October 22, 2024

Odia Express

Here, There and Everywhere

ଯଦି ମୁଷା କାମୁଡ଼ି ଦିଏ ତ ତୁରନ୍ତ କରନ୍ତୁ ଏହି ଉପାୟ – ନଚେତ ଚାଲିଯାଇ ପାରେ ଜୀବନ..

ମୁଷା ଗୋଟିଏ ସାଧାରଣ ପ୍ରାଣୀ। ମଣିଷ ଯେଉଁଠି ରୁହେ ମୁଷା ମଧ୍ୟ ସେଇଠି ରହେ। ମୁଷା ମଣିଷ ଙ୍କ ଘରେ ରହି ମନୁଷ୍ୟ ଙ୍କ ଜିନିଷ କୁ ନଷ୍ଟ କରେ। ମୁଷା ଅନେକ ଜିନିଷ ନିଜ ଦାନ୍ତ ଦ୍ୱାରା କାଟି ନଷ୍ଟ କରେ। ଧଳା ମୁଷା କାହାକୁ କାମୁଡନ୍ତି ନାହିଁ ଜଙ୍ଗଲୀ ମୁଷା ଏବଂ କଳା ମୁଷା ହିଁ ମଣିସ୍ୟକୁ କ୍ଷତି ପହଞ୍ଚାଇଥାନ୍ତି। ମୁଷା ମଣିଷ ଙ୍କୁ ଡରି ଦୂରକୁ ଚାଲିଯାଏ ବହୁତ କମ ଜାଗାରେ ମୁସା ମଣିଷ ଙ୍କୁ କାମୁଡ଼ି ଥାଏ। ମୁଷା ମଣିଷ ଙ୍କୁ ପ୍ରାୟ ସୋଇଥିବା ସମୟରେ ହିଁ କାମୁଡି ଥାଏ। ତେବେ ମୁଷା କାମୁଡ଼ିଲେ ଏତେ ବିଶେଷ କିଛି କ୍ଷତି ହୋଇନଥାଏ।

ଯଦି ମୁଷା ଟି କୌଣସି ରୋଗରେ ସଂକ୍ରମିତ ଅଟେ କିମ୍ବା ମୁଷା ଟି ରୋଗ ରେ ଅଛି ତେବେ ଏହା କାମୁଡ଼ିଲେ ଆପଣଙ୍କୁ ମହଙ୍ଗା ପଡିପାରେ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ପ୍ରାଥମିକ ଉପାୟ ଯାହା କୁ ବ୍ୟବହାର କରି ଆପଣ ସହଜ ରେ ମୁଷା କାମୁଡ଼ା ଯନ୍ତ୍ରଣା ଏବ ରୋଗ ସଂକ୍ରମିତ ହେବାରୁ ବଞ୍ଚି ପାରିବେ। ତେବେ ଆର୍ଟିକଲେ ଟିକୁ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।

ମୁଷା କାମୁଡିବା ଦ୍ୱାରା ପ୍ଲେଗ ରୋଗ ହୋଇଥାଏ। କିନ୍ତୁ ଏହା ଗୋଟିଏ ଭ୍ରାନ୍ତ ଧରଣା ଅଟେ। ବିଶ୍ୱ ସ୍ୱାସ୍ଥ୍ୟ ସଂଘଟନ କୁହେ ଯେ ମୁଷା କାମୁଡିବା ଦ୍ୱାରା ଏତେ ଚିନ୍ତା କରିବାର କିଛି ନାହିଁ । କେବଳ ଆପଣଙ୍କୁ ପ୍ରତି ଷେଧକ ଟୀକା ବା ଟିଟାନସ ନେଇଯିବା ଉଚିତ।ଏହଦ୍ୱାର ଆପଣଙ୍କ ଶରୀର ରେ ରୋଗ ପ୍ରତିଷେଧକ ପ୍ରତିରୋଧକ ଶକ୍ତି ବଢିଯିବା ସହ ରୋଗ ସଂକ୍ରମଣ ର ଆଶଙ୍କା ମଧ୍ୟ କମିଯିବ।

ମୁଷା କାମୁଡ଼ିଲେ ତତ୍କ୍ଷଣାତ କରନ୍ତୁ ଏହି ଉପାୟ – ମୁଷା କାମୁଡ଼ିଲେ। ମୁଷା କାମୁଡି ଥିବା ସ୍ଥାନ ରେ ଗରମ ପାଣି ଦ୍ୱାରା ଧୋଇ ଏଥିରେ ତୁଳାରେ ଡେଟଲ ପାଣି ରେ ଧୋଇ ଦିଅନ୍ତୁ।ଡେଟଲ ନଥିଲେ ଆପଣ କର୍ପୂର ଗୁଣ୍ଡ ମିଶା ହଳଦୀ ର ପ୍ରଲେପନ ମଧ୍ୟ ଲଗେଇ ପାରିବେ। ଏହାପରେ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ।

ପରେ ଯଦି କିଛି ଇଂଫେଏକ୍ସନ ବା ଦିହ କୁଣ୍ଡେଇ ହେବା। ବିନ୍ଧା ହେବା ଦରଜ ହେବ ଦ୍ୱାରା ତୁରନ୍ତ ଆଉ ଡେରି ନକରି ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ। କାରଣ ଯଦି ମୁଷା ଟି ସଂକ୍ରମିତ ହୋଇଥିବ ତେବେ ଆପଣଙ୍କୁ କୌଣସି ରୋଗ ସଂକ୍ରମଣ ହୋଇପାରେ।

Leave a Reply

Your email address will not be published. Required fields are marked *