October 18, 2024

Odia Express

Here, There and Everywhere

S ଓ R ନାଁ ଧାରୀ ଲୋକଙ୍କ ଯୋଡି କିଭଳି ହୋଇଥାଏ – ଏବେ ନିଶ୍ଚୟ ଜାଣିରଖନ୍ତୁ ଏ ବିଷୟରେ…

1 min read

ସାଙ୍ଗମାନେ ଆଜି ଆମେ ଏଠି କହିବାକୁ ଯାଉଛୁକି ଆର ନାଁ ଧାରୀ ଓ ଏସ ନାଁ ଧାରୀ ବ୍ୟକ୍ତିଙ୍କ ଯୋଡି କିପରି ହୋଇଥାଏ।ଏ ଦୁଇଜଣଙ୍କ ଦାମ୍ପତ୍ୟ ଜୀବନ କିଭଳି ରହିଥାଏ।ଏ ଦୁଇଜଣ ନିଜେ ନିଜକୁ ବା ପରସ୍ପରକୁ ବୁଝି ପାରନ୍ତିକି ନାହିଁ କୌଣସି ଅସୁବିଧା ଆସିଲେ ତାର ସମାଧାନ କିପରି କରିବେ ସେ ବିଷୟରେ ଜାଣିବା ଏସବୁ କଥା ଆମେ ଛଟି ବିନ୍ଦୁ ଦ୍ୱରା ବୁଝିବା ସେଗୁଡିକ ହେଲା- ୧.ବ୍ୟକ୍ତିତ୍ୱ ୨.ଗୁଣ ୩.ଆର୍ଥିକବ୍ୟବସ୍ଥା ୪.ବ୍ୟବହାର ୫.ଜୀବନ ୬.ଆଧ୍ୟାତ୍ମିକ।

ଏହି ୬ଟି ବିନ୍ଦୁକୁ ବୁଝିବା ତାପରେ ଜାଣିବାକି ଏସ ନାଁ ଓ ଆର ନାଁ ଧରି ବ୍ୟକ୍ତି ବା ମହିଳା କିପରି ଅଟନ୍ତି କଣ କରନ୍ତି ଓ ମିଶିଗଲେ କଣ କରିପାରିବେ ଓ ସେ ଛଟିରୁ ଯାହାର ବିନ୍ଦୁ ଅଧିକ ଆସିବ ବା ଦୁଇ ଜଣଙ୍କ ପକ୍ଷରେ ମେଳଖାଇବ ବା ସମାନ ରହିବ ସେ ଯୋଡି ବହୁତ ଭଲ ବୋଲି ଆମେ ଜାଣି ପାରିବା।ସବୁଠାରୁ ପ୍ରଥମେ ଆସିବ ବ୍ୟକ୍ତିତ୍ୱ ଏସ ନାଁ ଧାରୀ ବ୍ୟକ୍ତି ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି ପ୍ରସିଦ୍ଧ ଅଟନ୍ତି ଓ କଥାର ଏତେ ଧନି ଅଟନ୍ତି କି ନିଜ ପ୍ରଭାବ ନିଜ କଥା ମାଧ୍ୟମରେ ଛାଡି ଯାନ୍ତି ଏ ବେସି ଗୋଟେ ଝିଅ କ୍ଷେତ୍ରରେ ହୋଇଥାଏ ସେଠି ଆର ନାଁ ଧାରୀ ବ୍ୟକ୍ତି ବହୁତ ଚାଲାଖ ଓ ଚତୁର ଅଟନ୍ତି ଦେଖିବା ରେ ସୁନ୍ଦର ହେବା ଅପେକ୍ଷା ସେମାନେ ନିଜ ବ୍ୟକ୍ତିତ୍ୱରେ ବହୁତ ଧନି ଅଟନ୍ତି।

ଏଠି ଦୁଇଜଣ ଜାଙ୍କ ଦେଖିବାକୁ ସୁନ୍ଦର ଅଟନ୍ତି ତ ଏ ବିନ୍ଦୁ ଦୁଇଜଣଙ୍କ କ୍ଷେତ୍ରରେ ସମାନ ଅଟେ।ଦ୍ଵିତୀୟରେ ଆସିବ ଗୁଣ ଏସ ନାଁ ଧାରୀ ସ୍ୱାଭାବରେ ବହୁତ ସରଳ ଜଣା ପଡ଼ନ୍ତି କିନ୍ତୁ ମଝିରେ ମଝିରେ ବହୁତ ରାଗିଯାନ୍ତି ଏମିତି ଲୋକ ନ୍ୟାୟ ପ୍ରିୟ ଅଟନ୍ତି ସେଠି ଆର ନାଁ ଧାରୀ ବହୁତ ବୁଦ୍ଧିମାନ ଅଟନ୍ତି ଲୋକଙ୍କ ସାହାଯ୍ୟ କରିବା ବହୁତ ଭଲ ଲାଗେ ଏମାନଙ୍କୁ ଏମାନେ ବହୁତ ଜିଦି ସ୍ୱଭାବର ଅଟନ୍ତି ଟ ଏଠି ଦେଖିବା ତ ଦୁଇଜଣଙ୍କ ସମାନ ବିନ୍ଦୁ ଅଟେ କାରଣ ଦୁଇଜଣ ସମାଜ ପ୍ରତି ଧ୍ୟାନ ଦିଅନ୍ତି ଓ ଜଣେ ଜଣଙ୍କ ଜିଦିକୁ ସମ୍ମାନ ଦିଏ ଓ ଖାପଖୁଆଇ ଚଳନ୍ତି।

ତୃତୀୟରେ ଆସିବ ଆର୍ଥିକବ୍ୟବସ୍ଥା ଏମାନଙ୍କ ମଧରୁ ଏସ ନାଁ ଧାରୀ ବ୍ୟକ୍ତି ନିଜ ଭବିଷ୍ୟତ ଓ ଆର୍ଥବ୍ୟବସ୍ଥା କୁ ନେଇ ଚିନ୍ତିତ ରହିଥାନ୍ତି କିନ୍ତୁ ଯେଉଁ କ୍ଷେତ୍ରକୁ ଯାଆନ୍ତି ସେଠି ବହୁତ ଇଜ୍ଜତ ଓ ପଇସା ରୋଜଗାର କରନ୍ତି ଓ ଆର ନାଁ ଧାରୀ ବ୍ୟକ୍ତି ତାଙ୍କ ଭାବନା ଅଳ୍ପ ବ୍ୟବସାୟୀକ ଲୋକଙ୍କ ଭଲି ହୋଇଥାଏ କାରଣ ସେ ବିଳାସ ମୟ ଜୀବନ ଯାପନ କରିବାକୁ ଚାହାନ୍ତି ତେଣୁ ଏ ବହୁତ ପରିଶ୍ରମ କରନ୍ତି ଦୁଇ ଜଣ ନାଁ ଧରି ଯଦି ବହା ହେଉଛନ୍ତି ପଇସାର କୌଣସି ଅଭାବ ରହିବ ନାହିଁ।

ଚତୁର୍ଥ ବିନ୍ଦୁରେ ଆସିବ ବ୍ୟବହାର ଏସ ନାଁ ଧାରୀ ବ୍ୟକ୍ତିଙ୍କ ବ୍ୟବହାର ରାଗି ଓ ଜିଦି ସ୍ଵଭାଵ କାରଣରୁ ସେମାନେ ନାପସନ୍ଦ ଆସି ପାରନ୍ତି ଏମାନେ ଟିକେ ସନ୍ଦେହି ଅଟନ୍ତି ଓ ସେଠି ଆର ନାଁ ଧାରୀ ବ୍ୟକ୍ତିଙ୍କର କିଛି ଯାଏ ଆସେ ନାହିଁ ସେ କେବଳ ନିଜ କାମ ନିଜେ କରିଥାନ୍ତି ସେ ଅନ୍ୟ କାହାପ୍ରତି ଧ୍ୟାନ ଦିଅନ୍ତି ନାହିଁ।ଏ କ୍ଷେତ୍ରରେ ଟିକେ ଦ୍ଵନ୍ଦ ଉପୁଜି ପାରେ ତ ଦୁହେଁ ଦୁହିଁ ଜଣଙ୍କୁ ବୁଝି ଭଲ ଭାବରେ ଚାଲିବାକୁ ପଡିବ।

ପାଞ୍ଚ ନମ୍ବରରେ ଆସିବ ଜୀବନ ଏସ ନାଁ ଧାରୀ ପ୍ରାୟ ଆଧ୍ୟାତ୍ମିକ କ୍ଷେତ୍ରରେ ଲୋକକଙ୍କୁ ଉପକାର କରେଇବାକୁ ଚାହୁଁଛନ୍ତି ଓ ନିଜ ଜୀବନ ସେଥିପାଇଁ ଉସ୍ଛର୍ଗ କରିଦିଅନ୍ତି।ସେଠି ଆର ନାଁ ଧାରୀ ମଧ୍ୟ ଲୋକଙ୍କ ହିତ ବା ଭଲ ଆଶା କରିଥାନ୍ତି ଏ ମାନଙ୍କର ଏହି ପ୍ରବୃତ୍ତି ଲୋକ ମାନଙ୍କୁ ପ୍ରଭାବିତ କରିଥାନ୍ତି।ଏଠି ମଧ୍ୟ ଦୁଇଜଣଙ୍କ କ୍ଷେତ୍ରରେ ଦୁଇଜଣଙ୍କୁ ସାମାନ ବିନ୍ଦୁ ମିଳିବ।

ତାପରେ ଆସିବ ଶେଷ ବା ଛଅ ନମ୍ବର୍ ବିନ୍ଦୁ ସେ ହେଉଛି ଆଧ୍ୟାତ୍ମିକତା କହିବାକୁ ଗଲେ ଦୁଇ ଜଣ ଭଗବାନ କିମ୍ବା ପ୍ରକୃତିକୁ କିପରି ଭରସା ରଖନ୍ତି ଓ କଣ କୁହନ୍ତି।ଏସ ନାଁ ଧାରୀ ବେଳେ ବେଳେ ଭଗବାନଙ୍କ ଉପରେ ସନ୍ଦେହ କରନ୍ତି କାରଣ ସେ ପ୍ରାୟତଃ ଯୁକ୍ତିଯୁକ୍ତ ଭାବରେ ଜାଣିବାକୁ ଚାହାନ୍ତି ଯେ ପର୍ଯ୍ୟନ୍ତ ସେ ଆପଣଙ୍କ ପ୍ରସନ୍ନ ର ଉତ୍ତର ନ ମିଳେ ସେ ପର୍ଯ୍ୟନ୍ତ କିଛିବି କରନ୍ତି ନାହିଁ। ଆର ନାଁ ଧାରୀ ଭଗବାନଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି ଓ ସବୁ କାମ ଭଗବାନଙ୍କୁ ଆଗରେ ରଖି କରିଥାନ୍ତି ସେ ଆଖିବନ୍ଦ କରି ଭଗବାନଙ୍କ ଉପରେ ବିଶ୍ୱାସ କରିଥାନ୍ତି।ଏହି କ୍ଷେତ୍ରରେ ଦୁଇ ଜଣ ଅଲଗା ଅଲଗା ଅଟନ୍ତି ଦୁହେଁ ଦୁହିଁଙ୍କୁ ବୁଝି ଗଲେ ଭଲ ହେବ।ଏହି ଭଳି ଚତୁର୍ଥ ଓ ଷଷ୍ଠ ବିନ୍ଦୁରେ ଧ୍ୟାନ ଦେଲେ ଦୁଇଜଣ ଖୁସିରେ ରହି ପାରିବେ।

Leave a Reply

Your email address will not be published. Required fields are marked *