October 17, 2024

Odia Express

Here, There and Everywhere

ଚାଣକ୍ୟ ନୀତି: ଜଣେ ମହିଳା ର ଯଦି ଏହି ଅଙ୍ଗ ବଡ଼ ଅଛି ତ ସେ ଅତ୍ୟନ୍ତ ଭାଗ୍ୟଶାଳୀ ଅଟେ..

ଆମେ ଆବହମାନ କାଳ ରୁ ଝିଅ ମାନଙ୍କର ଭାଗ୍ୟ ବାବଦରେ ଅନେକ କଥା ଶୁଣି ଆସୁଛୁ। ଆମେ ଜାଣିଛୁ କି ଯଦି ଝିଅ ମାନଙ୍କର ଏପରି କିଛି ଗୁଣ ଥାଏ ତ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି ମାତ୍ର ଆପଣ ଝିଅ ମାନଙ୍କର ଅଙ୍ଗ ମାନଙ୍କ ବାବଦରେ କିଛି ଜାଣିନଥିବେ। ଯଦି ଝିଅ ର ଏହି ଅଙ୍ଗ ବଡ଼ ଥାଏ ତ ସେ ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ସେହିପରି ଝିଅ ମାନଙ୍କର ଅଙ୍ଗ ମାନଙ୍କର ଚର୍ଚ୍ଚା ବାବଦରେ କହିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା।


୧: ଲମ୍ବା ଚୁଟି: ବନ୍ଧୁଗଣ କଳା ଆଉ ଲମ୍ବା ଚୁଟି ନା କେବଳ ଝିଅ ମାନଙ୍କର ସୌନ୍ଦର୍ଯ୍ୟ ର ପ୍ରତୀକ ହେଇଥାଏ ମାତ୍ର ଏହା ଝିଅ ମାନଙ୍କର ସୌଭାଗ୍ୟ ର ବି ପ୍ରତୀକ ଭାବେ ସାବ୍ୟସ୍ତ ହେଇ ଥାଏ। ଏହା ରହିବା ଦ୍ୱାରା ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହେଇଥାନ୍ତି ଆଉ ଏମାନଙ୍କର ଆସିବା ଘର ପାଇଁ ଶୁଭ ହୋଇଥାଏ।

୨: ଲମ୍ବା ବେକ: ଝିଅ ମାନଙ୍କର ଲମ୍ବା ତଥା ସଳଖ ବେକ ବି ବହୁତ ଭଲ ଆଉ ସୁଖଦାୟକ ହେଇଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ବି ହେଇଥାନ୍ତି।

୩: ସମୁଦ୍ର ଶାସ୍ତ୍ର ରେ କୁହାଯାଇଥିବା ଆଉ ଏକ ଲକ୍ଷଣ ହେଉଛି ଲମ୍ବା ନାକ: ଏହିପରି ଲମ୍ବା ନାକ ଥିବା ଝିଅ କମ ଖର୍ଚ୍ଚ କରନ୍ତି ଆଉ ସର୍ବଦା ନିଜ ସ୍ୱାମୀଙ୍କ ସହ ଠିଆ ହୁଅନ୍ତି। ସେମାନେ ଘର ର ବଜେଟ ଅନୁସାରେ ଚଳନ୍ତି।

୪: ଚୌଡା ମଥା: ଯଦି କାହାର ମଥା ଚୌଡା ଅଛି ତ ଏହାକୁ ତାର ଅସୁନ୍ଦର୍ଯ୍ୟ ଭିତରେ ଗଣନ୍ତୁ ନାହିଁ। କାରଣ ଏହିପରି ଝିଅ ମାନେ ଅତ୍ୟନ୍ତ ସୁଖୀ ଆଉ ଗୁଣବାନ ହେଇଥାନ୍ତି। ସେମାନେ ଘର ର ବହୁତ କେୟାର କରନ୍ତି ଆଉ ତାଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ବି ହେଇଥାନ୍ତି। ସେମାନେ ଘର ପାଇଁ ବରଦାନ ସାବ୍ୟସ୍ତ ହେଇଥାନ୍ତି। ସେମାନେ ଟିକେ ଅସୁନ୍ଦର ଲାଗୁଥିଲେ ବି ଅତ୍ୟନ୍ତ ଭାଗ୍ୟଶାଳୀ ହେଇଥାନ୍ତି।

୫: ଲମ୍ବା ଆଙ୍ଗୁଳି: ଯେଉଁ ଝିଅ ମାନଙ୍କର ଲମ୍ବା ଆଙ୍ଗୁଳି ଥାଏ ସେମାନେ ପାଠ ପଢା ରେ ଅତ୍ୟନ୍ତ ଭଲ ହେଇଥାନ୍ତି ଆଉ ଆସିବା ସହ ଘରକୁ ସୁଖ ନେଇକରି ଆସନ୍ତି। ସେମାନେ ଘର ପାଇଁ ବରଦାନ ସାବ୍ୟସ୍ତ ହେଇଥାନ୍ତି।

୬: ବଡ଼ ବଡ଼ ଆଖି: ବଡ଼ ଆଖି ରହିବା ମହିଳା ମାନଙ୍କ ପାଇଁ ନା କେବଳ ସୌନ୍ଦର୍ଯ୍ୟ ର ପ୍ରତୀକ ହେଇଥାଏ ବରଂ ସେମାନେ ବିଶ୍ବାସ ର ପ୍ରତୀକ ବି ହେଇଥାନ୍ତି। ସେମାନେ ନିଜ ସାଥିକୁ ବହୁତ ପ୍ରେମ କରନ୍ତି।

୭: ଗଭୀର ନାଭି: ଯେଉଁ ମହିଳା ମାନଙ୍କର ଗଭୀର ତଥା ଡାହାଣ କୁ ମୋଦି ହେଇଥିବା ନାଭି ଥାଏ ସେମାନେ ଧନ ତଥା ସୁଖ ଶାନ୍ତି ର ପ୍ରତୀକ ହେଇଥାନ୍ତି।

୮: ଲମ୍ବା ଗୋଡ଼: ଲମ୍ବା ଗୋଡ଼ ଥିବା ଝିଅ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ମାନା ଯାଇଥାଏ ଆଉ ସେମାନଙ୍କୁ ସବୁ କିଛି ବହୁତ ଭଲ ଭାବେ ଆଉ ସୁଖର ସହ ମିଳି ଯାଇଥାଏ।

Leave a Reply

Your email address will not be published. Required fields are marked *