October 27, 2024

Odia Express

Here, There and Everywhere

ଥାଇରଏଡ଼କୁ ଜଲଦି କଣ୍ଟ୍ରୋଲ କରିବା ପାଇଁ ଆଜି ଆରମ୍ଭ କରନ୍ତୁ ଏହି ଉପାୟ – ନିଶ୍ଚୟ ଜାଣି ରଖନ୍ତୁ..

ଯେବେ ଆମ ଶରୀରରେ ଥାଇରଏଡ଼ ହରମୋନ ଶେଷ ହେବା କାରଣରେ ଥାଇରଏଡ଼ ଗ୍ରନ୍ଥି କାର୍ଯ୍ୟକ୍ଷ୍ୟମତା ଟିକେ ଦୁର୍ବଳ ହୋଇପଡେ ତାପରେ ଏହି ସ୍ଥିତି ହାଇପୋଥାଏରଡିଯିମର ଜନ୍ମ ଦେଇଥାଏ। ଏହି କ୍ଷେତ୍ରରେ ଆମ ଶରୀରର ଓଜନ ଓ ମୋଟାପଣ ଧୀରେ ଧୀରେ ବଢିବାକୁ ଲାଗେ। ସେଥିପାଇଁ ଡାଏଟ ସହ ଘରୋଇ ଉପାୟରେ ଧ୍ୟାନ ଦେବା ମଧ୍ୟ ଆବଶ୍ୟକ ଏମିତି ବି କିଛ ଜିନିଷ ଥାଏ ଯାହାକୁ ଖାଇବା ଦ୍ୱାର ଥାଇଏରଡ ବଢି ବାର ସମାଧାନ ଅଛି। ଥାଇରଏଡ଼ ରୋଗରୁ ମୁକ୍ତି ପାଇଁ ଆପଣଙ୍କୁ ୩୦% ସଲାଡ଼,୩୦% ସିଝା ଖାଇବା,୪୦%ମୁଖ୍ୟ ଭୋଜନ ମିଳିଥାଏ। ଏହି ଅନୁପାତରେ ଯଦି ଖାଦ୍ୟଗ୍ରହଣ କଲେ ତାହେଲେ ସେ ନିଜ ଥାଇରଏଡ଼ କୁ କଂଟ୍ରୋଲ ରେ ରଖି ପାରିବେ। ସଲାଡ଼ ପାଇଁ ପିଆଜ,କାକୁଡି,ଗାଜର ଆଉ ଗଜାବୁଟ ଇତ୍ୟାଦି ଖାଇଥାଏ। ପିଆଜ ଆମ ରକ୍ତକୁ ସଫା ରଖିଥାଏ,ତା ସହିତ ଗାଜର ରେ ଜ଼ୀଙ୍କ ଓ ଭିଟାମିନ ଏ ଥାଏ।ଯେଉଁଟାକି ଥାଇରଏଡ଼ ପାଇଁ ବହୁତ ଭଲ ଅଟେ।ଗଜାମୁଗ ଓ ଆଳୁ କୁ ଶିଝେଆଇ ଖାଇବା ଉଚିତ ଆଳୁକୁ ଶିଝେଇବା ଦ୍ୱାରା ଏଥିରେ ପୋଟାସିୟମ ପରିମାଣ ଥାଏ ତେଣୁ ଏହା ଶରୀର ପାଇଁ ଭଲ ଅଟେ।

ଦିନର ମୁଖ୍ୟ ଭୋଜନରେ ସଜନାଛୁଇଁ ବିନ ଆଦି ଖାଇବା ଦରକାର କାରଣ ସେଥିରେ ପୋଟାସୀୟମ ଓ ଜିଙ୍ଗ ର ମାତ୍ରା ଅଧିକ ଥାଏ ଯେଉଁଟାକି ଥାଇରଏଡ଼ ପାଇଁ ଜରୁରୀ ପୋଷକ ତତ୍ୱ ଅଟେ ତା ସହିତ ବାଦାମୀ ଚାଉଳ ଓ ଡାଲି ର ବ୍ୟବହାର କରିବା ଉଚିତ। ଏହା ଦ୍ୱାରା ଆମ ଶରୀର କୁ ପ୍ରୋଟିନ ମିଳିଥାଏ ଓ ଆମେ ମୋଟା ହେଇ ନଥାଉ।

ଖାଇବା ଶେଷରେ ଦହି କିମ୍ବା କ୍ଷୀର ସେବନ କରିବା ଉଚିତ କଣ ପାଇଁ ନା ଏ ସବୁ ଜିନିଷରେ ଭିଟାମିନ ବି ଥାଏ ତେଣୁ ଏସବୁ ଥାଇରଏଡ଼ ପାଇଁ ଭଲ ଅଟେ। ଯଦି ଆପଣ ଆମିଷ ଖାଆନ୍ତି ତାହେଲେ ସମୁଦ୍ରର ଲୁଣି ମାଛ ଓ ଅଣ୍ଡା ଖାଇବା ଦରକାର ଯାହା ଥାଇରଏଡ଼ କମାଇବାରେ ସାହାଯ୍ୟ କରେ। ଏ ଅଣ୍ଡା ହରମୋନ ବାଲାନ୍ସ ରେ ସାହାଯ୍ୟ କରେ ସେଥିପାଇଁ ଆପଣ ରାତ୍ରି ଭୋଜନରେ କିମ୍ବା ଖାରାବେଳ ଭୋଜନରେ ଅଣ୍ଡା କିମ୍ବା ମାଛ ଖାଇବା ଆବଶ୍ୟକ । ଥାଇରଏଡ଼ ରେ କାଜୁ,ଖିସମିଶ,ବାଦାମ,ଭଳି ଖାଦ୍ୟର ସେବନ କରିବା ଦରକାର ଓ ଫଳ ମଧ୍ୟ ଖାଇବା ଦରକାର।

ବେଶୀରେ ବେସି ଖରଭୁଜ,ବେଦନାର ସେବନ କରିବା ଉଚିତ।ତା ସହିତ ଅଦା,ଗହମ ଘାସ ଓ ଗ୍ରୀନ ଟି ପିଇବା ଦରକାର।ଯଦି ଆମ ଗାଳାରେ କୌଣସିବି ଅସୁବିଧା ରହିଲା ତେବେ ଆଡକୁ ଫୁଟାଇ ତାର ସେବନ କରିବା ଉଚିତ।ଏ ସବୁ ଜିନିଷ ମଧ୍ୟରେ ଆମ ଶରୀର କୁ ସାବୁତ ଶସ୍ଯର ଦରକାର ପଡିଥାଏ ତାମଧ୍ୟରୁ ବେସି ବ୍ୟବହାର ହୋଇଥାଏତ ଓଟସ ଏହା ଭିତରେ ଫାଏବର,ଭିଟାମିନ ପ୍ରଚୁର ପରିମାଣରେ ଭରି ରହିଛି ଯେଉଁଟା। ଏହାର ବ୍ୟବହାର ଦ୍ୱାରା ଶରୀରରେ ଚର୍ବୀ ଜମା ହୋଇନଥାଏ ତା ସହିତ ଆମ ଥାଇରଏଡ଼ ଲେବୁଲ ଠିକ ବି ରହିଥାଏ।

ଥାଇରଏଡ଼ ରେ ନଡ଼ିଆ ତେଲରେ ସେବନ ବହୁତ ଆଵଶ୍ୟକ ଅଟେ ଏ ତେଲ ମୋଟା କରିନଥାଏ ଓ ଏହା ଦ୍ୱାରା ଆମ ମେଟାବୋଲିଜିମ ବି ବଢିଥାଏ। ସେଥିପାଇଁ ଡାକ୍ତର ମାନେ ବି ନଡ଼ିଆ ତେଲ ସେବନର ଉପାୟ ଦେଇଥାନ୍ତି। ନଡ଼ିଆ ତେଲର ବ୍ୟବହାର ଖାଇବା ରୋଷେଆଇ ପାଇଁ ବ୍ୟବହାର କରନ୍ତି।

ତ ସାଙ୍ଗମାନେ ଆପଣ ଏମିତିହିଁ ସକାଳୁ ନେଇ ସନ୍ଧ୍ୟା ଯାଏଁ ପୁରା ଏହାକୁ ଅନୁସରଣ କଲେ ଅପଣଙ୍କ ଥାଇରଏଡ଼ ନିଜ ଅଧୀନକୁ ଆସିଯିବ। ଏମିତିରେ ଦିନସାରା ବେସିରୁ ବେସି ପାଣି ପିଇବାକୁ ପଡିବ ଆପଣଙ୍କୁ। ଯାହା ଫଳରେ ଶରୀର ସୁସ୍ଥ ଆଉ ସୁନ୍ଦର ରହିବ। ଆଉ ଦିନର ଗୋଟେ ସମୟରେ ବ୍ୟାୟାମ ଓ କସରତ କରାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *