ରମାନିତ ହୋଇଥାଏ।

ଷଷ୍ଠ ଗୁଣ ଏ ନିଜ କାମ ହାସଲ କରିବା ଜାଣିଛନ୍ତି।ସାତରେ ଏ ବ୍ୟକ୍ତି ବହୁତ ଶ୍ରେଷ୍ଠ ଓ ଧନୀ ଅଟନ୍ତି ତା ସହିତ ପ୍ରଭାବ ସାଳି ଓ ମଧୁର ଭାସି ଅଟନ୍ତି।ଏହିଭଳି ଆର ନାମ ଧାରି ବ୍ୟକ୍ତିଙ୍କ ପାଖରେ ଗୁଣର ଭଣ୍ଡାର ଥାଏ।

Leave a Reply

Your email address will not be published. Required fields are marked *